କନକ ବ୍ୟୁରୋ : ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଡିସେମ୍ବର ୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ତା ପୂର୍ବରୁ ବିଭିନ୍ନ ସଂସ୍ଥାମାନେ କେଉଁ ରାଜ୍ୟରେ କେଉଁ ରାଜନନୈତିକ ଦଳକୁ କେତେ ଆସନ ମିଳିବ ସେନେଇ ଆକଳନ କରିଛନ୍ତି । କିଛି ସମୟ ପରେ ଏହି ପୂର୍ବାନୁମାନ ବା ଏକ୍ସଜିଟ୍ ପୋଲ ଆସିବାକୁ ଯାଉଛି । ତା ପୂର୍ବରୁ ଆସନ୍ତୁ ଜାଣିବା କେଉଁ ରାଜ୍ୟରେ ମୋଦୀ ଓ ରାହୁଲଙ୍କର କେତେContinue reading “୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ ଆସିବାକୁ ଯାଉଛି ପୂର୍ବ ଆକଳନ । ତା ପୂର୍ବରୁ ଜାଣନ୍ତୁ କେଉଁ ରାଜ୍ୟରେ ରାହୁଲ ଓ ମୋଦୀଙ୍କର କେତେ ରହିଛି ଲୋକପ୍ରିୟତା”
Author Archives: Raghaba
ଦୁବାଇରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ‘COP 28’’
ଆଜିଠାରୁ ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇ ସହରରେ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା ‘COP 28’ ଆରମ୍ଭ ହୋଇଛି । ଏହି ସମୟରେ, ନିକଟରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ ଜଳବାୟୁ ପରିବର୍ତ୍ତନ ହେତୁ ସାଉଦି ଆରବ ଏବଂ ୟୁଏଇ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ତାପମାତ୍ରା ବୃଦ୍ଧି ପାଇଁ ବିଶ୍ୱକୁ ବହୁମୂଲ୍ୟ ଦେବାକୁ ପଡୁଛି । ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇରେ ଆଜିଠାରୁ ଆରମ୍ଭ ହୋଇଥିବା COP28ରେ ବିଭିନ୍ନ ଦେଶର ପ୍ରତିନିଧୀ ମାନେ ଯୋଗଦେବାକୁContinue reading “ଦୁବାଇରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ‘COP 28’’”
ବୁଥ ବାହୁଡ଼ା ମତ ଉପରେ ରହିଛି ସାରା ଦେଶର ନଜର: କାହାକୁ ବାଛିଲେ ୫ ରାଜ୍ୟର ଜନତା
