ସାଟେଲାଇଟ ସର୍ଭେ ପାଇଁ ଅଡୁଆରେ ଚାଷୀ । ଖଳାରେ ଗଦା ହୋଇ ପଡିଛି ଧାନ, ଟାର୍ଗେଟ ନଥିବାରୁ ହୋଇପାରୁନି ବିକ୍ରି

କନକ ବ୍ୟୁରୋ : ସାଟେଲାଇଟ ସର୍ଭେ ପାଇଁ ଅଡୁଆରେ ଧାନ ଚାଷୀ । ଯାଜପୁର ଜିଲ୍ଲାରେ ଚଳିତ ଖରିଫ ଚାଷରେ ୫୬ହଜାର ୯୫ ଜଣ ଧାନ ଚାଷୀ ୧୬୬ ପ୍ୟାକ୍ସ ଓ ଏସଏଚଜି ଜରିଆରେ ଧାନ ବିକ୍ରି ପାଇଁ ନାମ ପଂଜିକରଣ କରିଥିଲେ । ତେବେ ପ୍ରଥମ ପର୍ଯ୍ୟାୟରେ ୯ଟି ରାଇସ ମିଲ ଜରିଆରେ ଧାନ କ୍ରୟ କରିବାକୁ ଟାର୍ଗେଟ ପ୍ରଦାନ ହୋଇଛି । ଅନ୍ୟ ପଟେ ବିଭିନ୍ନ କାରଣରୁ ଚାଷୀ ମଣ୍ଡିକୁ ଅପେକ୍ଷା ନକରି କ୍ଷେତରୁContinue reading “ସାଟେଲାଇଟ ସର୍ଭେ ପାଇଁ ଅଡୁଆରେ ଚାଷୀ । ଖଳାରେ ଗଦା ହୋଇ ପଡିଛି ଧାନ, ଟାର୍ଗେଟ ନଥିବାରୁ ହୋଇପାରୁନି ବିକ୍ରି”

ସମୁହ ଛୁଟିରେ ପ୍ରାଣୀ ଚିକିତ୍ସକ । ୪ ଦଫା ଦାବି ନେଇ ଚାଲିଛି ଆନ୍ଦୋଳନ, ବଲାଙ୍ଗୀରରେ ପଶୁ ଡାକ୍ତରଙ୍କ ଧାରଣା

କନକ ବ୍ୟୁରୋ : ପ୍ରାଣୀ ଚକିତ୍ସକଙ୍କ ସମୁହ ଛୁଟି । ବଲାଙ୍ଗିର ଜିଲ୍ଲା ତଥା ରାଜ୍ୟର ସବୁ ପ୍ରାଣୀ ଚିକିତ୍ସକଙ୍କ ମିଳିତ କାର୍ଯ୍ୟ ବନ୍ଦ ଡାକରା ଦେବା ସହ ସମସ୍ତେ ଆନ୍ଦୋଳନରେ ବସିଛନ୍ତି । ଆଗରୁ ବହୁବାର ସେମାନେ ତାଙ୍କ ସଂଘ ତରଫରୁ ସରକାରଙ୍କୁ ୪ ଟି ଦାବୀ ଜଣାଇ ଅସୁଥିବା ବେଳେ ସରକାର ଶୁଣୁନାହାନ୍ତି । ଯାହାର ବିରୋଧ କରି ଧାରଣା ଦିଆଯାଇଛି । ସେପେଟ ଧାରଣା ଯୋଗୁ ଜୀବ ଜନ୍ତୁଙ୍କ ଚିକିତ୍ସା ସଠିକ୍ ଭାବେContinue reading “ସମୁହ ଛୁଟିରେ ପ୍ରାଣୀ ଚିକିତ୍ସକ । ୪ ଦଫା ଦାବି ନେଇ ଚାଲିଛି ଆନ୍ଦୋଳନ, ବଲାଙ୍ଗୀରରେ ପଶୁ ଡାକ୍ତରଙ୍କ ଧାରଣା”

ପୁଅ ମୃତ୍ୟୁକୁ ସପ୍ତାହେ ପୁରିଲାଣି । ମିଳୁନି ନ୍ୟାୟ, ବାହୁନି କାନ୍ଦୁଛି ମାଆ । ଥାନାରେ ଏତଲା ପରେ ବି ଚୁପ ବସିଛି ପୁଲିସ

