କନକ ବ୍ୟୁରୋ: ଆସିକା ଖଡ଼ଭାଗ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବସ୍- ଭ୍ୟାନ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୩ଜଣ ମୃତ୍ୟୁ ହୋଇଥିବା ବେଳେ କିଛି ଜଣ ଆହତ ହୋଇଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ୨ଜଣ ପୁରୁଷ ଜଣେ ମହିଳା ଅଛନ୍ତି । ପିକଅପ୍ ଭ୍ୟାନରେ ଚାପି ହୋଇ କିଛି ସମୟ ରହିଥିଲା ମୃତଦେହ । ଘଟଣା ସ୍ଥଳରେ ଆସିକା ପୋଲିସ, ଅଗ୍ନିଶମବାହିନୀ ମୃତକଙ୍କୁ ପିକଅପ୍ ଭ୍ୟାନ କାଟି ଉଦ୍ଧାର କରିଥିଲେ । ଉଦ୍ଧାର ପହଞ୍ଚିିContinue reading “ଆସିକା ଖଡଭାଗ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ପିକଅପ ଭ୍ୟାନ୍ ଓ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା, ୩ ମୃତ, ଅନେକ ଆହତ ।”
Author Archives: Raghaba
୭୫ ତମ ସାଧାରଣତନ୍ତ୍ର ଦିବସରେ ଦୁଲୁକିଲା ଦିଲ୍ଲୀ କର୍ତ୍ତବ୍ୟପଥ । ବିଶ୍ୱ ଦେଖିଲା ଭାରତର ଶୌର୍ଯ୍ୟ ଓ ସାମର୍ଥ୍ୟ । ପରେଡରେ ୩ ସେନାର ମହିଳା ଟ୍ରୁପ୍ । ମନମୋହିଲା ଓଡ଼ିଶାର ପ୍ରଜ୍ଞାପନ ମେଢ ।
କନକ ବ୍ୟୁରୋ: ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀ କର୍ତ୍ତବ୍ୟପଥରେ ଭବ୍ୟ ସମାରୋହ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତୋଳନ କରିବା ପରେ ଆରମ୍ଭ ହୋଇଥିଲା ପରେଡ । ଭାରତୀୟ ବାଦ୍ୟ ଯନ୍ତ୍ର ସହ ମହିଳା କଳାକାରମାନେ ପ୍ରଥମ ପରେଡ କରିଥିଲେ । ପରେ ଅନ୍ୟ ଟ୍ରୁପ୍ ମାନେ ପରେଡ କରିଥିଲେ । ପରେଡରେ ଫ୍ରାନ୍ସ ବ୍ୟାଣ୍ଡ, ଟି,-୯୦ ଭିଷ୍ମ ଟ୍ୟାଙ୍କ, ନାଗ୍ ମିଶାଇଲ ସିଷ୍ଟମ, ପିନାକ ମିଶାଇଲ, ଅସ୍ତ୍ରଶସ୍ତ୍ରContinue reading “୭୫ ତମ ସାଧାରଣତନ୍ତ୍ର ଦିବସରେ ଦୁଲୁକିଲା ଦିଲ୍ଲୀ କର୍ତ୍ତବ୍ୟପଥ । ବିଶ୍ୱ ଦେଖିଲା ଭାରତର ଶୌର୍ଯ୍ୟ ଓ ସାମର୍ଥ୍ୟ । ପରେଡରେ ୩ ସେନାର ମହିଳା ଟ୍ରୁପ୍ । ମନମୋହିଲା ଓଡ଼ିଶାର ପ୍ରଜ୍ଞାପନ ମେଢ ।”
ଫେବୃଆରୀରେ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ୧୦ଦିନ ବନ୍ଦ ରହିବ ବ୍ୟାଙ୍କ୍ । ଜାଣନ୍ତୁ ଓଡିଶାରେ କେତେ ଦିନ ବ୍ୟାଙ୍କ୍ ବନ୍ଦ ରହିବ
