ପ୍ରାଣ ପ୍ରତିଷ୍ଠାର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଲେ ତାମିଲନାଡୁ ସରକାର । ଗମ୍ଭୀର ଅଭିଯୋଗ ଆଣିଲେ ଅର୍ଥମନ୍ତ୍ରୀ

କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାମିଲନାଡୁ ସରକାର ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାର ସିଧା ପ୍ରସାରଣ ଉପରେ ତାମିଲନାଡୁ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏକ ତାମିଲ ଖବର କାଗଜର ଖବରକୁ ଉଦ୍ଧୃତ କରି କହିଛନ୍ତି କି, ତାମିଲନାଡୁ ସରକାର କେବଳ ପ୍ରାଣ ପ୍ରତିଷ୍ଠାର ସିଧା ପ୍ରସାରଣ ନୁହେଁ ବରଂ ରାଜ୍ୟରେ ଥିବାContinue reading “ପ୍ରାଣ ପ୍ରତିଷ୍ଠାର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଲେ ତାମିଲନାଡୁ ସରକାର । ଗମ୍ଭୀର ଅଭିଯୋଗ ଆଣିଲେ ଅର୍ଥମନ୍ତ୍ରୀ”

ଆସାମରେ ଭାରତ ଯୋଡ ନ୍ୟାୟ ଯାତ୍ରା ଉପରେ ଆକ୍ରମଣ । ବିଜେପି କର୍ମୀ ଆକ୍ରମଣ କରିଥିବା ନେଇ କଂଗ୍ରେସର ଅଭିଯୋଗ

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃ୍ତ୍ୱରେ ଚାଲିଥିବା ଭାରତ ଯୋଡ ନ୍ୟାୟ ଯାତ୍ରା ଏବେ ଆସାମରେ ଚାଲିଛି । ଆସାମର ଜମୁଗୁଡି ଠାରେ ବିଜେପି ସମର୍ଥକମାନେ ଏହି ରାଲି ଉପରକୁ ଆକ୍ରମଣ କରିବା ସହ ଗାଡି ଭାଙ୍ଗି ଦେଇଥିବା କଂଗ୍ରେସ ଅଭିଯୋଗ କରିଛି । ରାହୁଲ ଗାନ୍ଧୀଙ୍କର ଏହି ଯାତ୍ରା ଜମୁଗୁଡି ଠାରେ ପହଂଚିବା ପୂର୍ବରୁ ବିଜେପି କର୍ମୀମାନେ ଏକ ରାଲି ବାହାର କରିଥିଲେ । ଉଭୟ ରାଲି ପାଖା ପାଖି ଯାଉଥିବାContinue reading “ଆସାମରେ ଭାରତ ଯୋଡ ନ୍ୟାୟ ଯାତ୍ରା ଉପରେ ଆକ୍ରମଣ । ବିଜେପି କର୍ମୀ ଆକ୍ରମଣ କରିଥିବା ନେଇ କଂଗ୍ରେସର ଅଭିଯୋଗ”

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଘଟଣା: ମହାଲମାଣ୍ଡା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେପି

କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣି ଆଶୟୀମାନେ ଆନ୍ଦୋଳନକୁ ଓହ୍ଲାଇଥିବା ସମୟରେ ସାମ୍ନାକୁ ଆସିଥିବା ମହାଲମାଣ୍ଡ ପ୍ରସଙ୍ଗକୁ ନେଇ ରାଜନୀତି ତୀବ୍ର ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ବିଜେପି ରାଜ୍ୟ ଉପ-ସଭାପତି ଗୋଲକ ମହାପାତ୍ର ଅଭିଯୋଗ ଆଣି କରିଛନ୍ତି- ଓଡ଼ିଶାର ନିଯୁକ୍ତି ଆଶାୟୀ ଯୁବକ-ଯୁବତୀ ଏହି ମହାଲ୍ମାଣ୍ଡା ସରକାର ଚାଲିଥିବାରୁ ଚାକିରି ପାଇବାରୁ ବଂଚିତ ହୋଇଛନ୍ତି । ରାଜ୍ୟ ସରକାର ଯେତେବେଳେContinue reading “କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଘଟଣା: ମହାଲମାଣ୍ଡା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେପି”

ଅତିଥିଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ଅଯୋଧ୍ୟା: ପହଂଚୁଛନ୍ତି ବଲିଉଡ୍ ସେଲିବ୍ରିଟି, ହନୁମାନଗଡ଼ି ଯାଇ ପୂଜାର୍ଚ୍ଚନା କଲେ କଙ୍ଗନା ରଣାୱତ

କନକ ବ୍ୟୁରୋ: ଆସନ୍ତାକାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ପ୍ରତିଷ୍ଠା ସମାରୋହରେ ଶତାଧିକ ବିଦେଶୀ ଅତିଥିଙ୍କ ସମାଗମ ହେବ । ଏହା ସହ ୫୦୬ ଜଣ ରାଜ୍ୟ ଅତିଥି ମଧ୍ୟ ଅଯୋଧ୍ୟା ଆସିବେ । ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର ମଧ୍ୟ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ । ଏଥିପାଇଁ ଅଯୋଧ୍ୟାରେ ସେଲିବ୍ରିଟିଙ୍କ ପହଂଚିବା ଆରମ୍ଭ ହୋଇଗଲାଣି । ବଲିଉଡ ଅଭିନେତ୍ରୀ କଙ୍ଗନା ରଣାବତ ହନୁମାନଗଡ଼ି ଯାଇ ପୂଜାର୍ଚ୍ଚନା କରିଛନ୍ତି । ସେହିଭଳି ତେଲୁଗୁ ସୁପରContinue reading “ଅତିଥିଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ଅଯୋଧ୍ୟା: ପହଂଚୁଛନ୍ତି ବଲିଉଡ୍ ସେଲିବ୍ରିଟି, ହନୁମାନଗଡ଼ି ଯାଇ ପୂଜାର୍ଚ୍ଚନା କଲେ କଙ୍ଗନା ରଣାୱତ”

ରାମମୟ ଅଯୋଧ୍ୟା, ଆଉ କିଛି ଘଂଟାର ଅପେକ୍ଷା: ଆସନ୍ତାକାଲି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଆଜି ୧୧୪କଳସ ଜଳରେ ରାମ ପ୍ରତିମୂର୍ତ୍ତିକୁ କରାଯିବ ସ୍ନାନ

କନକ ବ୍ୟୁରୋ: ରାମମୟ ହୋଇଛି ଅଯୋଧ୍ୟା ନଗରୀ । ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠାକୁ ମାତ୍ର କେଇ ଘଂଟାର ବାକି ରହିଛି । ଅଯୋଧ୍ୟାରେ ରାମ-ଲକ୍ଷ୍ମଣ ସୀତା । ରାମମୟ ଅଯୋଧ୍ୟା ନଗରୀ ବୁଲିଛନ୍ତି ରାମ-ଲକ୍ଷ୍ମଣ ସୀତା । ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟିଛି ଅଯୋଧ୍ୟାକୁ । ଆଉ ଏହା ଭିତରେ ନିଜକୁ ଭଗବାନଙ୍କ ବେଶରେ ସଜେଇ ଅଯୋଧ୍ୟାରେ ବୁଲୁଛନ୍ତି କଳାକାର । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଗତ ଗୁରୁବାରରୁ ଆରମ୍ଭ ହୋଇଥିବା ପ୍ରାଣContinue reading “ରାମମୟ ଅଯୋଧ୍ୟା, ଆଉ କିଛି ଘଂଟାର ଅପେକ୍ଷା: ଆସନ୍ତାକାଲି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଆଜି ୧୧୪କଳସ ଜଳରେ ରାମ ପ୍ରତିମୂର୍ତ୍ତିକୁ କରାଯିବ ସ୍ନାନ”

