କନକ ବ୍ୟୁରୋ: ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର । ତିନି ଶାବକଙ୍କୁ ଜନ୍ମ ଦେଇଛି ନାମିବିଆରୁ ଆସିଥିବା ଚିତା ଜ୍ୱାଲା । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ । ଏହା ସହ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିରେ ଚିତା ଶାବକ ମା’ ପାଖରେ ଖେଳୁଥିବାର ଦେଖିବାକୁ ମିଳିଛି । ଏହା ପୂର୍ବରୁ ଚିତା ଆଶା ତିନି ଶାବକଙ୍କୁ ଜନ୍ମ ଦେଇଥିଲା ।Continue reading “ଜାତୀୟ କୁନୋ ଉଦ୍ୟାନରୁ ଆସିଲା ଭଲ ଖବର । ୩ ଶାବକଙ୍କୁ ଜନ୍ମ ଦେଲା ଚିତା ଜ୍ୱାଲା । ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ।”
Author Archives: Raghaba
କଳାହାଣ୍ଡି ଭବାନୀପାଟଣା ମେଡିକାଲରେ ନିଆଁ । ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଏମସିଏଚ ବିଲ୍ଡିଂରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଗଲେ ରୋଗୀ ।
କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ନିଆଁ । ସ୍ତ୍ରୀ ପ୍ରସୂତି ଓ ଶିଶୁ ବିଭାଗ ୱାର୍ଡରେ ନିଆଁ । ରାତି ପ୍ରାୟ ୧୨ଟା ବେଳେ ସ୍ତ୍ରୀ ପ୍ରସୂତି ଓ ଶିଶୁ ବିଭାଗ ବିଲ୍ଡିଂର ଚତୁର୍ଥ ମହଲାରେ ନିଆଁ ଲାଗିଥିଲା । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ସଦର ଏସଡିପିଓ ଓ ଟାଉନ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚିଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ୩୦ଜଣିଆ ଟିମ ଘଟଣାସ୍ଥଳରେContinue reading “କଳାହାଣ୍ଡି ଭବାନୀପାଟଣା ମେଡିକାଲରେ ନିଆଁ । ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଏମସିଏଚ ବିଲ୍ଡିଂରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଗଲେ ରୋଗୀ । “
ବସ୍ତିକୁ ମାଡିକଲା କାର୍ । ରାମଲାଲାଙ୍କ ପ୍ରତିଷ୍ଠା ଉତ୍ସବ ପାଳନ ବେଳେ ଭୁବନେଶ୍ୱର ୟୁନିଟ୍-୨ ରେ
କନକ ବ୍ୟୁରୋ: ରାମଲାଲାଙ୍କ ପ୍ରତିଷ୍ଠା ଉତ୍ସବ ପାଳନ ବେଳେ ଅଘଟଣ । ଭୁବନେଶ୍ୱର ୟୁନିଟ୍-୨ ପୁରୁଣା ବିଧାନସଭା ପଛପଟ ବସ୍ତିକୁ ମାଡିଗଲା କାର । ଅତ୍ୟଧିକ ମଦ୍ୟପାନ କରି ଦ୍ରୁତ ଗତିରେ ଗାଡି ଚଳାଉଥିବା ଡ୍ରାଇଭର ଜଣେ ଯୁବକଙ୍କୁ ଧକ୍କା ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାରରେ ତିନି ଜଣ ଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖି ୩ ଜଣ ମଦ୍ୟପ ଫେରାର ହୋଇଯାଇଛନ୍ତିContinue reading “ବସ୍ତିକୁ ମାଡିକଲା କାର୍ । ରାମଲାଲାଙ୍କ ପ୍ରତିଷ୍ଠା ଉତ୍ସବ ପାଳନ ବେଳେ ଭୁବନେଶ୍ୱର ୟୁନିଟ୍-୨ ରେ”
ଅଯୋଧ୍ୟା ରାମ ମନ୍ଦିରରେ ସାଧାରଣ ଦର୍ଶନ ଆରମ୍ଭ । ଦିନକୁ ସାଢେ ୯ ଘଣ୍ଟା ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ ।
