କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଅର୍ପଣ ରଥ ଗୁଆ ଓ ଚାଉଳ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଶୁଭମନାସୀ ସବୁ ଜିଲ୍ଲାରୁ ଗଡିଥିଲା ଅର୍ପଣ ରଥ । ଏହି ସମୟରେ ପ୍ରତ୍ୟେକ ଘରୁ ସଂଗ୍ରହ ହୋଇଥିଲା ଗୁଆ, ଚାଉଳ । ଏବେ ଜଗତସିଂହପୁର ଜିଲ୍ଲାରୁ ସଂଗୃହୀତ ପ୍ରାୟ ୨୮୦ କ୍ୱିଂଟାଲ ଚାଉଳ ପୁରୀରେ ପହଂଚିଥିବା ଜଣାପଡିଛି । ବିରୋଧୀ ସୃଗୀହତ ଚାଉଳ ଏବଂ ଗୁଆର ହିସାବ ମାଗୁଥିବା ବେଳେ ପୁରୀରେ ଜଗତସିଂହପୁର ଜିଲ୍ଲାରୁ ସଂଗୃହୀତ ଚାଉଳContinue reading “ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଅର୍ପଣ ରଥ ଗୁଆ ଓ ଚାଉଳ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଶୁଭମନାସୀ ସବୁ ଜିଲ୍ଲାରୁ ଗଡିଥିଲା ଅର୍ପଣ ରଥ”
Author Archives: Raghaba
ଶୀତ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । କୋହଲା ପାଗ ପାଇଁ ବଦଳିଲା ପାଣିପାଗର ମିଜାଜ
କନକ ବ୍ୟୁରୋ : ଉପକୂଳରୁ ଉପାନ୍ତ ସବୁଠି ଥଣ୍ଡା । ଦିନରେ ତାପମାତ୍ରା ୧୧ ଡିଗ୍ରି ପର୍ଯ୍ୟନ୍ତ ଖସି ଆସିଥିବା ବେଳେ ରାତିରେ କିନ୍ତୁ ସେତେଟା ଫରକ ପଡିନି । ୧୧ଟି ପାଣିପାଗ କେନ୍ଦ୍ରରେ ସର୍ବାଧିକ ତାପମାତ୍ରା ୨୦ ଡିଗ୍ରି ତଳକୁ ଖସି ଆସିଛି । ସୋନପୁରରେ ଦିନର ତାପମାତ୍ରା ସ୍ୱାଭାବିକଠାରୁ ୧୧.୧ ଡିଗ୍ରି ତଳକୁ ଖସିବା ସହ ୧୮.୮ ଡିଗ୍ରିରେ ପହଞ୍ଚିଥିଲା । ଗୁରୁଚାପ ବଳୟର ସକ୍ରିୟତା ଏବଂ ନିମ୍ନଚାପ ରେଖା ଆଭ୍ୟନ୍ତରୀଣ କର୍ଣ୍ଣାଟକରୁ ଆଭ୍ୟନ୍ତରୀଣContinue reading “ଶୀତ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । କୋହଲା ପାଗ ପାଇଁ ବଦଳିଲା ପାଣିପାଗର ମିଜାଜ”
ବଡ ପରଦାରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ଅକ୍ଷୟ କୁମାର, ଟାଇଗର ଶ୍ରଫ । ବଡେ ମିଆଁ ଛୋଟେ ମିଆଁରେ ରହିଛି ଉଭୟଙ୍କ ଦମଦାର ଅଭିନୟ
