ଆସନ୍ତା ବର୍ଷ ବାଂଲାଦେଶରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନୀ ହିଂସା ପରେ ବର୍ତ୍ତମାନ ବିରୋଧୀ ଦଳର ବହୁ ତୁଙ୍ଗ ନେତା ଜେଲରେ ଅଛନ୍ତି। ଯେଉଁଠାରେ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ପ୍ରଚାରରେ ବ୍ୟସ୍ତ ଅଛନ୍ତି । ଏହି ନିର୍ବାଚନ ଉଭୟଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଉଭୟ ଦଳ ସେମାନଙ୍କର ରାଜନୈତିକ ଅସ୍ତିତ୍ୱ ପାଇଁ ଲଢେଇ କରୁଛନ୍ତି । ଆସନ୍ତା ବର୍ଷ ବାଂଲାଦେଶରେ ମତଦାନ ହେବାକୁ ଯାଉଛି ନଭେମ୍ବର ୧୬ ରେ ନିର୍ବାଚନ ଆୟୋଗContinue reading “ଶେଖ ହସିନା ବନାମ ଖଲିଦା ଜିଆ: ବିରୋଧୀ ଜେଲରେ ବନ୍ଦ : ପ୍ରଧାନମନ୍ତ୍ରୀ ପ୍ରଚାରରେ ବ୍ୟସ୍ତ : କେମିତି ଚାଲିଛି ବାଂଲାଦେଶ ନିର୍ବାଚନ ?”
Author Archives: Raghaba
ଏନସିଆରବି ରିପୋର୍ଟରେ ଉଦବେଗଜନକ ତଥ୍ୟ । ଦୁଷ୍କର୍ମ, ହତ୍ୟା ଏବଂ ଅସଦାଚରଣରେ ଦେଶରେ ଚତୁର୍ଥ ସ୍ଥାନରେ ଓଡ଼ିଶା
କନକ ବ୍ୟୁରୋ : ଓଡ଼ିଶାରେ ବଢ଼ୁଛି ସାଇବର ଅପରାଧ । ୨୦୨୨ ଏନସିଆରବି ବାର୍ଷିକ ରିପୋର୍ଟରେ ଏଭଳି ଉଦବେଗଜନକ ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ୨୦୨୨ରେ ଦେଶ ସହ ରାଜ୍ୟରେ ଅପରାଧିକ ମାମଲା ସହ ଦୁର୍ନୀତି ଓ ସାଇବର ଅପରାଧ ବୃଦ୍ଧି ପାଇଛି । ଓଡ଼ିଶାରେ ୨୦୨୦ରେ ୧୯ଶହରୁ ଅଧିକ ସାଇବର ଅପରାଧ ମାମଲା ଘଟିଥିବା ବେଳେ ୨୦୨୧ରେ ୨ହଜାରରୁ ଅଧିକ ଏବଂ ୨୦୨୨ରେ ୧୯ଶହ ୮୩ଟି ସାଇବର ଅପରାଧ ଘଟିଛି । ସେହିପରିContinue reading “ଏନସିଆରବି ରିପୋର୍ଟରେ ଉଦବେଗଜନକ ତଥ୍ୟ । ଦୁଷ୍କର୍ମ, ହତ୍ୟା ଏବଂ ଅସଦାଚରଣରେ ଦେଶରେ ଚତୁର୍ଥ ସ୍ଥାନରେ ଓଡ଼ିଶା”
ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛି ଇସ୍ରାଏଲ ଡ୍ରୋନ୍ । ବଙ୍କର ଭିତରେ ଶତ୍ରୁଙ୍କୁ ନିପାତ କରିବା ପାଇଁ ବ୍ୟବହାର କରୁଛି ‘ବଷ୍ଟର ବମ୍’
କନକ ବ୍ୟୁରୋ : ଜାରି ରହିଛି ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ଯୁଦ୍ଧ । ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ବିରାମ ସମୟ ସରିବା ପରେ ଗାଜ୍ଜା ପଟି ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ୍ । ବୋମା ମାଡରେ ସବୁକିଛି ଛାରଖାର ହେବାକୁ ବସିଛି । ମିଳିଥିବା ତାଜା ସୂଚନା ଅନୁସାରେ, ଗାଜା ସହର ଓ ତାର ଆଖପାଖ ଅଞ୍ଚଳରେ ବୋମା ମାଡରେ ଏକାଧୀକ ଲୋକଙ୍କ ଜୀବନ ଚାଲିଯାଇଛି । ଆଉ ଏହାରି ଭିତରେContinue reading “ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛି ଇସ୍ରାଏଲ ଡ୍ରୋନ୍ । ବଙ୍କର ଭିତରେ ଶତ୍ରୁଙ୍କୁ ନିପାତ କରିବା ପାଇଁ ବ୍ୟବହାର କରୁଛି ‘ବଷ୍ଟର ବମ୍’”
ସଂସଦରେ ଶୁଭିଲା ମୋଦି ମୋଦି ନାରା । ୩ ରାଜ୍ୟରେ ବିଜୟକୁ ନେଇ ଉତ୍ସାହିତ ବିଜେପି ସଂସଦ, ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଲେ… ।
