କନକ ବ୍ୟୁରୋ : ଝାଡଖଣ୍ଡରେ ପାଖାପାଖି ୨୦ ଲକ୍ଷ ପ୍ରବାସୀ ଓଡ଼ିଆ ରୁହନ୍ତି । କିନ୍ତୁ ସେମାନଙ୍କ ଭବିଷ୍ୟତକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଝାଡ଼ଖଣ୍ଡରେ ରହୁଥିବା ଓଡ଼ିଆ ସାହିତ୍ୟିକ ଓ କବି । ଝାଡ଼ଖଣ୍ଡର ସଢ଼େଇକଳା, ଖରଶୁଅାଁ, ଗୁଣ୍ଡୁ, ରାଂଚି, ପୂର୍ବ ସିଂହଭୁମ, ପଶ୍ଚିମ ସିଂହଭୁମ୍ ଜିଲ୍ଲାରେ ପାଖାପାଖି ୨୦ ଲକ୍ଷରୁ ଅଧିକ ଓଡ଼ିଆ ଭାଷାଭାଷି ରହୁଛନ୍ତି । ପୂର୍ବରୁ ଏମାନଙ୍କ ପାଇଁ ୧୭୦ରୁ ଅଧିକୁ ଓଡ଼ିଆ ବିଦ୍ୟାଳୟ ଥିବା ବେଳେ ବର୍ତମାନ ଏହା ହାତContinue reading “ଅନ୍ଧାରରେ ଝାଡ଼ଖଣ୍ଡ ଓଡ଼ିଆ ଭାଷାଭାଷୀଙ୍କ ଭବିଷ୍ୟତ । ଓଡି଼ଆ ଭାଷାରୁ ମୁହଁ ଫେରାଉଛନ୍ତି ଓଡି଼ଆ ପିଲା”
Author Archives: Raghaba
ଅଦିନିଆ ବର୍ଷା ଯୋଗୁଁ ପଦ୍ମପୁରରେ ମଣ୍ଡିରେ ଭିଜୁଛି ଅମଳ ଧାନ । ମିଲର ଓ ପ୍ରଶାସନିକ ଅଧିକାରୀଙ୍କ ମନମାନି ଯୋଗୁଁ ବିକ୍ରି ହୋଇପାରୁନି ଚାଷୀଙ୍କ ଧାନ
କନକ ବ୍ୟୁରୋ : ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ଭିଜୁଛି ଅମଳ ଧାନ । ଏଭଳି ସମସ୍ୟା ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଡାଙ୍ଗବାହାଲ ଧାନ ମଣ୍ଡିର । ମଣ୍ଡିରେ ପଡି ରହିଛି ହଜାର ହଜାର ଧାନ ବସ୍ତା । ଗତ ଦୁଇ ଦିନ ହେଲା ବର୍ଷା ଲାଗିରହିବା କାରଣରୁ ଚାଷୀଙ୍କ ଧାନ ଭିଜି ଗଜା ହେବାକୁ ଲାଗିଲାଣି । ଚାଷୀ ମାନେ ଦୀର୍ଘ ଦିନ ହେବ ମଣ୍ଡିକୁ ଧାନ ବିକ୍ରି ପାଇଁ ଆଣିଥିଲେContinue reading “ଅଦିନିଆ ବର୍ଷା ଯୋଗୁଁ ପଦ୍ମପୁରରେ ମଣ୍ଡିରେ ଭିଜୁଛି ଅମଳ ଧାନ । ମିଲର ଓ ପ୍ରଶାସନିକ ଅଧିକାରୀଙ୍କ ମନମାନି ଯୋଗୁଁ ବିକ୍ରି ହୋଇପାରୁନି ଚାଷୀଙ୍କ ଧାନ”
ବିଶ୍ୱର ସବୁଠୁ ବଡ ୫ମ ଅର୍ଥ ବ୍ୟବସ୍ଥା । ହେଲେ ବିଶ୍ୱର ୧୦୦ ଧନୀ ଦେଶ ତାଲିକାରେ କାହିଁକି ନାହିଁ ଭାରତର ନାମ
କନକ ବ୍ୟୁରୋ : ଭାରତ ଏକ ଏଭଳି ଦେଶ ଯାହା ସାରା ବିଶ୍ୱ ଉପରେ ନିଜର ଦବଦବା ଜମାଇ ରଖିଛି । ଆମେରିକା, ଚୀନ, ଜାପାନ, ଜର୍ମାନୀ ପରେ ଭାରତ ହେଉଛି ୫ମ ସବୁଠାରୁ ବଡ ଅର୍ଥବ୍ୟବସ୍ଥାର ଦେଶ । ମାତ୍ର ଯେବେ ଦୁନିଆର ସବୁଠାରୁ ଧନୀଦେଶର କଥା ଆସେ ତେବେ ବିଶ୍ୱର ୧୦୦ଟି ଶ୍ରେଷ୍ଠ ଧନୀ ଦେଶ ତାଲିକାରେ ଭାରତ ନାମ ନାହିଁ । ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଧନୀଦେଶ ତାଲିକାରେ ଏସିଆ ମହାଦେଶର ୪ଟିContinue reading “ବିଶ୍ୱର ସବୁଠୁ ବଡ ୫ମ ଅର୍ଥ ବ୍ୟବସ୍ଥା । ହେଲେ ବିଶ୍ୱର ୧୦୦ ଧନୀ ଦେଶ ତାଲିକାରେ କାହିଁକି ନାହିଁ ଭାରତର ନାମ”
ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ନେଲା ୬ ଜୀବନ: କୋରାପୁଟ ବୋରିଗୁମ୍ମାରେ ଅଟୋକୁ ପିଟିଲା ସ୍କର୍ପିଓ, ୩ ମୃତ
କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଛି । କୋରାପୁଟ ଓ ଗଂଜାମ ଜିଲ୍ଲାରେ ହୋଇଥିବା ଆସିକାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବିଜାପୁର ଛକ ନିକଟରେ ଅଟୋ ସ୍କର୍ପିଓ ଧକ୍କା ହେବାରୁ ଚାଲିଗଲା ୩ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ପୁରୁଷ ରହିଥିବା ସୂଚନା ମିଳିଛି । ସେହିପରି ଦୁର୍ଘଟଣାରେ ୧୩ଜଣ ଗୁରୁତର ହୋଇଥିବା ମଧ୍ୟ ଜଣାପଡ଼ିଛି ।Continue reading “ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ନେଲା ୬ ଜୀବନ: କୋରାପୁଟ ବୋରିଗୁମ୍ମାରେ ଅଟୋକୁ ପିଟିଲା ସ୍କର୍ପିଓ, ୩ ମୃତ”
୨୦ କିଲୋମିଟର କାନ୍ଧରେ ବୁହା ହେଲା ଶବ: ମୃତ୍ୟୁ ପରେ ଘରକୁ ଶବ ନେବା ପାଇଁ ମିଳିଲା ନାହିଁ ଆମ୍ବୁଲାନ୍ସ କି ମହାପ୍ରୟାଣ ଗାଡି
କନକ ବ୍ୟୁରୋ: ମିଳିଲାନି ମହାପ୍ରୟାଣ ଗାଡ଼ି କି ଆମ୍ବୁଲାନ୍ସ । ଫଳରେ ବାଧ୍ୟ ହୋଇ ୨୦ କିଲୋମିଟର ଭାରରେ ବୁହାହେଲା ଶବ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣା ଅନୁସାରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ପୁର୍ଣିଗୁଡା ଗାଁର କରୁଣା ଆମନାତ୍ୟ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁର ଅଭି ଆମନାତ୍ୟଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କର ଗୋଟିଏ ପୁଅ ଏବଂ ଦୁଇଟିContinue reading “୨୦ କିଲୋମିଟର କାନ୍ଧରେ ବୁହା ହେଲା ଶବ: ମୃତ୍ୟୁ ପରେ ଘରକୁ ଶବ ନେବା ପାଇଁ ମିଳିଲା ନାହିଁ ଆମ୍ବୁଲାନ୍ସ କି ମହାପ୍ରୟାଣ ଗାଡି”
