କନକ ବ୍ୟୁରୋ : ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ଉଗ୍ରରୂପ ନେବାରେ ଲାଗିଛି । ଏହାରି ମଧ୍ୟରେ ମହାମାରୀରୁ ଲୋକଙ୍କ ଜୀବନ ସୁରକ୍ଷିତ ରଖିବାକୁ କେନ୍ଦ୍ର ସରକାର ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି । ଲୋକଙ୍କ ଭିତରେ ଟିକାପ୍ରତି ଆଗ୍ରହ ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ଟିକା ମହୋତ୍ସବ କରିବାକୁ ବି ରାଜ୍ୟ ସରକାର ମାନଙ୍କୁ ପରାମର୍ଶ ଦେଇଥିଲେ । ହେଲେ ଏହାରି ଭିତରେ ରାଜ୍ୟରେ ଟିକାର ଅଭାବ ଅନୁଭୂତ ହେବାରୁ ୮ ଶହ ଟିକାକରଣ କେନ୍ଦ୍ରକୁ ବନ୍ଦContinue reading “ଟିକା ଅଭାବରୁ ରାଜ୍ୟରେ ୮ଶହ ଟିକା କେନ୍ଦ୍ର ବନ୍ଦ । ଆଜି ୭ଶହ କେନ୍ଦ୍ରରେ ହେବ ଟିକାକରଣ । ରାଜ୍ୟରେ ପହଂଚିବ ୩ଲକ୍ଷ କୋଭିସିଲଡ଼ ଟିକା”
Author Archives: Raghaba
କଟକ ଡିସିପି ଅଫିସରେ ହାଇଦର : ଜେଏମଏଫସି କୋର୍ଟରେ ହାଜର କରି ରିମାଣ୍ଡରେ ନେବ କମିଶନରେଟ ପୋଲିସ; ଖୋଲିବ ଫେରାର ପଛର ଗୁମର
କନକ ବ୍ୟୁରୋ : ଓଡ଼ିଶା ଫେରିଲା କୁଖ୍ୟାତ ଅପରାଧୀ ହାଇଦର । ବିମାନବନ୍ଦରରେ ପହଂଚିବା ପରେ ତାକୁ କଡ଼ା ସୁରକ୍ଷା ଭିତରେ କଟକ ନିଆଯାଇଛି । ଜେଏମଏଫସି କୋର୍ଟରେ ହାଜର କରି ରିମାଣ୍ଡରେ ନେବ କମିଶନରେଟ ପୋଲିସ । ଖୋଲିବ ଫେରାର ପଛର ଗୁମର । କୁଖ୍ୟାତ ଫେରାର ଅପରାଧୀ ହାଇଦରକୁ ଗତକାଲି ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରୁ ସ୍ଥାନୀୟ ପୁଲିସ ସହାୟତାରେ ହାଇଦରକୁ ଗିରଫ କରାଯାଇଥିଲା । ତେଲେଙ୍ଗାନା ପୁଲିସ ସହାୟତାରେ କମିଶନରେଟ ପୁଲିସ ଗୁରୁବାର ସନ୍ଧ୍ୟାରେContinue reading “କଟକ ଡିସିପି ଅଫିସରେ ହାଇଦର : ଜେଏମଏଫସି କୋର୍ଟରେ ହାଜର କରି ରିମାଣ୍ଡରେ ନେବ କମିଶନରେଟ ପୋଲିସ; ଖୋଲିବ ଫେରାର ପଛର ଗୁମର”
ପୂର୍ବ ସିବିଆଇ ମୁଖ୍ୟ ରଞ୍ଜିତ୍ ସିହ୍ନାଙ୍କ ୬୮ ବର୍ଷ ବୟସରେ ପରଲୋକ
କନକ ବ୍ୟୁରୋ : ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନର ପୂର୍ବ ମୁଖ୍ୟ ରଞ୍ଜିତ୍ ସିହ୍ନାଙ୍କ ଦେହାନ୍ତ ହୋଇଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଶୁକ୍ରବାର ଭୋର ୪.୩୦ ମିନିଟ୍ ସମୟରେ ଦିଲ୍ଲୀର ଏକ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ସୂଚନା ଥାଉକି ରଞ୍ଜିତ୍ ସିହ୍ନା ଆଇଟିବିପିର ଡିଜି ଭଳି ପଦବୀରେ ନିଜର ଦାୟିତ୍ୱ ତୁଲାଇଥିଲେ । ସେ ୧୯୭୪ ବ୍ୟାଚ୍ ର ଆଇପିଏସ୍Continue reading “ପୂର୍ବ ସିବିଆଇ ମୁଖ୍ୟ ରଞ୍ଜିତ୍ ସିହ୍ନାଙ୍କ ୬୮ ବର୍ଷ ବୟସରେ ପରଲୋକ”
