କନକ ବ୍ୟୁରୋ: ବଳ ଗୋଟାଉଛି କଂଗ୍ରେସ । ଦଳକୁ ଫେରିଛନ୍ତି ମହମ୍ମଦ ମୋକିମ୍, ଚିରଞ୍ଜୀବ ବିଶ୍ୱାଳ ଓ କୃଷ୍ଣଚନ୍ଦ୍ର ସଗରିଆ । ଦୀର୍ଘଦିନ ଧରି ଦଳରୁ ନିଲମ୍ବିତ ହୋଇ ରହିବା ପରେ ମହମ୍ମଦ ମୋକିମ ଓ ଚିରଞ୍ଜିବ ବିଶ୍ୱାଳ ଉପରୁ ନିଲମ୍ବନ ଆଦେଶ ହଟାଇଛି କଂଗ୍ରେସ । ନିଲମ୍ବନ ପ୍ରତ୍ୟାହାର ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର । ୧୫ ଜୁଲାଇ ୨୦୨୩ରେ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁContinue reading “ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର ଘର ସଜଡ଼ା: ୩ ନେତାଙ୍କ ଉପରୁ ହଟିଲା ନିଲମ୍ବନ, ବହିଷ୍କାର”
Author Archives: Raghaba
ଆରମ୍ଭ ହେଲା ବିଜେଡିର ପରିବାର ସମ୍ପର୍କ ଅଭିଯାନ: ଘରେ ଘରେ ଶଙ୍ଖ ଷ୍ଟିକର ମାରିଲେ ବିଜେଡି ନେତା
କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଛନ୍ତି । ଆଉ ଭୋଟରଙ୍କ ପାଖରେ ପଂହଚିବା ପାଇଁ କସରତ ଆରମ୍ଭ କରିଛନ୍ତି ରାଜନୈତିକ ଦଳ । ବିଜେଡି ଆଜିଠାରୁ ରାଜ୍ୟରେ ଆରମ୍ଭ କରିଛି ପରିବାର ସମ୍ପର୍କ ଯାତ୍ରା । ନେତା ଓ କର୍ମୀ ଘରକୁ ଘର ବୁଲିଛନ୍ତି ଓ ଶଙ୍ଖ ଷ୍ଟିକର ମାରିଛନ୍ତି । ପାଖେଇ ଆସୁଛି ନିର୍ବାଚନ । ଆଉ ଭୋଟର ମୁହାଁ ହେଉଛି ରାଜନୈତିକ ଦଳ । ଉତର ନିର୍ବାଚନମଣ୍ଡଳୀରେ ଏଥିପାଇଁ ପରିବାର ସମ୍ପର୍କ ଅଭିଯାନ ଆରମ୍ଭContinue reading “ଆରମ୍ଭ ହେଲା ବିଜେଡିର ପରିବାର ସମ୍ପର୍କ ଅଭିଯାନ: ଘରେ ଘରେ ଶଙ୍ଖ ଷ୍ଟିକର ମାରିଲେ ବିଜେଡି ନେତା”
ରାଜନୀତିରେ ‘ରାମ’! ରାମରାଜ୍ୟର କଥା ଉଠାଇଲା ବିଜେପି, କଟାକ୍ଷ କଲେ ଉଭୟ ବିଜେଡି ଓ କଂଗ୍ରେସ
କନକ ବ୍ୟୁରୋ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ରାମ ଓ ରାମରାଜ୍ୟ ପ୍ରସଙ୍ଗ ଉଠାଇଛି ବିଜେପି । ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, ଦେଶରେ ମୋଦି ରାମରାଜ୍ୟ ପ୍ରତିଷ୍ଠା କରିଛନ୍ତି । ଆଉ ଆଗକୁ ଓଡିଶାରେ ବି ରାମରାଜ୍ୟ ପ୍ରତିଷ୍ଠା ହେବାକୁ ଯାଉଛି । ଆଉ ରାଜ୍ୟ ସରାକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ନେତା । ଏହାପରେ ବିଜେଡି ଓ କଂଗ୍ରେସ, ବିଜେପିକୁ କଡା ଜବାବ ଦେଇଛନ୍ତି । ବିଜେଡି କହିଠି, ବିଜେପିରContinue reading “ରାଜନୀତିରେ ‘ରାମ’! ରାମରାଜ୍ୟର କଥା ଉଠାଇଲା ବିଜେପି, କଟାକ୍ଷ କଲେ ଉଭୟ ବିଜେଡି ଓ କଂଗ୍ରେସ”
୨୯ରୁ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଡାକରା । ଦାବି ପୂରଣ ନହେଲେ ପୁଣି ଗର୍ଜିବ ସଂଘ ।