୩ ବର୍ଷ ପରେ ଦିଲ୍ଲୀରେ ଗଡିଲା ଓଡିଶା ପ୍ରଜ୍ଞାପନ ମେଢ: ରଘୁରାଜପୁର ଐତିହ୍ୟ ଗାଁର ପଟ୍ଟଚିତ୍ରକୁ ନେଇ ସ୍ୱାବଲମ୍ବୀ ହେଉଥିବା ମହିଳାଙ୍କ କାହାଣୀ ହେଲା ପ୍ରଦର୍ଶିତ
କନକ ବ୍ୟୁରୋ: ତିନି ବର୍ଷ ପରେ ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ପ୍ରଜ୍ଞାପନ ମେଢ ପଦର୍ଶିତ ହୋଇଛି । ବିକଶିତ ଭାରତ ମହିଳା ଶଶକ୍ତିକରଣକୁ ନେଇ ଓଡ଼ିଶାର ମେଢ ପ୍ରଦର୍ଶିତ ହୋଇଛି । ୪୫ ଫୁଟ ଲମ୍ବ ଏବଂ ୧୪ ଫୁଟ୍ ଉଚ୍ଚତାର ଓଡ଼ିଶାର ପ୍ରଜ୍ଞାପନ ମେଢ କରାଯାଇଥିଲା । ଓଡ଼ିଶାର ମେଢ ସହ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ନୃତ୍ୟଶିଳ୍ପୀ । ଯାହା ଉପସ୍ଥିତ ଦର୍ଶକଙ୍କ ମନକୁ ଛୁଇଁଥିଲା । ମେଢର ସମ୍ମୁଖ ଭାଗରେ ହାତୀ ଉପରେContinue reading “୩ ବର୍ଷ ପରେ ଦିଲ୍ଲୀରେ ଗଡିଲା ଓଡିଶା ପ୍ରଜ୍ଞାପନ ମେଢ: ରଘୁରାଜପୁର ଐତିହ୍ୟ ଗାଁର ପଟ୍ଟଚିତ୍ରକୁ ନେଇ ସ୍ୱାବଲମ୍ବୀ ହେଉଥିବା ମହିଳାଙ୍କ କାହାଣୀ ହେଲା ପ୍ରଦର୍ଶିତ”
ବିିହାର ରାଜନୀତିରେ ନୂଆ ମୋଡ । ବିଜେପି ସହ ମେଣ୍ଟ ସରକାର କରିବାକୁ ନୀତିଶଙ୍କ ଯୋଜନା, ବହୁମତ ହାସଲ କରିବାକୁ ଲାଲୁଙ୍କ ପୟାସ
କନକ ବ୍ୟୁରୋ : ବିହାର ରାଜନୀତିରେ ନୂଆ ମୋଡ । କିଛିମାସ ତଳେ ବିଜେପିରୁ ମେଣ୍ଟ ଭାଙ୍ଗି ଆରଜେଡି ସହ ମେଣ୍ଟ କରି ସରକାର ଗଠନ କରିଥିବା ନୀତିଶ କୁମାର ପୁଣିଥିରେ ଏନଡିଏକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି କ୍ରମରେ ଏବେ ବିହାରରେ ସରକାର ଭଙ୍ଗ କରି ନୀତିଶ କୁମାର ପୁଣି ବିଜେପି ମେଣ୍ଟରେ ସରକାର ଗଠନ କରିପାରନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଖୁବଶୀଘ୍ର ପଦରୁ ଇସ୍ତଫା ଦେଇପାରନ୍ତିContinue reading “ବିିହାର ରାଜନୀତିରେ ନୂଆ ମୋଡ । ବିଜେପି ସହ ମେଣ୍ଟ ସରକାର କରିବାକୁ ନୀତିଶଙ୍କ ଯୋଜନା, ବହୁମତ ହାସଲ କରିବାକୁ ଲାଲୁଙ୍କ ପୟାସ”
ଦିଲ୍ଲୀ କର୍ତବ୍ୟ ପଥରେ ଆକର୍ଷଣ ପାଲଟିଲା ଉତରପ୍ରଦେଶର ପ୍ରଜ୍ଞାପନ ମେଢ: ଆଗରେ ବାଳକ ରାମଙ୍କ ମୂର୍ତ୍ତି
