ଉତ୍କଳ ହସ୍ପିଟାଲରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ । ଜନସେବାରେ ବ୍ରତୀ ହେବାକୁ ପରାମର୍ଶ ଦେଲେ ହସ୍ପିଟାଲ କର୍ତ୍ତୃପକ୍ଷ ।

କନକ ବ୍ୟୁରୋ : ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ ଉତ୍କଳ ହସ୍ପିଟାଲରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି ।ଏହି ଅବସରରେ ହସ୍ପିଟାଲ ପରିସରରେ ପତାକା ଉତ୍ତୋଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର ଡକ୍ଟର, ଷ୍ଟାଫ୍, ରୋଗୀମାନଙ୍କ ପରିଜନମାନେ ଏବଂ ଅନେକ ଜନସାଧାରଣ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ହସ୍ପିଟଲର ମାନେଜିଙ୍ଗ ଡିରେକ୍ଟର,ଡକ୍ଟର ପ୍ରଜ୍ଞାନ ରଞ୍ଜନ ଘଡାଇ ଉପସ୍ଥିତ ଜନସାଧାରଣ ଏବଂ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇ ଜନସାଧାରଣଙ୍କର ସେବାରେ ବ୍ରତୀ ହେବାContinue reading “ଉତ୍କଳ ହସ୍ପିଟାଲରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ । ଜନସେବାରେ ବ୍ରତୀ ହେବାକୁ ପରାମର୍ଶ ଦେଲେ ହସ୍ପିଟାଲ କର୍ତ୍ତୃପକ୍ଷ ।”

ଇଣ୍ଡିଆ ମେଣ୍ଟରେ ରହିଥିଲେ ନୀତିଶ କୁମାର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ । ବିହାର ରାଜନୀତିକୁ ନେଇ ବଡ ବୟାନ ଦେଲେ ଅଖିଳେଶ ଯାଦବ ।

କନକ ବ୍ୟୁରୋ : ବିହାରରେ ରାଜନୈତିକ ଝଡ ଉଠିଥିବା ବେଳେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ବଡ ବୟାନ ଦେଇଛନ୍ତି । ଅଖିଳେଶ କହିଛନ୍ତି, ନୀତିଶ କୁମାର ଇଣ୍ଡିଆ ମେଣ୍ଟରେ ରହିଥିଲେ ପ୍ରଧାନମନ୍ତ୍ରୀ ହୋଇପାରିଥାନ୍ତେ । କାରଣ ନୀତିଶଙ୍କୁ ମେଣ୍ଟରେ ସଂଯୋଜକ କିମ୍ବା ଅନ୍ୟ ବଡ ପଦ ପଦବୀ ମିଳିଥାନ୍ତା । ଏହାସହ ଅଖିଳେଶ କହିଛନ୍ତି, ଏବେ କଂଗ୍ରେସ ଦଳକୁ ଆଗକୁ ଆସିବା ଉଚିତ୍ । ଇଣ୍ଡିଆ ମେଣ୍ଟ ଓ ନୀତିଶ କୁମାରଙ୍କୁ ନେଇ କଂଗ୍ରେସContinue reading “ଇଣ୍ଡିଆ ମେଣ୍ଟରେ ରହିଥିଲେ ନୀତିଶ କୁମାର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ । ବିହାର ରାଜନୀତିକୁ ନେଇ ବଡ ବୟାନ ଦେଲେ ଅଖିଳେଶ ଯାଦବ ।”

ମଦ୍ରାସାରେ ପଢା ହେବ ରାମ କଥା! ୱାକଫ୍ ବୋର୍ଡ ଅଧ୍ୟକ୍ଷ କହିଲେ , ପିଲାମାନେ ଔରଙ୍ଗଜେବଙ୍କ ଭଳି ନୁହେଁ ଶ୍ରୀରାମଙ୍କ ଭଳି ହେବା ଉଚିତ ।

