କନକ ବ୍ୟୁରୋ : ତିର୍ତ୍ତୋଲ ବିଧାୟକ ବିଜୟ ଶଂକର ଦାସଙ୍କୁ ବଡ ଝଟକା ଲାଗିଛି । ବିବାହ କରିବାକୁ କରିଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି । କଟକ ସବରେଜିଷ୍ଟ୍ରାର କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ବିବାହ ଆବେଦନରେ ଭୁଲ ତଥ୍ୟ ଦେଇଥିବା ଆଧାରରେ କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ବିଜୟ ଶଂକର ଭୁଲ ତଥ୍ୟ ଦେଇଥିବା ନେଇ କୋର୍ଟଙ୍କୁ ଅବଗତ କରାଇଥିଲେ ବାନ୍ଧବୀ ସୋମାଲିକା । ବିଜୟ ଶଂକରଙ୍କ ବିବାହକୁContinue reading “ଅଡୁଆରେ ତିର୍ତ୍ତୋଲ ବିଧାୟକ । ବିବାହ ଆବେଦନ ଖାରଜ କଲେ କୋର୍ଟ”
Author Archives: Raghaba
ଆନ୍ଧ୍ରର ବାପଟଲାରେ ସ୍ଥଳଭାଗ ଛୁଇଁଲା ବାତ୍ୟା ମିଗଜୋମ । ପବନର ବେଗ ୯୦ରୁ ଶହେ କିଲୋମିଟର
କନକ ବ୍ୟୁରୋ : ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ । ଆନ୍ଧ୍ର ଉପକୂଳ ବାପଟଲାରେ ସ୍ଥଳଭାଗ ଛୁଇଁଲା ମିଗଜୋମ । ସ୍ଥଳଭାଗ ଛୁଇଁବା ସମୟରେ ଘଂଟା ପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ରହିଛି । ସର୍ବାଧିକ ୧୧୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ପବନର ଝଟକା । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଏହାର ପ୍ରଭାବରେ ଆନ୍ଧ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ଜାରିContinue reading “ଆନ୍ଧ୍ରର ବାପଟଲାରେ ସ୍ଥଳଭାଗ ଛୁଇଁଲା ବାତ୍ୟା ମିଗଜୋମ । ପବନର ବେଗ ୯୦ରୁ ଶହେ କିଲୋମିଟର”
ଦିନ ମଜୁରିଆ ହେଲେ ବିଧାୟକ: ୭ଥରର ବିଧାୟକଙ୍କୁ ହରାଇ ଜିତିଲେ ନିର୍ବାଚନ, ଦଙ୍ଗାରେ ପ୍ରାଣ ହରାଇଥିଲା ପୁଅ
କନକ ବ୍ୟୁରୋ: ୪ ରାଜ୍ୟର ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି । ଆଉ ସମସ୍ତଙ୍କୁ ବେଶୀ ଆଶ୍ଚର୍ଯ୍ୟ କରିଛି ଛତିଶଗଡ । କେହି ଭାବିନଥିଲେ ଏଠାରେ ଭୂପେଶ ବଘେଲଙ୍କ ଶକ୍ତିଶାଳୀ ସରକାରକୁ ଭାଙ୍ଗି ବିଜେପି ସରକାର ଗଢିବ । ହେଲେ ତାହା ହିଁ ହେଲା ଛତିଶଗଡରେ ବଘେଲ ସରକାରଙ୍କୁ ଓପାଡି ଫୋପାଡିଲା ବିଜେପି । ଛତିଶଗଡ ବେମେତରା ଜିଲ୍ଲା ସାଜା ବିଧାନସଭାରେ ଏମିତି ଏକ ଆଶ୍ଚର୍ଯ୍ୟ କଲା ଭଳି ଫଳାଫଳ ସାମ୍ନାକୁ ଆସିଛି । ଯେଉଁଠାରେContinue reading “ଦିନ ମଜୁରିଆ ହେଲେ ବିଧାୟକ: ୭ଥରର ବିଧାୟକଙ୍କୁ ହରାଇ ଜିତିଲେ ନିର୍ବାଚନ, ଦଙ୍ଗାରେ ପ୍ରାଣ ହରାଇଥିଲା ପୁଅ”
ସରକାରୀ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ୫ ବର୍ଷରେ ଆଇଆଇଟି ଓ ଆଇଆଇଏମ୍ ଛାଡିଛନ୍ତି ୧୩ ହଜାର ପଛୁଆ ବର୍ଗର ଛାତ୍ର ଛାତ୍ରୀ
କନକ ବ୍ୟୁରୋ : ଗତ ୫ବର୍ଷ ମଧ୍ୟରେ ସଂରକ୍ଷିତ ବର୍ଗର ୧୩ ହଜାର ଛାତ୍ର ଛାତ୍ରୀ ଦେଶର ଆଇଆଇଟି ଓ ଆଇଆଇଏମରୁ ପାଠ ଛାଡି ପଳାଇଯାଇଛନ୍ତି । ସୋମବାର ଦିନ ଲୋକସଭାରେ ଏନେଇ ସୂଚନା ଦିଆଯାଇଛି । ଲୋକସଭାର ବିଏସପି ସାଂସଦ ରିତେଣ ପାଣ୍ଡେଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଶିକ୍ଷା ରାଜ୍ୟମନ୍ତ୍ରୀ ସୁଭାଷ ସରକାର ସୂଚନା ଦେଇଛନ୍ତି । ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି କି, ଗତ ୫ ବର୍ଷ ମଧ୍ୟରେ ଏହି ଦୁଇଟିContinue reading “ସରକାରୀ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ୫ ବର୍ଷରେ ଆଇଆଇଟି ଓ ଆଇଆଇଏମ୍ ଛାଡିଛନ୍ତି ୧୩ ହଜାର ପଛୁଆ ବର୍ଗର ଛାତ୍ର ଛାତ୍ରୀ”
