ବର୍ତ୍ତମାନ ଅର୍ଥନୀତି ପାଇଁ ପର୍ଯ୍ୟଟନ ଏବଂ ବ୍ୟବସାୟକୁ ଏକ ନୂତନ ବିକଳ୍ପ ଭାବରେ ମୁସଲମାନ ଦେଶମାନେ ନିଜକୁ ପ୍ରସ୍ତୁତ କରିବାକୁ ଆରମ୍ଭ କରିଦେଲେଣି । ଧୀରେ ଧୀରେ ସେମାନେ ଅନୁଭବ କରୁଛନ୍ତି ଯେ ମଦ ମଧ୍ୟ ଉଭୟ ପର୍ଯ୍ୟଟନ ଏବଂ ବ୍ୟବସାୟ ପାଇଁ ସହାୟକ ହେଇପାରେ । ଏହି କ୍ରମରେ ରାଜଧାନୀ ରିୟାଦରେ ସାଉଦି ଆରବ ଏହାର ପ୍ରଥମ ମଦ ଦୋକାନ ଖୋଲିବାକୁ ଯାଉଛି । ‘ଭିଜନ୍ 2030’ ନାମକ ଏକ ବ୍ୟାପକ ଯୋଜନାର ଏହା ମଧ୍ୟContinue reading “ଦୀର୍ଘ ୭୦ ବର୍ଷ ପରେ ଏହି କଟ୍ଟର ମୁସଲିମ ଦେଶରେ ବିକ୍ରି ହେବାକୁ ଯାଉଛି ମଦ”
Author Archives: Raghaba
ଓଜେଇଇ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ: ମେ’ ୬ରୁ ଓଜେଇଇ ପରୀକ୍ଷା
କନକ ବ୍ୟୁରୋ: ଓଜେଇଇ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ । ମେ’ ୬ରୁ ଓଜେଇଇ ପରୀକ୍ଷା ଆରମ୍ଭ ହେବ । ମେ’ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ପରୀକ୍ଷା ହେବ । ଏଥିପାଇଁ ଆଜିଠାରୁ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ ଚାଲିବ । The post ଓଜେଇଇ ପରୀକ୍ଷା ପାଇଁ ଘୋଷଣାContinue reading “ଓଜେଇଇ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ: ମେ’ ୬ରୁ ଓଜେଇଇ ପରୀକ୍ଷା”
ଡାକ୍ତରାଣୀଙ୍କ ଅନନ୍ୟ ଦାନ: ସମ୍ବଲପୁର ମହିଳା ମହାବିଦ୍ୟାଳୟକୁ ନିଜ ଘର ଦାନ କରିଦେଲେ ନାରାୟଣୀ ପଣ୍ଡା
କନକ ବ୍ୟୁରୋ: ଡାକ୍ତରାଣୀଙ୍କ ଅନନ୍ୟ ଦାନ । ସମ୍ବଲପୁର ସହର ଜଣାଶୁଣା ଡାକ୍ତର ତଥା ସମାଜସେବୀ ଭାବରେ ପରିଚିତ ଡାକ୍ତର ନାରାୟଣୀ ପଣ୍ଡା । ଏବେ ପୁଣି ଥରେ ଦାନ ଦେଇ ଚର୍ଚ୍ଚାରେ ରହିଛନ୍ତି । ନିଜ ବାସଗୃହକୁ ସରକାରୀ ମହିଳା ମହାବିଦ୍ୟାଳୟକୁ ଦାନ କରିଦେଇଛନ୍ତି ନାରାୟଣୀ ପଣ୍ଡା । ଏବେ ତାଙ୍କ ଗୃହ ଉପର ମହଲା ଛାତ୍ରୀ ନିବାସ ଭାବରେ ବ୍ୟବହାର କରାଯିବ । ତାଙ୍କ ଅନ୍ତେ ପୁରା ଘରକୁ ଛାତ୍ରୀମାନେ ବ୍ୟବହାର କରିବେ ବୋଲିContinue reading “ଡାକ୍ତରାଣୀଙ୍କ ଅନନ୍ୟ ଦାନ: ସମ୍ବଲପୁର ମହିଳା ମହାବିଦ୍ୟାଳୟକୁ ନିଜ ଘର ଦାନ କରିଦେଲେ ନାରାୟଣୀ ପଣ୍ଡା”
ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି: ଏଥର ଘରେ ରହି ଭୋଟ ଦେବେ ଦିବ୍ୟାଙ୍ଗ, ବୟସ୍କ ଓ ଅସୁସ୍ଥ ଭୋଟର
କନକ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏଥର ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି । ଘରେ ରହି ଭୋଟ୍ ଦେବେ ବୟସ୍କ, ଦିବ୍ୟାଙ୍ଗ ଓ ଅସୁସ୍ଥ ଭୋଟର । ୮୦ ବର୍ଷରୁ ଅଧିକ ବୟସ୍କ, ୪୦ ବର୍ଷରୁ କମ୍ ବୟସ୍କ ଦିବ୍ୟାଙ୍ଗ ଓ ଅସୁସ୍ଥ ହୋଇ ଘରେ ରହିଥିଲେ, ସେମାନଙ୍କ ପାଇଁ ହୋମ୍ ଭୋଟିଂର ବ୍ୟବସ୍ଥା କରାଯାଇଛି । ଏହା ସହ ପୁଲିଂ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀContinue reading “ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି: ଏଥର ଘରେ ରହି ଭୋଟ ଦେବେ ଦିବ୍ୟାଙ୍ଗ, ବୟସ୍କ ଓ ଅସୁସ୍ଥ ଭୋଟର”
ଭାରତ ବିରୋଧୀ ମୁଇଜୁଙ୍କୁ ନିଜ ଦେଶରେ ଘେରିଲେ ବିରୋଧୀ । ମାଲଦ୍ୱୀପର ମୁଖ୍ୟ ବିରୋଧୀ ଦଳ କାହିଁକି ବୈଦେଶିକ ନୀତି ଉପରେ ପ୍ରଶ୍ନ ଉଠାଉଛନ୍ତି ?
