କନକ ବ୍ୟୁରୋ: ଚୋରି, ରାହାଯାନୀ, ଲୁଟ ଆଉ ଡକାୟତି । ରାତି ତ’ ରାତି ଏଠି ଦିନରେ ବି ଲୋକେ ଅସୁରକ୍ଷିତ । ଘଣ୍ଟାଏ ଛାଡି କି ଗଲେ ଘର ଭିତରେ ପଶି ଅବସ୍ଥା ବାର ବଜେଇ ଦେଉଛନ୍ତି ଲୁଟେରା । ଲୁଟେରାଙ୍କ କାରନାମା ଦେଖିଲେ ଲାଗୁଛି, ସତେ ଯେମିତି ଅପରାଧୀମାନେ ଏବେ ଉପରମୁହାଁ । ମାଳମାଳ ଚୋରୀ ଡକାୟତି ହେଉଥିବା ବେଳେ, କାଁ ଭାଁ ଅପରାଧୀ ଧରାପଡ଼ୁଛନ୍ତି । ଆଉ ଅଧିକାଂଶ ମାମଲାରେ ପୁଲିସ୍ ଫେଲContinue reading “ଭୁବନେଶ୍ୱରରେ ବଢ଼ି ଚାଲିଛି ଚୋରି, ରାହାଜାନୀ, ଲୁଟ । ରୋକିବାରେ ସକ୍ଷମ ହେଉନି ପୁଲିସ । ଭୟରେ ରାଜଧାନୀବାସୀ “
Author Archives: Raghaba
ପ୍ରତି ପଞ୍ଚାୟତରେ ଏଣିକି ମିଳିବ ବ୍ୟାଙ୍କ ସେବା । ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଉପଲବ୍ଧ ହେବ ୧୫ଟି ସୁବିଧା
କନକ ବ୍ୟୁରୋ: ଏବେ ଅପହଞ୍ଚ ଇଲାକାରେ ପହଞ୍ଚିବ ବ୍ୟାଙ୍କ ସେବା । ରାଜ୍ୟର ଅନେକ ପଞ୍ଚାୟତରେ ବ୍ୟାଙ୍କ ସେବା ପହଞ୍ଚି ନଥିବା ଖବର ବାରମ୍ବାର ଆସିବା ପରେ ଏଥିପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି । ପ୍ରତି ପଞ୍ଚାୟତାରେ ଆରମ୍ଭ କରିଛନ୍ତି ଆମ ବ୍ୟାଙ୍କ ସେବା । ତେବେ ଆଉ ବ୍ୟାଙ୍କ ସେବା ପାଇବା ପାଇଁ ଯିବାକୁ ପଡିବନି ମାଇଲି ମାଇଲି ବାଟ । ଏବେ ନିଜ ପଞ୍ଚାୟତରେ, ଘର ପାଖରେ ସମସ୍ତେ ପାଇବେ ବ୍ୟାଙ୍କContinue reading “ପ୍ରତି ପଞ୍ଚାୟତରେ ଏଣିକି ମିଳିବ ବ୍ୟାଙ୍କ ସେବା । ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଉପଲବ୍ଧ ହେବ ୧୫ଟି ସୁବିଧା”
ବନ୍ଧା ହେଲେ ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀ । ନଗଦ ୩୭ ଲକ୍ଷରୁ ଅଧିକ ଟଙ୍କା ଜବତ ପରେ ଗିରଫ କଲା ଭିଜିଲାନ୍ସ ।
କନକ ବ୍ୟୁରୋ: ଗିରଫ ହେଲେ ବୈପାରୀଗୁଡା ଥାନ୍ତ ଅଧିକାରୀ ସୁଶାନ୍ତ ଶତପଥୀ । ସୁଶାନ୍ତ କଟକ ଘରେ ବିଡା ବିଡା ଟଙ୍କା ଦେଖି ତାଜୁବ ହୋଇଛି ଭିଜିଲାନ୍ସ । ଆଜି ଏହି ଘରୁ ୨୯ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ବର୍ତମାନ ସୁଦ୍ଧା ସୁଶାନ୍ତଙ୍କ କଟକ ଓ ବୈପାରୀଗୁଡା ସରକାରୀ କ୍ୱାଟର, ଥାନା ଚାମ୍ବର ଓ ବସରୁ ୩୭ ଲକ୍ଷ ୨୭ ହଜାର ଜବତ ହୋଇସାରିଲାଣି । ଆଇଆଇସିଙ୍କ ଘରେ ଟଙ୍କାର ପାହାଡ ଘର,Continue reading “ବନ୍ଧା ହେଲେ ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀ । ନଗଦ ୩୭ ଲକ୍ଷରୁ ଅଧିକ ଟଙ୍କା ଜବତ ପରେ ଗିରଫ କଲା ଭିଜିଲାନ୍ସ ।”
