କଳାହାଣ୍ଡି ଆଧିବାସୀଙ୍କ ନିଆରା ପରମ୍ପରା ଟୋକି ପର୍ବ । ଭଲ ଚାଷ ପାଇଁ ୧୨ ବର୍ଷରେ ଥରେ ପାଳନ ହୁଏ ନିଆରା ପର୍ବ

କନକ ବ୍ୟୁରୋ : ଆଦିବାସୀ ପରମ୍ପରା, ସଂସ୍କୃତି ଚାଲିଚଳଣୀରେ ଭରି ରହିଛି ଆଦିମ ସଭ୍ୟତାର ଝଲକ୍ । ଯଦିଓ ଧିରେଧିରେ ବେଶଭୂଷାରେ ପରିବର୍ତ୍ତନ ହୋଇଛି, ତଥାପି କନ୍ଧ ସମ୍ପ୍ରଦାୟରେ ପରମ୍ପରାର ନିଦର୍ଶନ ଦେଖିବାକୁ ମିଳେ । ମାଟି ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଦିବାସୀ କନ୍ଧ ସମ୍ପ୍ରଦାୟର ଜନଜାତିଙ୍କ ଦ୍ଵାରା ପ୍ରତି ୧୨ ବର୍ଷ ଅନ୍ତରରେ ଟୋକିମରା ପର୍ବ ପାଳନ କରାଯାଏ। ଚଳିତ ବର୍ଷ ଜିଲ୍ଲାର ଥୁଆମୂଳରାମପୁର ଓ କଲମପୁର ବ୍ଲକ ଅନ୍ତର୍ଗତ ମାଠିଆପଡା ଗାଁରେ ଧୂମଧାମାରେContinue reading “କଳାହାଣ୍ଡି ଆଧିବାସୀଙ୍କ ନିଆରା ପରମ୍ପରା ଟୋକି ପର୍ବ । ଭଲ ଚାଷ ପାଇଁ ୧୨ ବର୍ଷରେ ଥରେ ପାଳନ ହୁଏ ନିଆରା ପର୍ବ”

ସମସ୍ତଙ୍କ ମନରେ ପ୍ରଭୁ ରାମ । ସାଖୀଗୋପାଳରେ ପଟ୍ଟଚିତ୍ର ମାଧ୍ୟମରେ ରାମ ମନ୍ଦିର କରି ଭକ୍ତି ଅର୍ଘ୍ୟ ଅର୍ପଣ କଲେ ଶିଳ୍ପୀ

କନକ ବ୍ୟୁରୋ : ପୁରୀ ସତ୍ୟବାଦୀ ବ୍ଲକ ମଠ ସାହି ଅଂଚଳରେ ପଟ୍ଟଚିତ୍ର କାରିଗର ନୀଳମଣି ଜେନାଙ୍କ ତୁଳି ମୁନରେ ଶୋଭା ପାଇଛି ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ରାମଲାଲାଙ୍କ ଭବ୍ୟ ମନ୍ଦିର ଏବଂ ଜନ୍ମଠାରୁ ରାଜଭିସେକ ବିଷୟ ବସ୍ତୁ । ରାମଲାଲାଙ୍କ ଜୀବନୀ ଠାରୁ ନେଇ ରାଜ୍ୟଭିଷେକ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଅତି ନିଖୁଣ ଭାବେ ଦର୍ଶାଇଛନ୍ତି ନୀଳମଣି ଓ ତାଙ୍କ ସହଯୋଗୀ । କଟନ କପଡ଼ା ଏବଂ ସଂପୂର୍ଣ୍ଣ ପ୍ରାକୃତିକ ରଙ୍ଗରେ ମୋଟ ୮ ଫୁଟContinue reading “ସମସ୍ତଙ୍କ ମନରେ ପ୍ରଭୁ ରାମ । ସାଖୀଗୋପାଳରେ ପଟ୍ଟଚିତ୍ର ମାଧ୍ୟମରେ ରାମ ମନ୍ଦିର କରି ଭକ୍ତି ଅର୍ଘ୍ୟ ଅର୍ପଣ କଲେ ଶିଳ୍ପୀ”

ମାଲକାନଗିରି ବଣ୍ଡାଘାଟି ସହ ରହିଛି ରାମଙ୍କ ବନବାସର ସଂପର୍କ । ଆଜି ବି ଉଦଜିବିତ ତ୍ରେତୟା ଯୁଗର ଚିହ୍ନ ଓ କିମ୍ବଦନ୍ତି

କନକ ବ୍ୟୁରୋ : ପିତୃ ସତ୍ୟ ପାଳନ ପାଇଁ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ୧୪ ବର୍ଷ ବନବାସ କରିଥିଲେ । ସାଥିରେ ଥିଲେ ଭ୍ରାତା ଲକ୍ଷ୍ମଣ ଓ ପତ୍ନୀ ସୀତା । ସେତେବେଳେ ଦଣ୍ଡକାରଣ୍ୟ ଜଙ୍ଗଲରେ ବହୁ ବର୍ଷ ବିତାଇଥିଲେ ମର୍ଯ୍ୟାଦା ପୁରୁଷୋତମ ରାମ ଓ ମାତା ସୀତା । ଦଣ୍ଡକାରଣ୍ୟ ଜଙ୍ଗଲରେ ସମୟ କାଟିବା ବେଳେ ବଣ୍ଡାଘାଟିକୁ ଆସିଥିଲେ । କିମ୍ବଦନ୍ତି କୁହେ, ବଣ୍ଡା ଘାଟିର ଏହି କୁଣ୍ଡରେ ମାତା ସୀତା ସ୍ନାନ କରିବାContinue reading “ମାଲକାନଗିରି ବଣ୍ଡାଘାଟି ସହ ରହିଛି ରାମଙ୍କ ବନବାସର ସଂପର୍କ । ଆଜି ବି ଉଦଜିବିତ ତ୍ରେତୟା ଯୁଗର ଚିହ୍ନ ଓ କିମ୍ବଦନ୍ତି”

ଅଯୋଧ୍ୟାରେ ରାମଲାଲାଙ୍କା ପ୍ରାଣ ପ୍ରତିଷ୍ଠା, ଗାଁ ଗାଁରେ ଉତ୍ସବ । ବିଭିନ୍ନ ଜିଲ୍ଲାରେ ଥିବା ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା

କନକ ବ୍ୟୁରୋ : ଭଗବାନ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ସବୁଠି ଆଧ୍ୟାତ୍ମିକ ବାତାବରଣ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ରାଜେନ୍ଦ୍ରପୁର ସ୍ଥିତ ଇସାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଛି ବିଶ୍ୱଶାନ୍ତି ମହାଯଜ୍ଞ । ସକାଳୁ ଶତାଧିକ ମହିଳା ନଦୀରେ ସ୍ନାନ କରି କଳସ ଶୋଭାଯାତ୍ରାରେ ଆସି ଯଜ୍ଞ ସ୍ଥଳରେ କଳସ ସ୍ଥାପନ କରିଛନ୍ତି । ସେପ୍ଣଙ୍କ କେନ୍ଦୁଝର ଜିଲ୍ଲା ଯୋଡ଼ା ଓ ବଡ଼ବିଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି । ଯୁବବର୍ଗ ବିଭିନ୍ନ ପ୍ରକାରContinue reading “ଅଯୋଧ୍ୟାରେ ରାମଲାଲାଙ୍କା ପ୍ରାଣ ପ୍ରତିଷ୍ଠା, ଗାଁ ଗାଁରେ ଉତ୍ସବ । ବିଭିନ୍ନ ଜିଲ୍ଲାରେ ଥିବା ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା”

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ । ଗ୍ରୁପ ‘ଏ’ ଗ୍ରୁପ ‘ବି’ ଅଫିସର ନିଯୁକ୍ତିରେ ସଂଶୋଧନ