କନକ ବ୍ୟୁରୋ: ଆଜିଠୁ ରାମଲାଲାଙ୍କ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ମନ୍ଦିରରେ ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଭିଡ଼ ଜମିଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ଅନ୍ତ ହୋଇଛି ୫ଶହ ବର୍ଷର ଅପେକ୍ଷା । ଅସ୍ଥାୟୀ ଟେଂଟରୁ ଭବ୍ୟ ମନ୍ଦିରକୁ ଫେରିବା ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଆଜିଠୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ମହାପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ରୂପକୁ ଦେଖି, ବିଭୋର ହେଉଛନ୍ତି ଭକ୍ତ । ସକାଳ ୭ଟାରୁContinue reading “ଅଯୋଧ୍ୟା ରାମ ମନ୍ଦିରରେ ସାଧାରଣ ଦର୍ଶନ ଆରମ୍ଭ । ଦିନକୁ ସାଢେ ୯ ଘଣ୍ଟା ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ ।”
ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ମହାପ୍ରଭୁଙ୍କୁ ଦର୍ଶନ ପରେ ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ପ୍ରଦର୍ଶନୀ ବୁଲି ଦେଖିବେ ।
କନକ ବ୍ୟୁରୋ: ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୪ଟା ୫୦ରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଯାଇ ଶ୍ରୀସେତୁ ନିକଟ ହେଲିପ୍ୟାଡରେ ଅବତରଣ କରିବେ । ଏହି ଅବସରରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହା ସହ ଶ୍ରୀଜଗନ୍ନାଥବଲ୍ଲଭ ପ୍ରମୋଦ ଉଦ୍ୟାନ ପ୍ରଦର୍ଶନୀ ବୁଲି ଦେଖିବେ । ସେପଟେ ପୁରୀରେ ଆରମ୍ଭ ହୋଇଛି ନୂଆ କଟକଣା । ଭକ୍ତଙ୍କୁ ଭଲ ବ୍ୟବହାର ସହ ଉଚ୍ଚାରଣ ଓ ଆଚରଣ ଠିକ୍ ରଖିବାContinue reading “ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ମହାପ୍ରଭୁଙ୍କୁ ଦର୍ଶନ ପରେ ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ପ୍ରଦର୍ଶନୀ ବୁଲି ଦେଖିବେ ।”
ଟ୍ରକ୍ ଧକ୍କାରେ ଜଳିଗଲା କାର୍ । ଅଳ୍ପକେ ବର୍ତ୍ତିଲେ ଚାଳକ । ବରମୁଣ୍ଡା ପଡ଼ିଆ ନିକଟରେ ଦୁର୍ଘଟଣା ।
କନକ ବ୍ୟୁରୋ: ଧକ୍କା ଦେଲା ଟ୍ରକ, ଜଳିଗଲା କାର । ଗତକାଲି ବିଳମ୍ବିତ ରାତିରେ ବରମୁଣ୍ଡା ପଡ଼ିଆ ସମ୍ମୁଖରେ ଏପରି ଏକ ଦୁର୍ଘଟଣା ଘଟିଛି । ଖୋର୍ଦ୍ଧାପଟକୁ ଯାଉଥିବା ଏକ କାରକୁ ଟ୍ରକ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହୁତୁହୁତୁ ହୋଇ ଜଳିଯାଇଛି କାର । ତେବେ କାରର ଚାଳକ ଜଣକ ବର୍ତ୍ତିଯାଇଛନ୍ତି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଜାଗମରା ଅଂଚଳର ବିଶ୍ୱଜିତ ସିତାର କାମ ସାରି କଟକରୁ ଘରକୁ ଫେରୁଥିଲେ । ଫାୟାର ଷ୍ଟେସନContinue reading “ଟ୍ରକ୍ ଧକ୍କାରେ ଜଳିଗଲା କାର୍ । ଅଳ୍ପକେ ବର୍ତ୍ତିଲେ ଚାଳକ । ବରମୁଣ୍ଡା ପଡ଼ିଆ ନିକଟରେ ଦୁର୍ଘଟଣା ।”
ବାଣୀବିହାର ଓଭର ବ୍ରିଜରେ ସରକାରୀ ବସକୁ ଧକ୍କା ଦେଲା ଘରୋଇ ବସ୍ । ୨ ବସ୍ ଡ୍ରାଇଭରଙ୍କ ସମେତ ଅନେକ ଯାତ୍ରୀ ଆହତ ।
କନକ ବ୍ୟୁରୋ: ଭୁବନେଶ୍ୱର ବାଣୀବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା । ଓଏସଆରଟିସି ବସ୍କୁ ଧକ୍କା ଦେଲା ଘରୋଇ ବସ୍ । ଦୁର୍ଘଟଣାରେ ଦୁଇ ବସର ଡ୍ରାଇଭର ସମେତ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଂଚି ଖୋଳତାଡ଼ ଆରମ୍ଭ କରିଛି । ବସ୍ ବ୍ରେକ ଫେଲ ହେବା ଯୋଗୁୁଁ ଏଭଳି ଦୁର୍ଘଟଣା ଘଟିଥିବା ପୁଲିସ କହିଛି । ତେବେ ଓଭରବ୍ରିଜ ଉପରେ ଟ୍ରାଫିକ ନିୟନ୍ତ୍ରଣ ପାଇଁContinue reading “ବାଣୀବିହାର ଓଭର ବ୍ରିଜରେ ସରକାରୀ ବସକୁ ଧକ୍କା ଦେଲା ଘରୋଇ ବସ୍ । ୨ ବସ୍ ଡ୍ରାଇଭରଙ୍କ ସମେତ ଅନେକ ଯାତ୍ରୀ ଆହତ ।”
