କନକ ବ୍ୟୁରୋ: ୨୨ ଜାନୁଆର, ୨୦୨୪ । ପ୍ରତିଟି ଭାରତୀୟଙ୍କ ପାଇଁ ଥିଲା ଏକ ବିଶେଷ ମୁହୂର୍ତ । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଯେପରି ସାରା ଦେଶରେ ଏକ ଉତ୍ସବର ମାହୋଲ ସୃଷ୍ଟି କରିଥିଲା । ଆଉ ଏହାସହ ରାମ ଯୁଗର ଆରମ୍ଭ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କିପରି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ପୂରା ଭାରତ ଏକତ୍ରିତ ହୋଇଯାଇଥିଲା, ଏବଂ ସମସ୍ତଙ୍କ ମୁହଁରେ ରାମ ରାମ ଥିଲା, ତାହା ଏହି ଭିଡିଓରେContinue reading “ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ଆରମ୍ଭ ହୋଇଛି ରାମ ଯୁଗର ଆରମ୍ଭ: ଟ୍ୱିଟ୍ କରି କିଛି ଏଭଳି ଅନୁଭୂତି ବଖାଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ”
Author Archives: Raghaba
ରୋଗୀଙ୍କ ପାଖରେ ଡ୍ରୋନ୍ ସାହାଯ୍ୟରେ ପହଞ୍ଚିବ ମେଡିକାଲ ସୁବିଧା: ଭୁବନେଶ୍ୱର ଏମସରେ ପ୍ରଥମ ଥର ପାଇଁ ହେଲା ଡ୍ରୋନ୍ ସେବା ପରିକ୍ଷଣ
କନକ ବ୍ୟୁରୋ: ଅସୁବିଧା ସମୟରେ ରୋଗୀଙ୍କ ପାଖରେ ଡ୍ରୋନ୍ ସାହାଯ୍ୟରେ ପହଂଚିବ ମେଡିକାଲ ସୁବିଧା । ଭୁବନେଶ୍ୱର ଏମସରେ ପ୍ରଥମ ଥର ପାଇଁ ଏହି ଡ୍ରୋନ୍ ସେବା ପରିକ୍ଷଣ କରାଯାଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଡ୍ରୋନ୍ ସର୍ଭିସ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିବ । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଜୟ ସମୟରେ ଡ୍ରୋନ୍ ବ୍ୟବବହାର କରି ଲୋକମାନଙ୍କୁ ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇଦିଆଯାଇ ପାରିବ । ଅପହଂଚ ଅଂଚଳ ଗୁଡ଼ିକରେ ମେଡ଼ିସିନ୍ ଠାରୁ ଆରମ୍ଭ କରିContinue reading “ରୋଗୀଙ୍କ ପାଖରେ ଡ୍ରୋନ୍ ସାହାଯ୍ୟରେ ପହଞ୍ଚିବ ମେଡିକାଲ ସୁବିଧା: ଭୁବନେଶ୍ୱର ଏମସରେ ପ୍ରଥମ ଥର ପାଇଁ ହେଲା ଡ୍ରୋନ୍ ସେବା ପରିକ୍ଷଣ”
ପିତା ଗୋଟେ ଦେଶର ସମ୍ରାଟ ଏବଂ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି କିନ୍ତୁ ରାଜକୁମାରୀ ଯାଇ ଅନ୍ୟ ଜାଗାରେ କାମ କରିବେ ।