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏନେଇ ମୁଖ୍ୟ ଶାସନ ସଚିବ ପିକେ ଜେନା ସୂଚନା ଦେଇଛନ୍ତି । ସୂଚନା ମୁତାବକ ୧୪ଟି ପ୍ରସ୍ତାବ ମଧ୍ୟରେ ରହିଛି ପିଡିଏସ ବ୍ୟବସ୍ଥାର ସଂଶୋଧନ, ଗ୍ରୁପ ଏ ଓ ଗ୍ରୁପ ବି ଅଫିସର ନିଯୁକ୍ତି ପ୍ରକ୍ରିୟାରେ ସଂଶୋଧନ । ଏହାସହ କଳାହାଣ୍ଡି କୋକସରାରେ ହେବ ଏକସାଇଜ ଷ୍ଟେସନ, ଓଡିଶା ଅଗ୍ନିଶମବାହିନୀ ନିଯୁକ୍ତିରେ ହେବ ସଂଶୋଧନ । ଖୋର୍ଦ୍ଦା ଡେରାସରେ ହେବ କର୍ମଜୀବୀContinue reading “ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ । ଗ୍ରୁପ ‘ଏ’ ଗ୍ରୁପ ‘ବି’ ଅଫିସର ନିଯୁକ୍ତିରେ ସଂଶୋଧନ”

କଂଗ୍ରେସ ପ୍ରଭାରୀଙ୍କୁ ଭେଟିଲେ ମହମ୍ମଦ ମୋକିମ ଓ ଚିରଞ୍ଜିବ ବିଶ୍ୱାଳ: ଅଜୟ କୁମାର କହିଲେ, ଆଲୋଚନା ହେଲା, ଖୁବଶୀଘ୍ର ପାଇବେ ଖୁସି ଖବର

କନକ ବ୍ୟୁରୋ: ୬ ମାସରୁ ଅଧିକ ଦିନ ଧରି କଂଗ୍ରେସରୁ ନିଲମ୍ବନ ଥିବା ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ ଖୁବଶୀଘ୍ର ଦଳକୁ ଫେରିବେ । ଆଜି ଦୁଇ ହେଭିୱେଟ୍ ନେତା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିବା ପରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଖୋଦ୍ ଅଜୟ କୁମାର ମଧ୍ୟ ଏନେଇ ଆଭାସ ଦେଇଛନ୍ତି । କହିଛନ୍ତି, ଉଭୟଙ୍କ ସହ ଆଲୋଚନା ହୋଇଛି । ଅପେକ୍ଷା କରନ୍ତୁ, ଖୁବ ଶୀଘ୍ର ଭଲContinue reading “କଂଗ୍ରେସ ପ୍ରଭାରୀଙ୍କୁ ଭେଟିଲେ ମହମ୍ମଦ ମୋକିମ ଓ ଚିରଞ୍ଜିବ ବିଶ୍ୱାଳ: ଅଜୟ କୁମାର କହିଲେ, ଆଲୋଚନା ହେଲା, ଖୁବଶୀଘ୍ର ପାଇବେ ଖୁସି ଖବର”

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସବୁଠି ଉତ୍ସାହ: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷ ଦେଖିଲେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ପ୍ରାଣ ପ୍ରତିଷ୍ଠାର ଲାଇଭ ଦେଖିଛନ୍ତି । ତାଙ୍କ ସହ ଫାଇଭ-ଟି ଅଧ୍ୟକ୍ଷ ପାଣ୍ଡିଆନ ମଧ୍ୟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଦେଖିଛନ୍ତି । ସେହିପରି କଟକ ଜିଲ୍ଲା ଗୋପୀନାଥପୁରରୁ ଅଯୋଧ୍ୟାରେ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ଲାଇଭ ଦେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । The post ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସବୁଠି ଉତ୍ସାହ: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷ ଦେଖିଲେContinue reading “ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସବୁଠି ଉତ୍ସାହ: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷ ଦେଖିଲେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା”

ଅଯୋଧ୍ୟାକୁ ଛୁଟୁଛି ଉପହାରର ସୂଅ । ଜାଣନ୍ତୁ ପ୍ରଭୁ ଶ୍ରୀରାମଙ୍କ ପାଇଁ କେଉଁଠୁ ଆସିଛି କିଭଳି ଦାନ

