କନକ ବ୍ୟୁରୋ: ସମ୍ବଲପୁର ସହରରେ ରାସ୍ତା ମଝିରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ସ୍କୁଟିରେ ଆସୁଥିବା ଜଣେ ମହିଳାଙ୍କୁ ପିଛା କରି ତାଙ୍କ ବେକରୁ ସୁନା ଚେନ୍ ଓ ହାର ଲୁଟିନେଇଛନ୍ତି ଦୁଇ ଯୁବକ । ମୁଦିପଡା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ମହିଳା ଜଣକ ହେଉଛନ୍ତି ନିରୂପମା ପଣ୍ଡା । ସେ ଏକ ବ୍ରତଘରରେ ଯୋଗ ଦେଇ ଫେରୁଥିବାବେଳେ ଏଭଳି ଅଘଟଣ ଘଟିଛି । The post ସ୍କୁଟିରେ ଯାଉଥିବାContinue reading “ସ୍କୁଟିରେ ଯାଉଥିବା ବେଳେ ମହିଳାଙ୍କଠାରୁ ଝାମ୍ପିନେଲେ ସୁନା ଚେନ୍ । ଅଳ୍ପକେ ବଞ୍ଚିଲା ମହିଳାଙ୍କ ଜୀବନ ।”
Author Archives: Raghaba
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ଲାଲକୃଷ୍ଣ ଆଡଭାନୀ । ଶେଷ ମୁହୂର୍ତ୍ତରେ ବାତିଲ କଲେ ନିଜ ଗସ୍ତ, ଜାଣନ୍ତୁ କାରଣ କଣ?
କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ । ପ୍ରବଳ ଥଣ୍ଡା ଓ ଖରାପ ପାଗ ପାଇଁ ନିଜର ଅଯୋଧ୍ୟା ଗସ୍ତକୁ ରଦ୍ଦ କରିଛନ୍ତି ଆଡଭାନୀ । ଏବେ ଆଡଭାନୀଙ୍କୁ ୯୬ ବର୍ଷ ବୟସ । ତେଣୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏହାପୂର୍ବରୁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ଲାଲକୃଷ୍ଣContinue reading “ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ଲାଲକୃଷ୍ଣ ଆଡଭାନୀ । ଶେଷ ମୁହୂର୍ତ୍ତରେ ବାତିଲ କଲେ ନିଜ ଗସ୍ତ, ଜାଣନ୍ତୁ କାରଣ କଣ?”
ଆଜି ଫତେଗଡ ରାମ ମନ୍ଦିରର ହେବ ପ୍ରାଣ ପ୍ରତିଷ୍ଠା । ପୂରା ଅଞ୍ଚଳ ହୋଇଛି ରାମମୟ ।
କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ନେଇ ସାରା ଦେଶରେ ଉତ୍ସବର ମାହୋଲ ରହିଥିବା ବେଳେ ନୟାଗଡ ଜିଲ୍ଲା ଫତେଗଡରେ ବି ସୃଷ୍ଟି ହୋଇଛି ଆଧାତ୍ମିକ ପରିବେଶ । ଫତେଗଡ ଗାଁ ନିକଟ ପାହାଡ ଉପରେ ନିର୍ମାଣ ହୋଇଛି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ଗତ ୧୭ ତାରିଖରୁ ମନ୍ଦିରର ପ୍ରତିଷ୍ଠା ସାଙ୍ଗକୁ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ ଜାରି ରହିଛି । ଅଯୋଧ୍ୟା ରାମମନ୍ଦିର ସହContinue reading “ଆଜି ଫତେଗଡ ରାମ ମନ୍ଦିରର ହେବ ପ୍ରାଣ ପ୍ରତିଷ୍ଠା । ପୂରା ଅଞ୍ଚଳ ହୋଇଛି ରାମମୟ ।”
ଶୀତ ଭିତରେ ଝିପଝିପ ବର୍ଷା । ଆସନ୍ତା ୨୬ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ ।
କନକ ବ୍ୟୁରୋ : କୋହଲା ପାଗକୁ ବର୍ଷା । ରାଜ୍ୟରେ ଶୀତ ଲହରି ଜାରି ରହିଥିବା ବେଳେ ଗତକାଲି ଠାରୁ ଆରମ୍ଭ ହୋଇଛି ଝିପଝିପ ବର୍ଷା । ଦକ୍ଷିଣ ଉପକୂଳ ଓଡିଶା ସମେତ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ତଥା କିଛି ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ଗୁରୁଚାପ ବଳୟ ପ୍ରଭାବରେ ଲାଗିରହିଛି ବର୍ଷା । ଗୁରୁଚାପ ବଳୟର ସକ୍ରିୟତା ଆଗାମୀ ୨୫ତାରିଖ ଯାଏଁ ରହୁଥିବାରୁ, ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗିରହିବ । ୨୬ରୁContinue reading “ଶୀତ ଭିତରେ ଝିପଝିପ ବର୍ଷା । ଆସନ୍ତା ୨୬ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ ।”
ଆସାମରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ବିରୋଧ । ରାହୁଲ ଗାନ୍ଧୀଙ୍କୁ ବିରୋଧ ସହ ପଡିଲା ଗୋ ବ୍ୟାକ ନାରା । ଆସାମ ମୁଖ୍ୟମନ୍ତ୍ରୀଙ୍କୁ ମୋଦୀଙ୍କ ଚେଲା କହିଲେ ଖଡଗେ ।
କନକ ବ୍ୟୁରୋ : ଆସାମରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ବିରୋଧ । ଆସାମର ନୂଆଗାଁଓ ଅଂଚଳରେ ରାହୁଲ ଗାନ୍ଧୀଙ୍କୁ ସ୍ଥାନୀୟ କିଛି ଲୋକେ ପୋଷ୍ଟର ଓ ବ୍ୟାନର ଧରି ବିରୋଧ ପ୍ରଦର୍ଶନ କରିବା ସହ ଗୋ ବ୍ୟାକ ସ୍ଲୋଗାନ ଦେଇଛନ୍ତି । ଭାରତ ଯୋଡୋ ନ୍ୟାୟ ଯାତ୍ରା ବିରୋଧରେ ବି ନାରାବାଜି କରିଛନ୍ତି ଲୋକେ । ରାହୁଲ ଗାନ୍ଧୀ ଏକ ଦୋକାନରେ ବାହାରେ ଛିଡା ହୋଇଥିବାବେଳେ ଲୋକ ବିରୋଧ ପ୍ରଦର୍ଶନ କରିଥିବା ଚିତ୍ର ସାମ୍ନାକୁContinue reading “ଆସାମରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ବିରୋଧ । ରାହୁଲ ଗାନ୍ଧୀଙ୍କୁ ବିରୋଧ ସହ ପଡିଲା ଗୋ ବ୍ୟାକ ନାରା । ଆସାମ ମୁଖ୍ୟମନ୍ତ୍ରୀଙ୍କୁ ମୋଦୀଙ୍କ ଚେଲା କହିଲେ ଖଡଗେ ।”
ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ଶୁଭକାମନା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କହିଲେ, ପ୍ରଭୁ ଶ୍ରୀରାମ ସମସ୍ତଙ୍କର ପ୍ରେରଣାର ଉତ୍ସ ।
କନକ ବ୍ୟୁରୋ : ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଭବ୍ୟ ଆୟୋଜନ କରାଯାଇଛି । କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବେ । ଏହା ଭବ୍ୟ ଉତ୍ସବର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଶୁଭକାମନା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାସହ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦେଖିବାର ସୌଭାଗ୍ୟ ମିଳିବା ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରାContinue reading “ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ଶୁଭକାମନା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କହିଲେ, ପ୍ରଭୁ ଶ୍ରୀରାମ ସମସ୍ତଙ୍କର ପ୍ରେରଣାର ଉତ୍ସ ।”
ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ମୁଖ୍ୟ ଯଜମାନ ସାଜିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି ଅଯୋଧ୍ୟା ।
କନକ ବ୍ୟୁରୋ : ଶ୍ରୀରାମ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସକାଳ ୧୦ଟା ୨୫ରେ ମୋଦୀ ଅଯୋଧ୍ୟା ବିମାନବନ୍ଦରେ ପହଞ୍ଚିବେ । ୧୦ଟା ୫୫ ମିନିଟରେ ରାମ ଜନ୍ମଭୂମିରେ ପହଞ୍ଚିବେ । ଏବଂ ମଧ୍ୟାହ୍ନ ୧୨ଟା ୨୦ରୁ ୧ଟା ପର୍ଯ୍ୟନ୍ତ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବ । ମଧ୍ୟାହ୍ନ ୧ଟାରେ ପ୍ରଧାନମନ୍ତ୍ରୀ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଅପରାହ୍ନ ୨ଟା ୧୦ରେ ଦିଲ୍ଲୀ ଫେରିଯିବେ । ତେବେ ପ୍ରାଣContinue reading “ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ମୁଖ୍ୟ ଯଜମାନ ସାଜିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି ଅଯୋଧ୍ୟା ।”
