କନକ ବ୍ୟୁରୋ: ଗର୍ଭ ଗୃହରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସନ୍ଥ ସଭା ତଥା ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କହିଛନ୍ତି,’ ଯୁଗ ଯୁଗର ପ୍ରତୀକ୍ଷା ପରେ ପ୍ରଭୁ ଶ୍ରୀରାମ ଆସିଛନ୍ତି । ଆମ ରାମଲଲ୍ଲା ଏଣିକି ଆଉ ଟେଣ୍ଟରେ ନୁହେଁ ଭବ୍ୟ ମନ୍ଦିରରେ ରହିବେ । ଅନେକ ତ୍ୟାଗ, ବଳିଦାନ ପରେ ଶ୍ରୀରାମ ଆସିଛନ୍ତି’ । ଏହି ଶୁଭ ମୁହୂର୍ତ୍ତରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ମୋଦୀ । ମୋଦୀ ଆହୁରି ମଧ୍ୟContinue reading “‘ରାମ ବିବାଦ ନୁହଁନ୍ତି ସମାଧାନ … ରାମ ଅଗ୍ନି ନୁହଁନ୍ତି ସେ ସକଳ ଶକ୍ତି’ । ପ୍ରାଣ ପ୍ରତିଷ୍ଠା ପରେ ଏପରି କହିଲେ ମୋଦୀ ।”
Author Archives: Raghaba
ପ୍ରଶଂସକଙ୍କ ପାଇଁ ଖରାପ ଖବର । ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ବାଦ ପଡିଲେ ବିରାଟ କୋହଲି
କନକ ବ୍ୟୁରୋ : ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୫ଟିକିଆ ଟେଷ୍ଟ ମ୍ୟାଚର ପ୍ରଥମ ୨ଟି ମ୍ୟାଚରୁ ବାଦ ପଡିଛନ୍ତି ବିରାଟ କୋହଲି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି । ଏନେଇ ବିସିସିଆଇ ସୂଚନା ଦେଇଛି । ଏନେଇ ବିସିସିଆଇ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏଥିରେ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ନାମ ପ୍ରତ୍ୟାହାର କରିନେଇଥିବା ସୂଚନା ଦିଆଯାଇଛି । ବିସିସିଆଇContinue reading “ପ୍ରଶଂସକଙ୍କ ପାଇଁ ଖରାପ ଖବର । ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ବାଦ ପଡିଲେ ବିରାଟ କୋହଲି”
ଚୀନରେ ଭୟଙ୍କର ଭୂସ୍ଖଳନ । ମାଟିତଳେ ଅନେକ ଜୀବନ, ୨ ମୃତଦେହ ଉଦ୍ଧାର
