କନକ ବ୍ୟୁରୋ: ସୋମବାରଠାରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ କ୍ଲାସ ଓ ପରୀକ୍ଷା ସ୍ଥଗିତ । ହଷ୍ଟେଲ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ । ରାଜ୍ୟରେ କରୋନା ସଂକ୍ରମଣ ଏବେ ଉପର ମୁହାଁ ହୋଇ ଗତି କରୁଛି । ଏପରି ସ୍ଥିତିରେ ଗତକାଲି ରାଜ୍ୟ ସରକାର ମଧ୍ୟ ନାଇଟ୍ କର୍ଫ୍ୟୁ ଲାଗୁ ହେବା ନେଇ ନିୟମ ଜାରି କରିଛନ୍ତି । ଏପରି ସ୍ଥିତିରେ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଅଫଲାଇନ୍ ପାଠପଢାContinue reading “ସୋମବାରଠାରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ କ୍ଲାସ ଓ ପରୀକ୍ଷା ସ୍ଥଗିତ । ହଷ୍ଟେଲ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ ।”
Author Archives: Raghaba
ସଂକ୍ରମଣ ଭିତରେ କରୋନା ପୁଣି ଲେଖିଲାଣି ‘ଶବ ଶ୍ମଶାନର’ କାହାଣୀ । କେଉଁଠି ଶବକୁ ମଶାଣୀ ମିଳୁନି, କେଉଁଠି ସଂସ୍କାର ପାଇଁ ଅପେକ୍ଷା କରିଛି ଶବ…
କନକ ବ୍ୟୁରୋ: ମତେ ନିଆଁ ଟିକେ ଦିଅ, ମତେ ଜାଳିପୋଡି ଦିଅ, ଜୁଇର ଡହଡହ ଜାଳରେ ମୋ ହାଡ ମାଂସକୁ ପୋଡି ପାଉଁଶ କରିଦିଅ । ମୁଁ ଜଳିଯାଏ, ତରଳିଯାଏ । ନା ଥିବ ସଂକ୍ରମଣ ଜନିତ ସନ୍ଦେହ, ନା ଥିବେ କେହି ଘୃଣା କରିବାର ମଣିଷ । ଏଠି ବ୍ୟବସ୍ଥା ବି କରୋନାରେ କବଳିତ । ସବୁ ସରକାରୀ ସୁବିଧାମାନେ ଏଠି ମୋ ପରି ଶବ ପାଲଟିଯାଇଛନ୍ତି । ତାହା ନହୋଇଥିଲେ ଅନ୍ତିମ ସଂସ୍କାର ପାଇଁContinue reading “ସଂକ୍ରମଣ ଭିତରେ କରୋନା ପୁଣି ଲେଖିଲାଣି ‘ଶବ ଶ୍ମଶାନର’ କାହାଣୀ । କେଉଁଠି ଶବକୁ ମଶାଣୀ ମିଳୁନି, କେଉଁଠି ସଂସ୍କାର ପାଇଁ ଅପେକ୍ଷା କରିଛି ଶବ…”
୫ ବର୍ଷ ତଳେ ମହାନଦୀରେ ଛତିଶଗଡରୁ ଭାସିଆସିଥିଲେ, ୫ ବର୍ଷ ପରେ ବୋହୂ ସାଜି ଛତିଶଗଡ ଫେରିବେ… ବୁଧବାର ହେବ ନଦୀକନ୍ୟାର ବାହାଘର…
କନକ ବ୍ୟୁରୋ: ମହାନଦୀରୁ ମହାମିଳନ । ବୋହୂ ସାଜିବେ ନଦୀକନ୍ୟା । ଦିନେ ଏହି ମହାନଦୀରୁ ଭାସି ଯାଉଥିବା ଝିଅକୁ ଉଦ୍ଧାର କରି ନିଜର ଝିଅ ବୋଲି ପରିଚୟ ଦେଇଥିଲେ ଆଉ ଆଜି ସେହି ଝିଅକୁ କନିଆଁ ବେଶରେ ସଜେଇ ହାତକୁ ଦିହାତ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ପାଳିତ ବାପାମାଆ । ଦୀର୍ଘ ୬ ବର୍ଷ ତଳେ ମହାନଦୀର ବନ୍ୟାପାଣିରେ ଛତିଶଗଡରୁ ଭାସି ଆସିଥିବା ସୋନୀଙ୍କ ବିବାହ ହେବ ଆଉ ସେ ଶଙ୍ଖାସିନ୍ଦୂର ନାଇ ଶାଶୁ ଘରକୁContinue reading “୫ ବର୍ଷ ତଳେ ମହାନଦୀରେ ଛତିଶଗଡରୁ ଭାସିଆସିଥିଲେ, ୫ ବର୍ଷ ପରେ ବୋହୂ ସାଜି ଛତିଶଗଡ ଫେରିବେ… ବୁଧବାର ହେବ ନଦୀକନ୍ୟାର ବାହାଘର…”
ପାଣିପାଗ ବିଭାଗର ସତର୍କ ସୂଚନା । ୨୪ ଘଂଟା ମଧ୍ୟରେ ୮ ଜିଲ୍ଲାକୁ କାଳବୈଶାଖୀ ସହ ୧୯ ଜିଲ୍ଲାକୁ ବର୍ଷା ସମ୍ଭାବନା
କନକ ବ୍ୟୁରୋ : ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୮ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଜାରି ସତର୍କ ସୂଚନା ମତାବକ ଆଜି (୧୬ ଅପ୍ରେଲ, ଶୁକ୍ରବାର) ଅପରାହ୍ନ ୧ଟା ୩୦ଘଣ୍ଟା ମଧ୍ୟରୁ ଆସନ୍ତାକାଲି (୧୭ ଅପ୍ରେଲ, ଶନିବାର) ସକାଳ ୮ଟା୩୦ ଘଣ୍ଟା ମଧ୍ୟରେContinue reading “ପାଣିପାଗ ବିଭାଗର ସତର୍କ ସୂଚନା । ୨୪ ଘଂଟା ମଧ୍ୟରେ ୮ ଜିଲ୍ଲାକୁ କାଳବୈଶାଖୀ ସହ ୧୯ ଜିଲ୍ଲାକୁ ବର୍ଷା ସମ୍ଭାବନା”
ସର୍ବାଧିକ ଆକ୍ରାନ୍ତ ୧୨ଟି ରାଜ୍ୟକୁ ଅକ୍ସିଜେନ ଯୋଗାଣ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ବିଭିନ୍ନ ପ୍ଲାଂଟ ନିଜ କ୍ଷମତା ଅନୁସାରେ ଅମ୍ଳଜାନ ଉତ୍ପାଦନ ବୃଦ୍ଧି ପାଇଁ ନିର୍ଦ୍ଦେଶ
କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ମୁଖ୍ୟ ବାଧକ ସାଜିଛି ଅକ୍ସିଜେନର ଅଭାବ । ଦୈନିକ ଅକ୍ସିଜେନ୍ ଅଭାବରୁ କରୋନା ସଂକ୍ରମିତଙ୍କ ମୃତ୍ୟୁନେଇ ଖବର ଆସିବା ପରେ ଆଜି ଏନେଇ ପ୍ରଧାନମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ସମୀକ୍ଷା ବୈଠକରେ ସର୍ବାଧିକ ଆକ୍ରାନ୍ତ ୧୨ଟି ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ।ଅଧିକ ସଂକ୍ରମିତ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରContinue reading “ସର୍ବାଧିକ ଆକ୍ରାନ୍ତ ୧୨ଟି ରାଜ୍ୟକୁ ଅକ୍ସିଜେନ ଯୋଗାଣ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ବିଭିନ୍ନ ପ୍ଲାଂଟ ନିଜ କ୍ଷମତା ଅନୁସାରେ ଅମ୍ଳଜାନ ଉତ୍ପାଦନ ବୃଦ୍ଧି ପାଇଁ ନିର୍ଦ୍ଦେଶ”