ଭି.କେ. ପାଣ୍ଡିଆନ ଯୋଗଦେବା ପରେ ଚଳଚଞ୍ଚଳ ବିଜେଡି ଶିବିର । ଭେଟୁଛନ୍ତି ମନ୍ତ୍ରୀ, ବିଧାୟକ ଓ ବିଭିନ୍ନ ବର୍ଗର ଲୋକ । ଆଗକୁ ବଡ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା
କନକ ବ୍ୟୁରୋ: ବିଜେଡିରେ ଭି.କେ. ପାଣ୍ଡିଆନ ସାମିଲ ହେବା ପରେ ଚଳଚଞ୍ଚଳ ହୋଇଛି ଦଳୀୟ ଶିବିର । ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟୁଛନ୍ତି ବିଧାୟକ, ନେତା ଓ ବିଭିନ୍ନ ସଙ୍ଗଠନର ସଦସ୍ୟ । ତାଙ୍କୁ ଦଳର ଏବେ କେଉଁ ଭୂମିକା ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି, ପାଣ୍ଡିଆନଙ୍କୁ ବିଜେଡିରେ ବଡ ଦାୟିତ୍ୱ ମିଳିପାରେ । ଆଉ ବିଜେଡି ନେତାଙ୍କ ବୟାନ ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ନବୀନ ନିବାସରେ ଜମୁଛିContinue reading “ଭି.କେ. ପାଣ୍ଡିଆନ ଯୋଗଦେବା ପରେ ଚଳଚଞ୍ଚଳ ବିଜେଡି ଶିବିର । ଭେଟୁଛନ୍ତି ମନ୍ତ୍ରୀ, ବିଧାୟକ ଓ ବିଭିନ୍ନ ବର୍ଗର ଲୋକ । ଆଗକୁ ବଡ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା”
କେତେ ସୁରକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ଲେଜର ସ୍କାନିଂ କହିବ ସତ । ପ୍ରଥମ ଦିନରେ ୩୭ଟି ପଏଣ୍ଟର ଡକ୍ୟୁମେଣ୍ଟେସନ ଶେଷ
କନକ ବ୍ୟୁରୋ: ଲେଜର ସ୍କାନିଂ କହିବ ରତ୍ନଭଣ୍ଡାରର ସତ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଅମୁହାଁ ଦେଉଳର ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବର ୩୭ଟି ପଏଣ୍ଟରେ ଲେଜର ସ୍କାନିଂ ଡକୁମେଣ୍ଟେସନ ଶେଷ ହୋଇଛି । କାଲି ବାହାର କାନ୍ଥର ଲେଜର ସ୍କାନିଂ ହେବ । ଲେଜର ସ୍କାନିଂ କ୍ୟାମେରା ୩୬୦ ଡିଗ୍ରୀରେ ୩ଡି ଫଟୋ ଉତ୍ତୋଳନ କରାଯାଉଛି । ଏହା ରତ୍ନଭଣ୍ଡାରର ସ୍ଥିତି ସମ୍ପର୍କରେ ତଥ୍ୟ ଦେବ ଓContinue reading “କେତେ ସୁରକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ଲେଜର ସ୍କାନିଂ କହିବ ସତ । ପ୍ରଥମ ଦିନରେ ୩୭ଟି ପଏଣ୍ଟର ଡକ୍ୟୁମେଣ୍ଟେସନ ଶେଷ”