କନକ ବ୍ୟୁରୋ : ନ୍ୟାୟ ପାଇଁ ଆକୁଳ ନିବେଦନ କରୁଛି ମାଆ । ମୋ ପୁଅକୁ ନ୍ୟାୟ ଦିଅ । ମାଆ ଆଖିରୁ ଲୁହ ଶୁଖୁନଥିବା ବେଳେ ବାହୁନି କାନ୍ଦୁଛି ମାଆ । ବାଲେଶ୍ୱର ଶଙ୍ଖାରି ପଂଚାୟତ ନାଫରାଇ ଗାଁର ଶାନ୍ତନୁଙ୍କ କିଛି ଦିନ ତଳେ ମୃତଦେହ ଉଦ୍ଧାର ହୋଇଥିଲା । କଲେଜ କ୍ୟାମ୍ପସ ପରିସରରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକ । ପୁଲିସContinue reading “ପୁଅ ମୃତ୍ୟୁକୁ ସପ୍ତାହେ ପୁରିଲାଣି । ମିଳୁନି ନ୍ୟାୟ, ବାହୁନି କାନ୍ଦୁଛି ମାଆ । ଥାନାରେ ଏତଲା ପରେ ବି ଚୁପ ବସିଛି ପୁଲିସ”

ପୁଣି ରାଜରାସ୍ତାକୁ ଓହ୍ଲାଇବ ରାଜ୍ୟ ସରପଞ୍ଚ ମହାସଂଘ: ଫେବ୍ରୁଆରୀ ୫ରେ ଘେରିବ ବିଧାନସଭା

କନକ ବ୍ୟୁରୋ: ପୁଣି ରାଜରାସ୍ତାକୁ ଓହ୍ଲାଇବ ରାଜ୍ୟ ସରପଂଚ ମହାସଂଘ । ଫେବ୍ରୁଆରୀ ୫ରେ ଘେରିବ ବିଧାନସଭା ।ପୂର୍ବରୁ ମଧ୍ୟ ୨୨ ଦିନ ଧରି ସରପଂଚ ମହାସଂଘ ଧାରଣାରେ ବସିଥିଲା । ୧୫ ଦଫା ଦାବି ନେଇ ଧାରଣାକୁ ଓହ୍ଲାଇଥିଲା ସଂଘ । ସେହି ସମୟରେ ସରକାର ପ୍ରତିଶ୍ରୁତି ଦେଇଥିଲେ ଡିସେମ୍ବର ୩୧ ସୁଦ୍ଧା ଦାବି ପୁରଣ କରାଯିବ । ଆଜି ପର୍ଯ୍ୟନ୍ତ ଗୋଟିଏ ବି ଦାବି ପୂରଣ ହେଇନାହିଁ ବୋଲି ଅଭିଯୋଗ କରିଛି ମହାସଂଘ ।Continue reading “ପୁଣି ରାଜରାସ୍ତାକୁ ଓହ୍ଲାଇବ ରାଜ୍ୟ ସରପଞ୍ଚ ମହାସଂଘ: ଫେବ୍ରୁଆରୀ ୫ରେ ଘେରିବ ବିଧାନସଭା”

ଗାଁ ସମସ୍ୟା ନେଇ ବିକ୍ଷୋଭ । ଅଭିଯୋଗ ପରେ ବି ସମାଧାନ ନ ହେବାରୁ ଇଚ୍ଛାମୃତ୍ୟୁ ମାଗିଲେ କାହ୍ନୁଗୁଡା ଗାଁର ଲୋକ

କନକ ବ୍ୟୁରୋ : ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ରହିଛନ୍ତି ଗାଁର ଲୋକେ । ବଣ ପାହାଡ ଘେରା ଏହି ଗାଁରେ ୭୭ ବର୍ଷ ପରେ ବି ସ୍ଥିତିରେ ସୁଧାର ନାହିଁ । ରାୟଗଡା ଜିଲ୍ଲା କାଶିପୁର ବ୍ଳକ କାହ୍ନୁଗୁଡା ଗାଁ । ଯେଉଁଠି ଭଲ ରାସ୍ତାଟିଏ ନଥିବାରୁ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି । ଗାଁରେ ୧୫୦ ପରିବାର ରହୁଥିବା ବେଳେ ଗୁରୁତର ଅବସ୍ଥାରେ ରୋଗୀଟିଏ ନେବା ମୁସ୍କିଲ ହୋଇପଡେ । ଖରାଦିନରେ ବି ନଦୀରେContinue reading “ଗାଁ ସମସ୍ୟା ନେଇ ବିକ୍ଷୋଭ । ଅଭିଯୋଗ ପରେ ବି ସମାଧାନ ନ ହେବାରୁ ଇଚ୍ଛାମୃତ୍ୟୁ ମାଗିଲେ କାହ୍ନୁଗୁଡା ଗାଁର ଲୋକ”