କନକ ବ୍ୟୁରୋ : ବହୁ ପ୍ରତୀକ୍ଷା ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ସ୍ଥାପନା ହୋଇଛି । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମନ୍ଦିରର ଗର୍ଭ ଗୃହରେ ପ୍ରଧାନମନ୍ତ୍ରୀ ମୋଦୀ, ଆରଏସଏସ ର ସରସଂଘଚାଳକ ମୋହନ ଭାଗବତ, ରାଜ୍ୟପାଳ ଆନନ୍ଦୀବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୂପା ଛତା ଧରି ଗର୍ଭଗୃହରେ ପହଂଚିଥିଲେ । ସେପଟେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ତାରିଖ ସ୍ଥିର ହେବା ପରେ ଦେଶ ବିଦେଶରୁContinue reading “ଅଯୋଧ୍ୟାକୁ ଛୁଟୁଛି ଉପହାରର ସୂଅ । ଜାଣନ୍ତୁ ପ୍ରଭୁ ଶ୍ରୀରାମଙ୍କ ପାଇଁ କେଉଁଠୁ ଆସିଛି କିଭଳି ଦାନ”

ସେଦିନର ସଂଘର୍ଷ ଆଜିର ସଫଳତା । ୩୨ ବର୍ଷ ପରେ ଅଯୋଧ୍ୟାରେ ପହଂଚିଲେ ଉମା ଭାରତୀ

କନକ ବ୍ୟୁରୋ : ଆଇନଗତ ଲଢେଇ, ଦୀର୍ଘଦିନର ଅପେକ୍ଷା ଓ ଶେଷରେ ସଫଳତା ଦେଖିବାକୁ ଦୀର୍ଘ ୩୨ ବର୍ଷ ପରେ ଅଯୋଧ୍ୟାରେ ପହଂଚିଛନ୍ତି ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ । ସେ ଅଯୋଧ୍ୟାରେ ପହଂଚିବା ସହ ସ୍ୱାଧୀ ରୁତୁମ୍ଭରାଙ୍କ ସହ ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି  । ଆଜି ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସମାହାରରେ ଏହି ଦୁଇ ଜଣ ଯୋଗ ଦେଇଛନ୍ତି । ଉମା ଭାରତୀ ୩୨Continue reading “ସେଦିନର ସଂଘର୍ଷ ଆଜିର ସଫଳତା । ୩୨ ବର୍ଷ ପରେ ଅଯୋଧ୍ୟାରେ ପହଂଚିଲେ ଉମା ଭାରତୀ”

ହସ୍ପିଟାଲରେ ଭର୍ତ୍ତି ସୈଫ୍ ଅଲି ଖାନ୍ । ସ୍ୱାସ୍ଥ୍ୟାବସ୍ଥା ଜାଣିବାକୁ ପ୍ରଶଂସକଙ୍କ ମଧ୍ୟରେ ବ୍ୟସ୍ତତା ।

କନକ ବ୍ୟୁରୋ: ବଲିଉଡର ନବାବ୍ ଭାବେ ଜଣା ସୈଫ୍ ଅଲ୍ଲି ଖାନ୍ ମୁମ୍ବାଇ କେକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କର ସର୍ଜରୀ ହୋଇଛି । ତାଙ୍କ ପାଖରେ ଅଭିନେତ୍ରୀ ତଥା ତାଙ୍କ ପତ୍ନୀ କରୀନା କପୁର ମଧ୍ୟ ଉପସ୍ଥିତ ଅଛନ୍ତି । ଏହି ଖବରରେ ସୈଫଙ୍କ ପ୍ରଶଂସକଙ୍କ ମଧ୍ୟରେ ବ୍ୟସ୍ତତା ଦେଖାଦେଇଛି । ସମସ୍ତେ ତାଙ୍କ ସ୍ୱାସ୍ଥାବସ୍ଥା ଜାଣିବାକୁ ବ୍ୟଗ୍ର ଅଛନ୍ତି । ସୂଚନା ମୁତାବକ, ସୈଫଙ୍କ କାନ୍ଧରେ ଓ ଆଣ୍ଠୁରେ ଫ୍ୟାକଚର ହୋଇଥିଲାContinue reading “ହସ୍ପିଟାଲରେ ଭର୍ତ୍ତି ସୈଫ୍ ଅଲି ଖାନ୍ । ସ୍ୱାସ୍ଥ୍ୟାବସ୍ଥା ଜାଣିବାକୁ ପ୍ରଶଂସକଙ୍କ ମଧ୍ୟରେ ବ୍ୟସ୍ତତା ।”

Design a site like this with WordPress.com
Get started