ଦେଶରେ ଗତ ୨୪ ଘଂଟା ମଧ୍ୟରେ ୨.୧୭, ୩୫୩ ହଜାର କରୋନା ସଂକ୍ରମିତ ଚିହ୍ନଟ । ୧,୧୮୫ ମୃତ, ବିଶ୍ୱର ସବୁଠାରୁ ଅଧିକ ସଂକ୍ରମିତ ୨୦ ସହର ମଧ୍ୟରୁ ଭାରତରେ ୧୫ ସହର
କନକ ବ୍ୟୁରୋ : ଦେଶରେ କରୋନା ଭୂୁତାଣୁ ସଂକ୍ରମଣ ଦୈନିକ ରେକର୍ଡ ଭାଙ୍ଗିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨.୧୭, ୩୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତବର୍ଷ କରୋନା ସଂକ୍ରମଣ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟା ସର୍ବାଧିକ ବୋଲି କୁହାଯାଇଛି । ଅନ୍ୟପଟେ ଗତ ୨୪ ଘଂଟା ମଧ୍ୟରେ ୧,୧୮,୩୦୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ କରୋନା ସଂକ୍ରମଣରେ ୧,୧୮୫ ଜଣContinue reading “ଦେଶରେ ଗତ ୨୪ ଘଂଟା ମଧ୍ୟରେ ୨.୧୭, ୩୫୩ ହଜାର କରୋନା ସଂକ୍ରମିତ ଚିହ୍ନଟ । ୧,୧୮୫ ମୃତ, ବିଶ୍ୱର ସବୁଠାରୁ ଅଧିକ ସଂକ୍ରମିତ ୨୦ ସହର ମଧ୍ୟରୁ ଭାରତରେ ୧୫ ସହର”
ଭୁବନେଶ୍ବରରେ ପହଞ୍ଚିଲା ଗ୍ୟାଙ୍ଗଷ୍ଟର ହାଇଦର : କଡା ସୁରକ୍ଷାରେ କଟକ ନେଲା ପୋଲିସ
କନକ ବ୍ୟୁରୋ : ଭୁବନେଶ୍ବରରେ ପହଞ୍ଚିଲା ଗ୍ୟାଙ୍ଗଷ୍ଟର ହାଇଦର । ତେଲେଙ୍ଗାନାରୁ ହାଇଦରକୁ ଭୁବନେଶ୍ବର ଅଣାଗଲା । କଡା ସୁରକ୍ଷାରେ ବିମାନ ବନ୍ଦରରୁ କଟକ ନିଆଯାଉଛି । କାଲି ତେଲେଙ୍ଗାନା ସଙ୍ଗାରେଡ୍ଡୀରେ ଗିରଫ ହୋଇଥିଲା ହାଇଦର । ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ୩୦ ବେଳେ ହାଇଦ୍ରାବାଦ ସିଟି ପୁଲିସର ଏକ ସ୍ପେଶାଲ୍ ଟିମ୍ ସହାୟତାରେ କଟକ-କମିସନରେଟ୍ ପୁଲିସର ଦୁଇଟି ସ୍ବତନ୍ତ୍ର ଟିମ୍ ହାଇଦରକୁ ଧରିଛନ୍ତି । ହାଇଦର ତାର ଜଣେ ସହଯୋଗୀ ସହ ବାଇକରେ ଯାଉଥିବାContinue reading “ଭୁବନେଶ୍ବରରେ ପହଞ୍ଚିଲା ଗ୍ୟାଙ୍ଗଷ୍ଟର ହାଇଦର : କଡା ସୁରକ୍ଷାରେ କଟକ ନେଲା ପୋଲିସ”
କରୋନା ସଂକଟ ସମୟକୁ ସୁଯୋଗରେ ବଦଳାଇଛନ୍ତି ଏମାନେ । ସୋସିଆଲ ମିଡିଆ ଜରିଆରେ ଯୋଡି ହୋଇ ରୋଜଗାର କରିଛନ୍ତି ୬କୋଟି ଟଙ୍କା