କନକ ବ୍ୟୁରୋ: ଉତ୍ତରାଖଣ୍ଡ ୱାକଫ୍ ବୋର୍ଡର ବଡ ନିଷ୍ପତ୍ତି । ଆସନ୍ତା ଶିକ୍ଷା ବର୍ଷ ଠାରୁ ରାଜ୍ୟର ସବୁ ମଦ୍ରାସାରେ ପଢାଯିବ ଶ୍ରୀରାମଙ୍କ କଥା । ଏହାକୁ ପାଠ୍ୟକ୍ରମରେ ସାମିଲ କରାଯିବ । ୱାକଫ୍ ବୋର୍ଡ ଅଧ୍ୟକ୍ଷ ସାଦାବ୍ ଶସ୍ମ କହିଛନ୍ତି ଯେ, ପିଲାମାନେ ଔରଙ୍ଗଜେବଙ୍କ ବଳି ନୁହେଁ ବରଂ ଶ୍ରୀରାମଙ୍କ ଭଳି ଆଦର୍ଶବାନ୍ ହେବା ଉଚିତ । ୱାକଫ୍ ବୋର୍ଡ ଅଧ୍ୟକ୍ଷଙ୍କ କହିବା ମୁତାବକ, ୱାକଫ୍ ବୋର୍ଡ ଅଧିନରେ ଥିବା ୧୧୭ଟି ମଦ୍ରାସାରେ ନୂତନ ଶିକ୍ଷାContinue reading “ମଦ୍ରାସାରେ ପଢା ହେବ ରାମ କଥା! ୱାକଫ୍ ବୋର୍ଡ ଅଧ୍ୟକ୍ଷ କହିଲେ , ପିଲାମାନେ ଔରଙ୍ଗଜେବଙ୍କ ଭଳି ନୁହେଁ ଶ୍ରୀରାମଙ୍କ ଭଳି ହେବା ଉଚିତ ।”

ଖୁବଶୀଘ୍ର ପଞ୍ଜିକୃତ ହେବାକୁ ଯାଉଛି ଅଭିନେତା ବିଜୟଙ୍କ ରାଜନୈତିକ ପାର୍ଟି । ଜେନେରାଲ କାଉଁସିଲର ମଞ୍ଜୁରୀ

କନକ ବ୍ୟୁରୋ : ସିନେମା ଅଭିନେତାରୁ ରାଜନେତା ହୋଇଥିବା ଅଭିନେତା ବିଜୟ ଖୁବଶୀଘ୍ର ରାଜନୀତିରେ ପାଦ ଦେବାକୁ ଯାଉଛନ୍ତି । ଏବେ ସେ ନିଜର ରାଜନୈତିକ ପାର୍ଟି ପଞ୍ଜିକରଣ ପକ୍ରିୟା ଆରମ୍ଭ କରିଦେଇଛନ୍ତି । ଗୋଟିଏ ମାସ ମଧ୍ୟରେ ତାଙ୍କ ରାଜନୈତିକ ଦଳର ପଞ୍ଜିକରଣ ହୋଇଯିବ ବୋଲି କୁହାଯାଉଛି । ମେଗା ଷ୍ଟାର ବିଜୟ ତାମିଲନାଡୁ ଓ କେରଳରେ ଅନେକଗୁଡିଏ ଜନ କଲ୍ୟାଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ସେ ୨୦୧୮ ମସିହାରେ ଥୁଥୁକୁଡି ପୋଲିସ ଦ୍ୱାରାContinue reading “ଖୁବଶୀଘ୍ର ପଞ୍ଜିକୃତ ହେବାକୁ ଯାଉଛି ଅଭିନେତା ବିଜୟଙ୍କ ରାଜନୈତିକ ପାର୍ଟି । ଜେନେରାଲ କାଉଁସିଲର ମଞ୍ଜୁରୀ”

ମହୋଦଧିରେ ପାପ ଧୋଇଲେ କଂସ । ସମୁଦ୍ରରେ ସ୍ନାନ ପରେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ ହୃଷିକେଶ ଭୋଇ ।

କନକ ବ୍ୟୁରୋ: ଧନୁଯାତ୍ରା ସାରି ପୁରୀରେ ପହଞ୍ଚିିଛନ୍ତି ମହାରାଜ କଂସ । ମହୋଦଧିରେ ପାପ ଧୋଇଛନ୍ତି କଂସ ଭୂମିକାରେ ଅଭିନୟ କରିବା ଥିବା ହୃଷିକେଶ ଭୋଇ । ଧନୁଯାତ୍ରାରେ ଭଗବାନ କୃଷ୍ଣଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି । ମହୋଦଧୀରେ ସ୍ନାନ କରିବା ପରେ ଶ୍ରୀମନ୍ଦିରରେ ପହଂଚିଥିଲେ । ଶ୍ରୀଜିଉଙ୍କ ସାମ୍ନାରେ ସାଷ୍ଟାଙ୍ଗ ପ୍ରଣିପାତ କରି ପଶ୍ଚାତାପ କରିଛନ୍ତି ହୃଷିକେଶ ଭୋଇ । ଗତକାଲି ଥିଲା ଧନୁଯାତ୍ରାର ଶେଷ ଦିନ । କଂଶContinue reading “ମହୋଦଧିରେ ପାପ ଧୋଇଲେ କଂସ । ସମୁଦ୍ରରେ ସ୍ନାନ ପରେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ ହୃଷିକେଶ ଭୋଇ ।”