ହାରିଲା ପାହାଡ, ଜିତିଲେ ଉଦ୍ଧାରକାରୀ ଦଳ । ୧୭ ଦିନର ସଂଘର୍ଷ ପରେ ଟନେଲରେ ଫସିିଥିବା ଶ୍ରମିକଙ୍କ ଅତି ପାଖରେ ଟିମ୍ । ଯେ କୌଣସି ସମୟରେ ହୋଇପାରନ୍ତି ଉଦ୍ଧାର
କନକ ବ୍ୟୁରୋ: ୧୭ ଦିନ ପରେ ସୂର୍ଯ୍ୟ ଦେଖିପାରନ୍ତି ଶ୍ରମିକ । ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇଥିବାରୁ ଯେକୌଣସି ସମୟରେ ସେମାନଙ୍କୁ ଉଦ୍ଧାର କରାଯାଇପାରେ । ସାରା ଦେଶରେ ଶ୍ରମିକଙ୍କ ଉଦ୍ଧାର ପାଇଁ ପ୍ରାର୍ଥନା କରିଥିଲେ ୧୪୦ କୋଟି ଜନତା । ଏବେ ଉଦ୍ଧାର କାର୍ଯ୍ୟରେ ଆସୁଥିବା ଅସୁବିଧାକୁ ଅତିକ୍ରମ କରି ଶ୍ରମିକଙ୍କ ପାଖରେ ପହଞ୍ଚିଛି ଉଦ୍ଧାରକାରୀ ଦଳ । ୧୭ ଦିନର ସଂଘର୍ଷ ସୁଡ଼ଙ୍ଗରେ ୪୧ ଶ୍ରମିକ ୧୪୦ କୋଟି ଭାରତୀୟଙ୍କ ପ୍ରାର୍ଥନା ଏ ସଂଗ୍ରାମ ସହଜContinue reading “ହାରିଲା ପାହାଡ, ଜିତିଲେ ଉଦ୍ଧାରକାରୀ ଦଳ । ୧୭ ଦିନର ସଂଘର୍ଷ ପରେ ଟନେଲରେ ଫସିିଥିବା ଶ୍ରମିକଙ୍କ ଅତି ପାଖରେ ଟିମ୍ । ଯେ କୌଣସି ସମୟରେ ହୋଇପାରନ୍ତି ଉଦ୍ଧାର”
କାମ କଲା ପୁରୁଣା ଫର୍ମୁଲା । ସଫଳ ହେଲା ରାଟ୍ ହୋଲ୍ ମାଇନିଂ ପ୍ରୋସେସ । ସୁଡଙ୍ଗ ଭିତରେ ମୂଷା ଭଳି ହାତରେ ଖୋଳି ଖୋଳି ପହଞ୍ଚିଲେ ଦକ୍ଷ ଶ୍ରମିକ
କନକ ବ୍ୟୁରୋ: ଆଉ କିଛି ସମୟ ପରେ ଶେଷ ହେବ ୧୭ ଦିନର ଅପେକ୍ଷା । ଉଦ୍ଧାର ହେବେ ଉତ୍ତରାଖଣ୍ଡ ଟନେଲରେ ଫସିଥିବା ୫ ଓଡିଆଙ୍କ ସମେତ ୪୧ ଜଣ ଶ୍ରମିକ । ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ନିକଟତର ହୋଇଛି ଏନଡିଆରଏଫ୍ ଟିମର ପାଇପ । ଏନଡିଆରଏଫ୍ ଟିମ୍ ପାଇପ୍ ଯୋଗେ ଶ୍ରମିକଙ୍କୁ ବାହାର କରିବେ । ରେସ୍କ୍ୟୁ ଟିମ୍ ଶ୍ରମିକଙ୍କ ପରିଜନଙ୍କୁ ସେମାନଙ୍କ ପୋଷାକ ଓ ବ୍ୟାଗ୍ ପ୍ରସ୍ତୁତ ରଖିବାକୁ କହିଛନ୍ତି । ବାହାରକୁContinue reading “କାମ କଲା ପୁରୁଣା ଫର୍ମୁଲା । ସଫଳ ହେଲା ରାଟ୍ ହୋଲ୍ ମାଇନିଂ ପ୍ରୋସେସ । ସୁଡଙ୍ଗ ଭିତରେ ମୂଷା ଭଳି ହାତରେ ଖୋଳି ଖୋଳି ପହଞ୍ଚିଲେ ଦକ୍ଷ ଶ୍ରମିକ”
ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟି-୨୦: ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ
