କନକ ବ୍ୟୁରୋ: ପୁଅର ସନ୍ଦେହଜନକ ମୃତ୍ୟ ପରେ ନ୍ୟାୟ ପାଇଁ ମା’ର ଆକୁଳ ନିବେଦନ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଶଙ୍ଖାରି ପଂଚାୟତ ନାଫରାଇ ଗ୍ରାମର ଯୁବକ ଶାନ୍ତନୁଙ୍କ ମୃତଦେହ ଜାନୁଆରୀ ୧୫ରେ ସାହାବାଜିପୁର କଲେଜ ନିକଟରୁ ଉଦ୍ଧାର ହୋଇଥିଲା । ଏନେଇ ତାଳସାରୀ ସାମୁଦ୍ରିକ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅନ୍ୟପଟେ ଶାନ୍ତନୁଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କContinue reading “ପୁଅ ପାଇଁ ନ୍ୟାୟ ପାଇଁ ବିକଳ ନିବେଦନ କରୁଛି ମା’ । ପୁଅକୁ ହ୍ୟିା କରି ଫୋପାଡିଦେଇଥିବା ଅଭିଯୋଗ । ଭୋଗରାଇ ବ୍ଲକ ଘଟଣା ।”
Author Archives: Raghaba
ବିଶ୍ୱର ଧନୀ ରାଜନେତା ପୁଟିନ । ୧୯ଟି ଘର, ୭୦୦ କାର୍, ୫୮ଟି ବିମାନ ଓ ହେଲିକପ୍ଟର ।
କନକ ବ୍ୟୁରୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟନ ବିଶ୍ୱର ସବୁଠୁ ଧନୀ ରାଜନେତା। ତାଙ୍କର ସଂପତ୍ତି ୨୦୦ ବିଲିଅନ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୧୬,୬୦,୦୦୦ କୋଟି ଟଙ୍କା। ୭୦୦ ନିୟୁତ ଡଲାର ମୂଲ୍ୟର ଜେଟ୍ ତାଙ୍କ ନିକଟରେ ରହିଛି। ସରକାରୀ ଭାବେ ପୁଟିନଙ୍କ ବାର୍ଷିକ ଦରମା ୧,୪୦,୦୦୦ ଡଲାର ବୋଲି ଦାବି କରାଯାଉଛି। ସେହିଭଳି ପୁଟିନଙ୍କ ପାଖରେ ୮୦୦ ବର୍ଗଫୁଟର ଆପାର୍ଟମେଣ୍ଟ, ଗୋଟିଏ ଟ୍ରେଲର, ୩ଟି କାର୍ ଥିବା କୁହାଯାଉଛି। କିନ୍ତୁ ତାଙ୍କର ବ୍ୟୟବହୁଳContinue reading “ବିଶ୍ୱର ଧନୀ ରାଜନେତା ପୁଟିନ । ୧୯ଟି ଘର, ୭୦୦ କାର୍, ୫୮ଟି ବିମାନ ଓ ହେଲିକପ୍ଟର ।”
କୃଷ୍ଣ ବଳରାମଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଛନ୍ତି ମହାରାଜା କଂସ । ଅକୃରଙ୍କ ସହ ମଥୁରା ଅଭିମୁଖେ ବେନିଭାଇଙ୍କ ଯାତ୍ରା । ନବମ ଦିନରେ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ।
କନକ ବ୍ୟୁରୋ: ନବମ ଦିନରେ ପହଞ୍ଚିିଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଶେଷ ପର୍ଯ୍ୟାୟରେ ପହଂଚିଛି ଧନୁଯାତ୍ରା । ଗୋପପୁରରେ କୃଷ୍ଣ ବଳରାମଙ୍କୁ ସାଙ୍ଗରେ ନେଇ ଅକ୍ରୁର ମଥୁରା ଅଭିମୁଖେ ବାହାରିଛନ୍ତି । କୃଷ୍ଣ ବଳରାମଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ଗୋପପୁରବାସୀ । ଦୁଇ ଭାଇଙ୍କୁ ହତ୍ୟା କରିବା ପାଇଁ ମହାରାଜା କଂସ ଛଳନା ଧନୁଯାତ୍ରାର ଆୟୋଜନ କରିଛନ୍ତି । ଯାହାକୁ ଦେଖିବା ପାଇଁ ନିମନ୍ତ୍ରଣ ଧରି ପହଂଚିଥିବା ଅକ୍ରୁରଙ୍କ ସହ ବାହାରିଛନ୍ତି ଦୁଇ ଭାଇ ।