ବାହାନଗା ରେଳ ଦୁର୍ଘଟଣା ମାମଲାରେ ନୂଆ ମୋଡ । ଦୁଇ ଅଧିକାରୀଙ୍କ ବହିଷ୍କାର ନିଷ୍ପତ୍ତିକୁ ବିରୋଧ

କନକ ବ୍ୟୁରୋ : ବାହନଗା ଦୁର୍ଘଟଣା ମାମଲା ୨ ଅଧିକାରୀଙ୍କ ବହିଷ୍କାର ନିଷ୍ପତିକୁ ବିରୋଧ । କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିଛନ୍ତି ସାରା ଦେଶରେ ୩୯ ହଜାର ଷ୍ଟେସନ ମାଷ୍ଟର । ଉଭୟ ଅଧିକାରୀଙ୍କ ବହିଷ୍କାର ଆଦେଶ ପ୍ରତ୍ୟାହାର ଓ ବିଭାଗୀୟ କାଯ ର୍୍ୟାନୁଷ୍ଠାନକୁ ବିରୋଧ କରି ବିରୋଧ ପ୍ରଦର୍ଶନ କରାଯାଇଛଥି । ୨୪ ଘଂଟା ଧରି ବିଭିନ୍ନ ଷ୍ଟେସନରେ ଷ୍ଟେସନ ମାଷ୍ଟର କଳା ବ୍ୟାଜ ପିନ୍ଧି କାମ କରିଛନ୍ତି । ଗତବର୍ଷ ଜୁନ ୨Continue reading “ବାହାନଗା ରେଳ ଦୁର୍ଘଟଣା ମାମଲାରେ ନୂଆ ମୋଡ । ଦୁଇ ଅଧିକାରୀଙ୍କ ବହିଷ୍କାର ନିଷ୍ପତ୍ତିକୁ ବିରୋଧ”

ଦ୍ୱାରଶୁଣି ଘାଟିରୁ ଖସିଲା ଯାତ୍ରାପାର୍ଟି ଟ୍ରକ, ୬ ମୃତ, ୧୨ରୁ ଅଧିକ ଆହତ

କନକ ବ୍ୟୁରୋ : ଘାଟିରୁ ଖସିଲା ଯାତ୍ରାପାର୍ଟି ଟ୍ରକ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣଙ୍କର ଜୀବନ ଯାଇଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏବେ ବି ଟ୍ରକ ତଳେ ଅନେକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଦ୍ୱାରଶୁଣି ଘାଟି ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ଖସି ପଡିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମContinue reading “ଦ୍ୱାରଶୁଣି ଘାଟିରୁ ଖସିଲା ଯାତ୍ରାପାର୍ଟି ଟ୍ରକ, ୬ ମୃତ, ୧୨ରୁ ଅଧିକ ଆହତ”

ସମ୍ପର୍କୀୟଙ୍କୁ ଆମେରିକା ଡକାଇ କରୁଥିଲେ ଶୋଷଣ :  ଭାରତୀୟ ବଂଶୋଦ୍ଭବ ଦମ୍ପତି ଦୋଷୀ ସାବ୍ୟସ୍ତ ।