କନକ ବ୍ୟୁରୋ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ । ଆଜିର ମ୍ୟାଚରେ ଟସ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ଭାରତ । ଆଜିର ମ୍ୟାଚ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । ଭାରତ ଆଜି ମ୍ୟାଚ ଜିତି ସିରିଜ କବଜା ଲକ୍ଷ୍ୟରେ ରହିବ । ସେହିପରି ଅଷ୍ଟ୍ରେଲିଆ ମ୍ୟାଚ ଜିତି ସିରିଜ ହାରିବାରୁ ରକ୍ଷା ପାଇବାକୁ ଚେଷ୍ଟା କରିବ । ଭାରତContinue reading “ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟି-୨୦: ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ”
ରତ୍ନଭଣ୍ଡାର ପ୍ରଥମ ଦିନର ଲେଜର ସ୍କାନିଂ ଶେଷ । କାଲି ସକାଳେ ପୁଣି ହେବ ସ୍କାନିଂ ।
କନକ ବ୍ୟୁରୋ: ଶେଷ ହେଲା ରତ୍ନଭଣ୍ଡାରର ପ୍ରଥମ ଦିନର ସ୍କାନିଂ । ରତ୍ନଭଣ୍ଡାର ବାହାର କାନ୍ଥର ସ୍କାନିଂ ଶେଷ ହୋଇଛି । ଅମୁହାଁ ଦେଉଳ ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବର ଡକ୍ୟୁମେଣ୍ଟେସନ୍ ହୋଇଛି । ୩୭ଟି ପଏଣ୍ଟରେ ଲେଜର ସ୍କାନିଂ ଡକ୍ୟୁମେଣ୍ଟେସନ୍ ଶେଷ ହୋଇଛି ବୋଲି ସୂଚନା ରହିଛି । ତେବେ କାଲି ସକାଳେ ପୁଣିଥରେ ଲେଜର ସ୍କାନିଂ ହେବ । ବାହାର କାନ୍ଥର ଉତ୍ତର ଭାଗର ଲେଜର ସ୍କାନିଂ ହେବ ବୋଲି ଏଏସଆଇ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତିContinue reading “ରତ୍ନଭଣ୍ଡାର ପ୍ରଥମ ଦିନର ଲେଜର ସ୍କାନିଂ ଶେଷ । କାଲି ସକାଳେ ପୁଣି ହେବ ସ୍କାନିଂ ।”
ମା ନୁହେଁ ରାକ୍ଷସୀ । ନିଜ ୭ ବର୍ଷର ଝିଅକୁ କରାଉଥିଲା ଯୌନ ଶୋଷଣ
ଯେଉଁଠି ମା’କୁ ମମତାର ଦେବୀ ବୋଲି କୁହାଯାଏ , ଯେଉଁ ଦେଶରେ ମା’କୁ ସମଗ୍ର ସଂସାର ବୋଲି ବର୍ଣନା କରାଯାଏ , ଯେଉଁ ସଂସ୍କୃତିରେ ମା’କୁ ପ୍ରଥମ ଗୁରୁ ବୋଲି କୁହାଯାଏ ସେଇଠି ଏମିତି ଏକ ଘଟଣା ଘଟିଛି ଯାହା ଆପଣଙ୍କ ମୁଣ୍ଡ ତଳକୁ କରିଦେବ । ମା’ ଶବ୍ଦ ଆଜି କେରଳର ସେହି ଶିଶୁଟି ପାଇଁ ଏକ ଅଭିଶାପଠୁ କିଛି କମ ନୁହେଁ । ଯେଉଁ ମା’ ନିଜ ଗର୍ଭରୁ ଜନ୍ମ ଦେଇଥିବା ଶିଶୁକୁ ଲଗାତାରContinue reading “ମା ନୁହେଁ ରାକ୍ଷସୀ । ନିଜ ୭ ବର୍ଷର ଝିଅକୁ କରାଉଥିଲା ଯୌନ ଶୋଷଣ”