ଏନଡିଏକୁ ପୁଣି ଫେରିବେ ନୀତିଶ ! ଆସନ୍ତା ୨୮ରେ ପୁଣିଥରେ ନେଇପାରନ୍ତି ମୁଖ୍ୟମନ୍ତ୍ରୀ ଭାବେ ଶପଥ, ଲୋକସଭା ନିର୍ବାଚନ ସହ ହୋଇପାରେ ବିଧାନସଭା ନିର୍ବାଚନ । 

କନକ ବ୍ୟୁରୋ : ବିହାର ରାଜନୀତିରେ ବଡ ଧରଣର ଓଲଟପାଲଟ ହୋଇପାରେ । ଭାଙ୍ଗିପାରେ ଜେଡିୟୁ-ଆରଜେଡି ମେଣ୍ଟ ସରକାର । ଆରଜେଡିକୁ ବାଏ ବାଏ କରି ବିଜେପି ସହ ମିଶି ସରକାର ଗଠନ କରିପାରନ୍ତି ନୀତିଶ କୁମାର । ଏନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି । ଆସନ୍ତା ୨୮ ଜାନୁଆରୀରେ ନୀତିଶ କୁମାର ୯ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ସେହିଭଳି ସୁଶୀଳ ମୋଦି ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତିContinue reading “ଏନଡିଏକୁ ପୁଣି ଫେରିବେ ନୀତିଶ ! ଆସନ୍ତା ୨୮ରେ ପୁଣିଥରେ ନେଇପାରନ୍ତି ମୁଖ୍ୟମନ୍ତ୍ରୀ ଭାବେ ଶପଥ, ଲୋକସଭା ନିର୍ବାଚନ ସହ ହୋଇପାରେ ବିଧାନସଭା ନିର୍ବାଚନ । “

ସରିଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ମହାରାଜା କଂସଙ୍କୁ ବଧ କଲେ କୃଷ୍ଣ, ବଳରାମ, ରାଜତନ୍ତ୍ର ଯାଇ ବରଗଡରେ ପୁଣି ଫେରିଲା ଗଣତନ୍ତ୍ର

କନକ ବ୍ୟୁରୋ : କଂଶ ବଧ ସହ ଉଦଯାପିତ ହେଲା ୭୬ ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଅନ୍ତିମ ଦିବସରେ କୃଷ୍ଣ ବଳରାମଙ୍କ ଦ୍ୱାରା କୁବଳୟା ହସ୍ତୀ, ଚାଣୁର-ମୁଷ୍ଟିକ, ଶିବଧନୁ ଭଙ୍ଗ, କଂସ ବଧ ହୋଇଥିଲା । ପରେ ଉଗ୍ରସେନଙ୍କ ରାଜ୍ୟାଭିଶେକ ସହ ୧୧ ଦିନ ଧରି ଚାଲିଥିବା ଏହି ମହାନାଟକ ଶେଷ ହୋଇଛି । ଶେଷ ଦିନରେ କୃଷ୍ଣ, ବଳରାମ ମଥୁରା ଭ୍ରମଣ ସାରି ରାଜ ଦରବାରରେ ପହଂଚିଥିଲେ । ମୁଖ୍ୟ ଦ୍ୱାରରେ ରାସ୍ତାContinue reading “ସରିଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ମହାରାଜା କଂସଙ୍କୁ ବଧ କଲେ କୃଷ୍ଣ, ବଳରାମ, ରାଜତନ୍ତ୍ର ଯାଇ ବରଗଡରେ ପୁଣି ଫେରିଲା ଗଣତନ୍ତ୍ର”

ବିହାରରେ ବଡ଼ ରାଜନୈତିକ ହଲଚଲ । ଜେଡିୟୁ ଆରଜେଡି ମେଂଟରେ ଫାଟ, ଖୁବଶୀଘ୍ର ବିଜେପି ସହ ସରକାର ଗଢିପାରନ୍ତି ନୀତୀଶ କୁମାର

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଂଟକୁ ବଡ ଝଟକା । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ୟୁ-ଟର୍ଣ୍ଣ । ଇଣ୍ଡିଆ ଛାଡି ଏନଡିଏ ମେଂଟରେ ସାମିଲ ହେବ ଜେଡିୟୁ । ଦଳର ବରିଷ୍ଠ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ ପରେ ଚର୍ଚ୍ଚା । ଆସନ୍ତା ୪ ତାରିଖରେ ବିହାରର ବେଟିଆରେ ଗୋଟିଏ ମଂଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନୀତୀଶ କୁମାର ଏକାଠୀ ହୋଇପାରନ୍ତି । ସବୁ କାର୍ଯ୍ୟକ୍ରମ ବାତିଲ କରି ମୁଖ୍ୟମନ୍ତ୍ରୀContinue reading “ବିହାରରେ ବଡ଼ ରାଜନୈତିକ ହଲଚଲ । ଜେଡିୟୁ ଆରଜେଡି ମେଂଟରେ ଫାଟ, ଖୁବଶୀଘ୍ର ବିଜେପି ସହ ସରକାର ଗଢିପାରନ୍ତି ନୀତୀଶ କୁମାର”

ସମଲେଇ ପ୍ରକଳ୍ପ ଉଦଘାଟନ ପୂର୍ବରୁ କଳସ ଯାତ୍ରା । ମହାନଦୀ ମାରୱାଡ଼ି ଘାଟରୁ ଉଠିଲା ୧୧ଶହ କଳସ, ଆସନ୍ତାକାଲି ମା’ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ

କନକ ବ୍ୟୁରୋ : ସଜେଇ ହେଉଛି ମା’ ସମଲେଶ୍ୱରୀଙ୍କ ପୀଠ । ଆସନ୍ତାକାଲି ସମଲେଇ ପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ପରିକ୍ରମା ପ୍ରକଳ୍ପ ପରେ ଏହା ରାଜ୍ୟ ସରକାରଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ପଶ୍ଚିମ ଓଡ଼ିଶାର ଆରାଧ୍ୟ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି । ଭକ୍ତଙ୍କୁ ଦିବ୍ୟ ଅନୁଭବ ଦେବା ପାଇଁ ପ୍ରୟାସ ହୋଇଛି । ବିଶେଷ କରି ମନ୍ଦିର ସୁରକ୍ଷା, ବିକାଶ ଓ ଭକ୍ତଙ୍କContinue reading “ସମଲେଇ ପ୍ରକଳ୍ପ ଉଦଘାଟନ ପୂର୍ବରୁ କଳସ ଯାତ୍ରା । ମହାନଦୀ ମାରୱାଡ଼ି ଘାଟରୁ ଉଠିଲା ୧୧ଶହ କଳସ, ଆସନ୍ତାକାଲି ମା’ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ”

ବିଭିନ୍ନ ଦଳୀୟ କାଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ । ଧର୍ମକୁ ନେଇ ରାଜନୀତି ଓ ଦେଶର ବିକାଶ ନେଇ ଦେଲେ ଅଭିଭାଷଣ ।

କନକ ବ୍ୟୁରୋ: ଶଙ୍ଖ ଭବନରେ ପାଳନ ହୋଇଯାଇଛି ୭୫ ତମ ସାଧାରଣତନ୍ତ୍ର ଦିବସ । ବିଜେଡି ପକ୍ଷରୁ ବରିଷ୍ଠ ନେତା ତଥା ଉପସଭାପତି ଦେବୀ ମିଶ୍ର ଜାତୀୟ ପତକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ଦଳର ସାଧାରଣ ସମ୍ବାଦକ ସଞ୍ଜୟ ଦାସ ବର୍ମା, ବିଧାୟକ ପ୍ରଫୁଲ ସାମଲ, ମୟେର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଜ୍ୟ ବିଜେପି ସଭାପତି ମନମୋହନContinue reading “ବିଭିନ୍ନ ଦଳୀୟ କାଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ । ଧର୍ମକୁ ନେଇ ରାଜନୀତି ଓ ଦେଶର ବିକାଶ ନେଇ ଦେଲେ ଅଭିଭାଷଣ ।”

Design a site like this with WordPress.com
Get started