ମହଙ୍ଗା ପଡ଼ିଲା ପିସିଆର ଭ୍ୟାନରେ ଶବ ସ୍ଥାନାନ୍ତର । ଝାରସୁଗୁଡ଼ା ଲଖନପୁର ଥାନା ତତ୍କାଳୀନ ଆଇଆଇସି ନିଲମ୍ବିତ ।
କନକ ବ୍ୟୁରୋ: ଝାରସୁଗୁଡ଼ାରେ ଦୁର୍ଘଟଣାସ୍ଥଳରୁ ପିସିଆରରେ ଶବ ସ୍ଥାନାନ୍ତର ଘଟଣାରେ ନିଲମ୍ବନ ହୋଇଛନ୍ତି ଇନ୍ସପେକ୍ଟର ସନ୍ଧ୍ୟାରାଣୀ ଜେନା । ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ସନ୍ଧ୍ୟାରାଣୀ ଜେନାଙ୍କୁ ନିଲମ୍ବିତ କରିଛନ୍ତି । ଗତ ୮ତାରିଖରେ ଲଖନପୁର ଥାନା ଠକଠକି ଛକ ନିକଟରେ ହୋଇଥିବା ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୩ଜଣଙ୍କ ଶବକୁ ପିସିଆର ଭ୍ୟାନରେ ନେଇ ବେଲପାହାଡ଼ ଥାନା ଗୌଡ଼ପଡ଼ା ଛକ ନିକଟରେ ଫିଙ୍ଗି ଦିଆଯାଇଥିଲା । ଏନେଇ ଖବର ପ୍ରସାରଣ ହେବାContinue reading “ମହଙ୍ଗା ପଡ଼ିଲା ପିସିଆର ଭ୍ୟାନରେ ଶବ ସ୍ଥାନାନ୍ତର । ଝାରସୁଗୁଡ଼ା ଲଖନପୁର ଥାନା ତତ୍କାଳୀନ ଆଇଆଇସି ନିଲମ୍ବିତ ।”
ଆଜି ଦେଶ ପାଳୁଛି ୧୨୭ ତମ ନେତାଜୀ ଜୟନ୍ତୀ । କଟକ ନେତାଜୀ ସଂଗ୍ରହାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।
କନକ ବ୍ୟୁରୋ: ଆଜି ଦେଶ ପାଳୁଛି ୧୨୭ ତମ ନେତାଜୀ ଜୟନ୍ତୀ । ଏହି ଅବସରରେ କଟକ ଓଡ଼ିଆ ବଜାରରେ ଥିବା ନେତାଜୀଙ୍କ ଜନ୍ମସ୍ଥାନରେ ବିଶେଷ ଆୟୋଜନ କରାଯାଇଛି । ସଜେଇ ହୋଇଛି ନେତାଜୀଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନ । ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିିରେ ପୁଷ୍ପମାଲ୍ୟ ଦେଇ ତାଙ୍କ ସ୍ମୃତି ଚାରଣ କରାଯାଉଛି । ଏହି ଅବସରରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନେତାଜୀଙ୍କ ସଂଗ୍ରହାଳୟରେ ପହଂଚି ପ୍ରତମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେContinue reading “ଆଜି ଦେଶ ପାଳୁଛି ୧୨୭ ତମ ନେତାଜୀ ଜୟନ୍ତୀ । କଟକ ନେତାଜୀ ସଂଗ୍ରହାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।”
ଦୁଇ କଂଗ୍ରେସ ନେତାଙ୍କ ଉପରୁ ହଟିପାରେ ନିଲମ୍ବନ । ମହମ୍ମଦ ମୋକିମ ଓ ଚିରଞ୍ଜିବ ବିଶ୍ୱାଳଙ୍କ ହୋଇପାରେ ଘର ବାହୁଡା । ପ୍ରଭାରୀଙ୍କୁ ଭେଟିଲେ ଦୁଇ ନେତା ।
କନକ ବ୍ୟୁରୋ: ୬ ମାସରୁ ଅଧିକ ଦିନ ଧରି କଂଗ୍ରେସରୁ ନିଲମ୍ବନ ଥିବା ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ଆଜି ହଟିପାରେ ନିଲମ୍ବନ । ଦୁଇ ହେଭିୱେଟ୍ ନେତା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିବା ପରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଖୋଦ୍ ଅଜୟ କୁମାର ମଧ୍ୟ ଏନେଇ ଆଭାସ ଦେଇଛନ୍ତି । କହିଛନ୍ତି, ଉଭୟଙ୍କ ସହ ଆଲୋଚନା ହୋଇଛି । ଅପେକ୍ଷା କରନ୍ତୁ, ଖୁବ ଶୀଘ୍ର ଭଲContinue reading “ଦୁଇ କଂଗ୍ରେସ ନେତାଙ୍କ ଉପରୁ ହଟିପାରେ ନିଲମ୍ବନ । ମହମ୍ମଦ ମୋକିମ ଓ ଚିରଞ୍ଜିବ ବିଶ୍ୱାଳଙ୍କ ହୋଇପାରେ ଘର ବାହୁଡା । ପ୍ରଭାରୀଙ୍କୁ ଭେଟିଲେ ଦୁଇ ନେତା ।”