କନକ ବ୍ୟୁରୋ: ଅନ୍ଧବିଶ୍ୱାସର କରୁଣ ପରିଣତି । ବୃଦ୍ଧାଙ୍କୁ ଡାହାଣୀ ସଜାଇ ପରିବାରକୁ ନିର୍ଯାତନା । ବଡ଼ପୁଅ ଆତ୍ମହତ୍ୟା କରିବାର ୩ମାସ ପରେ ଝିଅଘରେ ଶୁଦ୍ଧିକ୍ରିୟା କାର୍ଯ୍ୟ ସମ୍ପନ୍ନ କଲେ ପରିବାର ଲୋକେ । କେନ୍ଦୁଝର ଝୁମ୍ପୁରା ବ୍ଲକ ରଗଡିସାହିରେ ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି । ଏଭଳି ସମ୍ବେଦନଶୀଳ ଘଟଣା ବର୍ତମାନର ସଭ୍ୟ ସମାଜକୁ ଆଙ୍ଗୁଳି ଉଠାଇଛି । ପଡୋଶୀଙ୍କ ମୃତ୍ୟୁକୁ ନେଇ ଆଦିବାସୀ ସମ୍ପ୍ରଦାୟର ଗହ୍ମା ମୁଣ୍ଡାଙ୍କ ପରିବାରକୁ ଗାଁ ଲୋକଙ୍କ ପକ୍ଷରୁContinue reading “ଅନ୍ଧବିଶ୍ୱାସର କରୁଣ ପରିଣତି । ବୃଦ୍ଧାଙ୍କୁ ଡାହାଣୀ ସଜାଇ ପରିବାରକୁ ନିର୍ଯାତନା । କେନ୍ଦୁଝର ରୁଗୁଡିସାହିର ଘଟଣା ।”
Author Archives: Raghaba
କଂଗ୍ରେସ ଟିକେଟ ପାଇଁ ଟଙ୍କା କାରବାର । ଆଶାୟୀଙ୍କୁ ପ୍ରାର୍ଥୀ ଘୋଷଣା କରିବା ନେଇ ଅଭିଯୋଗ ପରେ ସତର୍କ କଲା ପିସିସି ।
କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ସବୁ ଦଳର ଜୋରଦାର ପ୍ରସ୍ତୁତି ଚାଲିଛି । ଏହାରି ଭିତରେ କଂଗ୍ରେସ ଟିକେଟ ପାଇଁ ଟଙ୍କା କାରବାର ହେଉଥିବା ଖବର ଚର୍ଚ୍ଚାକୁ ଆସିବା ପରେ ସତର୍କ କରାଇଲା ପ୍ରଦେଶ କଂଗ୍ରେସ କମିଟି । ଉଭୟ ବିଧାନସଭା ଓ ଲୋକସଭା ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବାର ପ୍ରତିଶ୍ରୁତି ଦେଇ କିଛି ବ୍ୟକ୍ତ ବିଶେଷ ଟଙ୍କା ଆଦାୟ କରୁଥିବା ଖବର ପିସିସି ସଭାପତିଙ୍କ ନଜରକୁ ଆସିଥିଲା । ଏଭଳି ଖବର ସାମ୍ନାକୁContinue reading “କଂଗ୍ରେସ ଟିକେଟ ପାଇଁ ଟଙ୍କା କାରବାର । ଆଶାୟୀଙ୍କୁ ପ୍ରାର୍ଥୀ ଘୋଷଣା କରିବା ନେଇ ଅଭିଯୋଗ ପରେ ସତର୍କ କଲା ପିସିସି ।”
ଅଯୋଧ୍ୟା ସହ ଓଡ଼ିଶାରେ ବି ହେବ ରାମ ମନ୍ଦିରର ପ୍ରତିଷ୍ଠା । ରାଜ୍ୟରେ ବିଭିନ୍ନ ସ୍ଥାନରେ ହୋମ ଯଜ୍ଞ । ଲଣ୍ଡନରେ ଜୟଶ୍ରୀରାମ ନାରା ।
କନକ ବ୍ୟୁରୋ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୧୧ ଦିନର ବ୍ରତ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜକୁ ଶୁଦ୍ଧ ରଖିବା ପାଇଁ ଏହି ବ୍ରତ କରୁଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ବେଶ କଠୋର ନିୟମ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ । ବ୍ରତ ପାଳନ ସହ ଦେଶର ବିଭିନ୍ନ ମନ୍ଦିର ଗସ୍ତ କରୁଛନ୍ତି । ସବୁଠୁ ଖୁସିର କଥା ହେଉଛି ବିଦେଶରେ ମଧ୍ୟ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ଆୟୋଜିତ ହେଉଛି ରାଲି ।