କନକ ବ୍ୟୁରୋ : ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭରୁ ଶାସକ ଦଳ ଉତ୍ସାହିତ । ଗୃହ ଭିତରେ ବିଜେପି ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି । ଆଉ ନାରା ଦେଇଛନ୍ତି ତୃତୀୟ ଥର ମୋଦୀ ସରକାର, ବାରମ୍ବାର ମୋଦୀ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକାଠି ବସିଥିବା ବେଳେ ଏଭଳି ନାରା ଦେଇଛନ୍ତି ବିଜେପି ସଦସ୍ୟ । ଗତକାଲି ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପିContinue reading “ସଂସଦରେ ଶୁଭିଲା ମୋଦି ମୋଦି ନାରା । ୩ ରାଜ୍ୟରେ ବିଜୟକୁ ନେଇ ଉତ୍ସାହିତ ବିଜେପି ସଂସଦ, ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଲେ… ।”
କଲେଜ କ୍ୟାମ୍ପସରେ ତେଜିଲା ପୋଷ୍ଟର ପଲିଟିକ୍ସ । ବିଶ୍ୱବିଦ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇ ସେଲ୍ଫି ପଏଣ୍ଟ୍ କରିବାକୁ କୁଳପତିଙ୍କୁ ନିର୍ଦ୍ଦେଶ
କନକ ବ୍ୟୁରୋ : କଲେଜ କ୍ୟାମ୍ପସରେ ହେବ ମୋଦୀଙ୍କ ସେଲଫି ପଏଂଟ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର କର୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ଏହି ଥ୍ରିଡି ସେଲଫି ପଏଂଟ କଲେଜ କ୍ୟାମ୍ପସରେ ଳଗାଯିବ । ସେଲଫି ପଏଣ୍ଟ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଭାରତ ପାଇଥିବା ସଫଳତା ସଂପର୍କରେ ଅବଗତ କରାଇବା ହେବ ମୁଖ୍ୟ ଉଦ୍ଦେଶ୍ୟ । ନୂତନ-ଶିକ୍ଷାନୀତି ଅନ୍ତର୍ଗତ ନିଆଯାଇଥିବା ପଦକ୍ଷେପ ଓContinue reading “କଲେଜ କ୍ୟାମ୍ପସରେ ତେଜିଲା ପୋଷ୍ଟର ପଲିଟିକ୍ସ । ବିଶ୍ୱବିଦ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇ ସେଲ୍ଫି ପଏଣ୍ଟ୍ କରିବାକୁ କୁଳପତିଙ୍କୁ ନିର୍ଦ୍ଦେଶ”
ଜେଲରୁ ବାହାରିବେ ଅର୍ଚ୍ଚନା ନାଗ ! ହାଇକୋର୍ଟରୁ ମିଳିଲା ଜାମିନ ।
କନକ ବ୍ୟୁରୋ : ଖୁବଶୀଘ୍ର ଜେଲରୁ ମୁକୁଳି ପାରନ୍ତି ଅର୍ଚ୍ଚନା ନାଗ । ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଇଡି କରିଥିବା ମାମଲାରେ ମିଳିଲା ଜାମିନ । ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ଜାମିନ ପାଇଛନ୍ତି ଅର୍ଚ୍ଚନା । ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିସାରିଥିଲା । ହାଇକୋର୍ଟ ଜାମିନ ପ୍ରଦାନ କରିଥିବାରୁ ଅର୍ଚ୍ଚନା ଖୁବଶୀଘ୍ର ଜେଲରୁ ମୁକୁଳିପାରନ୍ତି । ଗତବର୍ଷ ଡିସେମ୍ବର ୧୩ ତାରିଖରେ ପ୍ରିଭେନସନ ଅଫ୍Continue reading “ଜେଲରୁ ବାହାରିବେ ଅର୍ଚ୍ଚନା ନାଗ ! ହାଇକୋର୍ଟରୁ ମିଳିଲା ଜାମିନ । “
ଇସ୍ରାଏଲ-ହମାସ୍ ଯୁଦ୍ଧ ମଧ୍ୟରେ ଲୋହିତ ସାଗରରେ ଏକ ଆମେରିକୀୟ ଯୁଦ୍ଧ ଜାହାଜ ଏବଂ ମାଲବାହୀ ଜାହାଜ ଉପରେ ଆକ୍ରମଣ