କନକ ବ୍ୟୁରୋ: ୨୪ ଫାଇନାଲ ପୂର୍ବରୁ ସେମିଫାଇନାଲ ହେବ ୫ ରାଜ୍ୟର ଫଳାଫଳ । କାହା ସପକ୍ଷରେ ଯିବ ଜନମତ । ଦେଶରେ ମୋଦୀ ଲହର ଓ ରାହୁଲଙ୍କ ଲୋକପ୍ରିୟତାର ବଡ଼ ସଂକେତ ଦେବ ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ମିଜୋରାମର ଫଳାଫଳ । ଏକଜାଟ୍ ହେବ କି ଏକଜିଟ୍ ପୋଲ ରିପୋର୍ଟ । ହିନ୍ଦୀ ହାର୍ଟଲ୍ୟାଣ୍ଡରୁ କ’ଣ ଆସିବ ବାର୍ତା । ରାଜନୀତିର ସାପ ସିଡି ଖେଳରେ କିଏ ଆଗକୁ ଯିବ, କିଏ ତଳକୁ ଖସିବ,Continue reading “ବୁଥ ବାହୁଡ଼ା ମତ ଉପରେ ରହିଛି ସାରା ଦେଶର ନଜର: କାହାକୁ ବାଛିଲେ ୫ ରାଜ୍ୟର ଜନତା”
ବଢିବ ଭାରତୀୟ ବାୟୁସେନାର ଶକ୍ତି । ୯୭ଟି ତେଜସ୍ ଓ ୧୫୬ଟି ପ୍ରଚଣ୍ଡ ହେଲିକପ୍ଟର କ୍ରୟକୁ ମଞ୍ଜୁରୀ ପ୍ରଦାନ କଲା ରକ୍ଷା ଅଧିଗ୍ରହଣ ପରିଷଦ
କନକ ବ୍ୟୁରୋ : ରକ୍ଷା ଅଧିଗ୍ରହଣ ପରିଷଦର ଏକ ବଡ ନିଷ୍ପତ୍ତି ନେବା କ୍ରମରେ ୯୭ଟି ତେଜସ ଫାଇଟର ଜେଟ୍ ଓ ୧୫୬ଟି ପ୍ରଚଣ୍ଡ ହେଲିକପ୍ଟର କିଣାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାର ମୋଟ ମୂଲ୍ୟ ୧୦ ହଜାର କୋଟି ଟଙ୍କା ରହିଛି । ଏହାସହ ଅନ୍ୟ କିଛି ପ୍ରତିରକ୍ଷା ସାମଗ୍ରୀ କିଣାକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି । ତେଜସ-୧(ଏ) ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନା ପାଇଁ ଓ ହେଲିକପ୍ଟରକୁ ବାୟୁସେନା ଓ ସ୍ଥଳContinue reading “ବଢିବ ଭାରତୀୟ ବାୟୁସେନାର ଶକ୍ତି । ୯୭ଟି ତେଜସ୍ ଓ ୧୫୬ଟି ପ୍ରଚଣ୍ଡ ହେଲିକପ୍ଟର କ୍ରୟକୁ ମଞ୍ଜୁରୀ ପ୍ରଦାନ କଲା ରକ୍ଷା ଅଧିଗ୍ରହଣ ପରିଷଦ”
ରାଜ୍ୟସଭାରେ ସାଂସଦମାନେ ଲଗାଇ ପାରିବେ ନାହିଁ ନାରା । ପତାକା ଉଡାଇବା ଉପରେ ପ୍ରତିବନ୍ଧକ, ଜାଣନ୍ତୁ କ’ଣ ଆସିଛି ନୂଆ ନିୟମ
କନକ ବ୍ୟୁରୋ : ଡିସେମ୍ବର ୪ ତାରିଖରୁ ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟସଭା ସାଂସଦଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିର୍ଦ୍ଦେଶନାମାରେ ଲେଖାଯାଇଛି କି, ସଂସଦରେ ଯେଉଁ ବିଷୟ ଉପରେ ଆଲୋଚନା ହେବ ତାହା ପବ୍ଲିସିଟି କରାଯାଇପାରିବ ନାହିଁ । ନୋଟିସ ମଞ୍ଜୁର ହେବା ପର୍ଯ୍ୟନ୍ତ ସାଥୀ ସଦସ୍ୟମାନଙ୍କୁ ମଧ୍ୟ ଏହି ସୂଚନା ଦିଆଯିବା ଉଚିତ ନୁହେଁ । ସଂସଦରେ ଧନ୍ୟବାଦ, ଜୟହିନ୍ଦ କିମ୍ବାContinue reading “ରାଜ୍ୟସଭାରେ ସାଂସଦମାନେ ଲଗାଇ ପାରିବେ ନାହିଁ ନାରା । ପତାକା ଉଡାଇବା ଉପରେ ପ୍ରତିବନ୍ଧକ, ଜାଣନ୍ତୁ କ’ଣ ଆସିଛି ନୂଆ ନିୟମ”