କନକ ବ୍ୟୁରୋ: ପୁଣିଥରେ ଆନ୍ଦୋଳନର ଡାକରା ଦେଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ଦାବି ପୁରା ନହେଲେ ଆସନ୍ତା ଜାନୁୟାରୀ ୨୯ ରେ ସାରା ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ଶିକ୍ଷକ ଆନ୍ଦୋଳନ କୁ ଓହ୍ଲାଇବେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା । ପୂର୍ବରୁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବାରୁ ପୁଣିଥରେ ଆନ୍ଦୋଳନ ଡାକରା ଦିଆଯାଇଛି । ୩ ଦଫାContinue reading “୨୯ରୁ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଡାକରା । ଦାବି ପୂରଣ ନହେଲେ ପୁଣି ଗର୍ଜିବ ସଂଘ ।”
ଏପ୍ରିଲ ୧୬ରେ ହୋଇପାରେ ନିର୍ବାଚନ! ଇସିଆଇ ପକ୍ଷରୁ ଆସିଲା ସମ୍ଭାବ୍ୟ ନିର୍ବାଚନ ତାରିଖ ।
କନକ ବ୍ୟୁରୋ: ଏପ୍ରିଲ ମାସରେ ହୋଇପାରେ ଲୋକସଭା ନିର୍ବାଚନ । ପୂର୍ବରୁ ଦିଲ୍ଲୀ ନିର୍ବାଚନ ଅଧିକାରୀଙ୍କ ଚିଠି ହୋଇଥିଲା ଭାଇରାଲ । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିବାରୁ ସ୍ପଷ୍ଟୀକରଣ ରଖିଲେ ଦିଲ୍ଲୀ ନିର୍ବାଚନ ଅଧିକାରୀ, ସୋସିଆଲ ମିଡ଼ିଆ ଏକ୍ସରେ କହିଛନ୍ତି ଯେ, ଜାତୀୟ ନିର୍ବାଚନ ଅୟୋଗ ପକ୍ଷରୁ ଏକ ରେଫରେନ୍ସ ଡେଟ୍ ବା ସମ୍ଭାବ୍ୟ ତାରିଖ ଘୋଷଣା କରାଯାଇଥିଲା । ଏହା କେବଳ ନିର୍ବାଚନ ପୂର୍ବ ପ୍ରସ୍ତୁତି ପାଇଁ ନିର୍ବାଚନ ଅଧିକାରୀଙ୍କୁ ସମ୍ଭାବ୍ୟ ତାରିଖContinue reading “ଏପ୍ରିଲ ୧୬ରେ ହୋଇପାରେ ନିର୍ବାଚନ! ଇସିଆଇ ପକ୍ଷରୁ ଆସିଲା ସମ୍ଭାବ୍ୟ ନିର୍ବାଚନ ତାରିଖ ।”
ଗୋଟିଏ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ୨ଥର ପୁରୀ ଗସ୍ତ: ପରିକ୍ରମା ପ୍ରକଳ୍ପ ବୁଲିଲେ, ସେବାୟତଙ୍କ ସହ ଆଲୋଚନା କଲେ
କନକ ବ୍ୟୁରୋ: ଏକ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ଥର ପାଇଁ ଶ୍ରୀକ୍ଷେତ୍ର ଗସ୍ତ କରିଛନ୍ତି। ଗତ ୧୭ ତାରିଖ (ବୁଧବାର) ଦିନ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ପୁରୀ ଗସ୍ତ କରିଥିବା ବେଳେ ଆଜି ଅପରାହ୍ଣ ୪ଟା ୪୫ରେ ପୁଣି ଶ୍ରୀକ୍ଷେତ୍ର ପହଞ୍ଚିଛନ୍ତି। ଶ୍ରୀ ସେତୁ ନିକଟ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କଲା ପରେ ସେଠାରୁ ସେ ଶ୍ରୀସେତୁ ଦେଇ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚଥିଲେ। ପରେ ସେଠାରୁ ଶ୍ରୀଦାଣ୍ଡ ଦେଇContinue reading “ଗୋଟିଏ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ୨ଥର ପୁରୀ ଗସ୍ତ: ପରିକ୍ରମା ପ୍ରକଳ୍ପ ବୁଲିଲେ, ସେବାୟତଙ୍କ ସହ ଆଲୋଚନା କଲେ”
ପାଇପ୍ ଲାଇନ୍ କାମ ବେଳେ ଧସିଲା ମାଟି ଅତଡ଼ା, ଘଟଣାସ୍ଥଳରେ ଦୁଇ ଶ୍ରମିକ ମୃତ ।
କନକ ବ୍ୟୁରୋ: ମାଟି ଅତଡ଼ା ଧସି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଯୋଡ଼ା ଥାନା ନିକଟ କମାରଯୋଡ଼ା ନିକଟରେ ଘଟିଛି ଏମିତି ଅଘଟଣା । ଠିକାଦାର ପାଇପ୍ ଲାଇନ୍ କାମ କରୁଥିବାବେଳେ ଉପରୁ ମାଟି ଅତଡ଼ା ଖସିପଡ଼ିଲା । ହଠାତ୍ ମାଟି ଅତଡ଼ା ଧସିଯିବାରୁ ମାଟି ତଳେ ଚାପି ହୋଇଗଲେ ଦୁଇ ଶ୍ରମିକ, ଆଉ ଘଟଣା ସ୍ଥଳରେ ହିଁ ଅଣନିଶ୍ୱାସୀ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟContinue reading “ପାଇପ୍ ଲାଇନ୍ କାମ ବେଳେ ଧସିଲା ମାଟି ଅତଡ଼ା, ଘଟଣାସ୍ଥଳରେ ଦୁଇ ଶ୍ରମିକ ମୃତ ।”
ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ ଏବେ ପରିକ୍ରମା ପ୍ରକଳ୍ପ ବୁଲିବେ ।
କନକ ନ୍ୟୁଜ: ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲିକପ୍ଟର ଯୋଗେ ଯାଇ ଶ୍ରୀସେତୁ ନିକଟ ହେଲିପ୍ୟାଡରେ ଅବତରଣ କରି ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ନବୀନ । ଏହା ସହ ଶ୍ରୀଜଗନ୍ନାଥବଲ୍ଲଭ ପ୍ରମୋଦ ଉଦ୍ୟାନ ପ୍ରଦର୍ଶନୀ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ପୁରୀରେ ଆରମ୍ଭ ହୋଇଛି ନୂଆ କଟକଣା । ଭକ୍ତଙ୍କୁ ଭଲ ବ୍ୟବହାର ସହ ଉଚ୍ଚାରଣ ଓ ଆଚରଣ ଠିକ୍ ରଖିବା ପାଇଁContinue reading “ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ ଏବେ ପରିକ୍ରମା ପ୍ରକଳ୍ପ ବୁଲିବେ ।”
କମିଶନରେଟ୍ ପୋଲିସ ହାତରେ ଚେନ୍ ଛିନତାଇ ଗ୍ୟାଙ୍ଗ: ୩ ଜଣଙ୍କୁ ବାନ୍ଧିଲା ଖଣ୍ଡଗିରି ଥାନା ପୋଲିସ
କନକ ବ୍ୟୁରୋ: କମିଶନରେଟ୍ ପୋଲିସ ହାତରେ ଚେନ୍ ଛିନତାଇ ଗ୍ୟାଙ୍ଗ । ୩ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏମାନଙ୍କ ନାଁରେ କମିଶନରେଟ୍ ପୋଲିସର ଏକାଧିକ ଥାନାରେ ୧୨ରୁ ଅଧିକ ମାମଲା ରହିଛି । ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ ଅଂଚଳର ସୁରେଶ ନାୟକ ଓରଫ ରଙ୍ଗା, ପି ରାମୁଲୁ ରାଓ । ଅନ୍ୟଜଣେ ନାବାଳକ ଥିବା ଜଣାପଡ଼ିଛି । ସେମାନଙ୍କ ଠାରୁ ୪ଟି ଚେନ୍, ବାଇକ, ୩ଟି ମୋବାଇଲ ଜବତ କରିଛି ଖଣ୍ଡଗିରି ଥାନାContinue reading “କମିଶନରେଟ୍ ପୋଲିସ ହାତରେ ଚେନ୍ ଛିନତାଇ ଗ୍ୟାଙ୍ଗ: ୩ ଜଣଙ୍କୁ ବାନ୍ଧିଲା ଖଣ୍ଡଗିରି ଥାନା ପୋଲିସ”
ହମାସ ସହିତ ଯୁଦ୍ଧରେ ଇସ୍ରାଏଲର ସବୁଠାରୁ ବଡ଼ କ୍ଷତି । ଆତଙ୍କବାଦୀ ଆକ୍ରମଣରେ ୨୧ ଜଣ ସୈନିକ ମୃତ ।
ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ତିନି ମାସରୁ ଅଧିକ ସମୟ ବିତିଗଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ଗାଜାରେ ୨୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏପଟେ ଇସ୍ରାଏଲର ମଧ୍ୟ ବହୁ କ୍ଷତି ହୋଇଛି । ଏକ ଆତଙ୍କବାଦୀ ଆକ୍ରମଣରେ ତାଙ୍କର ୨୧ ଜଣ ସୈନିକ ପ୍ରାଣ ହରାଇଛନ୍ତି । ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏବେ ଇସ୍ରାଏଲର ଏକ ବହୁତ ବଡ଼ କ୍ଷତି ହୋଇଛି । ଏକ ଆକ୍ରମଣରେContinue reading “ହମାସ ସହିତ ଯୁଦ୍ଧରେ ଇସ୍ରାଏଲର ସବୁଠାରୁ ବଡ଼ କ୍ଷତି । ଆତଙ୍କବାଦୀ ଆକ୍ରମଣରେ ୨୧ ଜଣ ସୈନିକ ମୃତ ।”