କନକ ବ୍ୟୁରୋ : ସାନିଆ ମୀର୍ଜା ଓ ସୋଏବ ମଲ୍ଲିକଙ୍କ ବିବାହ ବିଚ୍ଛେଦ ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଭାରତ ସହ ପାକିସ୍ତାନ ମିଡିଆରେ ସେଲିବ୍ରେଟିଙ୍କ ବିବାହ ବିଚ୍ଛେଦ ପରେ ଅନେକ ପ୍ରକାର ଖବର ପ୍ରସାରଣ ହେଊଛି । ସବୁଠୁ ବଡ କଥା ହେଉଛି ସାନିଆଙ୍କୁ ମିଳୁଛି ପାକିସ୍ତାନରୁ ଭରପୂର ସମର୍ଥନ । ସାନିଆଙ୍କ ସମର୍ଥନରେ ଓ ସୋହେବଙ୍କ ବିରୋଧରେ ସୋସିଆଲ ମିଡିଆ ଫଲୋର ଆଗକୁ ଆସୁଛନ୍ତି । ୨୦୧୦ରେ ପ୍ରେମ ବିବାହContinue reading “ବିବାହ ବିଚ୍ଛେଦ ପରେ ସାନିଆ ମୀର୍ଜାଙ୍କ ସପକ୍ଷରେ ବାହାରିଲେ ପାକିସ୍ତାନୀ ପ୍ରଶଂସକ । ସୋସିଆଲ ମିିଡିଆରେ ସୋଏବ ମଲ୍ଲିକଙ୍କୁ ପ୍ରଶଂସକଙ୍କ ପ୍ରଶ୍ନବାଣ”
Author Archives: Raghaba
ଉତ୍ସାହ ଓ ଖୁସି ସହ ବିଭୋର ରାମଭକ୍ତ । ଶ୍ରୀରାମ ପତାକାରେ ଝଲସିଲା ମନ୍ଦିର, ମଠ, ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଲା ଆମେରିକାଠୁ ବିଟ୍ରେନ
କନକ ବ୍ୟୁରୋ : ରାମନାମରେ ପ୍ରକମ୍ପିତ ହୋଇଛି ସାରା ଦେଶ । ପ୍ରାଣପ୍ରତିଷ୍ଠା ପାଇଁ କେବଳ ଉତରପ୍ରଦେଶର ଅଯୋଧ୍ୟା ସହର ଉତ୍ସବ ମୁଖର ହୋଇ ଉଠିନି ବଂର ପୂରା ଦେଶରେ ଦେଖିବାକୁ ମିଳିଛି ସେହି ସମାନ ଉତ୍ସାହ ଓ ଖୁସି ।ରାମଙ୍କ ଭକ୍ତିରେ ବିଭୋର ହୋଇଛନ୍ତି ରାମଭକ୍ତ । ବିଭିନ୍ନ ସହରରେ ଥିବା ରାମ ଓ ହନୁମାନ ମନ୍ଦିରରେ ସ୍ୱତନ୍ତ୍ର ପୂଜା ପାଠ କରାଯିବା ସହ ବେଶ ଆକର୍ଷଣୀୟ ସାଜସଜା କରାଯାଇଛି । ଘର, ମନ୍ଦିର, ମଠରେContinue reading “ଉତ୍ସାହ ଓ ଖୁସି ସହ ବିଭୋର ରାମଭକ୍ତ । ଶ୍ରୀରାମ ପତାକାରେ ଝଲସିଲା ମନ୍ଦିର, ମଠ, ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଲା ଆମେରିକାଠୁ ବିଟ୍ରେନ”
ଆସାମରେ ନ୍ୟାୟ ଯାତ୍ରାକୁ ଅଟକାଯାଇଥିବା ଅଭିଯୋଗ ଆଣିଲେ ରାହୁଲ । ସନ୍ଥ ଶଙ୍କରଦେବଙ୍କ ଜନ୍ମସ୍ଥଳୀକୁ ଯିବାକୁ ଦେଲାନି ପୁଲିସ ପ୍ରଶାସନ
କନକ ବ୍ୟୁରୋ : ଆସାମର ନଅଗାଁରେ ନ୍ୟାୟ ଯାତ୍ରାକୁ ଅଟକାଯାଇଥିବା ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ । ସନ୍ଥ ଶଙ୍କରଦେବଙ୍କ ଜନ୍ମସ୍ଥଳୀକୁ ଯିବାକୁ ପୁଲିସ ପ୍ରଶାସନ ଅନୁମତି ଦେଇନଥିବା ଅଭିଯୋଗ କରିଛନ୍ତି ରାହୁଲ । ଏହାସହ ତାଙ୍କ ଉପରେ କାହିଁକି ଏହି କଟକଣା ଲଗାଯାଇଛି । ଏବଂ କଣ ଅପରାଧ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ଅନୁମତି ମିଳିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧୀ । ପ୍ରଥମେ ଅନୁମତି ଦିଆଯାଇଥିଲା କିନ୍ତୁ ପରେ ବାରଣ କରାଯାଇଥିବାContinue reading “ଆସାମରେ ନ୍ୟାୟ ଯାତ୍ରାକୁ ଅଟକାଯାଇଥିବା ଅଭିଯୋଗ ଆଣିଲେ ରାହୁଲ । ସନ୍ଥ ଶଙ୍କରଦେବଙ୍କ ଜନ୍ମସ୍ଥଳୀକୁ ଯିବାକୁ ଦେଲାନି ପୁଲିସ ପ୍ରଶାସନ”