ନବରଙ୍ଗପୁରରେ ଗଡ଼ିଲା ଲକ୍ଷ୍ମୀ ବସ୍ । ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁରରେ ଗଡ଼ିବ ୪୪ ବସ୍
କନକ ବ୍ୟୁରୋ : ନବରଙ୍ଗପୁରରେ ଗଡ଼ିଲା ଲକ୍ଷ୍ମୀବସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହି ବସ୍ ସେବାର ଉଦଘାଟନ କରିଛନ୍ତି । ଏନେଇ ସ୍ଥାନୀୟ ସର୍କିଟ ହାଉସ ସମ୍ମୁଖ ପଡ଼ିଆରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ନବରଙ୍ଗପୁରରେ ୪୪ଟି ବସ୍ ଯୋଗାଇଦିଆଯାଇଛି । ଏହା ଦ୍ୱାରା ଉପାନ୍ତ ଅଂଚଳରେ ଗମନାଜମନର ଉନ୍ନତି ଆସିପାରିବ । ମିଶନ ଶକ୍ତି ମହିଳା, ଭିନ୍ନକ୍ଷମ, ଗର୍ଭବତୀ, ମହିଳାମାନେ ପଂଚାୟତରୁ ବ୍ଲକ କାର୍ଯ୍ୟାଳୟ ସହଜରେ ଆସିପାରିବେ । ଲକ୍ଷ୍ମୀContinue reading “ନବରଙ୍ଗପୁରରେ ଗଡ଼ିଲା ଲକ୍ଷ୍ମୀ ବସ୍ । ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁରରେ ଗଡ଼ିବ ୪୪ ବସ୍”
ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ବାହାର ପାଶ୍ୱର୍ର ଲେଜର ସ୍କାନିଂ: ତିନି ଦିନ ଧରି ତର୍ଜମା କଲେ ୧୬ଜଣିଆ ଟିମ୍
କନକ ବ୍ୟୁରୋ: ସରିଲା ରତ୍ନଭଣ୍ଡାର ଲେଜର ସ୍କାନିଂ । ମୋଟ ୪୫ ପଏଂଟରେ ଫଟୋ ଉତୋଳନ କରାଯାଇ ଡକ୍ୟୁମେଂଟେସନ୍ କରାଯାଇଛି । ରତ୍ନଭଣ୍ଡାର ବାହାର ଲେଜର ସ୍କାନିଂ ପରେ ଏହାର ରିପୋର୍ଟ ତର୍ଜମା କରାଯିବ । ଆଉ ଆବଶ୍ୟକ ପଡ଼ିଲେ, ଶ୍ରୀମନ୍ଦିର ପ୍ରଶାସନର ଅନୁମତି ନେଇ ଭିତର ରତ୍ନଭଣ୍ଡାର ମଧ୍ୟ ଯାଂଚ କରାଯାଇପାରିବ ବୋଲି ସୂଚନା ଦେଇଛନ୍ତି ଏଏସଆଇ ସୁପରିନଟେଣ୍ଡେଂଟ । ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଅସୁରକ୍ଷିତ ଓ ଯାଂଚର ଆବଶ୍ୟକ ଅଛି କି ନାହିଁ, ସେContinue reading “ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ବାହାର ପାଶ୍ୱର୍ର ଲେଜର ସ୍କାନିଂ: ତିନି ଦିନ ଧରି ତର୍ଜମା କଲେ ୧୬ଜଣିଆ ଟିମ୍”
ଭାରତୀୟ କ୍ରିକେଟ ଟିମର କୋଚ୍ ରାହୁଲ ଦ୍ରାବିଡଙ୍କୁ ମାସିକ କେତେ ଟଙ୍କା ମିଳୁଛି ଦରମା । ଜାଣନ୍ତୁ ଭାରତୀୟ ଟିମ୍ ସହ ରହିବେ କେତେ ଦିନ
