ବୀରଗାଥା କାର୍ଯ୍ୟକ୍ରମରେ ଓଡ଼ିଆ ଝିଅ: ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଭିଭାଷଣକୁ ଉପସ୍ଥାପନ କଲେ ବର୍ଣ୍ଣାଳି ସାହୁ

କନକ ବ୍ୟୁରୋ: ପ୍ରତିରକ୍ଷା ମନ୍ତ୍ରୀଙ୍କ ମୁହଁରେ ଓଡ଼ିଆ ଝିଅଙ୍କ ପ୍ରଶଂସା । ପ୍ରତିରକ୍ଷା ମନ୍ତ୍ରାଳୟ ଓ ଶିକ୍ଷା ମମନ୍ତ୍ରାଳୟ ପକ୍ଷରୁ ବୀରଗାଥା ୩ ପଏଂଟ ଜିରୋ ପ୍ରତିଯୋଗିତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଭାଷଣ ଦେଲେ ଓଡ଼ିଆ ଝିଅ ବର୍ଣ୍ଣାଳୀ ସାହୁ । ସବୁଠୁ ବଡ଼ କଥା ହେଲା ପ୍ରତିରକ୍ଷାମନ୍ତ୍ରୀଙ୍କ ତରଫରୁ ବର୍ଣ୍ଣାଳୀ ଭାଷଣ ଦେଇଥିଲେ । ଲେଖାହୋଇଥିବା ଭାଷଣକୁ ପଢ଼ିଥିଲେ ବର୍ଣ୍ଣାଳୀ । ତାଙ୍କର ଭାଷଣ ଓ ଶୈଳୀକୁ କରତାଳି ଦେଇ ପ୍ରଶଂସା କରିଥିଲେContinue reading “ବୀରଗାଥା କାର୍ଯ୍ୟକ୍ରମରେ ଓଡ଼ିଆ ଝିଅ: ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଭିଭାଷଣକୁ ଉପସ୍ଥାପନ କଲେ ବର୍ଣ୍ଣାଳି ସାହୁ”

ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଲେ ଜିଏସଟି ଅଧିକାରୀ: ଠିକାଦାରଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ରାଉରକେଲାରେ ଜିଏସଟି ସୁପରିଟେଣ୍ଡେଣ୍ଟ ଅମରକାନ୍ତ

କନକ ବ୍ୟୁରୋ: ଲାଂଚ ନେବା ବେଳେ ଧରାପଡ଼ିଲେ ଜିଏସଟି ଅଧିକାରୀ । ରାଉରକେଲାରେ ଜିଏସଟି ଅଧିକାରୀ ଲାଂଚ ନେବା ବେଳେ ଧରିଲା ସିବିଆଇ । ଜିଏସଟି ସୁପରିଟେଣ୍ଡେଂଟ ଅମରକାନ୍ତ ଜଣେ ଠିକାଦାରଙ୍କ ଠାରୁ ୩୦ହଜାର ଟଙ୍କା ଲାଂଜ ନେଉଥିବା ବେଳେ ଧରାପଡ଼ିଛନ୍ତି । ସିଭିଲ ଟାଉନରେ ଥିବା ଜିଏସଟି କାର୍ଯ୍ୟାଳୟରେ ଟଙ୍କା ନେଉଥିବା ବେଳେ ଜିଏସଟି ସୁପରିଟେଣ୍ଡେଂଟ ଧରାପଡ଼ିଛନ୍ତି । ସିଭିଲ ଟାଉନ କାର୍ଯ୍ୟାଳୟରେ ଜିଏସଟି ସୁପରିଟେଣ୍ଡେଂଟଙ୍କୁ ଜେରା କରୁଛି ସିବିଆଇ । The post ଲାଞ୍ଚContinue reading “ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଲେ ଜିଏସଟି ଅଧିକାରୀ: ଠିକାଦାରଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ରାଉରକେଲାରେ ଜିଏସଟି ସୁପରିଟେଣ୍ଡେଣ୍ଟ ଅମରକାନ୍ତ”

ସ୍ୱାସ୍ଥ୍ୟା ବୀମା କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ । କୌଣସି ବି ହସ୍ପିଟାଲରେ କରିପାରିବେ କ୍ୟାସଲେସ୍ ଚିକିତ୍ସା