କନକ ବ୍ୟୁରୋ : ପ୍ରସ୍ତୁତ ହେଉଛି ବଲିଉଡର ନୂଆ ଆକ୍ସନ ସିନେମା ବଡ଼େ ମିଆଁ ଛୋଟେ ମିଆଁ । ପ୍ରଯୋଜନା ସଂସ୍ଥା ସିନେମାର ପ୍ରଥମ ଟିଜର ରିଲିଜ କରିଛି । ଟିଜରରେ ଦେଖିବାକୁ ମିଳିଛି ପାୱାର ପ୍ୟାକ ପରଫମାନ୍ସ । ପ୍ରଥମ ଥର ପାଇଁ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ଏକାଠି ଅଭିନୟ କରିଛନ୍ତି । ସିନେମାରେ ଖଳନାୟକ ଚରିତ୍ରରେ ସାଉଥ ଷ୍ଟାର ପୃଥୀବୀ ରାଜ ସୁକମାରନଙ୍କ ଅଭିନୟ ରହିଛି । ବଡ଼େ ବଡ଼େ ମିଆଁ Continue reading “ବଡ ପରଦାରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ଅକ୍ଷୟ କୁମାର, ଟାଇଗର ଶ୍ରଫ । ବଡେ ମିଆଁ ଛୋଟେ ମିଆଁରେ ରହିଛି ଉଭୟଙ୍କ ଦମଦାର ଅଭିନୟ”
ପୁଣି ବାଜି ମାରିଲେ ସୂର୍ଯ୍ୟ କୁମାର ଯାଦବ । ଲଗାତାର ୨ୟ ଥର ପାଇଁ କ୍ରିକେଟର ପାଇବେ ଆଇସିସି ଟି-୨୦ ପ୍ଲେୟାର ଅଫ ଦ ଇୟର ସମ୍ମାନ
କନକ ବ୍ୟୁରୋ : କ୍ରମାଗତ ଦ୍ୱିତୀୟଥର ପାଇଁ ଆଇସିସି ଟି-୨୦ ପ୍ଲେୟାର ଅଫ ଦ ଇୟର ୨୦୨୩ ହେଲେ ଟିମ ଇଣ୍ଡିଆର ଷ୍ଟାର ଖେଳାଳୀ ସୂର୍ଯ୍ୟକୁମାର ଯାଦବ । ଆଇସିସି ପକ୍ଷରୁ ବୁଧବାର ଆଇସିସି ଟି- ସୂର୍ଯ୍ୟକୁମାର ଯାଦବଙ୍କ ନାମ ଘୋଷଣା କରିଛି । ନ୍ୟୁଜିଲାଣ୍ଡର ମାର୍କ ଚାପମ୍ୟାନ, ଜିମ୍ବାୱେର ସିକନ୍ଦର ରାଜା ୟୁଗାଣ୍ଡାର ଅଳପେଶ ରାମଜାନୀଙ୍କୁ ପଛରେ ପକାଇ ଦ୍ୱିତୀୟ ଥର ପାଇଁ ଏହି ପୁରସ୍କାର ହାତେଇଛନ୍ତି ସୂର୍ଯ୍ୟକୁମାର । ୨୦୨୩ ବର୍ଷରେ ୧୭ଟି ଅନ୍ତରାଷ୍ଟ୍ରୀୟContinue reading “ପୁଣି ବାଜି ମାରିଲେ ସୂର୍ଯ୍ୟ କୁମାର ଯାଦବ । ଲଗାତାର ୨ୟ ଥର ପାଇଁ କ୍ରିକେଟର ପାଇବେ ଆଇସିସି ଟି-୨୦ ପ୍ଲେୟାର ଅଫ ଦ ଇୟର ସମ୍ମାନ”
ଲୁଟେରାଙ୍କ ନୂଆ ଟେକନିକ୍! ଧରାପଡୁଛନ୍ତି ହେଲେ ମିଳୁନି ଜିନିଷ! ସୁନା ଋଣ ସଂସ୍ଥା ପାଲଟିଛି ଚୋରି ସୁନାର ସୁରକ୍ଷିତ ସ୍ଥାନ !
କନକ ବ୍ୟୁରୋ: ଚୋରି, ଡକାୟତି ରୋକିବା ପାଇଁ ପୁଲିସ ଯେତେ ରଣକୌଶଳ ଆପଣାଉଛି, ଚୋର ତାଠାରୁ ଆଉ ପାଦେ ଆଗକୁ ଯାଇ କାରବାର କରୁଛନ୍ତି । ପୁଲିସ ଛାନଭିନ୍ ବେଳେ ଲୁଟେରା ଧରାପଡୁଛନ୍ତି । କିନ୍ତୁ ମିଳୁନି ଲୁଟ୍ ସାମଗ୍ରୀ । କୁହାଯାଉଛି, ଲୁଟ୍ ସୁନାର ସୁରକ୍ଷିତ ସ୍ଥାନ ପାଲଟିଛି ସୁନା ଋଣ ଗୃହ ସଂସ୍ଥା । ନିକଟରେ ସେମିତି ଦୁଇଟି ମାମଲା ସାମ୍ନାକୁ ଆସିଛି, ଯାହା ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି ।Continue reading “ଲୁଟେରାଙ୍କ ନୂଆ ଟେକନିକ୍! ଧରାପଡୁଛନ୍ତି ହେଲେ ମିଳୁନି ଜିନିଷ! ସୁନା ଋଣ ସଂସ୍ଥା ପାଲଟିଛି ଚୋରି ସୁନାର ସୁରକ୍ଷିତ ସ୍ଥାନ !”