Continue reading “ଅଯୋଧ୍ୟା ସହ ଓଡ଼ିଶାରେ ବି ହେବ ରାମ ମନ୍ଦିରର ପ୍ରତିଷ୍ଠା । ରାଜ୍ୟରେ ବିଭିନ୍ନ ସ୍ଥାନରେ ହୋମ ଯଜ୍ଞ । ଲଣ୍ଡନରେ ଜୟଶ୍ରୀରାମ ନାରା ।”
ରାଜ୍ୟରେ ୨୦୨୩ ପାଇଁ ରାଜ୍ୟପାଳ ପୋଲିସ ପଦକ ଘୋଷଣା । ୨୦ ଜଣ ପୋଲିସ ଅଧିକାରୀଙ୍କୁ ମିଳିବ ସମ୍ମାନଜନକ ପଦକ ।
କନକ ବ୍ୟୁରୋ: ୨୦୨୩ ପାଇଁ ଘୋଷଣା ହେଲା ରାଜ୍ୟପାଳ ପୋଲିସ ପଦକ । ୨୦ଜଣ ପୋଲିସ ଅଧିକାରୀଙ୍କୁ ଏହି ସମ୍ମନଜନକ ପଦକ ମିଳିବ । ଏଥିରେ ୨ଜଣ ଆଇଜିଙ୍କୁ ରାଜ୍ୟପାଳ ପୋଲିସ ପଦକ ମିଳିବ । ଏହି କ୍ରମରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଏବଂ କ୍ରାଇମବ୍ରାଞ୍ଚ ଆଇଜି ସଫିନ୍ ଅହମ୍ମଦଙ୍କୁ ଏହି ସମ୍ମାନଜନକ ପଦକ ମିଳିବ । ଗଞ୍ଜାମ ଓ ସମ୍ବଲପୁର ଏସପିଙ୍କୁ ମଧ୍ୟ ଏହି ସମ୍ମାନଜନକ ପଦକ ମିଳିବାର ସୂଚନା ରହିଛି । TheContinue reading “ରାଜ୍ୟରେ ୨୦୨୩ ପାଇଁ ରାଜ୍ୟପାଳ ପୋଲିସ ପଦକ ଘୋଷଣା । ୨୦ ଜଣ ପୋଲିସ ଅଧିକାରୀଙ୍କୁ ମିଳିବ ସମ୍ମାନଜନକ ପଦକ ।”
ସରୁନି ଦାଦନ ଦୁଃଖ । ରୋଜଗାର ପାଇଁ ଚେନ୍ନାଇ ଯାଇଥିବା ଯୁବକ ମୃତ । ଅର୍ଥ ଅଭାବରୁ ୧୧ଦିନ ପରେ ବି ଗାଁକୁ ଆସିପାରୁନି ଶବ ।
କନକ ବ୍ୟୁରୋ: କଳାହାଣ୍ଡିରେ ଦାଦନ ଶ୍ରମିକଙ୍କ ଦୁଃଖ । ରୋଜଗାର ଆଶାରେ ଚେନ୍ନାଇ କାମ କରିବାକୁ ଯାଇଥିବା ଯୁବକର ମୃତ୍ୟୁ ହୋଇଯାଇଛି । ହେଲେ ଅର୍ଥ ଅଭାବରୁ ମୃତ୍ୟୁର ୧୧ ଦିନ ହେଲା ପରେ ବି ଗାଁରେ ପହଞ୍ଚିି ପାରୁନାହିଁ ମରଶରୀର । ଜୟପାଟଣା ବ୍ଲକ ବାଡକର୍ଲାକୋଟ ଗାଁରୁ ଆସିଛି ଏହି ଦୁଃଖଦ ଖବର । ବାଡକର୍ଲାକୋଟ ଗାଁର ଶୋଭା ଭଇଁଶାଲ ଓ ଧନମିତ ଭଇଶାଲଙ୍କ ଏକମାତ୍ର ପୁଅ ଉମାଶଙ୍କର ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ ।Continue reading “ସରୁନି ଦାଦନ ଦୁଃଖ । ରୋଜଗାର ପାଇଁ ଚେନ୍ନାଇ ଯାଇଥିବା ଯୁବକ ମୃତ । ଅର୍ଥ ଅଭାବରୁ ୧୧ଦିନ ପରେ ବି ଗାଁକୁ ଆସିପାରୁନି ଶବ ।”