କନକ ବ୍ୟୁରୋ : ଫେବୃଆରୀ ମାସରେ ୧୦ଦିନ ବନ୍ଦ ରହିବ ବ୍ୟାଙ୍କ୍ । ପୂଜା ପର୍ବାଣୀ ପାଇଁ ମଧ୍ୟ ଦେଶର ବିଭିନ୍ନ ରାଜ୍ୟରେ ବ୍ୟାଙ୍କ୍ ବନ୍ଦ ରହିବ । ୨୦୨୪ ବର୍ଷ ଆରମ୍ଭରୁ ଜାନୁଆରୀ ମାସରେ ଭିନ୍ନ ଭିନ୍ନ ଜୋନରେ ୧୬ଦିନ ବ୍ୟାଙ୍କ୍ ବନ୍ଦ ରହିଥିଲା । କିଛି ଛୁଟି ପୂରା ହୋଇସାରିଥିବା ବେଳେ ଆଉ ବାକି ଛୁଟି ୩୧ତାରିଖ ସୁଦ୍ଧା ପୂରା ହୋଇଯିବ । ସେହିପରି ଆସନ୍ତା ମାସ ଅର୍ଥାତ୍ ଫେବୃଆରୀ ମାସରେ ବି ଦେଶରContinue reading “ଫେବୃଆରୀରେ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ୧୦ଦିନ ବନ୍ଦ ରହିବ ବ୍ୟାଙ୍କ୍ । ଜାଣନ୍ତୁ ଓଡିଶାରେ କେତେ ଦିନ ବ୍ୟାଙ୍କ୍ ବନ୍ଦ ରହିବ”
ନୀତିଶ ଓ ତେଜସ୍ୱୀଙ୍କ ମଧ୍ୟରେ ଖାଲି ପଡିଲା ଆସନ । ରୋଚକ ହେଉଛି ବିହାର ରାଜନୀତି ।
କନକ ବ୍ୟୁରୋ : ବିହାର ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ଜେଡିୟୁ-ଆରଜେଡିର ମିଳିତ ସରକାରରେ ଏବେ ହଲଚଲ ଆରମ୍ଭ ହୋଇଛି । ଗତକାଲି ଅମିତ ଶାହାଙ୍କ ଘରେ ବିହାର ବିଜେପି ନେତାଙ୍କ ବୈଠକ ପରେ ବିହାରରେ ଥିବା ଜେଡିୟୁ-ଆରଜେଡିର ମିଳିତ ସରକାରକୁ ନେଇ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଖୁବଶୀଘ୍ର ସରକାରରୁ ଜେଡିୟୁ ଓହରିବା ନେଇ ନୀତିଶ କୁମାର ବଡ ନିଷ୍ପତ୍ତି ନେଇପାରନ୍ତି । ତେବେ ଜେଡିୟୁ-ଆରଜେଡି ମଧ୍ୟରେ ଯେ ସବୁକିଛିContinue reading “ନୀତିଶ ଓ ତେଜସ୍ୱୀଙ୍କ ମଧ୍ୟରେ ଖାଲି ପଡିଲା ଆସନ । ରୋଚକ ହେଉଛି ବିହାର ରାଜନୀତି ।”
କର୍ତ୍ତବ୍ୟପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି । ଶୁଭିଲା ଶଂଖନାଦର ଆବାହନ । ପରେ ପରେ ଫ୍ରାନ୍ସ ମାର୍ଚ୍ଚ ବ୍ୟାଣ୍ଡ ସହ ଋଷ ଟି୯୦ ଟ୍ୟାଙ୍କର ଝଲକ ।
କନକ ବ୍ୟୁରୋ: କର୍ତ୍ତବ୍ୟପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାଙ୍କ ସହ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁଖ୍ୟ ଅତିଥି ତଥା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ । ଏହି ଅବସରରେ ଆଜି କର୍ତ୍ତବ୍ୟପଥରେ ନୂଆ ଧାରା ଦେଖିବାକୁ ମିିଳିଥିଲା । ପ୍ରଥମେ ମାର୍ଚ୍ଚ ନୁହେଁ ବରଂ ଶଂଖନାଦ ଓ ଭେରୀତୁରୀ, ଝାଞ୍ଜ ମୃଦଙ୍ଗ ଧ୍ୱନୀ ସହ ଆରମ୍ଭ ହୋଇଥିଲା ଅବାହନ । ଏହାର ମୋର୍ଚ୍ଚା ସମ୍ଭାଳିଥିଲେContinue reading “କର୍ତ୍ତବ୍ୟପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି । ଶୁଭିଲା ଶଂଖନାଦର ଆବାହନ । ପରେ ପରେ ଫ୍ରାନ୍ସ ମାର୍ଚ୍ଚ ବ୍ୟାଣ୍ଡ ସହ ଋଷ ଟି୯୦ ଟ୍ୟାଙ୍କର ଝଲକ ।”
