ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ଭକ୍ତଙ୍କ ପ୍ରବଳ ଭିଡ । ଗହଳି ନିୟନ୍ତ୍ରଣ ପାଇଁ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ।

କନକ ବ୍ୟୁରୋ: ଆଜିଠୁ ରାମଲାଲାଙ୍କ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ମନ୍ଦିରରେ ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଭିଡ଼ ଜମିଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ଅନ୍ତ ହୋଇଛି ୫ଶହ ବର୍ଷର ଅପେକ୍ଷା । ଅସ୍ଥାୟୀ ଟେଂଟରୁ ଭବ୍ୟ ମନ୍ଦିରକୁ ଫେରିବା ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଆଜିଠୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ମହାପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ରୂପକୁ ଦେଖି, ବିଭୋର ହେଉଛନ୍ତି ଭକ୍ତ । ସକାଳ ୭ଟାରୁContinue reading “ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ଭକ୍ତଙ୍କ ପ୍ରବଳ ଭିଡ । ଗହଳି ନିୟନ୍ତ୍ରଣ ପାଇଁ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ।”

ଆଜିଠାରୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା । ନିର୍ବାଚନ ପୂର୍ବରୁ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ବିଜେଡିର ଉଦ୍ୟମ ।

କନକ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ । ନିର୍ବାଚନରେ ଲୋକଙ୍କ ନିକଟତର ହେବାକୁ ଆରମ୍ଭ ହୋଇଗଲାଣି ସବୁ ଦଳର ଉଦ୍ୟମ । ବିଜେଡି ମଧ୍ୟ ଏଥିରେ ପଛରେ ପଡ଼ନି । ନିର୍ବାଚନ ପୂର୍ବରୁ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ଦଳ ପକ୍ଷରୁ ଉଦ୍ୟମ କରାଯାଇଛି । ଆଜିଠୁ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ପରିବାର ସମ୍ପର୍କ ଯାତ୍ରା । ଘରକୁ ଘର ବୁଲୁଛନ୍ତି ନେତା ଓ କର୍ମୀ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରୁ ମାର୍ଚ୍ଚContinue reading “ଆଜିଠାରୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା । ନିର୍ବାଚନ ପୂର୍ବରୁ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ବିଜେଡିର ଉଦ୍ୟମ ।”

ଘର ଭିତରେ ମୃତ୍ୟୁର ତାଣ୍ଡବ : ୩ ଝିଅ ସମେତ ସ୍ତ୍ରୀ’କୁ ଗୁଳିକରି ହତ୍ୟା ।

ଆମେରିକାର ଚିକାଗୋ ସହରରେ ଜଣେ ପାଞ୍ଚ ସନ୍ତାନର ପିତା ତାଙ୍କର ତିନି ଝିଅ ସମେତ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ପତ୍ନୀଙ୍କ ନାମ ମାଜେଡା କାସେମ, ତାଙ୍କୁ ୫୩ ବର୍ଷ ହେଇଥିଲା । ତାଙ୍କର ୨୫ ବର୍ଷୀୟା ଦୁଇ ଯାଆଁଳା ଝିଅ ହାଲେମା ଏବଂ ଜାହିୟା ଏବଂ ୨୪ ବର୍ଷୀୟା ସାନ ଝିଅ ହାନାନ କାସେମଙ୍କୁ ତାଙ୍କ ପିତା ଗୁଳିକରି ହତ୍ୟା କରିଛନ୍ତି । ଆମେରିକାର ଚିକାଗୋ ସହରରେ ଏକ ହୃଦୟ ବିଦାରକ ଘଟଣାContinue reading “ଘର ଭିତରେ ମୃତ୍ୟୁର ତାଣ୍ଡବ : ୩ ଝିଅ ସମେତ ସ୍ତ୍ରୀ’କୁ ଗୁଳିକରି ହତ୍ୟା ।”

୩ କଂଗ୍ରେସ ନେତାଙ୍କ ଉପରୁ ହଟିଲା ନିଲମ୍ବନ: ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ୱାଳ ଓ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ଉଠିଲା ନିଲମ୍ବନ

କନକ ବ୍ୟୁରୋ: କଂଗ୍ରେସକୁ ଫେରିଲେ ମହମ୍ମଦ ମୋକିମ୍, ଚିରଞ୍ଜୀବ ବିଶ୍ୱାଳ ଓ କୃଷ୍ଣଚନ୍ଦ୍ର ସଗରିଆ । ତିନି ନେତାଙ୍କ ଉପରୁ ହଟିଲା ନିଲମ୍ବନ । ନିଲମ୍ବନ ପ୍ରତ୍ୟାହାର ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର । ୧୫ ଜୁଲାଇ ୨୦୨୩ରେ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ସୂଚନା ଭବନରେ ଆୟୋଜିତ ‘ଜାନକୀ ବସନ୍ତ ଯୋଡି ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’ ଶୀର୍ଷକ ଆଲୋଚନାରେ ଯୋଗଦେଇContinue reading “୩ କଂଗ୍ରେସ ନେତାଙ୍କ ଉପରୁ ହଟିଲା ନିଲମ୍ବନ: ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ୱାଳ ଓ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ଉଠିଲା ନିଲମ୍ବନ”