୨୦୨୦ ମାର୍ଚ୍ଚ ମାସରେ କରୋନା ସଂକ୍ରମଣକୁ ଦେଖି ସାରା ଦେଶରେ ଲକଡାଉନ୍ ଘୋଷଣା କରାଯାଇଥିଲା। ହଠାତ୍ ଲକଡାଉନ୍ ଘୋଷଣା ହେବା ଦ୍ୱାରା ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଥିସହିତ ଅନେକ ବ୍ୟବସାୟ ଉପରେ ମଧ୍ୟ ଏହାର ବିଶେଷ ପ୍ରଭାବ ପଡ଼ିଥିଲା । ମହାରାଷ୍ଟ୍ରର ଅହମ୍ମଦନଗରରେ କୃଷକଙ୍କ ଅବସ୍ଥା ମଧ୍ୟ କିଛି ଭିନ୍ନ ନଥିଲା । ମୁମ୍ବାଇ, ପୁଣେ ଏବଂ ଅନ୍ୟ ପଡୋଶୀ ସହରରେ ପନିପରିବା ଏବଂ ଫଳ ବିକ୍ରି କରୁଥିବା କୃଷକଙ୍କ ପାଖରେ ଲକଡାଉନ ହେତୁContinue reading “କରୋନା ସଂକଟ ସମୟକୁ ସୁଯୋଗରେ ବଦଳାଇଛନ୍ତି ଏମାନେ । ସୋସିଆଲ ମିଡିଆ ଜରିଆରେ ଯୋଡି ହୋଇ ରୋଜଗାର କରିଛନ୍ତି ୬କୋଟି ଟଙ୍କା”
ରାଜ୍ୟରେ ଦୈନିକ ସଂକ୍ରମଣ ୩ ହଜାର ଟପିଲା : ୨୪ ଘଣ୍ଟାରେ ୩୧୦୮ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୫୩୪
କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ । ଆଜି ଦୈନିକ ସଂକ୍ରମଣ ୩ ହଜାର ଅତିକ୍ରମ କରିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୩୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୮୦୬ ଚିହ୍ନଟ ହୋଇଥିବା ବେଳେ ୧୩୦୨ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଓ ଖୋର୍ଦ୍ଧା ଜିଲ୍ଲା ଚିନ୍ତାର ବିଷୟ ପାଲଟିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫୩୪ ଓ ସୁନ୍ଦରଗଡରୁ ୫୨୩ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳ ୪୪,Continue reading “ରାଜ୍ୟରେ ଦୈନିକ ସଂକ୍ରମଣ ୩ ହଜାର ଟପିଲା : ୨୪ ଘଣ୍ଟାରେ ୩୧୦୮ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୫୩୪”
ବାହାଘର ପ୍ରୋସେସନ୍ ମନା : ବିବାହରେ ୫୦, ଅନ୍ତ୍ୟେଷ୍ଟିରେ ଯୋଗ ଦେଇପାରିବେ ୨୦ ଜଣ; ହଜାରେ ଦର୍ଶକଙ୍କୁ ନେଇ ଚାଲିପାରିବ ଯାତ୍ରା
କନକ ବ୍ୟୁରୋ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ସାମାଜିକ କାର୍ଯ୍ୟକ୍ରମ ପାଇଁ କିଛିଟା କଟକଣା ଜାରି କରାଯାଇଛି । ୧୯ ତାରିଖରୁ ଏ କ୍ଷେତ୍ରରେ ସରକାରୀ ନୂଆ ନିର୍ଦେଶନାମା ଲାଗୁ ହେବ। ସର୍ବାଧିକ ୫୦ ଜଣ ଲୋକଙ୍କୁ ନେଇ ବାହାଘର ଓ ୨୦ ଜଣ ବ୍ୟକ୍ତିଙ୍କୁ ନେଇ ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ ହେବ । ସମସ୍ତ ଧାର୍ମିକ, ସାଂସ୍କୃତିକ, ରାଜନୈତିକ ସମ୍ମିଳନୀକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି । କୌଣସି ରାଜନୈତିକ ରାଲି ଓ ଶୋଭାଯାତ୍ରାକୁ ଅନୁମତିContinue reading “ବାହାଘର ପ୍ରୋସେସନ୍ ମନା : ବିବାହରେ ୫୦, ଅନ୍ତ୍ୟେଷ୍ଟିରେ ଯୋଗ ଦେଇପାରିବେ ୨୦ ଜଣ; ହଜାରେ ଦର୍ଶକଙ୍କୁ ନେଇ ଚାଲିପାରିବ ଯାତ୍ରା”
ଲେଉଟିଲା କରୋନା, ଫେରିଲା କଟକଣା : ସାରା ଓଡ଼ିଶାର ସବୁ ସହରରେ ଆସନ୍ତାକାଲିଠାରୁ ନାଇଟ୍ କର୍ଫ୍ୟୁ
କନକ ବ୍ୟୁରୋ : ଆସନ୍ତାକାଲିଠାରୁ ଛତିଶଗଡ଼ ସୀମାବର୍ତ୍ତୀ ୧୦ଟି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ହେବ। ସେହିପରି ଭୁବନେଶ୍ବର, କଟକ ସମେତ ବାକି ୨୦ଟି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ସମୟ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି କଟକଣା ଘୋଷଣା କରିଛନ୍ତି । କରୋନାର ଦ୍ବିତୀୟ ଲହର ଅତି ଭୟଙ୍କର ହୋଇଥିବାରୁContinue reading “ଲେଉଟିଲା କରୋନା, ଫେରିଲା କଟକଣା : ସାରା ଓଡ଼ିଶାର ସବୁ ସହରରେ ଆସନ୍ତାକାଲିଠାରୁ ନାଇଟ୍ କର୍ଫ୍ୟୁ”
କରୋନା ସଂକ୍ରମଣ ଯୋଗୁଁ ସମସ୍ତ କୀର୍ତିରାଜିକୁ ବନ୍ଦ କଲା ଏଏସଆଇ । ମେ’ ମାସ ୧୫ ତାରିଖ ଯାଏଁ ବନ୍ଦ ରହିବ କୋଣାର୍କ, ରାଜାରାଣୀ ମନ୍ଦିର ଆଦି ପର୍ଯ୍ୟଟନ ସ୍ଥଳ
ଆଜିଠାରୁ ମେ ୧୫ ତାରିଖ ବା ପରବର୍ତୀ ନିଷ୍ପତି ଯାଏଁ ବନ୍ଦ ରହିବ ଦେଶର ସମସ୍ତ ଏଏସଆଇ ନିୟନ୍ତ୍ରିତ କାର୍ତିରାଜୀ, ସାଇଟ୍ ଓ ମ୍ୟୁଜିଅମ୍ । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆର୍କିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ–ଏଏସଆଇ ଏଭଳି ନିଷ୍ପତି ନେଇଛି । ଏନେଇ ସମସ୍ତ ଆଂଚଳିକ କାର୍ଯ୍ୟାଳୟକୁ ଜଣାଇ ଦିଆ ଯାଇଛି । ତେଣୁ ରାଜ୍ୟରେ ଥିବା ଏଏସଆଇ ନିୟନ୍ତ୍ରିତ ସମସ୍ତ କାର୍ତିରାଜି, ସ୍ଥଳ ଓ ମ୍ୟୁଜିଅମ୍ ମଧ୍ୟ ଆସନ୍ତାକାଲିଠାରୁ ବନ୍ଦ ରହିବContinue reading “କରୋନା ସଂକ୍ରମଣ ଯୋଗୁଁ ସମସ୍ତ କୀର୍ତିରାଜିକୁ ବନ୍ଦ କଲା ଏଏସଆଇ । ମେ’ ମାସ ୧୫ ତାରିଖ ଯାଏଁ ବନ୍ଦ ରହିବ କୋଣାର୍କ, ରାଜାରାଣୀ ମନ୍ଦିର ଆଦି ପର୍ଯ୍ୟଟନ ସ୍ଥଳ”