ଏକ ଭାରତୀୟ ବଂଶୋଦ୍ଭବ ଶିଖ ଦମ୍ପତିଙ୍କୁ ଆମେରିକାର ଫେଡେରାଲ୍ ଜଜ୍ ‘ବାଧ୍ୟତାମୂଳକ ଶ୍ରମ ଏବଂ ଶୋଷଣ’ରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ସମ୍ପୃକ୍ତ ଦମ୍ପତି ପିଡ଼ିତାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଆମେରିକାକୁ ଡକେଇଥିଲେ । ସେଠାରେ ତାଙ୍କୁ ଶୋଷଣ କରି ନର୍କ ଭଳି ଜୀବନଯାପନ କରିବାକୁ ବାଧ୍ୟ କରିଥିଲେ ବୋଲି ପୀଡିତା ଅଭିଯୋଗ କରିଥିଲେ । ମାନବ ଚାଲାଣ ଏକ ଗୁରୁତର ଅପରାଧ ବୋଲି କୋର୍ଟ ସ୍ୱୀକାର କରିଛନ୍ତି । ଆମେରିକାର ଭର୍ଜିନିଆରେ, ଭାରତୀୟ ବଂଶୋଦ୍ଭବ ଶିଖ୍Continue reading “ସମ୍ପର୍କୀୟଙ୍କୁ ଆମେରିକା ଡକାଇ କରୁଥିଲେ ଶୋଷଣ :  ଭାରତୀୟ ବଂଶୋଦ୍ଭବ ଦମ୍ପତି ଦୋଷୀ ସାବ୍ୟସ୍ତ ।”

ହସ୍ପିଟାଲ ବେଡରୁ ଭିଡ଼ିଓ ବାର୍ତା ଦେଲେ ଦାମ ରାଉତ । ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧ ଲୋକାର୍ପଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଶୁଭେଚ୍ଛା

କନକ ବ୍ୟୁରୋ : ସୁସ୍ଥ ହେଲେଣି ବରିଷ୍ଠ ନେତା ଦାମୋଦର ରାଉତ । ହସ୍ପିଟାଲରୁ ଦାମ ରାଉତଙ୍କ ପ୍ରଥମ ଭିଡିଓ ଆସିଛି । ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧ ଲୋକାର୍ପଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । କହିଛନ୍ତି, ସତ୍ୟବାଦୀର ବନବିଦ୍ୟାଳୟ ପଂଚସଖା ପୀଠରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ଅତ୍ୟନ୍ତ ଆନନ୍ଦର କଥା । ଗତ କିଛି ଦିନ ହେଲା ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତContinue reading “ହସ୍ପିଟାଲ ବେଡରୁ ଭିଡ଼ିଓ ବାର୍ତା ଦେଲେ ଦାମ ରାଉତ । ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧ ଲୋକାର୍ପଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଶୁଭେଚ୍ଛା”

ଋଣ ଭାର ସହିନପାରି ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଦେଢ଼ ଲକ୍ଷ ଟଙ୍କା କରଜ କରି କରିଥିଲେ ଚାଷ ହେଲେ ବର୍ଷା ଅଭାବ ହେଲା କାଳ ।

କନକ ବ୍ୟୁରୋ: ରୁଣ ଭାରରେ ଅତିଷ୍ଠ ହୋଇ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରସିଆଗୁଢା ଗାଁରୁ ଏହି ଅଭିଯୋଗ ଆସିଛି । ମୃତ ଚାଷୀଙ୍କ ନାମ ଶ୍ୟାମ ଖିଲ, ବୟସ ୩୭ ବର୍ଷ । ଗତ ବର୍ଷ ଚାଷ କାମ ପାଇଁ ସେ ଏକ ଘରୋଇ କମ୍ପାନୀ ଠାରୁ ଦେଢ ଲକ୍ଷ ଟଙ୍କା ରୁଣ ଆଣିଥିଲେ । କିନ୍ତୁ ବର୍ଷା ଅଭାବରୁ ଜମିରେ ଚାଷ ହୋଇପାରିଲା ନାହିଁ । ଫଳରେContinue reading “ଋଣ ଭାର ସହିନପାରି ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଦେଢ଼ ଲକ୍ଷ ଟଙ୍କା କରଜ କରି କରିଥିଲେ ଚାଷ ହେଲେ ବର୍ଷା ଅଭାବ ହେଲା କାଳ ।”

ଜାତିଗତ ହିଂସା ଭିତରେ ମଣିପୁରରୁ ଆସିଲା ଦୁଃଖଦ ଖବର । ୬ ସାଥୀଙ୍କୁ ଗୁଳିମାରି ଯବାନ କଲେ ଆତ୍ମହତ୍ୟା