କନକ ବ୍ୟୁରୋ : ଚୀନର ୟୁନାନ ଅଞ୍ଚଳରେ ସୋମବାର ସକାଳେ ଭୂସ୍ଖଳନ ହୋଇଛି । ଏଥିରେ ୨ ଜଣଙ୍କର ମୃତଦେହ ମାଟିତଳୁ ଉଦ୍ଧାର କରାଯାଇଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଂକା ରହିଛି । ଅର୍ନ୍ତଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ମାଟିତଳୁ ୫୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୪୭ ରୁ ଅଧିକ ଲୋକ ମାଟିତଳେ ପୋତି ହୋଇ ରହିଛନ୍ତି । ସଦ୍ୟ ସୂଚନା ମୁତାବକ ଭୂସ୍ଖଳନ ଫଳରେ ୧୩ଟି ଘର ମାଟିତଳେ ପୋତିContinue reading “ଚୀନରେ ଭୟଙ୍କର ଭୂସ୍ଖଳନ । ମାଟିତଳେ ଅନେକ ଜୀବନ, ୨ ମୃତଦେହ ଉଦ୍ଧାର”
ଶ୍ରୀ ରାମଲଲ୍ଲାଙ୍କୁ କ୍ଷମା ମାଗିଲେ ମୋଦୀ । ପ୍ରାଣ ପ୍ରତିଷ୍ଠା ପରେ ଭାଷଣ ଦେବାବେଳେ ହେଲେ ଭାବବିହ୍ୱଳ ।
କନକ ବ୍ୟୁରୋ: ମନ୍ଦିରର ଗର୍ଭଗୃହରେ ଶ୍ରୀରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ବିଶାଳ ସନ୍ଥ ଓ ଶ୍ରଦ୍ଧାଳୁ ସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି କ୍ରମରେ ରାମ ମନ୍ଦିର ପ୍ରତିଷ୍ଠା ଯାଏଁ ହୋଇଥିବା ସଂଘର୍ଷର କାହାଣୀକୁ ବଖାଣିଲେ ମୋଦୀ । ଭାଷଣ ଦେବାବେଳେ ଶ୍ରୀରାମଙ୍କୁ କ୍ଷମା ଭିକ୍ଷା କଲେ ମୋଦୀ । କହିଲେ , ବୋଧହୁଏ ଆମର ପୁରୁଷାର୍ଥ, ତପସ୍ୟାରେ କିଛି ଅଭାବବୋଧ ରହିଯାଇଥିଲା ତେଣୁ ଏଠାରେ ଶ୍ରୀରାମଙ୍କୁ ପୁଣି ତାଙ୍କ ସ୍ଥାନରେ ଅଧିଷ୍ଠିତ କରାଇବାକୁContinue reading “ଶ୍ରୀ ରାମଲଲ୍ଲାଙ୍କୁ କ୍ଷମା ମାଗିଲେ ମୋଦୀ । ପ୍ରାଣ ପ୍ରତିଷ୍ଠା ପରେ ଭାଷଣ ଦେବାବେଳେ ହେଲେ ଭାବବିହ୍ୱଳ ।”
କାହିଁକି ହୁଏ ପ୍ରାଣ ପ୍ରତିଷ୍ଠା, ଯାହା ପ୍ରସ୍ତର ମୂର୍ତ୍ତିକୁ କରିଦିଏ ଦେବତା ?
କନକ ବ୍ୟୁରୋ: ହିନ୍ଦୁ ଧର୍ମ ମୁତାବକ, କୌଣସି ମନ୍ଦିରରେ ଦେବୀ ଦେବତାଙ୍କ ମୂତ୍ତି ସ୍ଥାପନା କରିବା ପୂର୍ବରୁ ବିଧିବିଧାନ ସହ ତାହାର ପ୍ରାଣ ପ୍ରତିଷ୍ଠା ହେବା ଜରୁରୀ । ପ୍ରାଣ ପ୍ରତିଷ୍ଠା ଅର୍ଥ ମୂର୍ତ୍ତିରେ ପ୍ରାଣ ସ୍ଥାପନା କରିବା ବା ଜୀବନ ଶକ୍ତିର ସଞ୍ଚାର କରିବା । ଫଳରେ ମୂର୍ତ୍ତି ଦେବତାରେ ବଦଳିଯାଏ । କୌଣସି ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରିବା ସମୟରେ ଅନେକ ପର୍ଯ୍ୟାୟକୁ ଅତିକ୍ରମ କରିବାକୁ ପଡେ । ଏହି ପର୍ଯ୍ୟାୟ ଗୁଡିକୁ ଅଧିବାସContinue reading “କାହିଁକି ହୁଏ ପ୍ରାଣ ପ୍ରତିଷ୍ଠା, ଯାହା ପ୍ରସ୍ତର ମୂର୍ତ୍ତିକୁ କରିଦିଏ ଦେବତା ?”
