କନକ ବ୍ୟୁରୋ : କରୋନାକୁ ନେଇ ବସିଛି ଛତିଶା ନିଯୋଗ ବୈଠକ ବସିଛି । ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେବି ସିଂ, ଛତିଶା ନିଯୋଗ ମହାନାୟକଙ୍କ ସମେତ ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧି ସାମିଲ ହୋଇଥିଲେ । କରୋନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ଏସଓପି ପରିବର୍ତନ ନେଇ ବୈଠକରେ ଆଲୋଚନା ହୋଇଛି । କୋଭିଡ ନେଗେଟିଭ ରିପୋର୍ଟContinue reading “ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଖବର: ଶନି ଓ ରବିବାର ବନ୍ଦ ରହିବ ଜଗା ଦର୍ଶନ : ଆସନ୍ତା ୨୪ତାରିଖରୁ ଲାଗୁ ହେବ ଏହି ନିୟମ”
Author Archives: Raghaba
ହାଇଦରକୁ ଗିରଫ କରିବାରେ ପ୍ରକୃତ ହିରୋ ହେଉଛନ୍ତି ଇନ୍ସପେକ୍ଟର ରଶ୍ମିରଞ୍ଜନ ମହାପାତ୍ର : କେମିତି ଧରିଥିଲେ ଗ୍ୟାଙ୍ଗଷ୍ଟରକୁ କହିଲେ ଇନ୍ସପେକ୍ଟର
କନକ ବ୍ୟୁରୋ : ତେଲେଙ୍ଗାନାରେ ହାଇଦରକୁ କାବୁ କରିବାକୁ କଟକରୁ ଯାଇଥିଲେ ୨ଟି ଟିମ୍ । ହାଇଦରକୁ କାବୁ କରିଥିବା ଟିମରେ ଥିଲେ ବାଦାମବାଡି ଥାନାର ଆଇଆଇସି ରଶ୍ମୀରଂଜନ ମହାପାତ୍ର । ଜାହିରାବାଦରେ ଜଣେ ଅଣଓଡ଼ିଆ ସହଯୋଗୀ ସହ ହାଇଦର ବାଇକରେ ଯାଉଥିବା ବେଳେ ତାକୁ କାବୁ କରିଥିଲେ କଟକରୁ ଯାଇଥିବା ଟିମ୍ । ଗ୍ୟାଙ୍ଗଷ୍ଟର ହାଇଦରକୁ କାବୁ କରିଥିବା ଟିମରେ ଥିବା ବାଦାମବାଡି ଥାନାର ଆଇଆଇସି ରଶ୍ମୀରଂଜନ ମହାପାତ୍ର, ପୁରା କାହାଣୀ କହିଛନ୍ତି । ସେପଟେ,Continue reading “ହାଇଦରକୁ ଗିରଫ କରିବାରେ ପ୍ରକୃତ ହିରୋ ହେଉଛନ୍ତି ଇନ୍ସପେକ୍ଟର ରଶ୍ମିରଞ୍ଜନ ମହାପାତ୍ର : କେମିତି ଧରିଥିଲେ ଗ୍ୟାଙ୍ଗଷ୍ଟରକୁ କହିଲେ ଇନ୍ସପେକ୍ଟର”
କମିଶନରେଟ ପୋଲିସ ସ୍କାନରରେ ହାଇଦରର ୮ସନ୍ଦିଗ୍ଧ ସହଯୋଗୀ : ଅଟକ ରଖି ପଚରାଉଚରା କରୁଛି ପୋଲିସ; ସହଯୋଗୀଙ୍କ ଭିତରେ ଅଛନ୍ତି ୩ମହିଳା
କନକ ବ୍ୟୁରୋ : ପୋଲିସ କବଜାରେ ପଡିଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ କଟକ ଏସଡିଜେଏମ କୋର୍ଟରେ ହାଜର କରି ରିମାଣ୍ଡରେ ନିଆଯିବ । କେମିତି ସେ କଟକ ଏସସିବି ମେଡିକାଲରୁ ଫେରାର ହୋଇଗଲା ଓ ଏଥିରେ ତାକୁ କେଉଁମାନେ ସହଯୋଗ କରିଥିଲେ ତାର ଖୋଳତାଡ କରିବ କମିଶନରେଟ ପୋଲିସ । ହାଇଦର ଲିଙ୍କରେ ଥିବା ୮ଜଣଙ୍କୁ ପଚରାଉଚରା କରାଯାଉଛି । ୮ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ସହଯୋଗୀ ରହିଥିବା ସୂଚନା । ହାଇଦରକୁ ରିମାଣ୍ଡରେ ଆଣିContinue reading “କମିଶନରେଟ ପୋଲିସ ସ୍କାନରରେ ହାଇଦରର ୮ସନ୍ଦିଗ୍ଧ ସହଯୋଗୀ : ଅଟକ ରଖି ପଚରାଉଚରା କରୁଛି ପୋଲିସ; ସହଯୋଗୀଙ୍କ ଭିତରେ ଅଛନ୍ତି ୩ମହିଳା”