କନକ ବ୍ୟୁରୋ : ଆସାମରେ ଦୁଇ ସଂପ୍ରଦାୟ ମଧ୍ୟରେ ଲାଗିଥିବା ହିଂସା ଏବେ ବି ଜାରି ରହିଛି । ଦୈନକ କେଉଁଠୁ ସାଧାରଣ ଲୋକ ମରୁଥିବାର ଖବର ତ କେଉଁଠି ପୋଲିସକୁ ହତ୍ୟା କରାଯାଉଥିବାର ଖବର ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଏକ ବଡ ଖବର ଏବେ ମଣିପୁରରୁ ଆସିଛି । ଆସାମ ରାଇଫଲ୍ସର ଜଣେ ଯବାନ ତା’ର ୬ ଜଣ ସାଥୀଙ୍କୁ ଗୁଳି ମାରିବା ସହ ନିଜେ ଆତ୍ମହତ୍ୟା କରିଛି । ଏନେଇ ଅଧିକାରୀContinue reading “ଜାତିଗତ ହିଂସା ଭିତରେ ମଣିପୁରରୁ ଆସିଲା ଦୁଃଖଦ ଖବର । ୬ ସାଥୀଙ୍କୁ ଗୁଳିମାରି ଯବାନ କଲେ ଆତ୍ମହତ୍ୟା”

ଆଜି କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ । ଭବାନୀପାଟଣାରେ ଆୟୋଜିତ ମିଶ୍ରଣ ପର୍ବରେ ହେଲେ ସାମିଲ

କନକ ବ୍ୟୁରୋ: କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ । କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବନୀପାଟଣାରେ ଆଜି ଆୟୋଜିତ କଂଗ୍ରେସର ମିଶ୍ରଣ ପର୍ବରେ ସମର୍ଥକଙ୍କ ସହ ବଳଭଦ୍ର ମାଝୀ ହାତ ଧରିଲେ । ମିଶ୍ରଣ ପର୍ବରେ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରଭାରୀ ଅଜୟ କୁମାର, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଉପସ୍ଥିତ ଥିଲେ । ନିଜ ଅଂଚଳର ଲୋକଙ୍କ ସ୍ୱାର୍ଥକୁ ଆଖିରେ ରଖି ସେ କଂଗ୍ରେସରେ ସାମିଲ ହେଉଥିବା କହିଛନ୍ତିContinue reading “ଆଜି କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ । ଭବାନୀପାଟଣାରେ ଆୟୋଜିତ ମିଶ୍ରଣ ପର୍ବରେ ହେଲେ ସାମିଲ”

ଚର୍ଚ୍ଚାରେ ଅଭିନେତା ତଥା ବିଜେଡି ନେତା ଅରିନ୍ଦମ ରାୟ । ନେତାଜୀ ଜୟନ୍ତୀରେ ବିଜେଡି କାର୍ଯ୍ୟକ୍ରମରେ ହେଲେନି ସାମିଲ । ମୋକିମଙ୍କ ସହ ସାକ୍ଷାତ ପରେ ବଢିଲା ଚର୍ଚ୍ଚା ।