କନକ ବ୍ୟୁରୋ : ସ୍ୱାସ୍ଥ୍ୟବୀମା ଧାରକ ମାନଙ୍କ ସୁବିଧାକୁ ନଜରରେ ରଖି ଜିଆଇସି ବା ଜେନେରାଲ ଇନସୁରାନ୍ସ କାଉନ୍ସିଲ ଏବେ ଯୁଗାନ୍ତକାରୀ ପଦକ୍ଷେପ ଆଣିଛି । ବର୍ତମାନ ପଲିସି ଧାରକ ମାନଙ୍କୁ ଦେଶ ବ୍ୟାପି ଯେକୌଣସି ହସ୍ପିଟାଲରେ ମଧ୍ୟ କ୍ୟସଲେସ ଚିକିତ୍ସା କରାଇ ପାରିବେ । ଏଥି ପାଇଁ ଉକ୍ତ ହସ୍ପିଟାଲକୁ କମ୍ପାନୀ ଅନ୍ତର୍ଗତ ତାଲିକାରେ ରହିବା ବାଧ୍ୟତାମୂଳକ ନୁହେଁ । ଆଗରୁ ବୀମା ଧାରକ ଯଦି କମ୍ପାନୀ ତାଲିକା ବାହାରେ କିଛି ହସ୍ପିଟାଲରେ ଚିକିତ୍ସା କରାଉଥିଲେContinue reading “ସ୍ୱାସ୍ଥ୍ୟା ବୀମା କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ । କୌଣସି ବି ହସ୍ପିଟାଲରେ କରିପାରିବେ କ୍ୟାସଲେସ୍ ଚିକିତ୍ସା”

୭୦ ବର୍ଷ ଧରି ସାଉଦି ଆରବରେ କାହିଁକି ବନ୍ଦ ଥିଲା ମଦ ବିକ୍ରି ?

ଦୀର୍ଘ ୭୦ ବର୍ଷ ପରେ ଇସଲାମର ଗଡ଼ ବୋଲି କୁହାଯାଉଥିବା ସାଉଦି ଆରବରେ ଏବେ ମଦ ଦୋକାନ ଖୋଲିବାକୁ ଯାଉଛି । ଏ ବାବଦରେ ସାଉଦି ଆରବ କହିଛି ଯେ କେବଳ ଅଣ-ମୁସଲମାନ ଗୋଷ୍ଠୀ ପାଇଁ ରିୟାଦରେ ମଦ ଦୋକାନ ଖୋଲିବ । ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି ୭୦ ବର୍ଷ ପୂର୍ବେ ସାଉଦି ଆରବରେ ମଦ ନିଷେଧ କାହିଁକି ହେଇଥିଲା ?  ଏଠାରେ ଏଥିପାଇଁ କ’ଣ ଦଣ୍ଡ ଦିଆଯାଉଛି ଏବଂ ଏବେ  ମଦ ଦୋକାନ କାହିଁକିContinue reading “୭୦ ବର୍ଷ ଧରି ସାଉଦି ଆରବରେ କାହିଁକି ବନ୍ଦ ଥିଲା ମଦ ବିକ୍ରି ?”

ଢେଙ୍କାନାଳ କାମାକ୍ଷାନଗରରେ ଆଦିବାସୀଙ୍କ ଆନ୍ଦୋଳନ: ଧନୁତୀର ଓ ଅସ୍ତ୍ରଶସ୍ତ୍ର ଧରି ରାସ୍ତାକୁ ଓହ୍ଳାଇଲେ ଆନ୍ଦୋଳନକାରୀ

