କନକ ବ୍ୟୁରୋ: ଚୀନରେ ବଡ ଧରଣର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି । ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଝଟକା ନେପାଳ ସହ ଭାରତର ଦିଲ୍ଲୀ ଏନସିଆର ଏବଂ ଉତ୍ତର ଭାରତର ଏକାଧିକ ଅଞ୍ଚଳରେ ଅନୁଭୂତ ହୋଇଛି । ଏହାପରେ ବି ଚୀନରେ ଏକାଧିକ ଥର ଭୂମିକମ୍ପ ସୃଷ୍ଟି ହୋଇଛି, ଯାହାର ତୀବ୍ରତା ୪.୫ ଯାଏଁ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର୍Continue reading “ଚୀନରେ ଭୀଷଣ ଭୂମିକମ୍ପ । ୭.୨ ତୀବ୍ରତାରେ ଥରିଲା ଚୀନ୍ ମାଟି ।ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ଭୂକମ୍ପ ଝଟକା ।”
Author Archives: Raghaba
ଉଦ୍ଧାର ହେଲା ଟ୍ରେଞ୍ଚ ଭିତରେ ଖସିପଡ଼ିଥିବା ହାତୀ ଛୁଆ । ଉଦ୍ଧାର ପରେ ଜଙ୍ଗଲରେ ନିଜ ପଲ୍ଲକୁ ଫେରିଲା କୁନି ହାତୀ ।
କନକ ବ୍ୟୁରୋ: ଉଦ୍ଧାର ହେଲା କୁନି ହାତୀ ଛୁଆ । କପିଳାସ ବନାଞ୍ଚଳ ଅଧୀନରେ ଥିବା କପିଳାସ ଅଭୟାରଣ୍ୟରେ ଗଭୀର ଟ୍ରେଞ୍ଚ ଭିତରେ ହାତୀ ଛୁଆଟିଏ ଖସିପଡ଼ିଥିଲା । ହେଲେ ଏଥିରୁ ନିଜେ ଉଦ୍ଧାର ପାଇବା ତା ପକ୍ଷରେ ସମ୍ଭବ ହୋଇପାରି ନଥିଲା । ତେବେ ଜଙ୍ଗଲ ଦେଇ ଯାଉଥିବା ଲୋକେ ଏହା ଦେଖିବାକୁ ପାଇଥିଲେ ଓ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା ।Continue reading “ଉଦ୍ଧାର ହେଲା ଟ୍ରେଞ୍ଚ ଭିତରେ ଖସିପଡ଼ିଥିବା ହାତୀ ଛୁଆ । ଉଦ୍ଧାର ପରେ ଜଙ୍ଗଲରେ ନିଜ ପଲ୍ଲକୁ ଫେରିଲା କୁନି ହାତୀ ।”
ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ ହେଲା ଅଙ୍କୁରରୋପଣ । ୨୬ରେ ହେବ କଳସଯାତ୍ରା ଓ ୨୭ରେ ଲୋକାର୍ପଣ ରୀତି ।
କନକ ବ୍ୟୁରୋ: ଆସନ୍ତା ୨୭ ତାରିଖରେ ସମ୍ବଲପୁର ସମଲେଇ ମନ୍ଦିର ବିକାଶ ପାଇଁ ହୋଇଥିବା ସମଲେଇ ପ୍ରକଳ୍ପର ଲୋକାର୍ପଣ କରାଯିବ । ଏହାର ହୋମ ଯଞ୍ଜ ସକାଶେ ସୋମବାର ଅଙ୍କୁରରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ସମଲେଇ ମନ୍ଦିର ଟ୍ରଡବୋର୍ଡ ସଭାପତି ସଂଜୟ ବାବୁ କର୍ତ୍ତା ଦାୟିତ୍ୱ ତୁଲାଇ ଅଙ୍କୁରରୋପଣ କାର୍ଯ୍ୟକ୍ରମ କରିଛନ୍ତି । ୨୬ ତାରିଖରେ ଅଧିବାସ ତଥା କଳସଯାତ୍ରା କରାଯିବାକୁ ଥିବାବେଳେ ୨୭ ତାରିଖ ଦିନ ହୋମ ଯଜ୍ଞ କରାଯାଇ ଲୋକାର୍ପଣ କରାଯିବ ।Continue reading “ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ ହେଲା ଅଙ୍କୁରରୋପଣ । ୨୬ରେ ହେବ କଳସଯାତ୍ରା ଓ ୨୭ରେ ଲୋକାର୍ପଣ ରୀତି ।”
