ଟ୍ରାଏଲ ରନ୍ ବେଳେ ମାଡିଗଲା ଟ୍ରେନ: ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ: ଟ୍ରାଏଲ ରନ୍ ବେଳେ ମାଡିଗଲା ଟ୍ରେନ୍ । ରାୟଗଡ଼ା-ଜେକେପୁର ମଧ୍ୟରେ ତୃତୀୟ ଲାଇନ୍ ନିର୍ମାଣ ପରେ ଟ୍ରାଏଲ ରନ୍ କରାଯାଉଥିଲା । ଏହି ସମୟରେ ଟ୍ରେନ୍ ମାଡିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ରେଳ ନିରାପତା କମିଶନର ବ୍ରିଜେଶ କୁମାର ଲାଇନ୍ ଅନୁଧ୍ୟାନ କରି ଫେରିବାର କିଛି ଘଂଟା ପରେ ଅଘଟଣ ଘଟିଥିବା ସୂଚନା ମିଳିଛି । ରେଳ ଧାରଣା ଉପରେ ପଡି ରହିଛି ଦୁଇଟି ମୃତଦେହ । ଆଉ ଗୋଟିଏContinue reading “ଟ୍ରାଏଲ ରନ୍ ବେଳେ ମାଡିଗଲା ଟ୍ରେନ: ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ”

ବୀରତ୍ୱ ଓ ସେବା ପାଇଁ ୧୧୩୨ଜଣଙ୍କୁ କରାଯିବ ସମ୍ମାନିତ । ଗଣତନ୍ତ୍ର ଦିବସ ର୍ପୂବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନାଁ ଘୋଷଣା

କନକ ବ୍ୟୁରୋ : ଦେଶ ପାଳନ କରିବାକୁ ଯାଉଛି ୭୫ତମ ଗଣତନ୍ତ୍ର ଦିବସ । ଏହା ପୂର୍ବରୁ ଜାତୀୟ ସାହାସିକତା ଏବଂ ସେବା ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଚଳିତଥର ବିଭିନ୍ନ କ୍ଷେତ୍ରରେ ସାହସିକତା ଏବଂ ଉ ସେବା ପ୍ରଦର୍ଶନ ପାଇଁ ୧୧୩୨ଜଣ କର୍ମଚାରୀଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨ଜଣ ଜଣ ସୁରକ୍ଷା କର୍ମୀଙ୍କୁ ରାଷ୍ଟ୍ରପତି ସାହସିକତା ପୁରସ୍କାର ଏବଂ ୨୭୫ଜଣ କର୍ମଚାରୀଙ୍କୁ ସାହସିକତା ପୁରସ୍କାରରେ ସମ୍ମାନିତ କରାଯିବ ।Continue reading “ବୀରତ୍ୱ ଓ ସେବା ପାଇଁ ୧୧୩୨ଜଣଙ୍କୁ କରାଯିବ ସମ୍ମାନିତ । ଗଣତନ୍ତ୍ର ଦିବସ ର୍ପୂବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନାଁ ଘୋଷଣା”

ବିରୋଧୀ ମେଣ୍ଟ ଉପରେ ସମସ୍ୟାର କଳାବାଦଲ । ହାତ ଛାଡୁଛନ୍ତି ମମତା, ନୀତିଶଙ୍କ ଉପରେ ଭରସା ନାହିଁ !

କନକ ବ୍ୟୁରୋ : ନିର୍ବାଚନ ଦିନ ପାଖଉଛି , ବିରୋଧୀ ମେଂଟ ଇଣ୍ଡିଆ ମୁଣ୍ଡରେ ସମସ୍ୟାର କଳାବାଦଲ ବଢ଼ୁଛି । ବୁଧବାର ତୃଣମୁଳ କଂଗ୍ରେସ ଓ ଆମ ଆଦମୀ ପାର୍ଟି ଲୋକସଭା ଆସନରେ ଏକାକୀ ଲଢ଼ିବା ନେଇ ଘୋଷଣା କରିବା ପରେ ମେଂଟର ସ୍ଥିରତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ସେପଟେ କାହିଁକି ଜଣକଙ୍କ ପରେ ଜଣେ ଦଳ ଏକାକୀ ଲଢ଼ିବାକୁ ନିଷ୍ପତି ନେଉଛନ୍ତି ତାକୁ ନେଇ ବଢ଼ୁଛି ତର୍କବିତର୍କ । ରାଜନୈତିକ ବିଶେଷଜ୍ଞଙ୍କ ମତରେ,Continue reading “ବିରୋଧୀ ମେଣ୍ଟ ଉପରେ ସମସ୍ୟାର କଳାବାଦଲ । ହାତ ଛାଡୁଛନ୍ତି ମମତା, ନୀତିଶଙ୍କ ଉପରେ ଭରସା ନାହିଁ !”

ଅଯୋଧ୍ୟା ରାମମନ୍ଦିର ଉପରେ ଦାନ ବର୍ଷା । ଦର୍ଶନର ପ୍ରଥମ ଦିନରେ ଦାନ ହୁଣ୍ଡିରୁ ମିଳିଲା ୩କୋଟି ୧୬ଲକ୍ଷ ଟଙ୍କା

କନକ ବ୍ୟୁରୋ : ଅଯୋଧ୍ୟା ରାମମନ୍ଦିର ଉପରେ ଭକ୍ତଙ୍କ ଦାନବର୍ଷା । ମନ ଖୋଲା ଦର୍ଶନ ସାଙ୍ଗକୁ ଭକ୍ତ କରିଛନ୍ତି ହୃଦୟ ଖୋଲା ଦାନ । ପ୍ରାଣପ୍ରତିଷ୍ଠା ପରେ ଶ୍ରଦ୍ଧାଳୁଙ୍କ ପାଇଁ ରାମଦରବାର ଖୋଲାଯିବା ପରେ ଅଯୋଧ୍ୟାକୁ ଛୁଟି ଆସିଥିଲେ ଲକ୍ଷାଧିକ ସଂଖ୍ୟକ ଭକ୍ତ । ବାଳକରାମଙ୍କ ଦର୍ଶନ ସହ ଶ୍ରଦ୍ଧାଳୁ ରେକର୍ଡସ୍ତରରେ କରିଛନ୍ତି ଦାନ । ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ୪୦ଟି ଦାନ ହୁଣ୍ଡି ବ୍ୟବସ୍ଥା କରାଯାଇଥିଲା । ରାମମନ୍ଦିର ଉପରେ ଦାନବର୍ଷା -ବାଳକ ରାମଙ୍କContinue reading “ଅଯୋଧ୍ୟା ରାମମନ୍ଦିର ଉପରେ ଦାନ ବର୍ଷା । ଦର୍ଶନର ପ୍ରଥମ ଦିନରେ ଦାନ ହୁଣ୍ଡିରୁ ମିଳିଲା ୩କୋଟି ୧୬ଲକ୍ଷ ଟଙ୍କା”

ଦର୍ଶକଙ୍କ ମନ ଜିତିଲେ ହ୍ରିତିକ ରୋଶନ ଓ ଦୀପିକା ପାଦୁକୋଣଙ୍କ ଅଭିନୟ । ରିଲିଜର ପ୍ରଥମ ଦିନରେ ଫାଇଟରକୁ ମିଳିଲା ଭଲ ପ୍ରତିକ୍ରିୟା

କନକ ବ୍ୟୁରୋ : ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ବଲିଉଡ ସିନେମା ଫାଇଟର । ଆକ୍ସନରେ ଭରପୂର ସିନେମାକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ରିଲିଜର ପ୍ରଥମ ଦିନରେ ଫାଇଟରକୁ ମିଳିଛି ଅପେକ୍ଷାକୃତ ଅଧିକ ଭଲ ପ୍ରତିକ୍ରିୟା । ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ କିଭଳି ଭାରତୀୟ ସେନା ପାକିସ୍ତାନଠୁ ପ୍ରତିଶୋଧ ନେଉଛନ୍ତି ଏହାକୁ ନେଇ ପର୍ଯ୍ୟବେସିତ ହୋଇଛି ଫିଲ୍ମ ଫାଇଟରର କାହାଣୀ । ସିନେମାର କାହାଣୀ ଯେତିକି ବଳିଷ୍ଟ ରହିଛି ତାଠୁ ଅଧିକ ଧ୍ୟାନContinue reading “ଦର୍ଶକଙ୍କ ମନ ଜିତିଲେ ହ୍ରିତିକ ରୋଶନ ଓ ଦୀପିକା ପାଦୁକୋଣଙ୍କ ଅଭିନୟ । ରିଲିଜର ପ୍ରଥମ ଦିନରେ ଫାଇଟରକୁ ମିଳିଲା ଭଲ ପ୍ରତିକ୍ରିୟା”