କନକ ବ୍ୟୁରୋ: ହାତରେ ଧନୁତୀର, ରାସ୍ତାକୁ ଓହ୍ଳାଇଲେ ଆଦିବାସୀ । ମହିଳାଙ୍କୁ ଅବକାରୀ ବିଭାଗ କର୍ମଚାରୀଙ୍କ ଅସଦାଚରଣ ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଳାଇଛନ୍ତି ଆଦିବାସୀ । ରାଲିରେ ଆସି କାମାକ୍ଷାନଗର ଏସଡିପିଓ ଅଫିସ ଘୋରାଉ କରିଛନ୍ତି । ମଦ ଚଢ଼ାଉ ବେଳେ ଆଦିବାସୀ ମହିଳାଙ୍କୁ ଅସଦାଚରଣକୁ ନେଇ ପୂର୍ବରୁ କଙ୍କଡାହାଡ଼ ଥାନା ଘେରାଉ କରିଥିଲେ ଆଦିବାସୀ ସଂଗଠନ । କିନ୍ତୁ କୌଣସି ପଦକ୍ଷେପ ନହେବାରୁ ଆଜି କାମାକ୍ଷାନଗର ଏସଡିପିଓଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିଛନ୍ତି । ଦୁର୍ବ୍ୟବହାରContinue reading “ଢେଙ୍କାନାଳ କାମାକ୍ଷାନଗରରେ ଆଦିବାସୀଙ୍କ ଆନ୍ଦୋଳନ: ଧନୁତୀର ଓ ଅସ୍ତ୍ରଶସ୍ତ୍ର ଧରି ରାସ୍ତାକୁ ଓହ୍ଳାଇଲେ ଆନ୍ଦୋଳନକାରୀ”

ଅଟୋରେ ଗଙ୍ଗା ସ୍ନାନ କରିବାକୁ ଯାଉଥିଲେ ଶ୍ରଦ୍ଧାଳୁ  । ମାଡିଗଲା ଟ୍ରକ, ୧୨ ମୃତ

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ଶାହାଜାହାଁପୁର ଠାରେ ଏକ  ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୨ଜଣଙ୍କର ମୃତ୍ୟୁ ହୋଇଛି । ଶହାଜାହାଁପୁର ମଦନାପୁର ନିକଟ ଦମଗଡାରୁ ଗଙ୍ଗା ସ୍ନାନ କରିବାକୁ କିଛି ଶ୍ରଦ୍ଧାଳୁ ଅଟୋ ସହାୟାତରେ ଯାଉଥିବା ବେଳେ ହଠାତ ଅଟୋ ଉପରେ ଏକ ଟ୍ରକ୍ ମାଡି ଯାଇଥିଲା । ଏଥିରେ ଅଟୋରେ ଥିବା ୧୨ ଜଣ ଶ୍ରଦ୍ଧାଳୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ବାବଦରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥContinue reading “ଅଟୋରେ ଗଙ୍ଗା ସ୍ନାନ କରିବାକୁ ଯାଉଥିଲେ ଶ୍ରଦ୍ଧାଳୁ  । ମାଡିଗଲା ଟ୍ରକ, ୧୨ ମୃତ”

ବିିହାର ପରେ କର୍ଣ୍ଣାଟକ କ୍ଷମତା କେନ୍ଦ୍ରରେ ହଲଚଲ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜେପିରେ ସାମିଲ

କନକ ବ୍ୟୁରୋ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ବୁଧବାର ଦିନ ପୁଣିଥରେ ବିଜେପିରେ ସାମିଲ ହୋଇଛନ୍ତି । ଗତ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଶେଟ୍ଟାର ବିଜେପିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିରୂପା, ମିଡିଆ ବିଭାଗର ମୁଖ୍ୟ ପ୍ରବକ୍ତା ଅନିଲContinue reading “ବିିହାର ପରେ କର୍ଣ୍ଣାଟକ କ୍ଷମତା କେନ୍ଦ୍ରରେ ହଲଚଲ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜେପିରେ ସାମିଲ”

ବିହାରରେ ଭାଙ୍ଗିବ କି ଆରଜେଡି-ଜେଡିୟୁ ମେଣ୍ଟ? ପୁଣି ବିଜେପି ସହ ମେଣ୍ଟ କରିବେ କି ନୀତିଶ?

କନକ ବ୍ୟୁରୋ: ବିହାରରେ ଭାଙ୍ଗିଯିବ କି ମହାମେଣ୍ଟ ସରକାର? ମୁଖ୍ୟମନ୍ତ୍ରୀ ଆସନରୁ ହଟିବେ କି ନୀତିଶ କୁମାର? ବଦଳୁଥିବା ସମୟ ସହ ବିହାର ରାଜନୀତି ମଧ୍ୟ ଏବେ କଡ ଲେଉଟାଇବା ଆରମ୍ଭ କରିଛି । ଆଉ କୁହାଯାଉଛି ଖୁବଶୀଘ୍ର ବିହାରରେ କିଛି ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏପରିକି ନୀତିଶ କୁମାର ଆରଜେଡି ସହ ସମ୍ପର୍କ ଭାଙ୍ଗି ବିଜେପି ସହ ପୁଣି ଥରେ ମେଣ୍ଟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଲାଲୁ ଯାଦବଙ୍କContinue reading “ବିହାରରେ ଭାଙ୍ଗିବ କି ଆରଜେଡି-ଜେଡିୟୁ ମେଣ୍ଟ? ପୁଣି ବିଜେପି ସହ ମେଣ୍ଟ କରିବେ କି ନୀତିଶ?”

