କନକ ବ୍ୟୁରୋ: ଆନ୍ଦୋଳନର ପ୍ରାଣୀ ଚିକିତ୍ସକ, ଚିକିତ୍ସା ନପାଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ପଶୁପକ୍ଷୀ । ୪ଦଫା ଦାବିରେ ରାଜ୍ୟର ପ୍ରାଣୀ ଚିକିତ୍ସକ ସମୁହ ଛୁଟିରେ ଯାଇଥିବା ବେଳେ କେଉଁଠି ଗର୍ଭବତୀ ହରିଣୀର ମୃତ୍ୟୁ ହୋଇଛି ତ କେଉଁଠି ବାଛୁରୀର ମୃତ୍ୟୁ ହୋଇଛି । ଆନ୍ଦୋଳନ ଯୋଗୁଁ ସାରା ରାଜ୍ୟରେ ପଶୁ ଚିକିତ୍ସା ପ୍ରଭାବିତ ହୋଇଛି । କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଂଚଳରେ ପାହାଡ଼ ଉପରୁ ଚାଲି ଆସିଥିଲା ଅସୁସ୍ଥ ହରିଣୀ । ଯାହାକୁ ଉଦ୍ଧାର କରିContinue reading “ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ: ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ପଶୁ-ପକ୍ଷୀ”
Author Archives: Raghaba
ନିଜର ସବୁକିଛି ଦାନ କରିଦେଲେ ବର୍ଷିଆନ୍ ଡାକ୍ତର ନାରାୟଣୀ ପଣ୍ଡା: ଛାତ୍ରୀ ନିବାସ ପାଇଁ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟକୁ ଦେଇଦେଲେ ନାରାୟଣୀ
କନକ ବ୍ୟୁରୋ: ଦାନ ଆକାରରେ ନିଜର ସର୍ବସ୍ୱ ଦାନ କରିଦେଇଛନ୍ତି ସମ୍ବଲପୁରର ଡାକ୍ତର ନାରାୟଣୀ ପଣ୍ଡା । ସରକାରୀ ମହାବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଆସୁଥିବା ଛାତ୍ରୀଙ୍କ ସୁବିଧା ପାଇଁ ଏହି ମହତ କାର୍ଯ୍ୟ କରିଛନ୍ତି । ୪ ମାସ ପୂର୍ବରୁ ଏହି ଘର ହଷ୍ଟେଲ ଭାବେ ବ୍ୟବହାର ହେଉଛି । ତଥାପି ଏଥିପାଇଁ ଆବଶ୍ୟକ ସମସ୍ତ କାଗଜପତ୍ର ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି । କଥା ଛଳରେ ଏକଥା ସମସ୍ତେ କୁହନ୍ତି, ସମସ୍ତ ଜାଣନ୍ତିContinue reading “ନିଜର ସବୁକିଛି ଦାନ କରିଦେଲେ ବର୍ଷିଆନ୍ ଡାକ୍ତର ନାରାୟଣୀ ପଣ୍ଡା: ଛାତ୍ରୀ ନିବାସ ପାଇଁ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟକୁ ଦେଇଦେଲେ ନାରାୟଣୀ”
ସଜେଇ ହେଉଛି ସମଲେଶ୍ୱରୀ ପୀଠ: ସମଲେଇ ପ୍ରକଳ୍ପର ପାଇଁ ଚଳଚଂଚଳ ସମ୍ବଲପୁର