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ । ଦେଶର ବିକାଶରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ଥିବା କହିଲେ ରାଷ୍ଟ୍ରପତି

କନକ ବ୍ୟୁରୋ : ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ନିଜ ସମ୍ବୋଧନ କହିଛନ୍ତି ଦେଶର ବିକାଶରେ ପ୍ରତ୍ୟେକ ନାଗରିକଙ୍କ ରହିଛି ବଡ଼ ଭୂମିକା । ଆଜିର ଭାରତ ଆତ୍ମବିଶ୍ୱାସ ସହ ବଢ଼ୁଛି । ଭାରତକୁ ଲୋକତନ୍ତ୍ରର ଜନନୀ କୁହାଯାଏ । ମିଶନ ଆଦିତ୍ୟ ଏଲୱାନ, ମିଶନ ଚନ୍ଦ୍ରଯାନ ପରି ମହାକାଶରେ ସଫଳତା ଦେଶର ଆତ୍ମବିଶ୍ୱାସକୁ ବଢ଼ାଉଛି । ଏଥିସହ ଜି ୨୦ ସମ୍ମିଳନୀ, ରାମମନ୍ଦିର ନିର୍ମାଣ ଦେଶରContinue reading “ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ । ଦେଶର ବିକାଶରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ଥିବା କହିଲେ ରାଷ୍ଟ୍ରପତି”

ସବୁ କାର୍ଯ୍ୟକ୍ରମ ବାତିଲ କରି ନୀତୀଶ ଡାକିଲେ ବୈଠକ । ଆରଜେଡି ସହ ବିବାଦ ପରେ ଇଣ୍ଡିଆ ମେଂଟରୁ ଜେଡିୟୁ ଓହରିବା ନେଇ ବଢ଼ିଲା ଚର୍ଚ୍ଚା

କନକ ବ୍ୟୁରୋ : ବିହାର ରାଜନୀତିରେ ବଡ଼ ହଲଚଲ । ସବୁ କାର୍ଯ୍ୟକ୍ରମ ବାତିଲ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରୁଛନ୍ତି ବୈଠକ । ମିଳିଥିବା ସୂଚନା ଅନୁସାରେ ବରିଷ୍ଠ ଦଳୀୟ ନେତାଙ୍କ ସହ ନୀତୀଶ ରୁଦ୍ଧଦ୍ୱାର ବୈଠକ କରୁଛନ୍ତି । ବୈଠକ ପଛର କାରଣ ଆରଜେଡି ଓ ଜେଡିୟୁ ଭିତର ବିବାଦ ବୋଲି କୁହାଯାଉଛି । ଏକଥାର ମଧ୍ୟ ଚର୍ଚ୍ଚା ହେଉଛି କି ନୀତୀଶ ବିଧାନସଭା ଭଙ୍ଗ ପାଇଁ ସୁପାରିଶ ମଧ୍ୟ କରିପାରନ୍ତି । ସେପଟେContinue reading “ସବୁ କାର୍ଯ୍ୟକ୍ରମ ବାତିଲ କରି ନୀତୀଶ ଡାକିଲେ ବୈଠକ । ଆରଜେଡି ସହ ବିବାଦ ପରେ ଇଣ୍ଡିଆ ମେଂଟରୁ ଜେଡିୟୁ ଓହରିବା ନେଇ ବଢ଼ିଲା ଚର୍ଚ୍ଚା”

ପଶ୍ଚିମବଙ୍ଗରେ ଭାରତ ଯୋଡ଼ ନ୍ୟାୟଯାତ୍ରାର ଏଣ୍ଟ୍ରି । କଂଗ୍ରେସକୁ ମିଳିଲାନି ସ୍ୱାଗତ, ଟିଏମସି କଲା ବିରୋଧ