ଜୀବନ ସହ ସଂଗ୍ରାମ କରୁଛନ୍ତି ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ । ଏସସିବିର ନ୍ୟୁରୋ ସର୍ଜରୀ ଆଇସିୟୁରେ ଭର୍ତ୍ତି ।
କନକ ବ୍ୟୁରୋ: ଜୀବନ ସହ ସଂଗ୍ରାମ କରୁଛନ୍ତି ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ । ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରର ଏହି ସ୍ୱାଧୀନତା ସଂଗ୍ରାମୀଙ୍କୁ କଟକ ଏସସିବିର ନ୍ୟୁରୋ ସର୍ଜରୀ ଆଇସିୟୁରେ ଭର୍ତି କରାଯାଇଛି । ଏସସିବିରେ ୪ ଜଣିଆ ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସାର ଅନୁଧ୍ୟାନ କରୁଛନ୍ତି । ୧୦୨ ବର୍ଷ ବୟସର ନୀଳମଣି ସାମଲ ବ୍ରେନ୍ ଷ୍ଟ୍ରୋକର ଶିକାର ହେବା ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କୁ ବଂଚାଇବା ପାଇଁContinue reading “ଜୀବନ ସହ ସଂଗ୍ରାମ କରୁଛନ୍ତି ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ । ଏସସିବିର ନ୍ୟୁରୋ ସର୍ଜରୀ ଆଇସିୟୁରେ ଭର୍ତ୍ତି ।”
ଖେଳନା ବନ୍ଧୁକ ଦେଖାଇ ଆତଙ୍କ ରଚୁଥିଲେ ଯୁବକ । କାବୁ କରିନେଇ ପୋଲିସରେ ଦେଲେ ସ୍ଥାନୀୟ ଲୋକେ ।
କନକ ବ୍ୟୁରୋ: ଖେଳନା ବନ୍ଧୁକ ଦେଖାଇ ଆତଙ୍କ ପରେ ଯୁବକଙ୍କୁ କାବୁ କଲେ ଲୋକେ । ଯାଞ୍ଚ ପରେ ବନ୍ଧୁକ ନକଲି ଥିବା ଜଣାପଡଛି । ଗଞ୍ଜାମ ଖଲିକୋଟ ଲଙ୍ଗଳେଶ୍ୱର ଗାଁ ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଯୁବକ ଜଣଙ୍କ ହାତରେ ବନ୍ଧୁକ ଧିରି ଗୁଳି କରିଦେବେ କହି ଆତଙ୍କ ଖେଳାଇଥିଲେ । ପରେ ଲୋକେ ତାଙ୍କୁ କାବୁ କରି ସ୍ଥାନୀୟ ଭେଜିପୁଟ ଫାଣ୍ଡିକୁ ଜଣାଇଥିଲେ । ପୁଲିସ ଘଟଣାସ୍ଥଳରେContinue reading “ଖେଳନା ବନ୍ଧୁକ ଦେଖାଇ ଆତଙ୍କ ରଚୁଥିଲେ ଯୁବକ । କାବୁ କରିନେଇ ପୋଲିସରେ ଦେଲେ ସ୍ଥାନୀୟ ଲୋକେ ।”
ଅସଲି କୋକେଇରେ ଯାଉଛି ନକଲି ଶବ । ୨୦ ବର୍ଷ ପରେ ନିଖୋଜ ବ୍ୟକ୍ତିଙ୍କର ହେଲା ଅନ୍ତିମ ସଂସ୍କାର ନୀତି ।