କନକ ବ୍ୟୁରୋ: ସଜେଇ ହେଉଛି ସମଲେଶ୍ୱରୀ ପୀଠ । ଦିନକ ପରେ ସମଲେଇ ପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ପରିକ୍ରମା ପ୍ରକଳ୍ପ ପରେ ଏହା ରାଜ୍ୟ ସରକାରଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ପଶ୍ଚିମ ଓଡ଼ିଶାର ଆରାଧ୍ୟ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି । ଭକ୍ତଙ୍କୁ ଦିବ୍ୟ ଅନୁଭବ ଦେବା ପାଇଁ ପ୍ରୟାସ ହୋଇଛି । ବିଶେଷ କରି ମନ୍ଦିର ସୁରକ୍ଷା, ବିକାଶ ଓ ଭକ୍ତଙ୍କ ସୁବିଧାକୁContinue reading “ସଜେଇ ହେଉଛି ସମଲେଶ୍ୱରୀ ପୀଠ: ସମଲେଇ ପ୍ରକଳ୍ପର ପାଇଁ ଚଳଚଂଚଳ ସମ୍ବଲପୁର”
ପାଣିରେ ପଡିଲା ସରକାରୀ ସ୍ୱପ୍ନ । ଆନ୍ଧ୍ର ଯାଉଛନ୍ତି ବଣ୍ଡା ମଣିଷ
କନକ ବ୍ୟୁରୋ : ଘାଟି ମଣିଷଙ୍କ ରୋଜଗାରର ସ୍ୱପ୍ନ ଭାଙ୍ଗି ଯାଇଛି । ରୋଜଗାରର ମାଧ୍ୟମ ବନ୍ଦ ହେବାରୁ ଆନ୍ଧ୍ର ମୁହାଁ ହୋଇଛନ୍ତି ବଣ୍ଡା ଦାଦନ । ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡା ପାହାଡରୁ ଆସିଛି ଦାଦନ ବନିବାର ସାଂଘାତିକ ସତ । ୮ ବର୍ଷ ତଳେ ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡା ଠାରେ କୋଟି କୋଟି ଟଙ୍କାର ମାଲ୍ୟବନ୍ତ କାଜୁ ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା କରିଥିଲେ ସରକାର । ବଣ୍ଡା ପାହାଡରୁ କାଜୁ ଆସିବାContinue reading “ପାଣିରେ ପଡିଲା ସରକାରୀ ସ୍ୱପ୍ନ । ଆନ୍ଧ୍ର ଯାଉଛନ୍ତି ବଣ୍ଡା ମଣିଷ”
୪୦ ବର୍ଷ ଧରି ପାହାଡରୁ ଲୁଟ୍ । ଇଓଡବ୍ଲ୍ୟ ଚଢଉ ପରେ ବି ବଦଳିନି ସ୍ଥିତି, କୋଟି କୋଟି ଟଙ୍କା ରାଜସ୍ୱ କ୍ଷତି
କନକ ବ୍ୟୁରୋ : ଯାଜପୁର ଧର୍ମଶାଳା ତହସିଲ ଅଧିନରେ ଥିବା ଜାବରା ପାହାଡ । ତିନି କିଲୋମିଟର ବ୍ୟାପି ଏହି କଳାପାହାଡର କେତୋଟି ସଇରାତକୁ ରାଜସ୍ୱ ବିଭାଗ ଦୀର୍ଘ ମିଆଦି ସୂତ୍ରରେ ଲିଜ୍ ଦେଇଥିଲା । ଏବଂ ଲିଜଧାରୀ ମନଇଛା କଳାପଥର ଉତୋଳନ କରି ପାହାଡକୁ ଶ୍ରୀହିନ କରିଦେଇଛନ୍ତି । ଲିଜ ଏରିଆ ବାହାରୁ ମଧ୍ୟ ଉତୋଳନ କରାଯାଇଛି । ପ୍ରତିଦିନ ଟ୍ରାକ୍ଟର ଓ ଟ୍ରକରେ ଶହଶହ ଟ୍ରିପ କଳାପଥର ସ୍ଥାନୀୟ କ୍ରସରକୁ ଚୋରାଚାଲାଣ ହେଉଛି ।Continue reading “୪୦ ବର୍ଷ ଧରି ପାହାଡରୁ ଲୁଟ୍ । ଇଓଡବ୍ଲ୍ୟ ଚଢଉ ପରେ ବି ବଦଳିନି ସ୍ଥିତି, କୋଟି କୋଟି ଟଙ୍କା ରାଜସ୍ୱ କ୍ଷତି”