ଜଣେ ରାଜକୁମାରୀ ଯିଏ ରାଜପ୍ରାସାଦର ବିଳାସପୂର୍ଣ୍ଣତା ଛାଡି ସାଧାରଣ ଲୋକ ପରି ରେଡ୍ କ୍ରସ୍ ସୋସାଇଟିରେ କାମ କରିବେ । ଆମେ ଜାପାନର ରାଜକୁମାରୀ ଆଇକୋଙ୍କ ବିଷୟରେ କହୁଛୁ । ଜାପାନର ସମ୍ରାଟ ନାରୁହୁଟୋ ଏବଂ ସମ୍ରାଟ ମାସାକୋଙ୍କର ଏକମାତ୍ର ସନ୍ତାନ କିଏ । ଆଇକୋ ତୋଷୀ ନାମରେ ମଧ୍ୟ ଜଣାଶୁଣା । ଇକୋ ୟୁନିଭରସିଟିରୁ ଅଧ୍ୟୟନ ସମାପ୍ତ କରିବା ପରେ ସେ ଏପ୍ରିଲରୁ ଜାପାନର ରେଡ କ୍ରସ୍ ସୋସାଇଟିରେ କାମ କରିବା ଆରମ୍ଭ କରିବେ ।Continue reading “ପିତା ଗୋଟେ ଦେଶର ସମ୍ରାଟ ଏବଂ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି କିନ୍ତୁ ରାଜକୁମାରୀ ଯାଇ ଅନ୍ୟ ଜାଗାରେ କାମ କରିବେ ।”
ଯୁବକଙ୍କୁ ମାଡ ମାରି ନିଲମ୍ବିତ ହେଲେ ଏସଡିଏମ୍ । ମୁଖ୍ୟମନ୍ତ୍ରୀ କହିଲେ ଅମାନବୀୟ ବ୍ୟବହାରକୁ ସହ୍ୟ କରାଯିବନାହିଁ ।
କନକ ବ୍ୟୁରୋ: ଟ୍ରକ୍ ଡ୍ରାଇଭରଙ୍କୁ ଦୁର୍ବ୍ୟବହାର କରି ତହସିଲଦାର ନିଲମ୍ବନ ହେବା ଘଟଣା ପରେ ଏବେ ମଧ୍ୟପ୍ରଦେଶରେ ଏଭଳି ଆଉ ଏକ ଘଟଣା ଘଟିଛି । ରାଜ୍ୟରେ ସୁଶାସନ ପ୍ରତିଷ୍ଠା କରିବାକୁ ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ଦୁଇଜଣ ଯୁବକଙ୍କୁ ମାଡ ମାରିବା ଅଭିଯୋଗରେ ଏସଡିଏମଙ୍କୁ ତୁରନ୍ତ ନିଲମ୍ବନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ରାଜ୍ୟରେ ଏଭଳି ଅମାନବୀୟ କାର୍ଯ୍ୟକୁ କେବେବି ସହ୍ୟ କରାଯିବନି ବେଲି ସ୍ପଷ୍ଟ କରିଛନ୍ତି । ସୂଚନା ମୁତାବକ, ଦୁଇଜଣContinue reading “ଯୁବକଙ୍କୁ ମାଡ ମାରି ନିଲମ୍ବିତ ହେଲେ ଏସଡିଏମ୍ । ମୁଖ୍ୟମନ୍ତ୍ରୀ କହିଲେ ଅମାନବୀୟ ବ୍ୟବହାରକୁ ସହ୍ୟ କରାଯିବନାହିଁ ।”
ରାହୁଲଙ୍କ ନାଁରେ ମାମଲା ରୁଜୁ କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ ଆସାମ ମୁଖ୍ୟମନ୍ତ୍ରୀ । ଜାଣନ୍ତୁ କାହିଁକି ଏମିତି କହିଲେ ହିମନ୍ତ ବିଶ୍ୱଶର୍ମା?
କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବାହାରିଥିବା କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରାକୁ ଗୌହାଟୀରେ ପ୍ରବେଶ ପୂର୍ବରୁ ଅଟକାଇଛି ଆସାମ ପୋଲିସ । ଯାତ୍ରାକୁ ଅଟକାଇବା କାରଣରୁ ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ଯାହାକୁ ନେଇ ରାହୁଲ ଗାନ୍ଧୀଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆସାମ ମୁଖ୍ୟମନ୍ତ୍ରୀ କଂଗ୍ରେସ ନେତା ଶ୍ରୀନିବାସ ପିଭିଙ୍କ ଟ୍ୱିଟକୁ ରିଟ୍ୱିଟ୍ କରିବା ସହ କହିଛନ୍ତି,Continue reading “ରାହୁଲଙ୍କ ନାଁରେ ମାମଲା ରୁଜୁ କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ ଆସାମ ମୁଖ୍ୟମନ୍ତ୍ରୀ । ଜାଣନ୍ତୁ କାହିଁକି ଏମିତି କହିଲେ ହିମନ୍ତ ବିଶ୍ୱଶର୍ମା?”