କୋଟିଆ କାହାଣୀକୁ ନେଇ ଆସିଲା ତେଲୁଗୁ ଫିଲ୍ମ । କାହାଣୀରେ ସୀମା ପ୍ରସଙ୍ଗକୁ ନେଇ ଫିଲ୍ମରେ ବିବାଦୀୟ ଦୃଶ୍ୟ ।

କନକ ବ୍ୟୁରୋ: ତେଲୁଗୁ ଚଳଚ୍ଚିତ୍ରରେ କୋଟିଆ କାହାଣୀ । ସୀମା ବିବାଦ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ତେଲୁଗୁ ଚଳଚ୍ଚିତ୍ରରେ ବିବାଦୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଫିଲ୍ମର ଟାଇଟଲ ରହିଛି ‘ଏକ୍ସଟ୍ରା ଅର୍ଡିନାରୀ ମ୍ୟାନ୍’ । ବିବାଦୀୟ ଭୁଖଣ୍ଡ କୋଟିଆ ଆନ୍ଧ୍ରର ବୋଲି ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି । ଏପରିକି କୋଟିଆର ଛବିକୁ ମଳିନ କରିବାକୁ ପଛାଇ ନାହାନ୍ତି ଚଳଚ୍ଚିତ୍ରର ନିର୍ଦ୍ଦେଶକ । ଓଡ଼ିଶାର ଅସ୍ତିତ୍ୱକୁ ସମ୍ପୂର୍ଣ୍ଣ ଗୌଣ କରାଯାଇଛି । ଡିସେମ୍ବର ୮ ତାରିଖରେContinue reading “କୋଟିଆ କାହାଣୀକୁ ନେଇ ଆସିଲା ତେଲୁଗୁ ଫିଲ୍ମ । କାହାଣୀରେ ସୀମା ପ୍ରସଙ୍ଗକୁ ନେଇ ଫିଲ୍ମରେ ବିବାଦୀୟ ଦୃଶ୍ୟ ।”

ଶ୍ରୀକଲା ଘାଟିରେ ଅଭିନେତା-ଅଭିନେତ୍ରୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । କନ୍ଧମାଳରେ କୁହୁଡ଼ି ଯୋଗୁଁ ଦୁର୍ଘଟଣା ।

କନକ ବ୍ୟୁରୋ: କନ୍ଧମାଳରେ କୁହୁଡ଼ି ହେଲା କାଳ । ଶ୍ରୀକଲା ଘାଟିରେ ଅଭିନେତା-ଅଭିନେତ୍ରୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜି. ଉଦୟଗିରି ନିକଟ ଶ୍ରୀକଲା ଘାଟିରେ ଅଭିନେତା ଅଭିଶେକ ଗିରିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ସେ ନିଜେ କାର ଚଳାଉଥିବା ବେଳେ ସାଥିରେ ଥିଲେ ସୁନୀଲ ପଟ୍ଟନାୟକ ଓ ଅଭିନେତ୍ରୀ ସାୟନ ମୁଖାର୍ଜୀ । ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହେବା ପରେ ସମସ୍ତଙ୍କୁ ଜି.ଉଦୟଗିରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଓଡ଼ିଆ ଫିଲ୍ମ ଅଦୃଶ୍ୟContinue reading “ଶ୍ରୀକଲା ଘାଟିରେ ଅଭିନେତା-ଅଭିନେତ୍ରୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । କନ୍ଧମାଳରେ କୁହୁଡ଼ି ଯୋଗୁଁ ଦୁର୍ଘଟଣା ।”

କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାନ୍ତରେ ମାଓବାଦୀ- ଯବାନ ଗୁଳିବିନିମୟ । ଛତ୍ରଭଙ୍ଗ ଦେଲେ ମାଓଗୋଷ୍ଠୀ ।

କନକ ବ୍ୟୁରୋ: ବୌଦ୍ଧ ନଳୀକୁମ୍ପା ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂସ କଲେ ଏସଓଜି ଯବାନ । ଲ୍ୟାଣ୍ଡମାଇନ ଓ ଗୋଟିଏ ରାଇଫଲ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ମନମୁଣ୍ଡା ଥାନା ନଳୀକୁମ୍ପା ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ ଏସଓଜି ଯବାନ କୁମ୍ବିଂ ଅପରେସନ୍ କରିଥିଲେ । ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଦୁଇଘଂଟା ଧରି ଗୁଳିବିନିମୟ ହୋଇଥିଲା । ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ଏସଓଜି ଯବାନ ।Continue reading “କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାନ୍ତରେ ମାଓବାଦୀ- ଯବାନ ଗୁଳିବିନିମୟ । ଛତ୍ରଭଙ୍ଗ ଦେଲେ ମାଓଗୋଷ୍ଠୀ ।”