COP28: ଗୁଜୁରାଟର ୨ ଜଣ ମହିଳା ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ପାଇଁ ପାରମ୍ପରିକ ପଦ୍ଧତିରେ ସମାଧାନ ଉପସ୍ଥାପନ କଲେ
ପାରମ୍ପରିକ ଜ୍ଞାନ ଉପରେ ଆଧାର କରି ନିମ ପତ୍ର ଏବଂ ଗୋମୁତ୍ର ବ୍ୟବହାର କରି ଉଭୟ ମହିଳା ଜୈବିକ ସାର ଏବଂ କୀଟନାଶକ ତିଆରି କରୁଛନ୍ତି, ଯାହା କେବଳ ବର୍ଷ ବର୍ଷ ଧରି ସେମାନଙ୍କ ଫସଲକୁ ବଞ୍ଚାଇ ରଖିବ ନାହିଁ ବରଂ ସାରା ଭାରତରେ ମହିଳା ଚାଷୀଙ୍କୁ ମଧ୍ୟ ଉପକୃତ କରିପାରିବ। ଦୁବାଇ: ଦେଶୀ ପୋଷାକ ପରିଧାନ କରି ସଂଗୀତାବେନ ରାଥୋଡ ଏବଂ ଜସୁମତିବେନ ଜେଥାବାଇ ପାରମାର ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ଶକ୍ତିଶାଳୀ ପାରମ୍ପରିକContinue reading “COP28: ଗୁଜୁରାଟର ୨ ଜଣ ମହିଳା ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ପାଇଁ ପାରମ୍ପରିକ ପଦ୍ଧତିରେ ସମାଧାନ ଉପସ୍ଥାପନ କଲେ”
ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ‘ମିଗଜୋମ’ । ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର
କନକ ବ୍ୟୁରୋ : ବାତ୍ୟା ‘ମିଗଜୋମ’ ଆନ୍ଧ୍ରପ୍ରଦେଶର ବାପଟଲା ସମୁଦ୍ର ତଟ ଦେଇ ଅତିକ୍ରମ କରିଛି । ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ରହିଥିଲା । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ପ୍ରବଳ ବର୍ଷା ହୋଇଛି । ବାପଟଲା ସମୁଦ୍ର ତଟ ଦେଇ ବାତ୍ୟା ଅତିକ୍ରମ କରିବା ପୂର୍ବରୁ ସମସ୍ତ ନାଗରିକଙ୍କୁ ସମୁଦ୍ର ତଟରୁ ଦୂରକୁ ନିଆଯାଇଥିଲା । ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପ୍ରବଳ ବର୍ଷା କାରଣରୁ ରାସ୍ତାContinue reading “ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ‘ମିଗଜୋମ’ । ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର”
ଏନସିଆରବି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍: ୨୦୨୧ ତୁଳନାରେ ୨୦୨୨ରେ ବଢ଼ିଛି ମହିଳା ବିରୋଧୀ ଅପରାଧ
କନକ ବ୍ୟୁରୋ: ଏନସିଆରବି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍ । ୨୦୨୧ ତୁଳନାରେ ୨୦୨୨ରେ ବଢ଼ିଛି ମହିଳା ବିରୋଧୀ ଅପରାଧ । ୨୦୨୨ରେ ୧ଲକ୍ଷ ୭୮ ହଜାର ୧୯୦ଟି ମହିଳା ବିରୋଧରେ ଅପରାଧ ମାମଲା ରୁଜୁ ହୋଇଛି । ସେହିପରି ଶିଶୁ ବିରୋଧ ଅପରାଧରେ ୬ନମ୍ବରରେ ରହିଛି ଓଡ଼ିଶା । ୨୦୨୨ରେ ୮ହଜାର ୨୪୦ଟି ଶିଶୁ ବିରୋଧ ମାମଲା ରୁଜୁ ହୋଇଥିଲା । ବର୍ତମାନ ସମୟରେ ପ୍ରତି ଘଂଟାରେ ୨ଜଣ ଓ ପ୍ରତ୍ୟେକ ଦିନContinue reading “ଏନସିଆରବି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍: ୨୦୨୧ ତୁଳନାରେ ୨୦୨୨ରେ ବଢ଼ିଛି ମହିଳା ବିରୋଧୀ ଅପରାଧ”