ରାଉରକେଲାରୁ ଶୁଆ ଚୋର ରାକେଟ୍ ଠାବ: ବେଆଇନ୍ ବିକ୍ରି ବେଳେ ମାଡ଼ିବସିଲା ବନବିଭାଗ
କନକ ବ୍ୟୁରୋ: ରାଉରକେଲାରୁ ଶୁଆ ଚୋର ରାକେଟ୍ ଠାବ । ବେଆଇନ୍ ବିକ୍ରି ବେଳେ ମାଡ଼ିବସିଲା ବନବିଭାଗ । ୭୨ଟି ଜଙ୍ଗଲି ଶୁଆ ଜବତ କରିଛି ବନବିଭାଗ । ଏହି ଘଟଣାରେ ୨ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସ୍ଥାନୀୟ ଇନ୍ଦିରାଗାନ୍ଧୀ ପାର୍କ ନିକଟରେ ବେଆଇନ ଜଙ୍ଗଲୀ ଶୁଆ କାରବାର ହେଉଥିବା ନେଇ ଜଣାପଡ଼ିବା ପରେ ଚଢ଼ଉ କରିଥିଲା ବନବିଭାଗ । The post ରାଉରକେଲାରୁ ଶୁଆ ଚୋର ରାକେଟ୍ ଠାବ: ବେଆଇନ୍ ବିକ୍ରିContinue reading “ରାଉରକେଲାରୁ ଶୁଆ ଚୋର ରାକେଟ୍ ଠାବ: ବେଆଇନ୍ ବିକ୍ରି ବେଳେ ମାଡ଼ିବସିଲା ବନବିଭାଗ”
ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ
କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତା ଅଭିଯୋଗ ପ୍ରସଙ୍ଗରେ ଛାତ୍ର କଂଗ୍ରେସର ବିକ୍ଷୋଭ । ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ କଲା ଛାତ୍ର କଂଗ୍ରେସ । ଶତାଧିକ ଛାତ୍ର କଂଗ୍ରେସ ନେତା ଏକାଠି ହୋଇ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଡକୁ ଆସିଥିଲେ । ଏହି ସମୟରେ ଉପସ୍ଥିତ ଥିବା ପୋଲିସ ସେମାନଙ୍କୁ ଅଟକାଇଥିଲା । କିଛି ସମୟ ପାଇଁ ପୋଲିସ ସହ ମୁହାଁମୁହାଁ ହୋଇଥିଲେ ଛାତ୍ର କଂଗ୍ରେସ ନେତା । ଏହା ପରେ ମନ୍ତ୍ରୀଙ୍କContinue reading “ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ”
ମିଳିତ ଜାତିସଂଘର ସାଧାରଣ ସଭାର ସଭାପତି ଡେନିସ୍ ଫ୍ରାନ୍ସିସ୍ ଭାରତର କୂଟନୈତିକ ଦକ୍ଷତାକୁ ଭୂରି ଭୂରି ପ୍ରଶଂସା କରିଛନ୍ତି
ମିଳିତ ଜାତିସଂଘର ସାଧାରଣ ସଭାର ୭୮ ତମ ଅଧିବେଶନର ସଭାପତି ଡେନିସ୍ ଫ୍ରାନାନ୍ସିସ୍ ନ୍ୟୁଜ୍ ଏଜେନ୍ସି ପିଟିଆଇ ସହିତ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପରେ ଭାରତକୁ ପ୍ରଶଂସା କରି କହିଛନ୍ତି ଯେ, ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାବରେ ଯେଉଁଠାରେ ବହୁ ବର୍ଷ ଧରି ବିବିଧତା ମଧ୍ୟରେ ଏକତା ବଜାୟ ରହିଛି । ଭାରତ ସାର୍ବଭୌମତାର ସିଦ୍ଧାନ୍ତ ସହ ସହଜରେ ଯୋଗଦାନ କରିପାରେ । ଯେଉଁ ନୀତି ରାଜ୍ୟଗୁଡ଼ିକର ସାର୍ବଭୌମତ୍ୱ ସମାନତା ପାଇଁ ମିଳିତ ଜାତିସଂଘର ମୂଳଦୁଆ ଅଟେ ।