କନକ ବ୍ୟୁରୋ: କୋକେଇରେ ଶବ ଯିବାର ଦେଖିଥିବେ । ହେଲେ ଅସଲି କୋକେଇରେ ନକଲି ଶବ କେବେ ଦେଖିନଥିଲେ । କିନ୍ତୁ ଭଦ୍ରକ ନରିପୁର ଗାଁରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ଦେଖିବାକୁ ମିଳିଛି । ସମସ୍ତ ରୀତିନୀତି ଅନୁଯାୟୀ ନକଲି ଶବଦାହ କରାଯାଇଛି । ସୂଚନା ମୁତାବକ, ସ୍ଥାନୀୟ ଅଞ୍ଚଳର ଗଗନ ଦାସଙ୍କ ବାପା ୨୦୦୪ ମସିହାରୁ ନିଖୋଜ ଥିଲେ । ଏବେ ସୁଦ୍ଧା ତାଙ୍କର ପିତିା ମିଳିନାହିଁ । ହେଲେ ଏହାକୁ ୨୦ ବର୍ଷContinue reading “ଅସଲି କୋକେଇରେ ଯାଉଛି ନକଲି ଶବ । ୨୦ ବର୍ଷ ପରେ ନିଖୋଜ ବ୍ୟକ୍ତିଙ୍କର ହେଲା ଅନ୍ତିମ ସଂସ୍କାର ନୀତି ।”
ଠକେଇର ନୂଆ ତରିକା । ସଫା କରିବା ବାହାନାରେ ଲୁଟିନେଲେ ସୁନା ଚେନ୍ ।
କନକ ବ୍ୟୁରୋ: ଠକେଇର ନୂଆ ତରିକା ।ଅଳଙ୍କାର ସଫା କରିବା ବାହାନାରେ ଲୁଟିନେଲେ ସୁନା ଅଳଙ୍କାର । ଦୁର୍ବୁମାନେ ସୁଟ୍ ବୁଟ୍ ପିନ୍ଧି ଆସି ଏଭଳି ଅଭିନବ ଉପାୟର ଠକେଇ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା କୁଶିଆପାଳ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଦୃବୁର୍ତମାନେ ପ୍ରଥମେ ନିରଞ୍ଜନ ଦାସଙ୍କ ଘରକୁ ଆସି ଏକ ପ୍ରତିଷ୍ଠିତ କମ୍ପାନୀରୁ ଆସିଥିବା କହିଥିଲେ । ପରେ ତାଙ୍କ ଘରେ ଥିବା ପିତଳ ସାମଗ୍ରୀ, ରୂପା ଓ ସୁନା ଅଳଙ୍କାରContinue reading “ଠକେଇର ନୂଆ ତରିକା । ସଫା କରିବା ବାହାନାରେ ଲୁଟିନେଲେ ସୁନା ଚେନ୍ ।”
ଆସନ୍ତାକାଲି ମା’ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ସାମିଲ ହେବେ ୧୧ଟି ଜିଲ୍ଲାର ପଣ୍ଡିତ । ଲୋକର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କନକ ବ୍ୟୁରୋ: ସଜେଇ ହେଉଛି ସମଲେଶ୍ୱରୀ ପୀଠ । ଆସନ୍ତାକାଲି ସମଲେଇ ପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ପରିକ୍ରମା ପ୍ରକଳ୍ପ ପରେ ଏହା ରାଜ୍ୟ ସରକାରଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ପଶ୍ଚିମ ଓଡ଼ିଶାର ଆରାଧ୍ୟ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି । ଭକ୍ତଙ୍କୁ ଦିବ୍ୟ ଅନୁଭବ ଦେବା ପାଇଁ ପ୍ରୟାସ ହୋଇଛି । ବିଶେଷ କରି ମନ୍ଦିର ସୁରକ୍ଷା, ବିକାଶ ଓ ଭକ୍ତଙ୍କ ସୁବିଧାକୁ ଦିଆଯାଇଛିContinue reading “ଆସନ୍ତାକାଲି ମା’ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ସାମିଲ ହେବେ ୧୧ଟି ଜିଲ୍ଲାର ପଣ୍ଡିତ । ଲୋକର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।”