ଶୁଭ ମୁହୁର୍ତରେ ଅଯୋଧ୍ୟାରେ ରାମଲାଲାଙ୍କର ହେଲା ପ୍ରାଣ ପ୍ରତିଷ୍ଠା । ଦିବ୍ୟ ଦର୍ଶନ କଲା ସାରା ବିଶ୍ୱ, ପ୍ରାଣ ପ୍ରତିଷ୍ଠା ଉତ୍ସବରେ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
କନକ ବ୍ୟୁରୋ : ଭବ୍ୟ, ଦିବ୍ୟ ସ୍ୱରୂପ । ମନମୋହକ ପ୍ରଭୁ ଶ୍ରୀରାମଙ୍କ ବାଳରୂପ । ଯେଉଁ ରୂପ ଦେଖିବାକୁ ବର୍ଷ ବର୍ଷ ଧରି କୋଟି କୋଟି ରାମ ଭକ୍ତ ଅପେକ୍ଷା କରିଥିଲେ, ଏବେ ଅନ୍ତ ଘଟିଛି । ଅଯୋଧ୍ୟା ନଗରୀର ଭବ୍ୟ ମନ୍ଦିରର ଗର୍ଭ ଗୃହରେ ମର୍ଯ୍ୟାଦାପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ବିରାଜମାନ ହୋଇଛନ୍ତି । ପଣ୍ଡିତ ଓ ସାଧୁ ସନ୍ଥଙ୍କ ମନ୍ତ୍ରଉଚ୍ଚାରଣ ଓ ପୂଜାପାଠ ଭିତରେ, ସଂପନ୍ନ ହୋଇଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ରାମContinue reading “ଶୁଭ ମୁହୁର୍ତରେ ଅଯୋଧ୍ୟାରେ ରାମଲାଲାଙ୍କର ହେଲା ପ୍ରାଣ ପ୍ରତିଷ୍ଠା । ଦିବ୍ୟ ଦର୍ଶନ କଲା ସାରା ବିଶ୍ୱ, ପ୍ରାଣ ପ୍ରତିଷ୍ଠା ଉତ୍ସବରେ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ”
ଭାରତରେ ଅଯୋଧ୍ୟା ଓ ଥାଇଲାଣ୍ଡରେ ଅୟୁଥ୍ୟା ଉଭୟ ସ୍ଥାନରେ କମ୍ପୁଛି ‘ଜୟ ଶ୍ରୀରାମ’ ନାରା, ଜାଣନ୍ତୁ ଉଭୟ ସ୍ଥାନ ମଧ୍ୟରେ କଣ ରହିଛି ସମାନତା
କନକ ବ୍ୟୁରୋ : ଆଜିର ଦିନ ହେଉଛି ଅଯୋଧ୍ୟାର । ସାରା ବିଶ୍ୱରେ ଆଜି ଅଯୋଧ୍ୟା ବିଷୟରେ ଆଲେଚନା କରାଯାଉଛି । ଆଜି ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରତିମୂର୍ତ୍ତୀ ସ୍ଥାପିତ ହୋଇଛି । ଆଜି ସାରା ଭାରତର ଲୋକେ ଏହାକୁ ମହା ଆଡମ୍ବରରେ ପାଳନ କରୁଛନ୍ତି । ବିଦେଶରେ ମଧ୍ୟ ରାମଙ୍କ ନାମର ସ୍ୱର ଶୁଣିବାକୁ ମିଳୁଛି । ଏବେ ଯେତେବଳେ ଆମେ ଅଯୋଧ୍ୟାର କଥା କୁହୁଛୁ ସେତେବେଳେ ଏହିଭଳି ନାମରେ ଚାଲନ୍ତୁ ଏକ ଅନ୍ୟ ସହରରContinue reading “ଭାରତରେ ଅଯୋଧ୍ୟା ଓ ଥାଇଲାଣ୍ଡରେ ଅୟୁଥ୍ୟା ଉଭୟ ସ୍ଥାନରେ କମ୍ପୁଛି ‘ଜୟ ଶ୍ରୀରାମ’ ନାରା, ଜାଣନ୍ତୁ ଉଭୟ ସ୍ଥାନ ମଧ୍ୟରେ କଣ ରହିଛି ସମାନତା”
କଂଗ୍ରେସ କରିବ ବାହାଘର: ବିଜେଡି-ବିଜେପି ଭିତରେ ପକାଇବ ହାତଗଣ୍ଠି!