ବିଡିଓଙ୍କ ମନମୁଖୀ କାର୍ଯ୍ୟର ପ୍ରତିବାଦ । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ସରପଞ୍ଚ ଆମରଣ ଅନଶନ ।
କନକ ବ୍ୟୁରୋ: ମହିଳା ସରପଞ୍ଚ ଅହୋରାତ୍ର ଆମରଣ ଅନଶନ । ରାଜକନିକା ବ୍ଲକର ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଆମରଣ ଅନଶନକୁ ଓହ୍ଲାଇଛନ୍ତି କୋରାନ୍ଦ ପଂଚାୟତର ମହିଳା ସରପଞ୍ଚ । କେନ୍ଦ୍ରପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମହିଳା ସରପଞ୍ଚ ନିଜ ଛୋଟ ଶିଶୁକୁ ଧରି ଅନଶନରେ ବସିଛନ୍ତି । ତାଙ୍କ ସହ ନାଏବ ସରପଞ୍ଚ ଓ କେତେକ ୱାର୍ଡ ସଭ୍ୟ ଅନଶନରେ ବସିଛନ୍ତି । ରାଜକନିକା ବିଡିଓ କୌଣସି ବିକାଶ ମୂଳକ କାମ କରେଇ ଦେଉ ନାହାନ୍ତିContinue reading “ବିଡିଓଙ୍କ ମନମୁଖୀ କାର୍ଯ୍ୟର ପ୍ରତିବାଦ । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ସରପଞ୍ଚ ଆମରଣ ଅନଶନ ।”
ରାମ ମନ୍ଦିର ଲାଗି ପାକିସ୍ତାନ ଅଧିକୃତ ଶାରଦା ପୀଠ କୁଣ୍ଡରୁ ପବିତ୍ର ଜଳ ପଠାଇଲେ ମୁସଲମାନ ବ୍ୟକ୍ତି ।
କନକ ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବ୍ୟବହାର ଲାଗି ଜଣେ ମୁସଲ୍ମାନ୍ ବ୍ୟକ୍ତି ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଶାରଦା ପୀଠ କୁଣ୍ଡରୁ ପବିତ୍ର ଜଳ ସଂଗ୍ରହ କରି ଇଂଲଣ୍ଡ୍ ବାଟ ଦେଇ ଭାରକୁ ପଠାଇଛନ୍ତି। ‘ସେଭ୍ ଶାରଦା କମିଟି କଶ୍ମୀର’ର ସଂସ୍ଥାପକ ରବୀନ୍ଦ୍ର ପଣ୍ଡିତ କହିଛନ୍ତି, ୨୦୧୯ ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣ ଓ ତା’ ପରେ ବାଲାକୋଟ୍ ଏୟାର୍ଷ୍ଟ୍ରାଇକ୍ ଘଟଣା ସମୟରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଡାକସେବା ବନ୍ଦ ହୋଇଯାଇଛି।Continue reading “ରାମ ମନ୍ଦିର ଲାଗି ପାକିସ୍ତାନ ଅଧିକୃତ ଶାରଦା ପୀଠ କୁଣ୍ଡରୁ ପବିତ୍ର ଜଳ ପଠାଇଲେ ମୁସଲମାନ ବ୍ୟକ୍ତି ।”
ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ନେଇ ଓଡିଶାରେ ଉତ୍ସବର ମାହୋଲ । କଳସ ଶୋଭାଯାତ୍ରା ଓ ନାମଯଜ୍ଞ ସହ ଭାବମୟ ପରିବେଶ ।