Continue reading “ମିଳିତ ଜାତିସଂଘର ସାଧାରଣ ସଭାର ସଭାପତି ଡେନିସ୍ ଫ୍ରାନ୍ସିସ୍ ଭାରତର କୂଟନୈତିକ ଦକ୍ଷତାକୁ ଭୂରି ଭୂରି ପ୍ରଶଂସା କରିଛନ୍ତି”
ପୂର୍ବ ପାକିସ୍ତାନ କ୍ରିକେଟର ମୁହଁରେ ଜୟ ଶ୍ରୀରାମ ନାରା । କହିଲେ, ସୁଯୋଗ ମିଳିଲେ ନିଶ୍ଚୟ ଯିବି ରାମ ମନ୍ଦିର ।
କନକ ବ୍ୟୁରୋ : ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଶେଷ ହୋଇଛି । ବେଶ ଧୂମଧାମରେ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଥିବା ବେଳେ ପୂରା ଦେଶ ରାମମୟ ହୋଇ ଉଠିଥିଲା । କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବର ଝଲକ ଦେଖିବାକୁ ମିଳିଥିଲା । କ୍ରିକେଟ ଜଗତରେ ମଧ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ସଚିନContinue reading “ପୂର୍ବ ପାକିସ୍ତାନ କ୍ରିକେଟର ମୁହଁରେ ଜୟ ଶ୍ରୀରାମ ନାରା । କହିଲେ, ସୁଯୋଗ ମିଳିଲେ ନିଶ୍ଚୟ ଯିବି ରାମ ମନ୍ଦିର ।”
ଦାନ ହୁଣ୍ଡିରୁ ବାହାରିଲା ପ୍ରେମପତ୍ର: କିଏ ସରକାରୀ ଚାକିରି ପାଇଁ ତ ପୁଣି କିଏ ପରୀକ୍ଷାରେ ପାସ ପାଇଁ ଲେଖିଛନ୍ତି ଚିଠି
କନକ ବ୍ୟୁରୋ: ଦାନହୁଣ୍ଡିରେ ପ୍ରେମ ପତ୍ର । କିଏ ସରକାରୀ ଚାକିରି ପାଇଁ ଗୁହାରୀ କରି ମା’ଙ୍କୁ ଚିଠି ଲେଖିଛି ତ ପୁଣି କିଏ ପରୀକ୍ଷାରେ ପାସ କରିବା ପାଇଁ ମା’ଙ୍କୁ ଗୁହାରି କରିଛି । ଗତକାଲି ସମ୍ବଲପୁର ମା’ ସମଲେଶ୍ୱରୀଙ୍କ ହୁଣ୍ଡି ଖୋଲାଯାଇ ଟଙ୍କା ଗଣତି ହୋଇଛି । ସେହି ହୁଣ୍ଡିରୁ ଏଭଳି କିଛି ଚିଠି ମିଳିଛି । ଜଣେ ଯୁବତୀ ତାଙ୍କ ବାହାଘର କିଭଳି ଖୁସିରେ ହେବ ସେନେଇ ମା’ଙ୍କୁ ଗୁହାରୀ କରିଛନ୍ତି ।Continue reading “ଦାନ ହୁଣ୍ଡିରୁ ବାହାରିଲା ପ୍ରେମପତ୍ର: କିଏ ସରକାରୀ ଚାକିରି ପାଇଁ ତ ପୁଣି କିଏ ପରୀକ୍ଷାରେ ପାସ ପାଇଁ ଲେଖିଛନ୍ତି ଚିଠି”