କେନ୍ଦୁଝର ଜାତୀୟ ରାଜପଥରେ ସିରିଜ୍ ଟ୍ରକ୍ ଦୁର୍ଘଟଣା । ଜଣେ ଡ୍ରାଇଭର ମୃତ, ଦୁଇଜଣ ଗୁରୁତର ଆହତ ।

କନକ ବ୍ୟୁରୋ: କେନ୍ଦୁଝର ୫୨୦ ନମ୍ବର ଜାତୀୟ ରାଜପଥ ଟଣ୍ଟୋ ନିକଟରେ ସିରିଜ ଦୁର୍ଘଟଣା । ୩ଟି ଟ୍ରକ୍ ମଧ୍ୟରେ ସିରିଜ୍ ଦୁର୍ଘଟଣା ହୋଇଥିବା ବେଳେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ୨ ଜଣ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁସାରେ ରୁଗୁଡ଼ି ପଟୁ ଆସୁଥିବା ଏକ ଟ୍ରକର ହଠାତ୍ ଚକା ଫାଟିଯିବା କାରଣରୁୁ ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ୨ଟି ଟ୍ରକ୍କୁ ଗୋଟିଏ ପରେ ଗୋଟିଏ ଧକ୍କା ଦେଇଥିଲାContinue reading “କେନ୍ଦୁଝର ଜାତୀୟ ରାଜପଥରେ ସିରିଜ୍ ଟ୍ରକ୍ ଦୁର୍ଘଟଣା । ଜଣେ ଡ୍ରାଇଭର ମୃତ, ଦୁଇଜଣ ଗୁରୁତର ଆହତ ।”

ଶ୍ରୀରାମଙ୍କ ପାଦ ତଳେ ଚାଲିଗଲା ଜୀବନ । ରାମଲୀଳା ମଞ୍ଚରେ ଗଲା ହନୁମାନ୍ ଚରିତ୍ର ଅଭିନେତାଙ୍କ ଜୀବନ ।

କନକ ବ୍ୟୁରୋ: ମୃତ୍ୟୁ ତ ଆସିବ ହେଲେ ବେଳେ ବେଳେ ମୃତ୍ୟୁ ଏଭଳି ଆସେ ଯାହାକୁ ସୌଭାଗ୍ୟ ବୋଲି କୁହନ୍ତି । ଏଭଳି ଏକ ଘଟଣା ଘଟିଛି ହରିୟାଣା ଭିବାନୀ ଜିଲ୍ଲା ଜବାହର ଚୌକ୍ ନିକଟରେ । ମଞ୍ଚରେ ଚାଲୁଥିଲା ରାମଲୀଳା । ଦର୍ଶକ ଦେଖୁଥାନ୍ତି ଶ୍ରୀରାମଙ୍କ ନିକଟରେ ଭକ୍ତ ଶ୍ରେଷ୍ଠ ହନୁମାନଙ୍କ ନିଷ୍ଠା ଓ ଭକ୍ତିର ଅଭିନୟକୁ । ଏହି ସମୟରେ ଶ୍ରୀରାମଙ୍କ ପାଦପଦ୍ମ ତଳେ ପ୍ରଣାମ କରୁଥିଲେ ହନୁମାନ୍ । ହେଲେ ଆଉ ଉଠିଲେContinue reading “ଶ୍ରୀରାମଙ୍କ ପାଦ ତଳେ ଚାଲିଗଲା ଜୀବନ । ରାମଲୀଳା ମଞ୍ଚରେ ଗଲା ହନୁମାନ୍ ଚରିତ୍ର ଅଭିନେତାଙ୍କ ଜୀବନ ।”

ଦୁନିଆରେ ବହୁ ପଛରେ ପଡିଯାଇଛି ପାକିସ୍ତାନ : ଏହାକୁ ଟ୍ରାକକୁ ଫେରାଇ ଆଣିବା ଏତେ ସହଜ ନୁହେଁ: ନୱାଜ ସରିଫ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ କହିଛନ୍ତି ଯେ ପାକିସ୍ତାନର ବର୍ତ୍ତମାନର ଅବସ୍ଥା ଅତ୍ୟନ୍ତ ଖରାପ ଅଛି । ଏହାକୁ ଟ୍ରାକକୁ ଫେରାଇ ଆଣିବା ଏତେ ସହଜ ନୁହେଁ । ଏହା ସହିତ ସେ କହିଛନ୍ତି ଯେ ଯଦି ସେ କ୍ଷମତାକୁ ଆସନ୍ତି ତେବେ ସେ ଯୁବକମାନଙ୍କ ପାଇଁ ଅନେକ ଚାକିରି ସୃଷ୍ଟି କରିବେ । ଫେବୃଆରୀ ୮ ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ନୱାଜ ଇମ୍ରାନ ଖାନଙ୍କୁ କଠୋର ପୁଣି ଟାର୍ଗେଟContinue reading “ଦୁନିଆରେ ବହୁ ପଛରେ ପଡିଯାଇଛି ପାକିସ୍ତାନ : ଏହାକୁ ଟ୍ରାକକୁ ଫେରାଇ ଆଣିବା ଏତେ ସହଜ ନୁହେଁ: ନୱାଜ ସରିଫ”

Design a site like this with WordPress.com
Get started