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ଚାରିଆଡେ ଉତ୍ସାହ । ଗୋଟିଏ ଗୋଡରେ ଅଯୋଧ୍ୟା ଗଲେ ଲଲାଟ କିଶୋର । ଏପଟେ ପଥୋତ୍ସବରେ ଶ୍ରୀରାମଙ୍କ ଝଲକ ।

କନକ ବ୍ୟୁରୋ: ଅଯୋଧ୍ୟା ନଗରୀରେ ଭକ୍ତଙ୍କ ଭିଡ଼ ଭିତରେ ଭିନ୍ନକ୍ଷମ ଓଡ଼ିଆ ଭକ୍ତ । ଗୋଟିଏ ଗୋଡ ନଥିବା ବେଳେ ପୁରୀର ଲଲାଟ କିଶୋରଙ୍କୁ ଅଯୋଧ୍ୟା ନଗରୀକୁ ଟାଣିନେଇଛି ପ୍ରଭୁ ଶ୍ରୀରାମଙ୍କ ପ୍ରତି ପ୍ରଗାଢ ଭକ୍ତି । ଭିନ୍ନକ୍ଷମ ହୋଇଥିଲେ ତାଙ୍କ ମନରେ ଯୋଶ କମିନାହିଁ । ଗୋଟିଏ ଗୋଡରେ ବି ଲଲାଟ କିଶୋର ଚାରିଧାମ ଯାତ୍ରା କରୁଥିବା କହିଛନ୍ତି । ଏନେଇ ଆମ ପ୍ରତିନିଧି ଅନୁଜ ଦାଶ ଲଲାଟ କିଶୋରଙ୍କ ସହ ଅଧିକ ଆଲୋଚନା କରିଛନ୍ତିContinue reading “ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ଚାରିଆଡେ ଉତ୍ସାହ । ଗୋଟିଏ ଗୋଡରେ ଅଯୋଧ୍ୟା ଗଲେ ଲଲାଟ କିଶୋର । ଏପଟେ ପଥୋତ୍ସବରେ ଶ୍ରୀରାମଙ୍କ ଝଲକ ।”

ଆମ୍ ଆଦମୀ ପାର୍ଟିର ବଡ ନିଷ୍ପତ୍ତି । ଜାନୁଆରୀ ୨୨ ତାରିଖରେ ପୂରା ଦିଲ୍ଲୀରେ ହେବ ରାମଲଲାଙ୍କ ଶୋଭାଯାତ୍ରା

କନକ ବ୍ୟୁରୋ : ସୋମବାର ଦିନ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ସାରା ଦେଶ ଉତ୍ସବ ମୁଖର ରହିଛି । ସେପଟେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସମାନ ଦିନରେ ରାମଲଲାଙ୍କ ଶୋଭଯାତ୍ରା କରିବ ବୋଲି ଘୋଷଣା କରିଛି । ଆପ୍ ନେତାଙ୍କ କହିବା ମୁତାବକ ପୂରା ଦିଲ୍ଲୀରେ ଏହି ଶୋଭାଯାତ୍ରା ହେବ । ଏହାସହ ଦଳ ତରଫରୁ ସାରା ଦିଲ୍ଲୀରେ ଭୋଜିଭାତର ଆୟୋଜନ କରିବ ।Continue reading “ଆମ୍ ଆଦମୀ ପାର୍ଟିର ବଡ ନିଷ୍ପତ୍ତି । ଜାନୁଆରୀ ୨୨ ତାରିଖରେ ପୂରା ଦିଲ୍ଲୀରେ ହେବ ରାମଲଲାଙ୍କ ଶୋଭାଯାତ୍ରା”

ଭଦ୍ରକରେ ବାଇକକୁ ଚାପି ଦେଲା ଟ୍ରକ୍ , ଘଟଣାସ୍ଥଳରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ । ଟ୍ରକ ଡ୍ରାଇଭର,ହେଲ୍ପର ଫେରାର ।