ଦୁନିଆର ସବୁଠୁ ଧନୀ ରାଜନେତା ହେଲେ ରୁଷ ରାଷ୍ଟ୍ରପତି । ଭ୍ଲାଦିମୀର ପୁଟିନଙ୍କ ପାଖରେ ରହିଛି ସର୍ବାଧିକ ୧୬ଲକ୍ଷ ୬୦ହଜାର କୋଟି ମୂଲ୍ୟର ସମ୍ପତି
କନକ ବ୍ୟୁରୋ : ବିଶ୍ୱର ସବୁ ଲୋକପ୍ରିୟ ନେତାଙ୍କ ସମ୍ପତିକୁ ନେଇ ଚର୍ଚ୍ଚା ଭିତରେ ଜଣାପଡିଛି, ସବୁଠାରୁ ଧନୀ ରାଜନେତା ହେଉଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ତାଙ୍କ ସମ୍ପତି ୨୦୦ ମିଲିଅନ୍ ଡଲାର ବା ଭାରତୀୟ ମୁଦ୍ରାରେ ୧୬ ଲକ୍ଷ ୬୦ ହଜାର କୋଟି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଜନେତା ଭାବେ ଜଣାଯାଉଥିବା ଭ୍ଲାଦିମିର୍ ପୁଟିନଙ୍କ ଜୀବନଶୈଳୀ କୌଣସି ରାଜାଙ୍କ ଠାରୁ କିଛି କମ୍ ନୁହେଁ । ରାଜକୀୟ ଅନ୍ଦାଜରେ ସେ ନିଜContinue reading “ଦୁନିଆର ସବୁଠୁ ଧନୀ ରାଜନେତା ହେଲେ ରୁଷ ରାଷ୍ଟ୍ରପତି । ଭ୍ଲାଦିମୀର ପୁଟିନଙ୍କ ପାଖରେ ରହିଛି ସର୍ବାଧିକ ୧୬ଲକ୍ଷ ୬୦ହଜାର କୋଟି ମୂଲ୍ୟର ସମ୍ପତି”
ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ:‘ବ୍ରାଣ୍ଡସ୍ ଅଫ୍ ଓଡି଼ଶା ପ୍ରାଇଡ୍ ଅଫ୍ ଇଣ୍ଡିଆ’
କନକ ବ୍ୟୁରୋ: ‘ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ’ । ସପ୍ତମ ସଂସ୍କରଣରେ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ ୨୦୨୪ ପୁରସ୍କୃତ ହୋଇଛନ୍ତି ୫ଟି ବର୍ଗରେ ୧୫ ଶିଳ୍ପସଂସ୍ଥା । ଭର୍ଚୁଆଲ୍ରେ ଅଭିବାଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବ୍ୟବସାୟରେ ବ୍ରାଣ୍ଡ୍ର ମହତ୍ୱ ବୁଝାଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ । ଦୈନିକ ଖବରକାଗଜ ସମ୍ବାଦ ପକ୍ଷରୁ ଆୟୋଜିତ ହୋଇଛି କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ ୨୦୨୪ । ୫ଟିContinue reading “ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ:‘ବ୍ରାଣ୍ଡସ୍ ଅଫ୍ ଓଡି଼ଶା ପ୍ରାଇଡ୍ ଅଫ୍ ଇଣ୍ଡିଆ’”
ଆଗୁଆ ଜିଲ୍ଲାର ପଛୁଆ ଚିନ୍ତା! ପଛୁଆ ଜିଲ୍ଲାର ଉନ୍ନତ ଚିନ୍ତା! କେଉଁ ଜିଲ୍ଲାରେ ଅଧିକ ସୁରକ୍ଷିତ ‘କନ୍ୟା ରତ୍ନ’?