ଆସନ୍ତାକାଲି ଠାରୁ ରାଜଧାନୀରେ ନାଇଟ କର୍ଫ୍ୟୁ । ନାଇଟ୍ କର୍ଫ୍ୟୁକୁ ସଫଳ କରିବାକୁ ବିଏମସିର ଆହ୍ୱାନ । କର୍ଫ୍ୟୁକୁ ନଜରରେ ରଖି ବଜାରରେ ଭିଡ
କନକ ବ୍ୟୁରୋ : ଆସନ୍ତା କାଲିଠାରୁ ରାଜ୍ୟରେ ଲାଗୁହେବାକୁ ଯାଉଛି ନାଇଟ୍ କର୍ଫ୍ୟୁ । ଏହି କ୍ରମରେ ରାଜ୍ୟର ୨୦ ଟି ଜିଲ୍ଲାର ସହରାଞ୍ଚଳରେ ରାତି ୯ ଟା ଠାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ରହିବ । ଏହା ସହ ଅନ୍ୟ ୧୦ ଟି ଜିଲ୍ଲାରେ ସଂନ୍ଧ୍ୟା ୬ ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ରହିବ । ଏହାରି ଭିତରେ ରାଜଧାନୀରେ ନାଇଟ୍ କର୍ଫ୍ୟୁକୁ ସଫଳ କରିବାକୁ ବିଏମସିContinue reading “ଆସନ୍ତାକାଲି ଠାରୁ ରାଜଧାନୀରେ ନାଇଟ କର୍ଫ୍ୟୁ । ନାଇଟ୍ କର୍ଫ୍ୟୁକୁ ସଫଳ କରିବାକୁ ବିଏମସିର ଆହ୍ୱାନ । କର୍ଫ୍ୟୁକୁ ନଜରରେ ରଖି ବଜାରରେ ଭିଡ”
କରୋନା ସଂକ୍ରମଣକୁ ନେଇ ଆକ୍ସନ ମୋଡରେ ୟୁପି ମୁଖ୍ୟମନ୍ତ୍ରୀ । ରବିବାର ପୂର୍ଣ୍ଣ ଲକଡାଉନ । ବିନା ମାସ୍କରେ ଧରାପଡିଲେ ୧ ହଜାର ଟଙ୍କା ଜରିମାନା
କନକ ବ୍ୟୁରୋ : କରୋନା ସଂକ୍ରମଣକୁ ନଜରରେ ରଖି ଉତ୍ତରପ୍ରଦେଶ ସରକାର ରାଜ୍ୟରେ ରବିବାର ଦିନ ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି । ଘୋଷଣା ମୁତାବକ ପୁରା ରାଜ୍ୟରେ ଏହି ଲକଡାଉନ୍ ଲାଗୁହେବ । ଅତ୍ୟାବଶକୀୟ ସେବାକୁ ବାଦ ଦେଇ ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ଏହିଦିନ ବ୍ୟାପକ ଭାବେ ସାନିଟାଇଜେସନ କରାଯିବ ବୋଲି କୁହାଯାଇଛି । ଅନ୍ୟପଟେ ମାସ୍କ ନପିନ୍ଧି ଧରାପଡିଲେ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ୟୁପିContinue reading “କରୋନା ସଂକ୍ରମଣକୁ ନେଇ ଆକ୍ସନ ମୋଡରେ ୟୁପି ମୁଖ୍ୟମନ୍ତ୍ରୀ । ରବିବାର ପୂର୍ଣ୍ଣ ଲକଡାଉନ । ବିନା ମାସ୍କରେ ଧରାପଡିଲେ ୧ ହଜାର ଟଙ୍କା ଜରିମାନା”
୧୦ଦିନରେ ପହଂଚିଲା ଆପ୍ ଆବାହକ ନିଶିକାନ୍ତଙ୍କ ଅନଶନ : ମାସକୁ ୨ ଶହ ୟୁନିଟ ପର୍ଯ୍ୟନ୍ତ ଉପଭୋକ୍ତାଙ୍କୁ ମାଗଣା ବିଜୁଳି ଦାବି