ବଲାଙ୍ଗୀର ଅମ୍ବିକା ଏଗ୍ରୋ ଇଣ୍ଡଷ୍ଟ୍ରି ସାମ୍ନାରେ କପା ବୋଝେଇ ଗାଡି ରଖି ଅପେକ୍ଷା କରୁଛନ୍ତି ଚାଷୀ । ହେଲେ କିଣିବାକୁ ଆସିନାହାନ୍ତି ଅଧିକାରୀ
କନକ ବ୍ୟୁରୋ : ଅମଳ ଧଳା ସୁନା ବିକ୍ରି ପାଇଁ ହଟହଟା ଚାଷୀ । କଳାହାଣ୍ଡିର କପା ସବୁଠୁ ବ୍ୟୟବହୁଳ ଓ ଉଚ୍ଚମାନର ବୋଲି କୁହାଯାଏ । ଏବେ ସେହି ଉନ୍ନତମାନର କପା ବିକିବାକୁ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛନ୍ତି ଚାଷୀ । ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ, ଦୁଇ ଦିନ ହେଲା କପାକ୍ରୟ କେନ୍ଦ୍ରରେ ଭୋକ ଉପାସରେ ପଡି ରହିଥିବା ଅଭିଯୋଗ କରିଛନ୍ତି ଚାଷୀ । ଅମଳ କପା ବିକ୍ରି ପାଇଁ ଗାଡିରେ ଲଦା ହୋଇ ମଣ୍ଡିରେ ପହଂଚିଛିContinue reading “ବଲାଙ୍ଗୀର ଅମ୍ବିକା ଏଗ୍ରୋ ଇଣ୍ଡଷ୍ଟ୍ରି ସାମ୍ନାରେ କପା ବୋଝେଇ ଗାଡି ରଖି ଅପେକ୍ଷା କରୁଛନ୍ତି ଚାଷୀ । ହେଲେ କିଣିବାକୁ ଆସିନାହାନ୍ତି ଅଧିକାରୀ”
ଅନ୍ଧାରରେ ସୁନେତ୍ର ଯୋଜନା । ଚଷମା ପାଇଁ ୬ ମାସର ଅପେକ୍ଷା
କନକ ବ୍ୟୁରୋ : ୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସୁନେତ୍ର ଯୋଜନା ଖୋର୍ଦ୍ଧାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଛାଡନ୍ତୁ, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଖି ପରୀକ୍ଷାର ୬ ମାସ ପରେ ମିଳୁଛି ପାୱାର ଚଷମା! ସେତେବେଳେକୁ ରୋଗୀଙ୍କ ଆଖିର ପାୱାର ପରିବର୍ତନ ହୋଇଯାଉଛି । ଏମିତି ସୁଫଳ ଦେଉଥିବା ଯୋଜନା କାହା ପାଇଁ ବୋଲି ଅଭିଯୋଗ କରିଛନ୍ତି ରୋଗୀ ଓ ଖୋର୍ଦ୍ଧାବାସୀContinue reading “ଅନ୍ଧାରରେ ସୁନେତ୍ର ଯୋଜନା । ଚଷମା ପାଇଁ ୬ ମାସର ଅପେକ୍ଷା”
ଫେବ୍ରୁଆରୀ ୩ରେ ଓଡ଼ିଶା ଆସିବେ ମୋଦୀ: ସମ୍ବଲପୁର ଆଇଆଇଏମ କାର୍ଯ୍ୟକ୍ରମରେ ହେବେ ସାମିଲ