ଅଯୋଧ୍ୟା ଠାରୁ ହଜାରେ କିଲୋମିଟର ଦୂରରେ ଲୋକାର୍ପିତ ହେଲା ଆଉ ଏକ ଭବ୍ୟ ରାମମନ୍ଦିର । ନୟାଗଡ ଫତେଗଡରେ ପ୍ରତିଷ୍ଠା ହେଲା ଶ୍ରୀରାମଙ୍କ ମନ୍ଦିର ।
କନକ ବ୍ୟୁରୋ: ଅେଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ସମାପନ ହୋଇଥିବା ବେଳେ ସେଠାରୁ ଅନେକ ଦୂରରେ ଓଡ଼ିଶାରେ ଆଉ ଏକ ରାମମନ୍ଦିରର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଗ୍ରାମ ନିକଟରେ ରହିଛି ଗିରି ଗୋବର୍ଦ୍ଧନ ପାହାଡ । ଏହି ପାହାଡ଼ ଉପରେ ନବନିର୍ମିତ ପ୍ରଭୁ ଶ୍ରୀରାମ ଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ଏବଂ ନୂତନ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ଏହି ଅବସରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଥିଲାContinue reading “ଅଯୋଧ୍ୟା ଠାରୁ ହଜାରେ କିଲୋମିଟର ଦୂରରେ ଲୋକାର୍ପିତ ହେଲା ଆଉ ଏକ ଭବ୍ୟ ରାମମନ୍ଦିର । ନୟାଗଡ ଫତେଗଡରେ ପ୍ରତିଷ୍ଠା ହେଲା ଶ୍ରୀରାମଙ୍କ ମନ୍ଦିର ।”
ଥାନାରେ ପହଞ୍ଚିିଲା କଣ୍ଠଶିଳ୍ପୀ ବିଭୁକିଶୋରଙ୍କ ପାରିବାରିକ କଳି । ପତ୍ନୀ ଓ ମା’ଙ୍କୁ ବଡ଼ ଭାଇ ଆକ୍ରମଣ କରିଥିବା ନେଇ ଥାନାରେ ମାମଲା ।
କନକ ବ୍ୟୁରୋ: ଥାନାରେ ପହଞ୍ଚିିଲା ଓଲିଉଡ୍ କଣଶିଳ୍ପୀ ବିଭୁକିଶୋରଙ୍କ ପାରିବାରିକ କଳି । ବଡ଼ ଭାଇ ପିଉସଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ବିଭୁକିଶୋରଙ୍କ ପତ୍ନୀ ତଥା ଅଭିନେତ୍ରୀ ରାକ୍ଷୀ ଦାସ । ଏହାସହ କଣ୍ଠଶିଳ୍ପୀ ପମି ମଧ୍ୟ ଖାରବେଳନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ମୁତାବକ, ବିଭୁକିଶୋରଙ୍କ ଘରେ ଭଡ଼ା ନେଇ ରହନ୍ତି ପମି । ହେଲେ ସେ ସିସିଟିଭି ଲଗାଉଥିବା ବେଳେ ଏହାକୁ ପିଉସ ବିରୋଧ କରିବା ସହ ମାଡ଼ମାରିବା ସହ ଗାଳିଗୁଲଜContinue reading “ଥାନାରେ ପହଞ୍ଚିିଲା କଣ୍ଠଶିଳ୍ପୀ ବିଭୁକିଶୋରଙ୍କ ପାରିବାରିକ କଳି । ପତ୍ନୀ ଓ ମା’ଙ୍କୁ ବଡ଼ ଭାଇ ଆକ୍ରମଣ କରିଥିବା ନେଇ ଥାନାରେ ମାମଲା ।”
୫ ଶତାବ୍ଦୀ ପରେ ଜନ୍ମସ୍ଥାନକୁ ଫେରିଲେ ପୁରୁଷୋତ୍ତମ ଶ୍ରୀରାମ । ଆଜିଠୁ ସାଧାରଣ ଦର୍ଶନ