କନକ ବ୍ୟୁରୋ: ଚର୍ଚ୍ଚାରେ ଅଭିନେତା ତଥା କଟକ ବିଜେଡିର ସାଧାରଣ ସଂପାଦକ ଅରିନ୍ଦମ ରାୟ । ନେତାଜୀ ସୁଭାଷ ବୋଷ ଜୟନ୍ତୀ ଅବସରରେ ଆୟୋଜିତ ବିଜେଡି କାର୍ଯ୍ୟକ୍ରମରେ ଅରିନ୍ଦମ ରାୟ ସାମିଲ ହେଲେ ନାହିଁ । ଯାହାକୁ ନେଇ ଏବେ କଟକ ରାଜନୀତିରେ ସରଗରମ ଚର୍ଚ୍ଚା ବଢିଛି । କଟକରେ ତୁଳସୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ରାଲିରେ ଯୋଗ ଦେଇଥିଲେ ଅରିନ୍ଦମ । ଏନେଇ ତାଙ୍କ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ କହିଛନ୍ତି, ତାଙ୍କୁ ବିଜେଡିର କାର୍ଯ୍ୟକ୍ରମକୁContinue reading “ଚର୍ଚ୍ଚାରେ ଅଭିନେତା ତଥା ବିଜେଡି ନେତା ଅରିନ୍ଦମ ରାୟ । ନେତାଜୀ ଜୟନ୍ତୀରେ ବିଜେଡି କାର୍ଯ୍ୟକ୍ରମରେ ହେଲେନି ସାମିଲ । ମୋକିମଙ୍କ ସହ ସାକ୍ଷାତ ପରେ ବଢିଲା ଚର୍ଚ୍ଚା ।”

I.N.D.I.A. ମେଣ୍ଟକୁ ବଡ ଝଟକା । ଏକୁଟିଆ ନିର୍ବାଚନ ଲଢିବାକୁ ଘୋଷଣା କଲେ ମମତା ଦିଦି । 

କନକ ବ୍ୟୁରୋ: ଇଣ୍ଡିଆ ମେଣ୍ଟକୁ ଲାଗିଲା ବଡ ଝଟକା । କାରଣ ଆଗାମୀ ଲୋକସଭା ନିର୍ବାଚନ ଏକାକୀ ଲଢିବାକୁ ଘୋଷଣା କଲେ ଟିଏମସି ମୁଖ୍ୟ ମମତା ବାନାର୍ଜୀ । ଆସନ ବଣ୍ଟନ ପ୍ରକ୍ରିୟାରେ ନିୟୋଜିତ ଥିବା ‘ଭାରତ’ ମେଣ୍ଟର କାର୍ଯ୍ୟକୁ ସେ ନାପସନ୍ଦ କରିଛନ୍ତି ।  ଏକାକୀ ଲୋକସଭା ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା ସମୟରେ ସେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି । କଂଗ୍ରେସକୁ ଟାର୍ଗେଟ କରି ମମତା ବାନାର୍ଜୀ କହିଛନ୍ତି ଯେ , ଟିଏମସି ଯାହାContinue reading “I.N.D.I.A. ମେଣ୍ଟକୁ ବଡ ଝଟକା । ଏକୁଟିଆ ନିର୍ବାଚନ ଲଢିବାକୁ ଘୋଷଣା କଲେ ମମତା ଦିଦି । “

ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଭର୍ଚ୍ଚୁଆଲ ମୋଡରେ ବଖାଣିଲେ ଓଡିଆ ଭାଷାର ଗାରିମା ।

କନକ ବ୍ୟୁରୋ: ଉଦଘାଟିତ ହୋଇଛି ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧର ଲୋକାର୍ପଣ । ଏହାକୁ ଭର୍ଚ୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ପରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା କ୍ରମରେ ବଖାଣିଛନ୍ତି ଓଡିଆ ଭାଷାର ଗାରିମା । ଏହି କ୍ରମରେ ଉତ୍କଳମଣୀ ଗୋପବନ୍ଧୁ ଦାସ ଓ ଆଦିକବି ଶାରଳା ଦାସଙ୍କୁ ମନେ ପକାଇଥିଲେ ମୁଖ୍ୟମନ୍ତ୍ରୀ । ଓଡିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ତଥା ନିଜ ଲେଖନୀରେ ଏହାକୁ ସମୃଦ୍ଧ କରିଥିବା ଓଡିଶାରContinue reading “ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଭର୍ଚ୍ଚୁଆଲ ମୋଡରେ ବଖାଣିଲେ ଓଡିଆ ଭାଷାର ଗାରିମା ।”

Design a site like this with WordPress.com
Get started