କନକ ବ୍ୟୁରୋ: ନୂଆଦିଲ୍ଲୀର କର୍ତ୍ୟବ ପଥରେ ସାରା ବିଶ୍ୱ ଦେଖିଛି ସୁଦୃଢ ଓ ସଶକ୍ତ ଭାରତର ସାମର୍ଥ୍ୟ । ୭୫ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଚମକ୍ରାର ପରେଡ ପ୍ରଦର୍ଶନ ସମସ୍ତଙ୍କୁ ଅବିଭୂତ କରିଛି । ଯେଉଁଥିରେ ୧୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲେ । ଉତରପ୍ରଦେଶର ପ୍ରଜ୍ଞାପନ ମେଢ ଆଗରେ ରାମଲାଲା ପଛରେ ରେପିଡ ରେଲ ଓ ଉପରେ ବ୍ରହ୍ମୋସ ଅସ୍ତ୍ର ଦେଖିବାକୁ ମିଳିଛି । ୟୁପିର ପ୍ରଜ୍ଞାପନContinue reading “ଦିଲ୍ଲୀ କର୍ତବ୍ୟ ପଥରେ ଆକର୍ଷଣ ପାଲଟିଲା ଉତରପ୍ରଦେଶର ପ୍ରଜ୍ଞାପନ ମେଢ: ଆଗରେ ବାଳକ ରାମଙ୍କ ମୂର୍ତ୍ତି”
ଗଣତନ୍ତ୍ର ଦିବସରେ କର୍ତବ୍ୟ ପଥରେ ପ୍ରଦର୍ଶନ ହେଲା ନାରୀ ଶକ୍ତି: ୩ ସେନାର ୩ଟି ମହିଳା ଦଳ କଲେ ପ୍ରଦର୍ଶନ
କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର କର୍ତବ୍ୟ ପଥର ଭବ୍ୟ ସମାରୋହରେ ସାରା ବିଶ୍ୱ ଦେଖିଛି ଭାରତର ନାରୀଶକ୍ତିର ସାମର୍ଥ୍ୟ । ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ନାରୀ ଶକ୍ତି ଓ ଆତ୍ମନିର୍ଭର ଭାରତ ପ୍ରମୁଖତା ଭାବେ ସ୍ଥାନ ପାଇଥିଲା । ପ୍ରଥମ ଥର ପାଇଁ ପରେଡ ଆରମ୍ଭ କରିଛନ୍ତି ମହିଳା । ପ୍ରତିଥର ସେନା ବ୍ୟାଣ୍ଡରୁ ପରେଡ ଆରମ୍ଭ ହୋଇଥାଏ । ଏଥର କିନ୍ତୁ ପାରମ୍ପରିକ ଢଙ୍ଗରେ ଶଙ୍ଖ ଧ୍ୱନି ଓ ନାଗଡା ବଜାଇContinue reading “ଗଣତନ୍ତ୍ର ଦିବସରେ କର୍ତବ୍ୟ ପଥରେ ପ୍ରଦର୍ଶନ ହେଲା ନାରୀ ଶକ୍ତି: ୩ ସେନାର ୩ଟି ମହିଳା ଦଳ କଲେ ପ୍ରଦର୍ଶନ”
କାଲି ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ: କଳସ ଯାତ୍ରା ପରେ ଆରମ୍ଭ ହୋଇଛି ଯଜ୍ଞ ଅଧିବାସ
କନକ ବ୍ୟୁରୋ: ମା ସମଲେଇ ପ୍ରକଳ୍ପ ଲୋକାର୍ପଣ ପାଇଁ ଆରମ୍ଭ ହେଲା ଯଜ୍ଞ ଅଧିବାସ । କଳସ ଯାତ୍ରା ପରେ ଆରମ୍ଭ ହୋଇଛି ଅଧିବାସ ପୂଜା । ମୁଖ୍ୟ ଯଜ୍ଞ ମଣ୍ଡପରେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ଆସନ୍ତାକାଲି ମା’ ସମଲେଇ ପ୍ରକଳ୍ପ ଉଦଘାଟନ ହେବ । ଏଥିପାଇଁ ପଶ୍ଚିମ ଓଡ଼ିଶାର ପାଖାପାଖି ୧୧ଟି ଜିଲ୍ଲାର ୫୦ରୁ ଅଧିକ ପଣ୍ଡିତ ପୁରୋହିତ ଆସିଛନ୍ତି । ଅଧିବାସ ଆରମ୍ଭ ହେବା ସହିତ ମୁଖ୍ୟ ଯଜ୍ଞ ମଣ୍ଡପରେ ସର୍ବୋତ ଭବ୍ୟContinue reading “କାଲି ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ: କଳସ ଯାତ୍ରା ପରେ ଆରମ୍ଭ ହୋଇଛି ଯଜ୍ଞ ଅଧିବାସ”