କନକ ବ୍ୟୁରୋ: ଅନେକ ପ୍ରସଙ୍ଗରେ ବିଜେଡି-ବିଜେପି ନେତା ପରସ୍ପର ବିରୋଧରେ ବୟାନ ଦେଉଛନ୍ତି । ବିଭିନ୍ନ ପ୍ରସଙ୍ଗରେ ଦୁଇ ଦଳର ନେତା ପରସ୍ପରକୁ ସମାଲୋଚନା କରୁଛନ୍ତି, ତଥାପି ଉଭୟ ଦଳ ମଧ୍ୟରେ ଭିତିରି ବୁଝାମଣା ଥିବା ଆଲୋଚନା ହେଉଛି । ଏଭଳି ସ୍ଥିତିରେ ବିଜେଡି-ବିଜେପି ଏକାଠି ଅଛନ୍ତି ବୋଲି ବାର୍ତା ନେଇ ଲୋକଙ୍କ ପାଖକୁ ଯିବାକୁ ଯୋଜନା କରୁଛି ବିରୋଧୀ କଂଗ୍ରେସ । କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ବିଜେଡି-ବିଜେପି ମଧ୍ୟରେ ଭିତିରି ସମ୍ପର୍କContinue reading “କଂଗ୍ରେସ କରିବ ବାହାଘର: ବିଜେଡି-ବିଜେପି ଭିତରେ ପକାଇବ ହାତଗଣ୍ଠି!”
ନିର୍ବାଚନ ପାଇଁ ଗାଁ ମୁହାଁ ବିଜେଡି: ଜନ ସଂପର୍କ ପରେ ପରିବାର ସଂପର୍କ ଅଭିଯାନ
କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଇଁ ଆଉ ଦୁଇ ମାସ ବାକି ଥିବା ବେଳେ ଗାଁ ମୁହାଁ ହୋଇଛନ୍ତି ରାଜନୈତିକ ଦଳ । ଜନସମ୍ପର୍କ ପରେ ବିଜେଡି ଆରମ୍ଭ କରିବାକୁ ଯାଉଛି ପରିବାର ସମ୍ପର୍କ କାର୍ଯ୍ୟକ୍ରମ । ୫ ତାରିଖ ଯାଏଁ ଘରେ ଘରେ ନବୀନ ସରକାରଙ୍କ ବାର୍ତା ପହଂଚାଇବ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେପଟେ ୨୪ବର୍ଷରେ ବିଜେଡି ଲୋକଙ୍କ ପାଇଁ କିଛି କରିନାହିଁ । ଏବେ ଗାଁକୁ ଗଲେContinue reading “ନିର୍ବାଚନ ପାଇଁ ଗାଁ ମୁହାଁ ବିଜେଡି: ଜନ ସଂପର୍କ ପରେ ପରିବାର ସଂପର୍କ ଅଭିଯାନ”
ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହେଉଛି ପ୍ରାତ୍ର ଇଲେକ୍ଟ୍ରୋନିକ୍ସର ସେଲସ୍ ବୁକିଂ । ୧ ହଜାର ଟଙ୍କା ଦେଇ ବୁକିଂ କରନ୍ତୁ ୩୦ ହଜାର ଟଙ୍କାର ଜିନିଷ କିଣନ୍ତୁ
କନକ ବ୍ୟୁରୋ : ଆସନ୍ତା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶାର ସର୍ବବୃହତ ରିଟେଲ ଚେନ ପାତ୍ର ଇଲେକ୍ଟ୍ରୋନିକସରେ ସେଲସ ବୁକିଂ ଆରମ୍ଭ ହୋଇଛି । ଆଜି ହିଁ ୧,୦୦୦ ଟଙ୍କା ଦେଇ ବୁକିଂ କରନ୍ତୁ ଏବଂ ଜାନୁଆରୀ ୨୬ ତାରିଖ ଦିନ ୩୦ ହଜାର ଟଙ୍କାରୁ ଉର୍ଧ୍ଵ ଯେକୌଣସି ଜିନିଷ କିଣିଲେ ଆପଣ ପାଇବେ ୫,୯୯୦ ଟଙ୍କା ମୂଲ୍ୟର ଏକ ବିନ ବ୍ୟାଗ । ଏହି ଅଫର ପାତ୍ର ଇଲେକ୍ଟ୍ରୋନିକସର ସମସ୍ତ ଷ୍ଟୋରରେ ଉପଲବ୍ଧ ହେବ ବୋଲିContinue reading “ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହେଉଛି ପ୍ରାତ୍ର ଇଲେକ୍ଟ୍ରୋନିକ୍ସର ସେଲସ୍ ବୁକିଂ । ୧ ହଜାର ଟଙ୍କା ଦେଇ ବୁକିଂ କରନ୍ତୁ ୩୦ ହଜାର ଟଙ୍କାର ଜିନିଷ କିଣନ୍ତୁ”
ଆଇଏଏସ ସ୍ତରରେ ବଡ ଧରଣ ଅଦଳ ବଦଳ: ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଅତିରିକ୍ତ ଦାୟିତ୍ୱରେ ରହିଲେ ସମର୍ଥ ବର୍ମା
କନକ ବ୍ୟୁରୋ: ଆଜି ରାଜ୍ୟ ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି । ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ସେପଟେ ଆଇଏଏସ ସମର୍ଥ ବର୍ମାଙ୍କୁ ମିଳିଛି ଅତିରିକ୍ତ ଶ୍ରୀମନ୍ଦିର ମ୍ରୁ୍ୟ ପ୍ରଶାସକ ଦାୟିତ୍ୱ । ସେହିପରି ଆଶିଷ ଠାକରେଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ, ବୀନିତ ଭରଦ୍ୱାଜ ହେଲେ କଟକ ଜିଲ୍ଲାପାଳ । ବିଶାଳ ସିଂ ହେଲେ କେନ୍ଦୁଝର ଜିଲ୍ଲାପାଳ । ଅବଦୁଲ ଅଖତର ହେଲେ ଅନୁଗୁଳ ଜିଲ୍ଲାପାଳ ।Continue reading “ଆଇଏଏସ ସ୍ତରରେ ବଡ ଧରଣ ଅଦଳ ବଦଳ: ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଅତିରିକ୍ତ ଦାୟିତ୍ୱରେ ରହିଲେ ସମର୍ଥ ବର୍ମା”
ପାରାଦୀପର ତୈଳ ବିଶୋଧନାଗାରରେ ଫୁଲର ସମ୍ଭାର । ଦେଖଣାହାରୀଙ୍କ ମନ ମୋହୁଛି ଫୁଲରେ ସଜ୍ଜିତ କଳସ, ଡଙ୍ଗା, ହାତୀ ଓ ନର୍ତ୍ତକୀ
କନକ ବ୍ୟୁରୋ : କୋହଲା ପାଗ ସାଙ୍ଗକୁ ଶୀତୁଆ ସକାଳ । ଅହରହ କେଁ କଟର କଟର ତେଲ କମ୍ପାନୀ ଭିତରେ ଫୁଲର ଗହଳି । ଅପୂର୍ବ ଶୋଭାରାଜିର ନିଆରା ସମ୍ଭାର । ଫୁଲରେ ଚିତ୍ରିତ ଭିନ୍ନ ଭିନ୍ନ ରୂପ । କଳସ, ଡଙ୍ଗା, ହାତୀ ଓ ନର୍ତକୀ ରୂପରେ ସଜ୍ଜା ହୋଇଛି ଫୁଲ । ଏ ହେଉଛି, ପାରାଦୀପର ତୈଳ ବିଶୋଧନାଗାରର ଦୃଶ୍ୟ । ଦିନ ରାତି ପେଟ୍ରୋଲ ଡିଜେଲ ଗ୍ୟାସ ତିଆରି ଚାଲିଥିବା ଏହିContinue reading “ପାରାଦୀପର ତୈଳ ବିଶୋଧନାଗାରରେ ଫୁଲର ସମ୍ଭାର । ଦେଖଣାହାରୀଙ୍କ ମନ ମୋହୁଛି ଫୁଲରେ ସଜ୍ଜିତ କଳସ, ଡଙ୍ଗା, ହାତୀ ଓ ନର୍ତ୍ତକୀ”