ଶୁଭ ମୁହୂର୍ତ୍ତରେ ହେଲା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା । ସାମ୍ନାକୁ ଆସିଲା ଗର୍ଭଗୃହରେ ସୁସଜ୍ଜିତ ଶ୍ରୀରାମଙ୍କ ପ୍ରଥମ ଝଲକ ।
କନକ ବ୍ୟୁରୋ: ସବୁ ଅପେକ୍ଷାର ଅବସନା ଘଟିଛି । ଗର୍ଭଗୃହରେ ପ୍ରତିଷ୍ଠା ହୋଇଛନ୍ତି ଶ୍ରୀରାମ ଲଲା । ଶୁଭ ମୁହୂର୍ତ୍ତରେ ମନ୍ତ୍ରପାଠ ସହ ହୋଇଛି ପ୍ରଭୁଙ୍କ ପ୍ରତିଷ୍ଠା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯଜମାନରେ ଏହା ସମ୍ପନ୍ନ ହୋଇଛି । ସୁନା ବେଶରେ ରାମଲଲାଙ୍କ ମନୋରମ ଛବି ମନ ମୋହୁଛି । ପ୍ରଥମେ ପବିତ୍ର ସରଯୁ ନଦୀରେ ସ୍ନାନ ତର୍ପଣ ପରେ ପୂର୍ବ ଦିଗରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପରେ ଅରମ୍ଭ ହୋଇଥିଲା ପ୍ରାଣ ପ୍ରତିଷ୍ଠା ରୀତିନୀତିContinue reading ” ଶୁଭ ମୁହୂର୍ତ୍ତରେ ହେଲା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା । ସାମ୍ନାକୁ ଆସିଲା ଗର୍ଭଗୃହରେ ସୁସଜ୍ଜିତ ଶ୍ରୀରାମଙ୍କ ପ୍ରଥମ ଝଲକ ।”
ଆଉ ମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା । ପୂରଣ ହେବ ୫୦୦ ବର୍ଷର ସ୍ୱପ୍ନ । ମଧ୍ୟାହ୍ନ ୧୨ଟା ୧୫ରୁ ୧୨ ଟା ୪୫ ମଧ୍ୟରେ ହେବ ପ୍ରାଣ ପ୍ରତିଷ୍ଠା ।
କନକ ବ୍ୟୁରୋ: ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ବାଳୁତ ସ୍ୱରୂପ ବିଗ୍ରହ, ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରେ ପହଞ୍ଚିସାରିଲେଣି ପ୍ରଧାନମନ୍ତ୍ରୀ ମୋଦୀ ରାମନଗରୀ ଅଯୋଧ୍ୟା ସହ ଏକାତ୍ମ ହୋଇଛି ସାରା ଦେଶ । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡର ଶୁଭ ମୁହୂର୍ତ୍ତ ରହିଛି, ଯାହା ଦ୍ୱିପହର ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ଯାଏଁ ରହିଛି । ତେବେ ମୋଦୀ ପ୍ରଥମେ ସରଯୁ ନଦୀରେ ସ୍ନାନ କରିContinue reading “ଆଉ ମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା । ପୂରଣ ହେବ ୫୦୦ ବର୍ଷର ସ୍ୱପ୍ନ । ମଧ୍ୟାହ୍ନ ୧୨ଟା ୧୫ରୁ ୧୨ ଟା ୪୫ ମଧ୍ୟରେ ହେବ ପ୍ରାଣ ପ୍ରତିଷ୍ଠା ।”
‘ମୋତେ ମନ୍ଦିରକୁ ଯିବାକୁ ଦିଆଯାଉନାହିଁ କାହିଁକି?…’ଧାରଣାରେ ବସିଲେ ରାହୁଲ ଗାନ୍ଧୀ ।
କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା କ୍ରମରେ ଆସାମରେ ଚାଲିଛି ରାହୁଲଙ୍କ ପଦଯାତ୍ରା । ରାହୁଲ ବୋର୍ଦ୍ଦୋବା ଥାନରେ ପହଞ୍ଚିଥିବାବେଳେ ସେଠାରେ ଏକ ପ୍ରତିକୂଳ ସ୍ଥିତି ଦେଖାଦେଇଛି । ଆସାମ ନଗାଁଓ ଶ୍ରୀଶ୍ରୀ ଶଙ୍କର ଦେବ ସତ୍ର ମନ୍ଦିରରେ ରାହୁଲ ଗାନ୍ଧୀ ପୂଜାର୍ଚ୍ଚନା କରିବାକୁ ଯାଉଥିବାବେଳେ ତାଙ୍କୁ ରୋକା ଯାଇଥିଲା । ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ପରେ ଅପରାହ୍ନ ୩ଟା ବେଳକୁ ତାଙ୍କୁ ମନ୍ଦିରକୁ ଯିବାକୁ ଅନୁମତି ମିଳିବ ବୋଲିContinue reading “‘ମୋତେ ମନ୍ଦିରକୁ ଯିବାକୁ ଦିଆଯାଉନାହିଁ କାହିଁକି?…’ଧାରଣାରେ ବସିଲେ ରାହୁଲ ଗାନ୍ଧୀ ।”
ପୁରା ଶରୀର ପାଲଟିଛି ଶ୍ରୀରାମଙ୍କ ମନ୍ଦିର । ରାମ ନାମରେ କଟୁଛି ଜୀବନ । ଅତି ରୋଚକ ଏହି ସମ୍ପ୍ରଦାୟର କାହାଣୀ
କନକ ବ୍ୟୁରୋ: ଆଜି ଶ୍ରୀରାମ ମନ୍ଦିର ପ୍ରତିଷ୍ଠାର ଦିନ । ପୁରା ଦେଶରେ ରାମ ଭକ୍ତଙ୍କ ମଧ୍ୟ ଅଦ୍ଭୁତ ଉନ୍ମାଦନା । କେବଳ ଅଯୋଧ୍ୟା ନୁହେଁ ବିଦେଶରେ ମଧ୍ୟ ରାମ ଭକ୍ତିରେ ଭିଜୁଛନ୍ତି ଲୋକେ, ଯାହାର ଅନେକ ନ ଛବି ଦେଖିବାକୁ ମିଳୁଛି । ପ୍ରାଣପ୍ରିୟ ଶ୍ରୀରାମଙ୍କ ପ୍ରତି ନିଜର ଭକ୍ତି ପ୍ରଦର୍ଶନ କରିବାକୁ ଲୋକେ ଭିନ୍ନ ଭିନ୍ନ ମାଧ୍ୟମ ଅବଲମ୍ବନ କରୁଛନ୍ତି । ତେବେ ଶ୍ରୀରାମଙ୍କ ଠାରୁ ତାଙ୍କ ନାମ ଶକ୍ତିଶାଳୀ ବୋଲି କୁହାଯାଇଛି ।Continue reading “ପୁରା ଶରୀର ପାଲଟିଛି ଶ୍ରୀରାମଙ୍କ ମନ୍ଦିର । ରାମ ନାମରେ କଟୁଛି ଜୀବନ । ଅତି ରୋଚକ ଏହି ସମ୍ପ୍ରଦାୟର କାହାଣୀ”
ରାମମନ୍ଦିର ପ୍ରତିଷ୍ଠା ପୂର୍ବରୁ ୧୦୦ ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ଲକ୍ କଲା କେନ୍ଦ୍ର, ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ବ୍ୟାପକ ପଦକ୍ଷେପ ।
କନକ ବ୍ୟୁରୋ: ସୋମବାର ହେବାକୁ ଥିବା ରାମମନ୍ଦିର ପ୍ରତିଷ୍ଠା ସମାରୋହ ପୂର୍ବରୁ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଖରାପ କରିବା ପାଇଁ କରାଯାଉଥିବା ସନ୍ଦେହଜନକ କାର୍ୟ୍ୟକଳାପ କିମ୍ବା ପ୍ରୟାସ ଉପରେ ନଜର ରଖିବାକୁ କେନ୍ଦ୍ର ସରକାର ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେବା ସହ ପ୍ରାୟ ୧୦୦ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗୃହ ମନ୍ତ୍ରଣାଳୟ, ସୂଚନାପ୍ରଯୁକ୍ତିContinue reading “ରାମମନ୍ଦିର ପ୍ରତିଷ୍ଠା ପୂର୍ବରୁ ୧୦୦ ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ଲକ୍ କଲା କେନ୍ଦ୍ର, ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ବ୍ୟାପକ ପଦକ୍ଷେପ ।”