କିଛିଦିନ ପୂର୍ବେ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମାଲଦ୍ୱୀପ ମନ୍ତ୍ରୀମାନେ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ଏହା ପରେ ଦୁଇ ଦେଶ ମଧ୍ୟରେ ବିବାଦ ବୃଦ୍ଧି ପାଇଥିଲା । ଏବେ ଭାରତକୁ ନେଇ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୋଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି । ମୁଇଜୁ ଚୀନ୍ ସମର୍ଥକ ବୋଲି ଜଣାଶୁଣା । ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ଏହି ସମୟରେ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦContinue reading “ଭାରତ ବିରୋଧୀ ମୁଇଜୁଙ୍କୁ ନିଜ ଦେଶରେ ଘେରିଲେ ବିରୋଧୀ । ମାଲଦ୍ୱୀପର ମୁଖ୍ୟ ବିରୋଧୀ ଦଳ କାହିଁକି ବୈଦେଶିକ ନୀତି ଉପରେ ପ୍ରଶ୍ନ ଉଠାଉଛନ୍ତି ?”
ନୂଆ ଭୋଟରଙ୍କୁ ସଚେତନ ପାଇଁ ନୂଆ ଉଦ୍ୟମ । ନମୋ ନବ ମତଦାତା ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
କନକ ବ୍ୟୁରୋ : ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ଆୟୋଜିତ ହେଉଛି ‘ନମୋ ନବ ମତଦାତା ସମ୍ମିଳନୀ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀରେ ସାମିଲ ହୋଇଛନ୍ତି । ଭିଡିଓ କନଫରେନ୍ସରେ ଯୋଡି ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାର ୨୫୦ଟି ସ୍ଥାନରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି । ନୂଆ କରି ମତଦାନ ଦେବାକୁ ଯାଉଥିବା ଯୁବ ଭୋଟରଙ୍କ ପାଇଁ ଏପରି କାର୍ଯ୍ୟକ୍ରମ କରାଯାଉଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ ଓ ବିଧାୟକମାନେ ସାମିଲ ହୋଇଛନ୍ତିContinue reading “ନୂଆ ଭୋଟରଙ୍କୁ ସଚେତନ ପାଇଁ ନୂଆ ଉଦ୍ୟମ । ନମୋ ନବ ମତଦାତା ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ”
ସାଧାରଣତନ୍ତ୍ର ଦିବସ ଅବସରରେ ୧୧ଶହ ୩୨ ଜଣ ପାଇବେ ସେବା ପଦକ । ବୀରତ୍ୱ ଓ ସେବା ପାଇଁ ସମ୍ମାନୀତ ହେବେ ପୋଲିସ, ଫାୟାର ସର୍ଭିସ, ହୋମଗାର୍ଡ, ସିଭିଲ ଡିଫେନ୍ସ କର୍ମଚାରୀ, ଓଡ଼ିଶାରୁ ୧୫
କନକ ବ୍ୟୁରୋ : ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ସାରା ଦେଶର ପୁଲିସ, ଅଗ୍ନିଶମ ସେବା, ହୋମଗାର୍ଡ ଏବଂ ବେସାମରିକ ପ୍ରତିରକ୍ଷା ଓ ସଂଶୋଧନ ସେବାର ମୋଟ ୧୧୩୨ ଜଣ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ଓ ସାହସିକତା ପାଇଁ ପଦକ ପ୍ରଦାନ କରାଯିବ । ୨ ଜଣଙ୍କୁ ରାଷ୍ଟ୍ରପତି ସାହସିକତା ପଦକ ଓ ୨୭୫ ଜଣଙ୍କୁ ସାହସିକତା ପାଇଁ ପଦକ ପ୍ରଦାନ କରାଯିବ । ୨୭୭ ସାହସିକତା ପୁରସ୍କାର ମଧ୍ୟରୁ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତContinue reading “ସାଧାରଣତନ୍ତ୍ର ଦିବସ ଅବସରରେ ୧୧ଶହ ୩୨ ଜଣ ପାଇବେ ସେବା ପଦକ । ବୀରତ୍ୱ ଓ ସେବା ପାଇଁ ସମ୍ମାନୀତ ହେବେ ପୋଲିସ, ଫାୟାର ସର୍ଭିସ, ହୋମଗାର୍ଡ, ସିଭିଲ ଡିଫେନ୍ସ କର୍ମଚାରୀ, ଓଡ଼ିଶାରୁ ୧୫”