ୟେମେନର ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ଚଳାଚଳ କରୁଥିବା ଜାହାଜ ମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ବିଦ୍ରୋହୀମାନେ ଇସ୍ରାଏଲକୁ ଟାର୍ଗେଟ କରି ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମଧ୍ୟ ଗୁଳି ଚଳାଉଛନ୍ତି । ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ ୟେମେନର ସାନାଠାରେ ରବିବାର ଦିନ ପ୍ରାୟ ୧୦ ଟା ବେଳେ ଏହି ଆକ୍ରମଣ ଆରମ୍ଭ ହୋଇ ପାଞ୍ଚ ଘଣ୍ଟା ଧରି ଚାଲିଥିଲା । ରବିବାର ଦିନ ଲୋହିତ ସାଗରରେ ଆମେରିକାର ଯୁଦ୍ଧ ଜାହାଜ ଏବଂ ଅନେକContinue reading “ଇସ୍ରାଏଲ-ହମାସ୍ ଯୁଦ୍ଧ ମଧ୍ୟରେ ଲୋହିତ ସାଗରରେ ଏକ ଆମେରିକୀୟ ଯୁଦ୍ଧ ଜାହାଜ ଏବଂ ମାଲବାହୀ ଜାହାଜ ଉପରେ ଆକ୍ରମଣ”
ମିଜୋରାମରେ ବଦଳିବ ସରକାର । ହାରିଗଲେ ମୁଖ୍ୟମନ୍ତ୍ରୀ ଜୋରମାଥାଙ୍ଗା ।
କନକ ବ୍ୟୁରୋ : ମିଜୋରାମରେ ବଦଳିବ ସରକାର । ଭୋଟ୍ ଗଣତିର ଟ୍ରେଣ୍ଡ ଅନୁଯାୟୀ ଆଗରେ ରହିଛି ବିରୋଧୀ ଦଳ ଜେଡପିଏମ୍ । ପଛରେ ପଡିଛି ଶାସକ ଦଳ ଏମଏନଏଫ । ୪୦ ବିଧାନସଭା ଆସନରୁ ୨୭ରୁ ଅଧିକ ଆସନରେ ଜେଡପିଏମ୍ ବା ଜୋରାମ ପିପୁଲ ମୁଭମେଂଟ ଆଗରେ ରହିଥିବା ବେଳେ ଏମଏନଏଫ ୧୦ଟି ଆସନରେ ଆଗୁଆ ରହିଛି । ସେହିପରି ବିଜେପି ୨ଟି ଆସନରେ ଏବଂ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛି । ବଡContinue reading “ମିଜୋରାମରେ ବଦଳିବ ସରକାର । ହାରିଗଲେ ମୁଖ୍ୟମନ୍ତ୍ରୀ ଜୋରମାଥାଙ୍ଗା ।”
ଆଜି ନୁହେଁ କାଲି ସରିବ କଟକ ବାଲିଯାତ୍ରା । ଗୋଟିଏ ଦିନ ବାଲିଯାତ୍ରା ବଢାଇବାକୁ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କନକ ବ୍ୟୁରୋ : ଆଜି ନୁହେଁ କାଲି ସରିବ କଟକ ବାଲିଯାତ୍ରା । ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରାକୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି. ସୂଚନା ଯୋଗ୍ୟ ଯେ, ବାଲିଯାତ୍ରା ଏବେ ଲୋକଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇଛି ଓ ଏଥିରେ ବିପୁଳContinue reading “ଆଜି ନୁହେଁ କାଲି ସରିବ କଟକ ବାଲିଯାତ୍ରା । ଗୋଟିଏ ଦିନ ବାଲିଯାତ୍ରା ବଢାଇବାକୁ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।”
ରାଜଧାନୀରେ ମାତିଛନ୍ତି ରୟାଲ ଚୋର: ୩ ବାଇକ୍ ଲୁଟେରାଙ୍କୁ ଧରିଲା ଖଣ୍ଡଗିରି ପୋଲିସ, ଲୁଟେରାଙ୍କ ଠାରୁ ଜବତ ୨୩ଟି ବାଇକ୍
କନକ ବ୍ୟୁରୋ: ରୟାଲ ଏନଫିଲଡ ବୁଲେଟ ପଛରେ ଲୁଟେରା । ଯେଉଁଠି ରୟାଲ ବୁଲେଟ୍ ଗାଡି ଦେଖୁଛନ୍ତି ତାକୁ ଚୋରି କରୁଛନ୍ତି । ରାଜଧାନୀରେ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ । କେବଳ ବୁଲେଟ ନୁହଁ ଅନ୍ୟ କମ୍ପାନୀର ଦାମୀ ଗୁଡିକୁ ମଧ୍ୟ ଚୋରି କରିଥିବାର ଜଣାପଡିଛି । ଯାହାକୁ ପୋଲିସ ଜବତ କରିଛି । ସାଧାରଣତଃ ରାତି ଅଧରେ ଘର ବାହାରେ ଛିଡା ହୋଇଥିବା ଗାଡିକୁ କିମ୍ବା ସୁନସାନ ରାସ୍ତାରେ ଗାଡିContinue reading “ରାଜଧାନୀରେ ମାତିଛନ୍ତି ରୟାଲ ଚୋର: ୩ ବାଇକ୍ ଲୁଟେରାଙ୍କୁ ଧରିଲା ଖଣ୍ଡଗିରି ପୋଲିସ, ଲୁଟେରାଙ୍କ ଠାରୁ ଜବତ ୨୩ଟି ବାଇକ୍”