କନକ ବ୍ୟୁରୋ: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫେବ୍ର୍ରୁଆରୀ ୩ତାରିଖରେ ମୋଦୀଙ୍କ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ରହିଛି । ସମ୍ବଲପୁର ଆଇଆଇଏମ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାସହ ମୋଦୀ ସମ୍ବଲପୁରରେ ସବୁଠାରୁ ବଡ଼ ଦଳୀୟ ସମାବେଶ କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ବିରଂଚି ତ୍ରିପାଠୀ । ଯେମିତି ସମାବେଶ ଓଡ଼ିଶାରେ ପୂର୍ବରୁ କେବେ ହୋଇନଥିବେ ସେମିତି ସମାବେଶ ହେବ ବୋଲି ଦଳ କହିଛି । ସମାବେଶ କରି ପଶ୍ଚିମContinue reading “ଫେବ୍ରୁଆରୀ ୩ରେ ଓଡ଼ିଶା ଆସିବେ ମୋଦୀ: ସମ୍ବଲପୁର ଆଇଆଇଏମ କାର୍ଯ୍ୟକ୍ରମରେ ହେବେ ସାମିଲ”
ବାପା ଚଳାଉଛନ୍ତି ମେଡିକାଲ ଷ୍ଟୋର । ଝିଅ ହେବାକୁ ଯାଉଛନ୍ତି ଉପ ଜିଲ୍ଲାପାଳ
କନକ ବ୍ୟୁରୋ : ଏକ ସାଧାରଣ ପରିବାରରୁ ଆସି ସୁନିଷ୍ଠା ଆଜି ଉପ ଜିଲ୍ଲାପାଳ ହେବାକୁ ଯାଉଛନ୍ତି । ସୁନିଷ୍ଠାଙ୍କ ବାପା ଜଣେ ସାଧାରଣ ମେଡିକାଲ ଷ୍ଟୋର ଚଳାଉଥିବା ବ୍ୟକ୍ତି । ହେଲେ ନିଜ ପରିଶ୍ରମ ବଳରେ ସୁନିଷ୍ଠା ରାଜ୍ୟ ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇ ନିଜ ଅଂଚଳ ତଥା ପରିବାର ପାଇଁ ଗୌରବ ଆଣିଛନ୍ତି । ଉତ୍ତରପ୍ରଦେଶ କେଶରଗଂଜ ଥାନା ଅନ୍ତର୍ଗତ ଗୁଥିୟା ଗ୍ରାମରେ ରହୁଥିବା କୁଁଅରେ ବିଜୟନ୍ତ ସିଂଙ୍କ ଘରକୁ ଏବେ ଶୁଭେଚ୍ଛାରେ ସୁଅContinue reading “ବାପା ଚଳାଉଛନ୍ତି ମେଡିକାଲ ଷ୍ଟୋର । ଝିଅ ହେବାକୁ ଯାଉଛନ୍ତି ଉପ ଜିଲ୍ଲାପାଳ”
ପଶ୍ଚିମବଙ୍ଗରେ ପହଂଚିଲା ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା । କେମିତି ରହିବ ମମତାଙ୍କ ଆଚରଣ
କନକ ବ୍ୟୁରୋ : କଂଗ୍ରେସ ଦଳର ପୂର୍ବ ପ୍ରମୁଖ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗରେ ପ୍ରବେଶ କରିଛି । କୁଚ ବିହାରରୁ ପଶ୍ଚିମବଙ୍ଗକୁ ଆସିବା ପରେ ରାହୁଲ ଗାନ୍ଧୀ ଗଣମାଧ୍ୟମକୁ ସମ୍ବୋଧିତ କରି ପଶ୍ଚିମବଙ୍ଗ ପାଇଁ ତାଙ୍କ ରଣନୀତି କ’ଣ ରହିବ ବୋଲି ଇସାରା ଦେଇଛନ୍ତି । ରାହୁଲ ଗାନ୍ଧୀ କୁଚ ବିହାରରେ ଦେଇଥିବା ଏକ ଅଭିଭାଷଣରେ କହିଛନ୍ତି ଯେ ଦେଶରେ ଅନେକ ଅନ୍ୟାୟ ଘଟୁଛି, ସେଥିପାଇଁ ସେ ତାଙ୍କ ଭାରତ ଯୋଡୋContinue reading “ପଶ୍ଚିମବଙ୍ଗରେ ପହଂଚିଲା ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା । କେମିତି ରହିବ ମମତାଙ୍କ ଆଚରଣ”