କନକ ବ୍ୟୁରୋ: ଭଦ୍ରକରେ ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ୩ ଜଣଙ୍କ ମୃତ୍ୟୁ ହୋଇଛି । ବାଇକକୁ ଚାପି ଦେଲା ଟ୍ରକ । ଘଟଣାସ୍ଥଳରେ ୨ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଆଉ ଜଣେ ଆଖି ବୁଜିଛନ୍ତି । ପ୍ରବଳ ବର୍ଷା ବେଳେ ଟ୍ରକଟି ଦ୍ରୁତ ଗତିରେ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ବାଇକକୁ ପଛପଟୁ ଧକ୍କା ଦେଇଥିଲେ । ତେବେ ମୃତକଙ୍କ ପରିଚୟ ମିଳିନଥିବାContinue reading “ଭଦ୍ରକରେ ବାଇକକୁ ଚାପି ଦେଲା ଟ୍ରକ୍ , ଘଟଣାସ୍ଥଳରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ । ଟ୍ରକ ଡ୍ରାଇଭର,ହେଲ୍ପର ଫେରାର ।”

ବିିବାଦ ପରେ ବଦଳିଲା ନିଷ୍ପତ୍ତି । ଜାନୁଆରୀ ୨୨ ତାରିଖରେ ଖୋଲା ରହିବ ଏମ୍ସ

କନକ ବ୍ୟୁରୋ : ଜାନୁଆରୀ ୨୨ ଅର୍ଥାତ ଆସନ୍ତା କାଲି ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ସାରା ଦେଶର ସରକାରୀ କାର୍ଯ୍ୟାଳୟଗୁଡିକ ଅଧାଦିନ ଛୁଟି ରହିବ ବୋଲି କେନ୍ଦ୍ର ସରକାର ଘୋଷଣା କରିବା ପରେ କିଛି ରାଜ୍ୟ ସରକାର ମଧ୍ୟ ଏହାକୁ ଘୋଷଣା କରିଛନ୍ତି । ଏହା ମଧ୍ୟରେ ଦିଲ୍ଲୀ ସ୍ଥିତ ଅଖିଳ ଭାରତ ଆର୍ୟୁବିଜ୍ଞାନ କେନ୍ଦ୍ର ବା ଏମ୍ସ ଅଧାଦିନ ବନ୍ଦ ରଖିବାକୁ ଅଧିକାରୀଙ୍କ ତରଫରୁContinue reading “ବିିବାଦ ପରେ ବଦଳିଲା ନିଷ୍ପତ୍ତି । ଜାନୁଆରୀ ୨୨ ତାରିଖରେ ଖୋଲା ରହିବ ଏମ୍ସ”

ଆଫଗାନିସ୍ତାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାରେ ଶିକାର । ଭାରତୀୟ ବିମାନ ନୁହେଁ ବୋଲି ସ୍ପଷ୍ଟ କଲା ଡିଜିସିଏ

କନକ ବ୍ୟୁରୋ : ଆଫଗାନିସ୍ତାନରେ ଏକ ବଡ ଧରଣର ବିମାନ ଦୁର୍ଘଟଣା ହୋଇଛି । ଆଫଗାନ ଗଣମାଧ୍ୟମର ରିପୋର୍ଟ ମୁତାବକ ବିମାନଟି ଭୁଲ ମାର୍ଗରେ ଯାଉଥିବା ବେଳେ ଶନିବାର ରାତିରେ ବଦଶୁଖର ଜେବକ ଜିଲ୍ଲାର ଏକ ପାହାଡ ସହ ଧକ୍କା ହୋଇଥିଲା । ପ୍ରଥମେ ଏହା ଭାରତୀୟ ବିମାନ ବୋଲି କୁହାଯାଉଥିବା ବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହା ଭାରତର ନୁହେଁ ବୋଲି ସ୍ପଷ୍ଟ କରିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୂତ୍ର ସୂଚନାContinue reading “ଆଫଗାନିସ୍ତାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାରେ ଶିକାର । ଭାରତୀୟ ବିମାନ ନୁହେଁ ବୋଲି ସ୍ପଷ୍ଟ କଲା ଡିଜିସିଏ”

Design a site like this with WordPress.com
Get started