ଶିମିଳିପାଳରେ କଳାବାଘ ସଫାରୀ ନେଇ ଘୋଷଣା: ସଫାରୀ ଯୋଗେ ବିରଳ ବାଘ ଦେଖିପାରିବେ ପର୍ଯ୍ୟଟକ

କନକ ବ୍ୟୁରୋ: ଶିମିଳିପାଳ ଅଭୟାରଣ୍ୟରେ କଳାବାଘ ସଫାରୀ ହେବ। ପର୍ଯ୍ୟଟକମାନଙ୍କୁ ସଫାରୀ ଭିତରେ କଳାବାଘ ଦେଖିବାର ନିଆର ସୁଯୋଗ ମିଳିବ। ରାଜ୍ୟ ସରକାର ଏଥିପାଇଁ ପଦକ୍ଷେପ ନେବାକୁ ଯାଉଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୟୂରଭଂଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପରିସରରେ କଳାବାଘ ସଫାରୀ କରାଯିବ। ପର୍ଯ୍ୟଟକ ଓ ଦର୍ଶକମାନେ ଏହି ବିରଳ ପ୍ରଜାତିର ବାଘମାନଙ୍କୁ ଦେଖିବାର ସୁଯୋଗ ପାଇପାରିବେ। ଗତ ନଭେମ୍ବରContinue reading “ଶିମିଳିପାଳରେ କଳାବାଘ ସଫାରୀ ନେଇ ଘୋଷଣା: ସଫାରୀ ଯୋଗେ ବିରଳ ବାଘ ଦେଖିପାରିବେ ପର୍ଯ୍ୟଟକ”

ରାଜ୍ୟରେ ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା: କାଲୁଆ ପବନ ବଢ଼ାଇଲା ଥଣ୍ଡା

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ଲାଗି ରହିଛି । ଟୁଇନ ସିଟି ଭୁବନେଶ୍ୱର ଓ କଟକ ହାଲୁକା ବର୍ଷାରେ ଭିଜିଛି । କାଲୁଆ ପବନ ସାଙ୍ଗକୁ ବର୍ଷା ପରେ ଥଣ୍ଡା ବଢିଯାଇଛି । ଉତର ଉପକୂଳ ଓଡିଶା ସମେତ ଉତର ଆଭ୍ୟନ୍ତରୀଣ ଓଡିଶାର ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବଲାଙ୍ଗିର, କେନ୍ଦ୍ରାପଡା ଜିଲ୍ଲାର କିଛି ଅଂଚଳରେ ହାଲୁକା ବର୍ଷା ଜାରି ରହିଛି । ଆସନ୍ତାକାଲି ଯାଏଁ ରାଜ୍ୟର କିଛିContinue reading “ରାଜ୍ୟରେ ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା: କାଲୁଆ ପବନ ବଢ଼ାଇଲା ଥଣ୍ଡା”

ୟୁକ୍ରେନକୁ ୬୫ ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ । ବିମାନରେ ଲାଗିଗଲା ନିଆଁ, ଜଳିଗଲେ ୭୪ ଯାତ୍ରୀ

କନକ ବ୍ୟୁରୋ : ବୁଧବାର ଦିନ ଋଷ ସୂଚନା ଦେଇଛି କି, ୭୪ ଜଣ ୟୁକ୍ରେନ ଯୁଦ୍ଧବନ୍ଦୀଙ୍କୁ ନେଇ ଆସୁଥିବା ଋଷ ବିମାନ ଆଇଏଲ-୬୭ ୟୁକ୍ରେନ ସୀମା ନିକଟ ପଶ୍ଚିମ ବେଲଗୁଡ ଠାରେ କ୍ରାସ ହୋଇଯାଇଛି । ଋଷର ସରକାରୀ ନ୍ୟୁଜ୍ ଏଜେନ୍ସି ଆରଆଇଏ ତରଫରୁ କୁହାଯାଇଛି କି, ୟୁକ୍ରେନରୁ ଏହି ଯୁଦ୍ଧବନ୍ଦୀମାନଙ୍କୁ ଅଦଳ ବଦଳ ଚୁକ୍ତି ମୁତାବକ ୟୁକ୍ରେନକୁ ନିଆଯାଉଥିବା ବେଳେ ଏଭଳି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ସମୟରେ ୬୫ ଜଣ ଯୁଦ୍ଧବନ୍ଦୀଙ୍କ ସମେତContinue reading “ୟୁକ୍ରେନକୁ ୬୫ ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ । ବିମାନରେ ଲାଗିଗଲା ନିଆଁ, ଜଳିଗଲେ ୭୪ ଯାତ୍ରୀ”