ଆଜି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ସକାଳ ୧୦ଟାରୁ ମଙ୍ଗଳଧ୍ୱନିରେ ପ୍ରକମ୍ପିତ ହେବ ମନ୍ଦିର, ପୂରା ଦେଶ ହୋଇଛି ରାମମୟ ।
କନକ ବ୍ୟୁରୋ : ପୂରଣ ହେବ ୫୦୦ ବର୍ଷର ସ୍ୱପ୍ନ । ଆଜି ରାମ ମନ୍ଦିରରେ ବିରାଜିବେ ରାମ ଲଲା । ସକାଳ ସାଢେ ୫ଟାରୁ ମନ୍ଦିର ଖୋଲାଯାଇଥିବା ବେଳେ ୮ଟାରୁ ବିଭିନ୍ନ ପୂଜାପାଠ, ରୀତିନୀତି ଆରମ୍ଭ ହେବ । ସକାଳ ୧୦ଟାରୁ ଆରମ୍ଭ ହେବ ମଙ୍ଗଳଧ୍ୱନୀ । ଦୁଇ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ୫୦ରୁ ଅଧିକ ମନୋରମ ବାଦ୍ୟଯନ୍ତ୍ରରେ କମ୍ପିବ ମନ୍ଦିର ପରିସର । ୧୦ଟା ୩୦ ସୁଦ୍ଧା ଅତିଥିମାନେ ମନ୍ଦିରରେ ପ୍ରବେଶ କରିବେContinue reading “ଆଜି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ସକାଳ ୧୦ଟାରୁ ମଙ୍ଗଳଧ୍ୱନିରେ ପ୍ରକମ୍ପିତ ହେବ ମନ୍ଦିର, ପୂରା ଦେଶ ହୋଇଛି ରାମମୟ ।”
ସେତୁ ଯୋଜନାରେ ବାଲିମେଳା ଜଳଭଣ୍ଡାରରେ ଜାଆଁଳ ଛାଡ଼ୁଛି ପ୍ରଶାସନ । ଜଳଭଣ୍ଡାରରୁ ମାଛ ବିକ୍ରି କରି ସ୍ୱାବଲମ୍ବୀ ହେଉଛନ୍ତି ମତ୍ସ୍ୟଜୀବୀ
କନକ ବ୍ୟୁରୋ : ଚିତ୍ରକୋଣ୍ଡା ଅଚଂଳରେ ଏବେ ବାଲିମେଳା ଜଳଭଣ୍ଡାର ମତ୍ସ୍ୟଜୀବୀଙ୍କୁ ଯୋଗାଉଛି ରୋଜଗାର । ସେତୁ ଯୋଜନାରେ ସରକାରଙ୍କ ତରଫରୁ ୨୦୧୮ ମସିହାରୁ ବାଲିମେଳା ଜଳ ଭଣ୍ଡାରରେ ମାଛ ଜାଆଁଳ ଛଡ଼ାଯାଉଛି । ଆଉ ମତ୍ସ୍ୟଜୀବି ମାନେ ଏଠାରୁ ମାଛ ମାରି ବଜାରରେ ବିକ୍ରି କରି ରୋଜଗାରକ୍ଷମ ହୋଇପାରୁଛନ୍ତି । ଚଳିତ ବର୍ଷ ସେତୁ ଯୋଜନା ମାଧ୍ୟମରେ ମାଲକାନଗିରି ଜିଲ୍ଲା ପ୍ରଶାସନ ୨ କୋଟି ମାଛ ଯାଆଂଳ ବାଲିମେଳା ଜଳ ଭଣ୍ଡାରରେ ଛାଢ଼ିବାକୁ ଲକ୍ଷ୍ୟ ରଖିଛିContinue reading “ସେତୁ ଯୋଜନାରେ ବାଲିମେଳା ଜଳଭଣ୍ଡାରରେ ଜାଆଁଳ ଛାଡ଼ୁଛି ପ୍ରଶାସନ । ଜଳଭଣ୍ଡାରରୁ ମାଛ ବିକ୍ରି କରି ସ୍ୱାବଲମ୍ବୀ ହେଉଛନ୍ତି ମତ୍ସ୍ୟଜୀବୀ”
କଳାମୁଗୁନି ପଥରରେ ତିଆରି ହେଉଛି ଶିଳ, ଘୋରଣା ଓ ପେଶଣା । ସ୍ଥାନୀୟ ବଜାରରେ ବିକ୍ରି କରି ଲାଭବାନ ହେଉଛନ୍ତି ଗାଁର ୩୦ ପରିବାର
କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକର ଚଢିଆପଲ୍ଲି ଗାଁ । ଗାଁରେ ରହୁଛନ୍ତିି ୩୦ ପରିବାର । ଏମାନେ ପୁରୁଷ ପୁରୁଷ ଧରି ପଥରରେ ନିର୍ମାଣ କରୁଛନ୍ତି ଘରକରଣା ସାମଗ୍ରୀ । ବୁଗୁଡା ସହର ଠାରୁ ମାତ୍ର ୩ କିମି ଦୂର ଚଢିଆପଲ୍ଲି ଗାଁ ଲୋକେ ପାହାଡରେ ଥିବା କଳାମୁଗୁନି ପଥରରୁ ଶିଳ, ଘୋରଣା, ପେଶଣା ତିଆରି କରି ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି । ପ୍ରଥମେ ଗୋଟିଏ ପରିବାରର ସଦସ୍ୟ ଏହି କାମContinue reading “କଳାମୁଗୁନି ପଥରରେ ତିଆରି ହେଉଛି ଶିଳ, ଘୋରଣା ଓ ପେଶଣା । ସ୍ଥାନୀୟ ବଜାରରେ ବିକ୍ରି କରି ଲାଭବାନ ହେଉଛନ୍ତି ଗାଁର ୩୦ ପରିବାର”