କନକ ବ୍ୟୁରୋ: ଶିକ୍ଷିତ ଜିଲ୍ଲାରେ ବଦଳୁନାହିଁ ଲୋକଙ୍କ ମାନସିକତା । କନ୍ୟା ସନ୍ତାନ ଦିବସରେ ଆସିଲା ଉଦ୍ବେଗଜନ ତଥ୍ୟ । ରାଜ୍ୟରେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା । ତଥାକଥିତ ଉନ୍ନତ ଓ ଶିକ୍ଷିତ ବୋଲି କୁହାଯାଉଥିବା ଜିଲ୍ଲାରେ ଝିଅଙ୍କ ସଂଖ୍ୟା ଖୁବ୍ କମ୍ ରହିଛି । ପ୍ରତି ହଜାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ୯ଶହ ବି ଛୁଇଁନାହିଁ । କିନ୍ତୁ ପଛୁଆ ଜିଲ୍ଲା କୁହାଯାଉଥିବା କନ୍ଧମାଳ, ନବରଙ୍ଗପୁର ଓ ମାଲକାନିଗିରେ ଝିଅ ଅନୁପାତContinue reading “ଆଗୁଆ ଜିଲ୍ଲାର ପଛୁଆ ଚିନ୍ତା! ପଛୁଆ ଜିଲ୍ଲାର ଉନ୍ନତ ଚିନ୍ତା! କେଉଁ ଜିଲ୍ଲାରେ ଅଧିକ ସୁରକ୍ଷିତ ‘କନ୍ୟା ରତ୍ନ’?”
ୟୁକ୍ରେନ ସୀମାରେ ରୁଷ ବିମାନ ଦୁର୍ଘଟଣାଗସ୍ତ । ଦୁର୍ଘଟଣାରେ ଏବେ ସୁଦ୍ଧା ୭୦ ରୁ ଅଧିକ ମୃତ୍ୟୁ ସୂଚନା, ଦୁର୍ଘଟଣାସ୍ଥଳ ରୁଷର ବେଲଗୋରୋଡ
କନକ ବ୍ୟୁରୋ : ରୁଷ-ୟୁକ୍ରେନ ସୀମା ବେଲଗୋରୋଡରେ ବଡ଼ ବିମାନ ଦୁର୍ଘଟଣା । ୬୫ଜଣ ୟୁକ୍ରେନୀୟ ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ରୁଷର ଏକ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଯୁଦ୍ଧବନ୍ଦୀଙ୍କ ସହ କ୍ରିଉ ମେମ୍ବରଙ୍କୁ ମିଶାଇ ମୋଟ ୭୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମସ୍କୋ ସମୟ ପୂର୍ବାହ୍ନ ୧୧ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏହାର ଭିଡିଓ ସାମ୍ନାକୁ ଆସିଛି । ହଠାତ ବିମାନଟି ଆକାଶମାର୍ଗରୁ ତଳକୁContinue reading “ୟୁକ୍ରେନ ସୀମାରେ ରୁଷ ବିମାନ ଦୁର୍ଘଟଣାଗସ୍ତ । ଦୁର୍ଘଟଣାରେ ଏବେ ସୁଦ୍ଧା ୭୦ ରୁ ଅଧିକ ମୃତ୍ୟୁ ସୂଚନା, ଦୁର୍ଘଟଣାସ୍ଥଳ ରୁଷର ବେଲଗୋରୋଡ”
ଗାଁ ପରେ ସହର ଭୋଟରଙ୍କ ଉପରେ ଆଖି! ଯୋଜନା ସଂପର୍କରେ ସହରବାସୀଙ୍କୁ ଜଣାଇବେ ସରକାର
କନକ ବ୍ୟୁରୋ: ଗାଁ ପରେ ଏବେ ସହର ଭୋଟରଙ୍କ ଉପରେ ଆଖି । ସହରବାସୀଙ୍କୁ ବିଭିନ୍ନ ଯୋଜନା ବାବଦରେ ଅବଗତ କରାଇବେ ସରକାର । ୧୧୫ଟି ପୌରାଂଚଳରେ ୪୯୭ ସଚେତନତା ଶିବିର କରାଯିବ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ନଗରଉନ୍ନୟନ ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଫେବୃଆରୀ ୭ ତାରିଖ ପାଇଁ ଏହି କାର୍ଯ୍ୟକ୍ରମ ଜାରି ରହିବ । ସେପଟେ ଏହାକୁ ନେଇ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ । ଗ୍ରାମାଂଚଳରେ ଆମ ଓଡ଼ିଶା,Continue reading “ଗାଁ ପରେ ସହର ଭୋଟରଙ୍କ ଉପରେ ଆଖି! ଯୋଜନା ସଂପର୍କରେ ସହରବାସୀଙ୍କୁ ଜଣାଇବେ ସରକାର”