ରାଜସ୍ଥାନରେ ନିର୍ବାଚନ ପରବର୍ତ୍ତୀ ହିଂସା । ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷଙ୍କୁ ଗୁଳିମାରି ହତ୍ୟା
କନକ ବ୍ୟୁରୋ : ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡୀଙ୍କୁ ଜୟପୁର ଠାରେ ଗୁଳି କରି ହତ୍ୟା କରାଯାଇଛି । ଶ୍ୟାମନଗର ଅଞ୍ଚଳରେ ଥିବା ତାଙ୍କ ବାସଭବନରେ କିଛି ଅସାମାଜିକ ବ୍ୟକ୍ତି ପଶି ତାଙ୍କୁ ଗୁଳିକରିଥିଲେ । ଗୁଳି ପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ଗୁଳିକାଣ୍ଡ ଖବର ପାଇବା ପରେ ବହୁମାତ୍ରାର ପୋଲିସ ସ୍ଥାନୀୟ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି । ସୁଖଦେବContinue reading “ରାଜସ୍ଥାନରେ ନିର୍ବାଚନ ପରବର୍ତ୍ତୀ ହିଂସା । ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷଙ୍କୁ ଗୁଳିମାରି ହତ୍ୟା”
ଚୀନ୍ର ଯୁବବର୍ଗ କାହିଁକି ଯାଉଛନ୍ତି ଥାଇଲ୍ୟାଣ୍ଡ ? ବର୍ଷକ ମଧ୍ୟରେ ୫୦ ଲକ୍ଷ ଯୁବକ ଥାଇଲାଣ୍ଡ ଗଲେଣି ।
ଚାଇନା ଲୋକଙ୍କ ପାଇଁ ଥାଇଲ୍ୟାଣ୍ଡ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ପାଲଟିଛି। ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଥାଇଲ୍ୟାଣ୍ଡରେ ପ୍ରାୟ ୭.୧ ନିୟୁତ ଚାଇନାର ଲୋକ ବାସ କରୁଛନ୍ତି । ଚାଇନାର ନାଗରିକ ଝାଙ୍ଗ ଚୁଆନାନ ତାଙ୍କ ଦେଶରେ କଠୋର ଶୂନ-କୋଭିଡ ଲକଡାଉନ ସମୟରେ ଚାକିରି ହରାଇଥିଲେ । ସାଂଘାଇର ଏକ କସମେଟିକ୍ ଫାର୍ମରେ ଆକାଉଣ୍ଟାଣ୍ଟ ଭାବରେ ଚାକିରିରୁ ବରଖାସ୍ତ ହେବା ପରେ ୩୪ ବର୍ଷୀୟ ଝାଙ୍ଗ ଅନଲାଇନ୍ ଥାଇ ପାଠ୍ୟକ୍ରମ ପାଇଁ ୧୪୦୦ ଡଲାର୍ ପ୍ରଦାନ କରିଥିଲେContinue reading “ଚୀନ୍ର ଯୁବବର୍ଗ କାହିଁକି ଯାଉଛନ୍ତି ଥାଇଲ୍ୟାଣ୍ଡ ? ବର୍ଷକ ମଧ୍ୟରେ ୫୦ ଲକ୍ଷ ଯୁବକ ଥାଇଲାଣ୍ଡ ଗଲେଣି ।”
ସଡକ ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କୁ ମିଳିବ ମାଗଣା ଚିକିତ୍ସା । ୪ ମାସ ମଧ୍ୟରେ ପୂରା ଦେଶରେ ଲାଗୁ କରିବାକୁ ସରକାରଙ୍କ ଯୋଜନା
କନକ ବ୍ୟୁରୋ : କେନ୍ଦ୍ର ସରକାର ଦେଶର ନାଗରିକଙ୍କ ପାଇଁ ବଡ ଯୋଜନା କରିଛନ୍ତି । ସଡକ ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କୁ ଏଣିକି ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ସରକାର କହିଛନ୍ତି କି, ସଡକ ଦୁର୍ଘଟଣାରେ ଶିକାର ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କର ମୃତ୍ୟୁ ଡେରିରେ ଚିକିତ୍ସା କାରଣରୁ ହୋଇଥାଏ । ଏହି ଗମ୍ଭୀର ବିଷୟକୁ ଧ୍ୟାନରେ ରଖି ସରକାର ଖୁବଶୀଘ୍ର ସଡକ ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା କରିବାକୁContinue reading “ସଡକ ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କୁ ମିଳିବ ମାଗଣା ଚିକିତ୍ସା । ୪ ମାସ ମଧ୍ୟରେ ପୂରା ଦେଶରେ ଲାଗୁ କରିବାକୁ ସରକାରଙ୍କ ଯୋଜନା”