ମମତାଙ୍କ ପରେ ଇଣ୍ଡିଆ ମେଣ୍ଟକୁ ଆମ ଆଦମୀ ପାର୍ଟିର ଝଟକା । ପଞ୍ଜାବରେ କଂଗ୍ରେସ ସହ ମେଣ୍ଟ କରିବେ ନାହିଁ ବୋଲି ସ୍ପଷ୍ଟ କଲେ ଭଗୱନ୍ତ ମାନ୍

କନକ ବ୍ୟୁରୋ : ଇଣ୍ଡିଆ ମେଣ୍ଟକୁ ମମତାଙ୍କ ପରେ ଏବେ ଆମ୍ ଆଦମୀ ପାର୍ଟି ଝଟକା ଦେଇଛି । ପଶ୍ଚିମବଙ୍ଗରେ ମମତା ବାନାର୍ଜୀ କଂଗ୍ରେସ ସହ ମେଣ୍ଟ କରିବେ ନାହିଁ ବୋଲି ସ୍ପଷ୍ଟ କରିବାର କିଛି ସମୟ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ପଞ୍ଚାବରେ କଂଗ୍ରେସ ସହ ମେଣ୍ଟ ହେବ ନାହିଁ ବୋଲି ଜଣାଇଛନ୍ତି । ଭଗୱନ୍ତ ମାନ୍ କହିଛନ୍ତି କି ପଞ୍ଜାବରେ ମୋଟ ୧୩ଟି ଯାକ ଲୋକସଭା ଆସନରେ ଆମ ଆଦମୀ ତରଫରୁContinue reading “ମମତାଙ୍କ ପରେ ଇଣ୍ଡିଆ ମେଣ୍ଟକୁ ଆମ ଆଦମୀ ପାର୍ଟିର ଝଟକା । ପଞ୍ଜାବରେ କଂଗ୍ରେସ ସହ ମେଣ୍ଟ କରିବେ ନାହିଁ ବୋଲି ସ୍ପଷ୍ଟ କଲେ ଭଗୱନ୍ତ ମାନ୍”

ପାକିସ୍ତାନ ଓ ବାଂଲାଦେଶରେ ରାମଙ୍କ ନାମରେ କେତେ ସହର, ଗ୍ରାମ , ରାସ୍ତା ଅଛି ?

ନିକଟ ଅତୀତରେ ଅଯୋଧ୍ୟାରେ ଥିବା ମହାନ ରାମ ମନ୍ଦିରରେ ଭଗବାନ ରାମଙ୍କ ମୂର୍ତ୍ତି ସ୍ଥାପିତ  କରାଯାଇଥିଲା । ଏହାପରେ ପରେ ରାମଙ୍କ ନାମ ପୁଣି ଚର୍ଚ୍ଚାକୁ ଆସିବାକୁ ଲାଗିଛି । ଆମ ଦେଶରେ ତ ରାମଙ୍କ ନାମରେ ଅନେକ ସ୍ଥାନ ଅଛି ଆଜି ଆସନ୍ତୁ ଜାଣିବା ଆମ ପଡୋଶୀ ପାକିସ୍ତାନ ଓ ବାଂଲାଦେଶରେ ପ୍ରଭୁ ରାମଙ୍କ ନାମରେ କେତେ ସହର, ଗ୍ରାମ ଓ ରାସ୍ତା ନାମିତ ଅଛି । ପାକିସ୍ତାନର ସେହି ସ୍ଥାନର ନାମ ବଦଳା ଯାଇଛିContinue reading “ପାକିସ୍ତାନ ଓ ବାଂଲାଦେଶରେ ରାମଙ୍କ ନାମରେ କେତେ ସହର, ଗ୍ରାମ , ରାସ୍ତା ଅଛି ?”

Design a site like this with WordPress.com
Get started