କନକ ବ୍ୟୁରୋ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି । ଏହା ପୂର୍ବରୁ ଖବର ଆସୁଥିଲା କି, ରାହୁଲ ଦ୍ରାବିଡ ଓ ବିସିସିଆଇ ସହିିତ ହୋଇଥିବା ଚୁକ୍ତିର ଅବଧି ଆଉ ବୃଦ୍ଧି କରିବାକୁ ଇଚ୍ଛୁକ ନଥିଲେ । ବିସିସିଆଇ ଏହା ଉପରେ କିଛି ବୟାନ ଦେଇନାହିଁ । ହେଲେ ଗଣମାଧ୍ୟମ ରିପୋର୍ଟ ମୁତାବକ ଦ୍ରାବିଡ ଆସନ୍ତା ବର୍ଷ ଅର୍ଥାତ ୨୦୨୪ ଜୁନରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପର୍ଯ୍ୟନ୍ତ ଦଳରContinue reading “ଭାରତୀୟ କ୍ରିକେଟ ଟିମର କୋଚ୍ ରାହୁଲ ଦ୍ରାବିଡଙ୍କୁ ମାସିକ କେତେ ଟଙ୍କା ମିଳୁଛି ଦରମା । ଜାଣନ୍ତୁ ଭାରତୀୟ ଟିମ୍ ସହ ରହିବେ କେତେ ଦିନ”
ଆୟୁର୍ବେଦିକ ସିରଫ ହେଲା କାଳ । ମିଥାଇଲ ଯୁକ୍ତ ସିରପ ପାନକରି ୫ ମୃତ, ୨ ଗୁରୁତର
କନକ ବ୍ୟୁରୋ : ମଦ ନିଷେଧ ଥିବା ଗୁଜରାଟ ରାଜ୍ୟରେ ମଦମୃତ୍ୟୁ ଖବର ଆସିଛି । ମିଥାଇଲ ଯୁକ୍ତ ଆଲକହଲ ସିରପ ପିଇବା ଦ୍ୱାରା ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଏନେଇ ଗୁଜରାଟ ପୋଲିସ ତରଫରୁ ସୂଚନା ଦିଆଯାଇଛି । ଗୁଜରାଟର ଖେଡା ଜିଲ୍ଲାରେ ଏହି ବିଶାକ୍ତ ସିରପ ପିଇବା ଦ୍ୱାରା ୫ଜଣଙ୍କର ମୃତ୍ୟୁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନା ମୁତାବକ ନାଡିୟାଦର ବିଲୋଦରାContinue reading “ଆୟୁର୍ବେଦିକ ସିରଫ ହେଲା କାଳ । ମିଥାଇଲ ଯୁକ୍ତ ସିରପ ପାନକରି ୫ ମୃତ, ୨ ଗୁରୁତର”
ଓଡିଆ ସିନେମା ବାଟରେ କଣ୍ଟା କିଏ ? ଭିନ୍ନ ଭିନ୍ନ ମତ ରଖିଲେ ଅଭିନେତା ଓ ଫିଲ୍ମନିର୍ମାତା ।
କନକ ବ୍ୟୁରୋ: ଓଡିଆ ସିନେମା କେଉଁ ଦିଗକୁ ଗତି କରୁଛି ? ଓଡିଆ ସିନେମାର ଭବିଷ୍ୟତ କଣ ? ଏ ପ୍ରଶ୍ନ ସେତେବେଳେ ଉଠୁଛି ଯେତେବେଳେ ଓଡିଶାରେ ସିନେମାକୁ ନେଇ ବିବାଦ ହେଉଛି । ଆଉ ସେହି ବିବାଦ ଫିଲ୍ମରେ ମିଳିଥିବା ସବୁ ସଫଳତାରେ କାଳିମା ବୋଳି ଦେଉଛି । ତେବେ ଓଡିଆ ସିନେମା ବାଟରେ କଣ୍ଟା କିଏ ଯଦି କୁହାଯିବ ତାହାର ଭିନ୍ନ ଭିନ୍ନ ମତ ଆସିବ । ଯାହାକୁ ପାଇବା ପାଇଁ କନକ ନ୍ୟୁଜରContinue reading “ଓଡିଆ ସିନେମା ବାଟରେ କଣ୍ଟା କିଏ ? ଭିନ୍ନ ଭିନ୍ନ ମତ ରଖିଲେ ଅଭିନେତା ଓ ଫିଲ୍ମନିର୍ମାତା ।”