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଭାରତ ଯୋଡ ନ୍ୟାୟ ଯାତ୍ରାର ଏଟ୍ରିିଂ । ଗୁରୁବାର ପ୍ରଥମେ କୁଚ୍ଚ ବିହାରରେ ପହଁଚିଥିଲା କଂଗ୍ରେସର ରାଲି । ତେବେ କଂଗ୍ରେସର ନ୍ୟାୟଯାତ୍ରାକୁ ପଶ୍ଚିମବଙ୍ଗରେ ଟିଏମସି ସ୍ୱାଗତ କରିନି । ଏପରିକି ଟିଏମସି କର୍ମୀ ପଦଯାତ୍ରାକୁ ବିରୋଧ ମଧ୍ୟ କରିଥିଲେ । ସେପଟେ ପଶ୍ଚିମବଙ୍ଗ ମାଟିରେ ଛିଡା ହୋଇ ଟିଏମସିକୁ ବାର୍ତା ଦେଇଥିଲେ ରାହୁଲ । କଂଗ୍ରେସ ସାଂସଦ କହିଥିଲେ ଦେଶରେ ଅନ୍ୟାୟ ଚାଲିଛି ତେଣୁ କଂଗ୍ରେସ ନ୍ୟାୟ ଯାତ୍ରା ଆରମ୍ଭContinue reading “ପଶ୍ଚିମବଙ୍ଗରେ ଭାରତ ଯୋଡ଼ ନ୍ୟାୟଯାତ୍ରାର ଏଣ୍ଟ୍ରି । କଂଗ୍ରେସକୁ ମିଳିଲାନି ସ୍ୱାଗତ, ଟିଏମସି କଲା ବିରୋଧ”

ରାଜସ୍ଥାନରେ ପହଁଚିଲେ ଫ୍ରାନ୍ସ ରାଷ୍ଟ୍ରପତି । ଜୟପୁରରେ ମୋଦୀ-ମାକ୍ରନ କଲେ ରୋଡ ଶୋ

କନକ ବ୍ୟୁରୋ : ଭାରତରେ ପହଁଚିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ରାଜସ୍ଥାନ ଜୟପୁରରେ ପହଁଚିବାପରେ ମାକ୍ରନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଓ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ । ରାଜସ୍ଥାନର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲି ଦେଖିବା ସହ ସ୍ଥାନୀୟ ବ୍ୟବସାୟୀଙ୍କୁ ସାମଗ୍ରୀ କିଣିଥିଲେ । ଆସନ୍ତାକାଲି ୭୫ତମ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି । ରାଜସ୍ଥାନ ଜୟପୁରରେContinue reading “ରାଜସ୍ଥାନରେ ପହଁଚିଲେ ଫ୍ରାନ୍ସ ରାଷ୍ଟ୍ରପତି । ଜୟପୁରରେ ମୋଦୀ-ମାକ୍ରନ କଲେ ରୋଡ ଶୋ”

ଆଇସିସି ଦିନିକିଆ କ୍ରିକେଟର ଅଫ ଦ ଇୟର ୨୦୨୩ ହେଲେ ବିରାଟ କୋହଲି । ୨୦୧୨, ୧୭, ୧୮ ପରେ ଚତୁର୍ଥ ଥର ପାଇଁ କୋହଲୀଙ୍କୁ ମିଳିଲା ସମ୍ମାନ

କନକ ବ୍ୟୁରୋ : ଆଇସିସି ଦିନିକିଆ ଫର୍ମାଟରେ ୨୦୨୩ ବର୍ଷ ପାଇଁ କ୍ରିକେଟର ଅଫ୍ ଦ ଇୟର ପୁରସ୍କାର ହାତେଇଲେ ଭାରତୀୟ ବିରାଟ କୋହଲି । କ୍ୟାରିୟରରେ ଚତୁର୍ଥଥର ପାଇଁ ଏହି ପୁରସ୍କାର ହାତେଇବା ସହ ଏବି ଡିଭିଲିୟର୍ସଙ୍କୁ ପଛାରେ ପକାଇଛନ୍ତି କିଙ୍ଗ୍ କୋହଲି । ଏହା ପୂର୍ବରୁ ବର୍ଷ ୨୦୧୨, ୨୦୧୭ ଏବଂ ୨୦୧୮ରେ ଦିନିକିଆ ଫର୍ମାଟରେ କ୍ରିକେଟର ଅଫ୍ ଦ ଇୟର ପୁରସ୍କାର ପାଇଥିଲେ କୋହଲି । ରେସରେ ଭାରତୀୟ ବୋଲର ମହମ୍ମଦ ସାମିContinue reading “ଆଇସିସି ଦିନିକିଆ କ୍ରିକେଟର ଅଫ ଦ ଇୟର ୨୦୨୩ ହେଲେ ବିରାଟ କୋହଲି । ୨୦୧୨, ୧୭, ୧୮ ପରେ ଚତୁର୍ଥ ଥର ପାଇଁ କୋହଲୀଙ୍କୁ ମିଳିଲା ସମ୍ମାନ”

Design a site like this with WordPress.com
Get started