କନକ ବ୍ୟୁରୋ: ଭାରତ ଇତିହାସିରେ ଯୋଡ଼ି ହୋଇଛି ଆଉ ଏକ ସ୍ୱର୍ଣ୍ଣିମ ଓ ଗୌରବ ମୟ ଅଧ୍ୟାୟ । ଐତିହାସିକ କ୍ଷଣରେ, ଶୁଭ ମୁହୁର୍ତ୍ତରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ମନ୍ଦିରର ପ୍ରତିଷ୍ଠା ଓ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆରଏସଏସ ସଂଘ ପ୍ରମୁଖ ମୋହନ ଭାଗବତ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ସନ୍ଥ ସମାଜ ଓ ବହୁ ବିଶିଷ୍ଠ ବ୍ୟକ୍ତିଙ୍କ ଉପସ୍ଥିତିରେ ଶେଷ ହୋଇଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ।Continue reading “୫ ଶତାବ୍ଦୀ ପରେ ଜନ୍ମସ୍ଥାନକୁ ଫେରିଲେ ପୁରୁଷୋତ୍ତମ ଶ୍ରୀରାମ । ଆଜିଠୁ ସାଧାରଣ ଦର୍ଶନ”
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ସାମିଲ ହେଲେ ୪ ହଜାର ସାଧୁସନ୍ଥ ୯୫ ଜଣ କ୍ରୀଡାବିତ୍
କନକ ବ୍ୟୁରୋ : ଅଯୋଧ୍ୟା ଭବ୍ୟ ରାମମନ୍ଦିରରେ ଶୋଭା ପାଉଛନ୍ତି ରାମଲାଲା । ବିଧିବିଧାନରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ଏହି ଐତିହାସିକ ମୁହୁର୍ତର ମୁଖସାକ୍ଷୀ ହୋଇଛି ପୂରା ଦେଶ । ତେବେ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଅନେକ ଜଣାଶୁଣା ବ୍ୟକ୍ତିବିଶେଷ । ମୁକେଶ. ନୀତା. ଆକାଶ ଅମ୍ବାନୀ, ଇସା ଅମ୍ବାନୀ ନିଜ ସ୍ୱାମୀଙ୍କ ସହ ପ୍ରାଣପ୍ରତିଷ୍ଠ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଥିସହ ଟାଟା ଗ୍ରୁପର ଅନେକ ବରିଷ୍ଠ ଅଧିକାରୀଙ୍କ ସହ ଯୋଗଗୁରୁContinue reading “ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ସାମିଲ ହେଲେ ୪ ହଜାର ସାଧୁସନ୍ଥ ୯୫ ଜଣ କ୍ରୀଡାବିତ୍”
ପ୍ରାଣପ୍ରତିଷ୍ଠାରେ ଉତ୍ସବମୁଖର ଅଯୋଧ୍ୟା । ସାମିଲ ହେଲେ ବଲିଉଡ଼ କଳାକାର
କନକ ବ୍ୟୁରୋ : ସୋମବାର ଅଯୋଧ୍ୟ।। ଭବ୍ୟ ରାମମନ୍ଦିରରେ ପ୍ରାଣପ୍ରତିଷ୍ଠା ସହ ବିରାଜିଛନ୍ତି ପ୍ରଭୁ ରାମଲାଲା । ଅପୂର୍ବ,ଅଲୌକିକ, ଅଦଭୁତ ବିଗ୍ରହ ଦର୍ଶନ କରି ବିମୋହିତ ହୋଇଛନ୍ତି ଶ୍ରଦ୍ଧାଳୁ । ଦେଶ ବିଦେଶରୁ ନିମନ୍ତ୍ରିତ ଅତିଥି ଅଯୋଧ୍ୟାରେ ପହଁଚି ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଛନ୍ତି । ଅନ୍ୟପଟେ ନିମନ୍ତ୍ରିତ ବଲିଉଡ କଳାକାର ମଧ୍ୟ ସୋମବାର ସକାଳୁ ସକାଳୁ ଅଯୋଧ୍ୟାରେ ପହଁଚିଥିଲେ । ପାରମ୍ପରିକ ବେଶଭୁଷାରେ ଏମାନଙ୍କୁ ଦେଖିବାକୁ ମିଳିଛି । ରଜନୀକାନ୍ତ, ବିଗ ଅମିତାଭ ବଚ୍ଚନ, ଅଭିଶେକContinue reading “ପ୍ରାଣପ୍ରତିଷ୍ଠାରେ ଉତ୍ସବମୁଖର ଅଯୋଧ୍ୟା । ସାମିଲ ହେଲେ ବଲିଉଡ଼ କଳାକାର”
ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତା ସୈଫ ଅଲ୍ଲୀ ଖାନ । କାନ୍ଧ ଓ ଆଣ୍ଠୁର କରାଗଲା ଅସ୍ତ୍ରୋପଚାର, ସୁଟିଂ ସମୟରେ ଆହତ ହୋଇଥିଲେ ଅଭିନେତା
କନକ ବ୍ୟୁରୋ : ଡାକ୍ତରଖାନରେ ଚାଲିଛି ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଚିକିତ୍ସା । ସୂଚନା ଅନୁସାରେ ସୋମବାର ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ସୈଫଙ୍କ ଅସ୍ତ୍ରୋପଚାର କରାଯାଇଛି । ଅଭିନେତାଙ୍କ କାନ୍ଧ ଓ ଆଣ୍ଠୁ ଆଘାତପ୍ରାପ୍ତ ହେବା ପରେ ଅସ୍ତ୍ରୋପଚାର କରାଯାଇଛି । ୨୦୧୬ ମସିହାରେ ମଧ୍ୟ ସୈଫ ଆଘାତପ୍ରାପ୍ତ ହେବା ପରେ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ ବର୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । The postContinue reading “ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତା ସୈଫ ଅଲ୍ଲୀ ଖାନ । କାନ୍ଧ ଓ ଆଣ୍ଠୁର କରାଗଲା ଅସ୍ତ୍ରୋପଚାର, ସୁଟିଂ ସମୟରେ ଆହତ ହୋଇଥିଲେ ଅଭିନେତା”
ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଖେଳିବେନି ବିରାଟ କୋହଲୀ । ବ୍ୟକ୍ତିଗତ କାରଣ ଦର୍ଶାଇଲେ ବିରାଟ, ବିସିସିଆଇର ସୂଚନା
କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ନେଇ ଆସିଛି ବଡ ଖବର । ପ୍ରଥମ ଦୁଇଟି ମ୍ୟାଚରୁ ବାଦ ପଡିଲେ ବିରାଟ କୋହଲୀ । ବ୍ୟକ୍ତିଗତ କାରଣରୁ କୋହଲୀ ଖେଳିବେନି । ବିସିସିଆଇ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ବିିସିସିଆଇ କହିଛି ପ୍ରଥମ ଦୁଇଟି ଟେଷ୍ଟ ନଖେଳିବା ପାଇଁ ବିରାଟ କୋହଲୀ ରୋହିତ ଶର୍ମା, ଟିମ ମ୍ୟାନେଜମେଂଟ ଓ ଚୟନକର୍ତାଙ୍କ ସହ ଆଲୋଚନାContinue reading “ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଖେଳିବେନି ବିରାଟ କୋହଲୀ । ବ୍ୟକ୍ତିଗତ କାରଣ ଦର୍ଶାଇଲେ ବିରାଟ, ବିସିସିଆଇର ସୂଚନା”