କେନ୍ଦୁଝର ପୋଲିସକୁ ବଡ଼ ସଫଳତା । ଜମତାରା ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
କନକ ବ୍ୟୁରୋ : କେନ୍ଦୁଝର ପୋଲିସକୁ ବଡ଼ ସଫଳତା । କେନ୍ଦୁଝର ପୋଲିସ ହାତରେ ସାଇବର ଠକ ଜମତାରା ଗ୍ୟାଙ୍ଗର ସଦସ୍ୟ । ଗ୍ୟାଙ୍ଗର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଓଡ଼ିଶାରେ ସକ୍ରିୟ ଥିଲେ ଜମତାରା ଗ୍ୟାଙ୍ଗ । ଜମତାରା ଗ୍ୟାଙ୍ଗର ସଦସ୍ୟ ଓଡ଼ିଶାର୪ ଜଣଙ୍କୁ ନେଟୱର୍କରେ ରଖିଥିଲେ । ଗୋଟିଏ ସିମ୍ ପିଛା ଦେଉଥିଲେ ୪ ହାଜର ଟଙ୍କା । ବର୍ଷକରେ ୪ ହଜାରରୁ ଅଧିକ ସିମ୍ ଓଡ଼ିଶାରୁ ଆକ୍ଟିଭ୍ ହୋଇଛିContinue reading “କେନ୍ଦୁଝର ପୋଲିସକୁ ବଡ଼ ସଫଳତା । ଜମତାରା ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ”
ଆଜି ଭାରତ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି । ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେବେ
କନକ ବ୍ୟୁରୋ : ଆଜି ଭାରତ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ । ଆସନ୍ତାକାଲି ଭାରତ ପାଳିବ ୭୫ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମାକ୍ରୋନ । କିନ୍ତୁ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେବା ପୂର୍ବରୁ ରାଷ୍ଟ୍ରପତି ମାକ୍ରୋନ୍ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରାଜସ୍ଥାନ ଜୟପୁରର ଐତିହାସିକ ଆମେର ଦୁର୍ଗ ପରିଦର୍ଶନ କରିବେ । ଆମେର ଦୁର୍ଗ ଷୋଡ଼ଶ ଶତାବ୍ଦୀରୁ ସ୍ଥାପିତ ହୋଇଛି ।Continue reading “ଆଜି ଭାରତ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି । ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେବେ”
ଅଦିନିଆ ବର୍ଷାରେ ଭିଜିଲା ଧାନ । ଚିନ୍ତାରେ ଚାଷୀ
କନକ ବ୍ୟୁରୋ : ଅଦିନିଆ ବର୍ଷାରେ ଭିଜିଲା ଧାନ । ଭିଜା ଧାନକୁ କିପରି ବିକ୍ରି କରିବ ତାକୁ ନେଇ ଚିନ୍ତାରେ ଚାଷୀ । ପଦ୍ମପୁର ଉପଖଣ୍ଡରେ ଅଦିନିଆ ବର୍ଷା ତଥା ମେଘୁଆ ପାଗ ଯୋଗୁଁ ମଣ୍ଡି ଗୁଡିକରେ ପଡିଥିବା ଧାନ ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି । ଚାଷୀମାନେ ପୂର୍ବରୁ ଏହା ଆଶଙ୍କା କରି କିଣିବାକୁ ଦାବି କରିଥିଲେ । ହେଲେ ଟୋକନ ଓ ଟାର୍ଗେଟ ସମସ୍ୟା ତଥା ସରକାରୀ ଆନ୍ତରିକତା ଅଭାବ ଯୋଗୁଁContinue reading “ଅଦିନିଆ ବର୍ଷାରେ ଭିଜିଲା ଧାନ । ଚିନ୍ତାରେ ଚାଷୀ”