କନକ ବ୍ୟୁରୋ : ୧୦ଦିନରେ ପହଂଚିଲା ଆପ୍ ଆବାହକ ନିଶିକାନ୍ତ ମହାପାତ୍ରଙ୍କ ଅନଶନ । ଦିଲ୍ଲୀ ଭଳି ଓଡ଼ିଶାରେ ୨ଶହ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର କରୁଥିବା ପରିବାରକୁ ବିନା ମୁଲ୍ୟରେ ବିଜୁଳି ଯୋଗାଇଦେବା ଦାବିରେ ଅନଶନ ଜାରି ରହିଛି । ଏପ୍ରିଲ ୭ତାରିଖରୁ ଆମ୍ ଆଦମୀ ପାର୍ଟି କର୍ମକର୍ତା ଲୋୟର ପିଏମଜିରେ ଧାରଣା ଜାରି ରଖିଛନ୍ତି । ସେପଟେ ନିଶିକାନ୍ତଙ୍କ ଆନ୍ଦୋଳନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଟୁଇଟ କରିଛନ୍ତିContinue reading “୧୦ଦିନରେ ପହଂଚିଲା ଆପ୍ ଆବାହକ ନିଶିକାନ୍ତଙ୍କ ଅନଶନ : ମାସକୁ ୨ ଶହ ୟୁନିଟ ପର୍ଯ୍ୟନ୍ତ ଉପଭୋକ୍ତାଙ୍କୁ ମାଗଣା ବିଜୁଳି ଦାବି”
ବରମୁଣ୍ଡା ବସଷ୍ଟାଣ୍ଡରେ ନାହିଁ କରୋନା କଟକଣା : ସରକାରଙ୍କ ଗାଇଡଲାଇନ ସତ୍ୱେ ହେଉନାହିଁ ଟେଷ୍ଟ
କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରେ ୪ହଜାର ପାଖାପାଖି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ଶହ ୩୪ଜଣ ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏଥିପାଇଁ କରୋନା କଟକଣା କଡ଼ାକଡ଼ି ହୋଇଛି । ହେଲେ ରାଜଧାନୀ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ କରୋନା କଟକଣାକୁ ଫୁ କରିଛନ୍ତି ପ୍ରବାସୀ । ବସଷ୍ଟାଣ୍ଡରେ କୌଣସି କୋଭିଡ଼ ଟେଷ୍ଟ ହେଉନି । ଲକଡ଼ାଉନ୍ ଭୟରେContinue reading “ବରମୁଣ୍ଡା ବସଷ୍ଟାଣ୍ଡରେ ନାହିଁ କରୋନା କଟକଣା : ସରକାରଙ୍କ ଗାଇଡଲାଇନ ସତ୍ୱେ ହେଉନାହିଁ ଟେଷ୍ଟ”
ଟ୍ରକ୍ ସହ ପିଟିହେଲା ପ୍ରବାସୀଙ୍କ ବସ୍ : ଦୁର୍ଘଟଣାରେ ଟ୍ରକ୍ ଡ଼ାଇଭରଙ୍କର ମୃତ୍ୟୁ; ପ୍ରବାସୀ ଯାତ୍ରୀ ଆହତ
କନକ ବ୍ୟୁରୋ : ଟ୍ରକ୍ ସହ ପିଟିହେଲା ପ୍ରବାସୀଙ୍କ ବସ୍ । ଦୁର୍ଘଟଣାରେ ଟ୍ରକ୍ ଡ଼ାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ବସରେ ଥିବା ପ୍ରବାସୀ ଯାତ୍ରୀ ଆହତ ହୋଇଛନ୍ତି । ଟାଙ୍ଗୀ ବାଇପାସ୍ ନିକଟରେ ଯାତ୍ରୀବାହୀ ବସ୍ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ବସଟି କେରଳରୁ ଓଡ଼ିଶା ଫେରୁଥିଲା । କେରଳର କୁର୍ଣ୍ଣରୁ ଅଂଚଳରୁ ପ୍ରବାସୀ ଓଡ଼ିଶା ଶ୍ରମିକଙ୍କୁ ନେଇ ଆସୁଥିଲା ବସ୍ । ରାସ୍ତା ପ୍ରଶସ୍ତିକରଣ କାମ ଚାଲିଥିବାରୁ ବସ୍ ଓ ଟ୍ରକ୍ ଗୋଟିଏContinue reading “ଟ୍ରକ୍ ସହ ପିଟିହେଲା ପ୍ରବାସୀଙ୍କ ବସ୍ : ଦୁର୍ଘଟଣାରେ ଟ୍ରକ୍ ଡ଼ାଇଭରଙ୍କର ମୃତ୍ୟୁ; ପ୍ରବାସୀ ଯାତ୍ରୀ ଆହତ”