Continue reading “କୃଷ୍ଣ ବଳରାମଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଛନ୍ତି ମହାରାଜା କଂସ । ଅକୃରଙ୍କ ସହ ମଥୁରା ଅଭିମୁଖେ ବେନିଭାଇଙ୍କ ଯାତ୍ରା । ନବମ ଦିନରେ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ।”
ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ଇଡିସିଆଇଏଲର ସ୍ପଷ୍ଟୀକରଣ । ଅଧିକାରୀ କହିଲେ , ‘ଯାହା କିଛି ସମସ୍ୟା ହୋଇଛି ଓସେପା ତରଫରୁ ହୋଇଛି’ ।
କନକ ବ୍ୟୁରୋ: ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଆସିଥିବା ଅଭିଯୋଗ ନେଇ ଇଡିସିଆଇଏଲ ଆଜି ସ୍ପଷ୍ଟୀକରଣ ରଖିଛି । ସ୍ପଷ୍ଟୀକରଣରେ ନିଜ ଉପରୁ ଦୋଷ ଛଡାଇଛି ସଂସ୍ଥା । ଶିକ୍ଷକ ନିଯୁକ୍ତି ନେଇ ଆସିଥିବା ଅଭିଯୋଗରେ ଇଡିସିଆଇଏଲର କୌଣସି ଭୂମିକା ନଥିବା ଦର୍ଶାଇଛି । ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଇଡିସିଆଇଏଲ କହିଛି ଯେ, ଇଡିସିଆଇଏଲ ଓଡିଶା ସରକାରଙ୍କ ଓସେପା ସହ କନିଷ୍ଠ ନିଯୁକ୍ତି ପାଇଁ ଅଗଷ୍ଟ ୨୨, ୨୦୨୩ରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା, ସିବିଟିContinue reading “ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ଇଡିସିଆଇଏଲର ସ୍ପଷ୍ଟୀକରଣ । ଅଧିକାରୀ କହିଲେ , ‘ଯାହା କିଛି ସମସ୍ୟା ହୋଇଛି ଓସେପା ତରଫରୁ ହୋଇଛି’ ।”
୬ ଦିନ ହେବ ୪ ଦଫା ଦାବିରେ ପଶୁ ଡାକ୍ତର ସମୂହ ଛୁଟିରେ । ହଇରାଣ ହେଉଛନ୍ତି ଗୋ ଚାଷୀ । ଗୃହପାଳିତ ପଶୁଙ୍କ ହୋଇପାରୁନି ଚିକିତ୍ସା ।
କନକ ବ୍ୟୁରୋ: ବାଲେଶ୍ୱରର ସସସ୍ତ ପ୍ରାଣୀ ଚିକିତ୍ସକ ୬ ଦିନ ହେବ ଆନ୍ଦୋଳନରେ ବସିଛନ୍ତି । ୪ ଦଫା ଦାବିରେ ପଶୁ ଡାକ୍ତର ଏବେ ସମୂହ ଛୁଟିରେ । ଫଳରେ ଗୋ ଚାଷୀ ହଇରାଣ ହେଉଛନ୍ତି । ଏବେ ଗୋରୁଙ୍କୁ ଫାଟୁଆ ରୋଗ ଧରୁଥିବା ବେଳେ ପଶୁ ଡାକ୍ତର ନଥିବାରୁ ଚିକିତ୍ସା ହାଇପାରୁ ନାହିଁ । ଏପଟେ ଗୋ ଚାଷୀ ପଶୁ ଡାକ୍ତରଖାନା ଯାଉଛନ୍ତି, ହେଲେ ଡାକ୍ତର ନଥିବାରୁ ହତାଶ ହୋଇ ଫେରୁଛନ୍ତି । ଏପଟେ ଦାବିପୂରଣContinue reading “୬ ଦିନ ହେବ ୪ ଦଫା ଦାବିରେ ପଶୁ ଡାକ୍ତର ସମୂହ ଛୁଟିରେ । ହଇରାଣ ହେଉଛନ୍ତି ଗୋ ଚାଷୀ । ଗୃହପାଳିତ ପଶୁଙ୍କ ହୋଇପାରୁନି ଚିକିତ୍ସା ।”