ସରିଗଲା କି ରାହାଣେ ଆଉ ପୂଜାରାଙ୍କ ଟେଷ୍ଟ କ୍ୟାରିୟର? ବଡ ବୟାନ ଦେଲେ କ୍ୟାପଟେନ୍ ରୋହିତ ଶର୍ମା

କନକ ବ୍ୟୁରୋ: ଆରମ୍ଭ ହେଇସାରିଛି ଭାରତ ଆଉ ଇଂଲଣ୍ଡ ଟେଷ୍ଟ ସିରିଜ୍ । ଗୁରୁବାରଠୁ ଏ ସିରିଜ ହାଇଦ୍ରାବାଦରୁ ଆରମ୍ଭ ହେଇଥିବାବେଳେ, ଦୁଇ ଦଳ ଏବେ ପଡିଆ ମଝିରେ କ୍ରିକେଟର ଯୁଦ୍ଧ ଲଢୁଛନ୍ତି । ହେଲେ ଏହାରି ଭିତରେ ଭାରତୀୟ ଟିମକୁ ନେଇ ଯେଉଁ ଖବର ଆସିଛି, ତାହା କ୍ରିକେଟ୍ ପ୍ରେମୀଙ୍କ ମନରେ ଅନେକ ଗୁଡିଏ ପ୍ରଶ୍ନ ସୃଷ୍ଟି କରିଛି । ସତରେ କଣ ଶେଷ ହେଇଗଲା କି ରାହାଣେ ଆଉ ଚିତେଶ୍ୱର ପୂଜାରାଙ୍କ ଟେଷ୍ଟ କ୍ୟାରିୟର?Continue reading “ସରିଗଲା କି ରାହାଣେ ଆଉ ପୂଜାରାଙ୍କ ଟେଷ୍ଟ କ୍ୟାରିୟର? ବଡ ବୟାନ ଦେଲେ କ୍ୟାପଟେନ୍ ରୋହିତ ଶର୍ମା”

ଦିନେ କିଣୁଥିଲା ଏବେ ବିକିବ: ରୁଷକୁ ‘ବ୍ରହ୍ମୋସ ମିସାଇଲ’ ବିକ୍ରି କରିପାରେ ଭାରତ

କନକ ବ୍ୟୁରୋ: ରୁଷକୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବିକିବ ଭାରତ । ଏବେ ଏହିପରି ଚର୍ଚ୍ଚା ବଢ଼ିଛି । ରୁଷ୍ ଏବେ ୟୁକ୍ରେନ ସହ ପ୍ରାୟ ଦୁଇବର୍ଷ ହେଲା ଯୁଦ୍ଧ ଲଢ଼ୁଛି । ଏହାପାଖରେ ଥିବା କ୍ଷେପଣାସ୍ତ୍ର ସରସରି ଆସିଲାଣି । ତେଣୁ ରୁଷକୁ ମଧ୍ୟ କ୍ଷେପଣାସ୍ତ୍ରର ଆବଶ୍ୟକତ ରହିଛି । ବ୍ରହ୍ମୋସ୍ ଏରୋସ୍ପେଶର ସିଇଓ ଅତୁଲ ଦିନକର ରାଣେ ନିକଟରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ବ୍ରହ୍ମୋସ୍ ବିକ୍ରି ପାଇଁ ରୁଷ ଏକ ସମ୍ଭାବ୍ୟContinue reading “ଦିନେ କିଣୁଥିଲା ଏବେ ବିକିବ: ରୁଷକୁ ‘ବ୍ରହ୍ମୋସ ମିସାଇଲ’ ବିକ୍ରି କରିପାରେ ଭାରତ”

Design a site like this with WordPress.com
Get started