କନକ ବ୍ୟୁରୋ: ରାମମୟ ହୋଇଛି ଅଯୋଧ୍ୟା ନଗରୀ । ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠାକୁ ମାତ୍ର କେଇ ଘଂଟାର ବାକି ରହିଛି । ଏହାପୂର୍ବରୁ ଗତ ଗୁରୁବାରରୁ ଆରମ୍ଭ ହୋଇଥିବା ପ୍ରାଣ ପ୍ରତିଷ୍ଠା ପୂଜା ଜାରି ରହିଛି । ଏହି କ୍ରମରେ ଆଜି ମନ୍ଦିର ଗର୍ଭଗୃହରେ ପ୍ରତିଷ୍ଠିତ ରାମଲଲାଙ୍କ ମୂର୍ତ୍ତିିକୁ ୧୧୪ କଳସ ଔଷଧୀୟ ଜଳରେ ସ୍ନାନ କରାଯିବ । ସରଜୂ ନଦୀର ରାମଘାଟରୁ ୧୧୪ କଳସ ପାଣି ଆଣି ସ୍ନାନବିଧି ସଂପନ୍ନ କରାଯିବ । ଏଥିସହContinue reading “ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ନେଇ ଓଡିଶାରେ ଉତ୍ସବର ମାହୋଲ । କଳସ ଶୋଭାଯାତ୍ରା ଓ ନାମଯଜ୍ଞ ସହ ଭାବମୟ ପରିବେଶ ।”
ଜମୁଛି ବରଗଡ଼ ଧନୁଯାତ୍ରା । ଗୋପପୁରରେ ଶ୍ରୀକୃଷ୍ଣଙ୍କ ରାସଲୀଳା ଗୋପୀଙ୍କ ବସ୍ତ୍ରହରଣ ଦୃଶ୍ୟରେ ଆନମନା ଦର୍ଶକ ।
କନକ ବ୍ୟୁରୋ: ଗୋପପୁରରେ କୃଷ୍ଣଙ୍କ ରାସଲୀଳା । ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଷଷ୍ଠ ଦିନରେ ଏହି ଦୃଶ୍ୟ ଅଭିନୀତ ହୋଇଛି । ଗୋପପୁରରେ ଶ୍ରୀକୃଷ୍ଣଙ୍କ ରାସଲୀଳା ଚାଲିଥିବା ବେଳେ ଗୋପୀମାନେ ଯମୁନା ନଦୀ ପାରି ହୋଇ ମଥୁରାକୁ ଦହି ବିକ୍ରି କରିବାକୁ ଯାଉଛନ୍ତି । ଏହି ସମୟରେ ନଟଖଟ କୃଷ୍ଣ ଗୋପୀଙ୍କ ସହ ନୃତ୍ୟଗୀତରେ ମାତିଛନ୍ତି । କେତେବେଳେ ରାଧାଙ୍କ ଠାରୁ ଦୂରେଇ ଯାଉଛନ୍ତି ପୁଣି କେତେ ବେଳେ ରାଧାଙ୍କୁ ପ୍ରେମ ନିବେଦନ କରିଛନ୍ତି । ଏଥିସହContinue reading “ଜମୁଛି ବରଗଡ଼ ଧନୁଯାତ୍ରା । ଗୋପପୁରରେ ଶ୍ରୀକୃଷ୍ଣଙ୍କ ରାସଲୀଳା ଗୋପୀଙ୍କ ବସ୍ତ୍ରହରଣ ଦୃଶ୍ୟରେ ଆନମନା ଦର୍ଶକ । “
କ୍ରିପ୍ଟୋ କରେନ୍ସି ପରେ ଡାଇକନ୍ କରେନ୍ସି ନାଁରେ ଠକେଇ । ସାତ ଜଣଙ୍କୁ ବାନ୍ଧିଲା ବଲାଙ୍ଗୀର ପୋଲିସ ।
କନକ ବ୍ୟୁରୋ: କ୍ରିପ୍ଟୋ କରେନ୍ସି ଭଳି ଡାଇକନ କରେନ୍ସି ନାଁରେ ଠକେଇ । ସାତ ଜଣଙ୍କୁ ବାନ୍ଧିଲା ବଲାଙ୍ଗୀର ପୋଲିସ । ୨୫ମୋବାଇଲ, ୪ଲାପଟପ, ଦୁଇ କମ୍ପ୍ୟୁଟର, ୪ଗାଡି ସହ ମର୍ସିଡିଜ ଜବତ ହୋଇଥିବା ସୂଚନା । ଏହି ଠକ ଗ୍ୟାଙ୍ଗ ଡାଇକନ ନାମରେ କମ୍ପାନି ଖୋଲି ଲୋକ ମାନଙ୍କୁ ପ୍ରଲୋଭନ ଦେଖାଉଥିଲା । ଗୁଜରାଟର ଏକ କମ୍ପାନୀ ସହାୟତାରେ ଏହି ଆପ୍ ଖୋଲାଯାଇଥିବା ବେଳେ ଏଥିରେ ଟଙ୍କା ଲଗାଇବାକୁ ଗ୍ରାହକଙ୍କୁ ପ୍ରଲୋଭନ ଦେଖାଯାଉଥିଲା । ଏମାନେContinue reading “କ୍ରିପ୍ଟୋ କରେନ୍ସି ପରେ ଡାଇକନ୍ କରେନ୍ସି ନାଁରେ ଠକେଇ । ସାତ ଜଣଙ୍କୁ ବାନ୍ଧିଲା ବଲାଙ୍ଗୀର ପୋଲିସ ।”