ପୁଣି ଆନ୍ଦୋଳନର ଡାକରା ଦେଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ଦାବି ପୁରଣ ନହେଲେ ଜାନୁଆରୀ ୨୯ରୁ ଜୋରଦାର ଆନ୍ଦୋଳନ ।
କନକ ବ୍ୟୁରୋ: ପୁଣି ଥରେ ଆନ୍ଦୋଳନର ଡାକରା ଦେଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ଦାବି ପୁରଣ ନହେଲେ ଜାନୁଆରୀ ୨୯ରୁ ସାରା ରାଜ୍ୟରେ ପ୍ରାୟ ଦେଢ଼ ଲକ୍ଷ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା । ପୂର୍ବରୁ ୩ ଦଫା ଦାବି ନେଇ ଆନ୍ଦୋଳନ କରିଥିଲା ସଂଘ । ଲକ୍ଷାଧିକ ଶିକ୍ଷକ ୨୦୨୨ ନଭେମ୍ବରରେ ଚାରିଦିନContinue reading “ପୁଣି ଆନ୍ଦୋଳନର ଡାକରା ଦେଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ଦାବି ପୁରଣ ନହେଲେ ଜାନୁଆରୀ ୨୯ରୁ ଜୋରଦାର ଆନ୍ଦୋଳନ ।”
ରାଜ୍ୟରେ ଆଉ ୨ ଦିନ କୋହଲା ପାଗ । ଆଜି ଓ କାଲି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା । ୨୬ରୁ ପାଗରେ ଆସିବ ପରିବର୍ତ୍ତନ ।
କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ଲାଗି ରହିଛି । ଟୁଇନ ସିଟି ଭୁବନେଶ୍ୱର ଓ କଟକ ହାଲୁକା ବର୍ଷାରେ ଭିଜିଛି । କାଲୁଆ ପବନ ସାଙ୍ଗକୁ ବର୍ଷା ପରେ ଥଣ୍ଡା ବଢିଯାଇଛି । ଉତର ଉପକୂଳ ଓଡିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବଲାଙ୍ଗିର ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ଜାରି ରହିଛି । ଆସନ୍ତାକାଲି ଯାଏଁ ରାଜ୍ୟର କିଛି ଜିଲ୍ଲାରେContinue reading “ରାଜ୍ୟରେ ଆଉ ୨ ଦିନ କୋହଲା ପାଗ । ଆଜି ଓ କାଲି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା । ୨୬ରୁ ପାଗରେ ଆସିବ ପରିବର୍ତ୍ତନ ।”
ଆଜି ଲୋକାର୍ପିତ ହେବ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧ । ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।
କନକ ବ୍ୟୁରୋ: ସତ୍ୟବାଦୀ ଠାରେ ଆଜି ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ ସୌଧର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସତ୍ୟବାଦୀରେ ସଜେଇ ହୋଇଛି ଓଡ଼ିଆ ବିଶ୍ୱବିଦ୍ୟାଳୟ । ପଞ୍ଚସଖା କ୍ରୀଡ଼ାଙ୍ଗନ ପରିସରରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ୩୦ କୋଟି ଖର୍ଚ୍ଚରେ ୯ ଏକର ଜାଗାରେ ନିର୍ମିତ ହୋଇଛି । କ୍ୟାଣ୍ଟିନ, ହଷ୍ଟେଲ, ଶ୍ରେଣୀଗୃହ ଇତ୍ୟାଦିର ନିର୍ମାଣ କରାଯାଇଛି । ଓଡ଼ିଆ ବିଶ୍ୱବିଦ୍ୟାଳୟର ୩ଟି ବିଭାଗରେ ବିଭିନ୍ନ ଜିଲ୍ଲାରୁ ୭୧ ଜଣContinue reading “ଆଜି ଲୋକାର୍ପିତ ହେବ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧ । ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।”
ଅନ୍ୟର ସେବା କରୁଥିଲେ, ହେଲେ ମୃତ୍ୟୁ ପରେ ହେଇଗଲେ ଅଲୋଡା । ୩ ଦିନ ପଡିରହିଲା ଶବ । ଶେଷରେ କେୟାର ଟେକରଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ
କନକ ବ୍ୟୁରୋ: ସେବାକୁ ସାଧନା ଭାବି ସାରା ଜୀବନ ବିତାଇ ଦେଇଥିଲେ ସେ, ନର୍ସ ଭାବେ ଅବସର ନେବା ପରେ ବି ସ୍ୱେଚ୍ଛାକୃତ ଭାବେ କ୍ୟାପିଟାଲ୍ ହସ୍ପିଟାଲରେ ରୋଗୀ ସେବା କରି ଆସୁଥିଲେ, ହେଲେ ବିଡ଼ମ୍ବନା ଦେଖନ୍ତୁ, ତାଙ୍କ ଜୀବନର ଶେଷ ମୁହୁର୍ତରେ ତାଙ୍କ ପାଖରେ କେହି ସମ୍ପର୍କୀୟ ନଥିଲେ । ପରର ଦୁଃଖ ଦେଖିଲେ, ଧାଇଁ ଆସୁଥିବା ଏହି ପରୋପକାରୀ ମହିଳାଙ୍କ ମୃତ୍ୟୁ ହୋଇଗଲା, ହେଲେ ବି କେହି ଆସିଲେ ନାହିଁ । ହସ୍ପିଟାଲରେ ୩Continue reading “ଅନ୍ୟର ସେବା କରୁଥିଲେ, ହେଲେ ମୃତ୍ୟୁ ପରେ ହେଇଗଲେ ଅଲୋଡା । ୩ ଦିନ ପଡିରହିଲା ଶବ । ଶେଷରେ କେୟାର ଟେକରଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ”
ଆସାମ ଗୌହାଟୀରେ ପଶିପାରିଲାନି ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଅଧାରୁ ରୋକିଲା ସ୍ଥାନୀୟ ପ୍ରଶାସନ । କଂଗ୍ରେସକର୍ମୀ ଓ ପୁଲିସ ମୁହାଁମୁହିଁ
କନକ ବ୍ୟୁରୋ: ଆସାମ, ଉତ୍ତର ଗୌହାଟୀରେ କେଉଁଠି କଂଗ୍ରେସକର୍ମୀ ହଟ୍ଟଗୋଳ କରୁଛନ୍ତି ତ ପୁଣି କେଉଁଠି ରାସ୍ତାରେ ଧାରଣା ଦେଇଛନ୍ତି । ବ୍ୟାରିକେଡ ଭାଙ୍ଗି ସହର ଭିତରକୁ ପଶିବାକୁ ଉଦ୍ୟମ ମଧ୍ୟ କରିଛନ୍ତି । ଆସାମ ସରକାରଙ୍କ ବିରୋଧରେ ଆକ୍ରୋଶିତ ହୋଇପଡିଛନ୍ତି କଂଗ୍ରେସକର୍ମୀ । ମଙ୍ଗଳବାର ଦଳ ରୋଡ ଶୋ ପାଇଁ ଦଳ ବାହାରିଥିବାବେଳେ ସ୍ଥାନୀୟ ପ୍ରଶାସନର ଅନୁମତି ଦେଇନଥିଲା । ତେଣୁ ଜୋରଦାର ବିକ୍ଷୋଭ କରିଛି ଦଳ । ଦଳୀୟକର୍ମୀ ଓ ପୁଲିସ ମଧ୍ୟରେ ମୁହାଁମୁହିଁContinue reading “ଆସାମ ଗୌହାଟୀରେ ପଶିପାରିଲାନି ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଅଧାରୁ ରୋକିଲା ସ୍ଥାନୀୟ ପ୍ରଶାସନ । କଂଗ୍ରେସକର୍ମୀ ଓ ପୁଲିସ ମୁହାଁମୁହିଁ”