ଅଜିତ ମଙ୍ଗରାଙ୍କ ଦେହାନ୍ତ ପରେ ପତ୍ନୀ ଓ ଦୁଇ ପୁଅଙ୍କ ସହ ଫୋନରେ କଥା ହେଲେ ରାହୁଲ ଗାନ୍ଧୀ । କହିଲେ, ସଙ୍କଟ ସମୟରେ ପରିବାର ସହ ରହିଛି କଂଗ୍ରେସ
କନକ ବ୍ୟୁରୋ : ପପିଲି ଉପନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ଫୋନ ଯୋଗେ ସମବେଦନା ଜଣାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏନେଇ ରାହୁଲ ଗାନ୍ଧୀ ମଙ୍ଗରାଜଙ୍କ ପତ୍ନୀ ଓ ଦୁଇ ପୁଅଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ରାହୁଲ ଗାନ୍ଧୀ କହିଥିଲେ କି ଅଜିତ ମଙ୍ଗରାଜ୍ କଂଗ୍ରେସ ଦଳର ଜଣେ ସିପାହୀ ଭାବେ କାର୍ଯ୍ୟ କରୁଥିଲେ । ଏଭଳି ସଂକଟ ସମୟରେ ଦଳContinue reading “ଅଜିତ ମଙ୍ଗରାଙ୍କ ଦେହାନ୍ତ ପରେ ପତ୍ନୀ ଓ ଦୁଇ ପୁଅଙ୍କ ସହ ଫୋନରେ କଥା ହେଲେ ରାହୁଲ ଗାନ୍ଧୀ । କହିଲେ, ସଙ୍କଟ ସମୟରେ ପରିବାର ସହ ରହିଛି କଂଗ୍ରେସ”
ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା : ଜୁନରୁ ସେପ୍ଟେମ୍ବର ମଧ୍ୟରେ ୯୮ ପ୍ରତିଶତ ବର୍ଷା ହେବା ସୂଚନା
କନକ ବ୍ୟୁରୋ : ଚଳିତ ବର୍ଷ ଦେଶରେ ସ୍ୱାଭାବିକ ମୌସୁମୀ ପ୍ରବାହ ହେବ ବୋଲି ଆଜି ସରକାର ବର୍ଷାଋତୁ ପାଇଁ ପୂର୍ବାନୁମାନ ଜାରି କରିଛନ୍ତି । ଅନ୍ଲାଇନ୍ ବ୍ରିଫିଙ୍ଗ୍ରେ ଭୂବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍. ରାଜୀବନ୍ କହିଛନ୍ତି, ଏଥର ମୌସୁମୀ ପ୍ରବାହ ଜନିତ ବର୍ଷା ୯୮% ହେବ । ମୌସୁମୀ ପ୍ରବାହଜନିତ ଏହି ପରିମାଣର ବର୍ଷା ସ୍ୱାଭାବିକ ଶ୍ରେଣୀର । ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରଥମେ ସାଧାରଣତଃ ଜୁନ୍ ପ୍ରଥମ ସପ୍ତାହରେ କେରଳର ଦକ୍ଷିଣ ଅଞ୍ଚଳକୁ ସ୍ପର୍ଶContinue reading “ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା : ଜୁନରୁ ସେପ୍ଟେମ୍ବର ମଧ୍ୟରେ ୯୮ ପ୍ରତିଶତ ବର୍ଷା ହେବା ସୂଚନା”
ରାମ ମନ୍ଦିର ନିର୍ମାଣ ପାଇଁ ମିଳିଥିବା ଚାନ୍ଦାରୁ ୧୫ ହଜାର ଚେକ୍ ବାଉନ୍ସ । ପୁଣିଥରେ ଚାନ୍ଦା ଦେବାକୁ ଅନୁରୋଧ କରିବ ବିଶ୍ୱହିନ୍ଦୁ ପରିଷଦ
କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବିଶ୍ୱହିନ୍ଦୁ ପରିଷଦ ଦ୍ୱାରା ଚାନ୍ଦା ଆକାରରେ ମିଳିଥିବା ଟଙ୍କାରୁ ପ୍ରାୟ ୨୨ କୋଟି ଟଙ୍କାର ୧୫ ହଜାର ଚେକ୍ ବାଉନ୍ସ ହୋଇଯାଇଛି । ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନ୍ୟାସ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ତା’ର ଅଡିଟ୍ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ କରିଛି । ପ୍ରକାଶିତ ରିପୋର୍ଟ ମୁତାବକ କିଛି ଆକାଉଣ୍ଟରେ କମ ଟଙ୍କା ଥିବାରୁ ଚେକ୍ ବାଉନ୍ସ ହୋଇଥିବାContinue reading “ରାମ ମନ୍ଦିର ନିର୍ମାଣ ପାଇଁ ମିଳିଥିବା ଚାନ୍ଦାରୁ ୧୫ ହଜାର ଚେକ୍ ବାଉନ୍ସ । ପୁଣିଥରେ ଚାନ୍ଦା ଦେବାକୁ ଅନୁରୋଧ କରିବ ବିଶ୍ୱହିନ୍ଦୁ ପରିଷଦ”
ହାଇଦ୍ରାବାଦ-ହାୱଡ଼ା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ : ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଆଗଲା ନିଷ୍ପତ୍ତି
କନକ ବ୍ୟୁରୋ : ହାଇଦ୍ରାବାଦ-ହାୱଡ଼ା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ହାଇଦ୍ରାବାଦ-ହାୱଡ଼ା ସ୍ୱତନ୍ତ୍ର ଟ୍ରେନ(୦୮୬୪୬) ଏପ୍ରିଲ ୩୦ ପର୍ଯ୍ୟନ୍ତ ହାଇଦ୍ରାବାଦରୁ ପ୍ରତିଦିନ ସକାଳ ୮ଟାରେ ଛାଡ଼ି ତା’ ପରଦିନ ଅପରାହ୍ଣ ୨ଟା ୪୦ରେ ହାଓଡ଼ାରେ ପହଞ୍ଚିବ । ସେହିପରି ଫେରିବା ମାର୍ଗରେ ହାୱଡ଼ା-ହାଇଦ୍ରାବାଦ ସ୍ୱତନ୍ତ୍ର ଟ୍ରେନ(୦୮୬୪୫) ଏପ୍ରିଲ ୧୮ରୁ ମେ’୨ ଯାଏ ହାଓଡ଼ାରୁ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୧ଟା ୩୦ରେ ଛାଡ଼ି ହାଇଦ୍ରାବାଦରେ ତା’ ପରଦିନ ସନ୍ଧ୍ୟାContinue reading “ହାଇଦ୍ରାବାଦ-ହାୱଡ଼ା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ : ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଆଗଲା ନିଷ୍ପତ୍ତି”
ପୁଣି ସାମ୍ନାକୁ ଆସିଲା ମାଓବାଦୀଙ୍କ ବର୍ବରକାଣ୍ଡ : ଦୁଇ ଜଣ ଯବାନଙ୍କ ଗଳାକାଟି ହତ୍ୟା କଲେ ନକ୍ସଲ
କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ମାଓବାଦୀଙ୍କ ବର୍ବରକାଣ୍ଡ । ଦୁଇ ଜଣ ଯବାନଙ୍କ ଗଳାକାଟି ହତ୍ୟା କଲେ ମାଓବାଦୀ । ସୁକମା ଜିଲ୍ଲା ଭେଜି ଥାନା ସିଆରପିଏଫ କ୍ୟାମ୍ପ ଠାରୁ ମାତ୍ର ୩ଶହ ମିଟର ଦୁରରେ ଏପରି ନାରକୀୟ କାଣ୍ଡ ଘଟାଇଛନ୍ତି ଲାଲ ବାହିନୀ । ଗତକାଲି ଅପରାହ୍ନରେ ଭେଜି ଥାନାର ଦୁଇ କନଷ୍ଟେବଳ କୌଣସି ଏକ କାମ ସାରି ଥାନାକୁ ଫେରୁଥିଲେ । ଏହି ସମୟରେ ତାଙ୍କୁ ମାଓବାଦୀ ମାନେ ଆକ୍ରମଣ କରିଥିବାContinue reading “ପୁଣି ସାମ୍ନାକୁ ଆସିଲା ମାଓବାଦୀଙ୍କ ବର୍ବରକାଣ୍ଡ : ଦୁଇ ଜଣ ଯବାନଙ୍କ ଗଳାକାଟି ହତ୍ୟା କଲେ ନକ୍ସଲ”
ଦ୍ୱିତୀୟ ଲହରରେ କାହାକୁ ଅଧିକା ସଂକ୍ରମିତ କରୁଛି କରୋନା : ଖୋର୍ଦ୍ଧାରେ କାହିଁକି ବଢୁଛି ସଂକ୍ରମଣ ? ଜାଣନ୍ତୁ କ’ଣ କହିଲେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି ?
କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ । ଆଜି ଖୋର୍ଦ୍ଧାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଲେ, ଲୋକ ସଚେତନ ନ ହେଲେ ଆଗକୁ ସଂକ୍ରମଣ ଅଧିକ ହେବ । ବୟସ୍କ ଲୋକଙ୍କୁ କରୋନା ହେଲେ ସେମାନଙ୍କୁ ସଂଘରୋଧରେ ରଖିବାରୁ ପରାମର୍ଶ । ସବୁଠାରୁ ବଡ କଥା ହେଉଛି, ରାଜଧାନୀରେ ଲୋକ ନିୟମ ମାନୁନାହାଁନ୍ତି ଯାହା ଖୋର୍ଦ୍ଧାରେ ସଂକ୍ରମଣ ବୃଦ୍ଧିର ବଡ଼ କାରଣ ପାଲଟିଛି ।Continue reading “ଦ୍ୱିତୀୟ ଲହରରେ କାହାକୁ ଅଧିକା ସଂକ୍ରମିତ କରୁଛି କରୋନା : ଖୋର୍ଦ୍ଧାରେ କାହିଁକି ବଢୁଛି ସଂକ୍ରମଣ ? ଜାଣନ୍ତୁ କ’ଣ କହିଲେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି ?”
୧୨୦ ଘଣ୍ଟାର ଅପରେସନ : କେମିତି ଧରାପଡିଲା କୁଖ୍ୟାତ ଅପରାଧୀ ହାଇଦର…କାହାର ଥିଲା ହାତ ? ପୋଲିସ କମିଶନର କହିଲେ ପୁରା କାହାଣୀ
କନକ ବ୍ୟୁରୋ : ଦୀର୍ଘ ୧୨୦ ଘଣ୍ଟାର ଅପରେସନ ହାଇଦର । କେମିତି ଗିରଫ ହେଲା କୁଖ୍ୟାତ ଅପରାଧୀ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ପୁରୀ କାହାଣୀ କହିଲେ ପୋଲିସ କମିଶନର । ହାଇଦର ଗିରଫ ହେବାରେ କଟକ ପୋଲିସକୁ ପ୍ରଶଂସା କରିଛନ୍ତି ପୋଲିସ କମିଶନର । ୧୨୦ଘଣ୍ଟାର ଅପରେସନ ପରେ ତେଲେଙ୍ଗାନାରୁ ଗିରଫ କରାଯାଇଛି । ହାଇଦର ୨ଟି ମାମଲାରେ ସମ୍ବଲପୁର ଜେଲରେ ଆଜୀବନ ସଜା କାଟୁଛି । ଏପ୍ରିଲ ୧୦ତାରିଖ ଅପରାହ୍ଣ ୪ଟାରୁContinue reading “୧୨୦ ଘଣ୍ଟାର ଅପରେସନ : କେମିତି ଧରାପଡିଲା କୁଖ୍ୟାତ ଅପରାଧୀ ହାଇଦର…କାହାର ଥିଲା ହାତ ? ପୋଲିସ କମିଶନର କହିଲେ ପୁରା କାହାଣୀ”