ତେଲେଙ୍ଗାନାରୁ ଗାଙ୍ଗଷ୍ଟର ହାଇଦର ଗିରଫ୍ : ଆଜି ହାଇଦରକୁ ଓଡିଶା ଆଣିପାରେ କମିଶନରେଟ୍ ପୁଲିସ 

କନକ ବ୍ୟୁରୋ : ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରୁ ସ୍ଥାନୀୟ ପୁଲିସ ସହାୟତାରେ ହାଇଦରକୁ ଗିରଫ କରାଯାଇଛି ବୋଲି କହିଛନ୍ତି ପୁଲିସ କମିସନର । ଖୁବଶୀଘ୍ର ହାଇଦରକୁ ଓଡିଶା ଅଣାଯିବ । ତେଲେଙ୍ଗାନା ପୁଲିସ ସହାୟତାରେ  କମିଶନରେଟ ପୁଲିସ ଗୁରୁବାର ସନ୍ଧ୍ୟାରେ ହାଇଦରକୁ କାବୁ କରିଛି । ମୋଟର ସାଇକେଲରେ ସେ ଯାଉଥିବା ବେଳେ ପୁଲିସ ତାକୁ ପିଛା କରିଥିଲା । ଶେଷରେ ହାଇଦରକୁ କାବୁ କରିବାରେ ସଫଳ ହୋଇଥିଲା ପୁଳିସ । ଏହି ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିବାରେContinue reading “ତେଲେଙ୍ଗାନାରୁ ଗାଙ୍ଗଷ୍ଟର ହାଇଦର ଗିରଫ୍ : ଆଜି ହାଇଦରକୁ ଓଡିଶା ଆଣିପାରେ କମିଶନରେଟ୍ ପୁଲିସ “

ଦିଲ୍ଲୀକୁ ଦମ୍ ଦେଖାଇଲା ରାଜସ୍ଥାନ । ମ୍ୟାଚ୍ ଛଡାଇ ଆଣିଲେ ମୋରିସ । ୩ ୱିକେଟରେ ମ୍ୟାଚ୍ ଜିତିଲା ରାଜସ୍ଥାନ ରୟାଲ୍ସ ।

କନକ ବ୍ୟୁରୋ: ଆଜି ଆଇପିଏଲର ଏକ ଦମଦାର ମ୍ୟାଚରେ ଦିଲ୍ଲୀକୁ ଦମ ଦେଖାଇଛି ରାଜସ୍ଥାନ ରୟାଲ୍ସ । କ୍ରିସ୍ ମୋରିସଙ୍କ ଧୂଆଁଧାର ଇଂନିସ ବଳରେ ରାଜସ୍ଥାନ ୩ ୱିକେଟରେ ଦିଲ୍ଲୀକୁ ହରାଇଛି । ଆଜି ଟସ ଜିତି ରାଜସ୍ଥାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ । ଦଳ ପକ୍ଷରୁ ଦୁଇ ଓପନର ପୃଥ୍ୱୀ ଓ ଶିଖର କିନ୍ତୁ ସଅଳ ଆଉଟ୍ ହୋଇଯାଇଥିଲେ । ଏହାପରେ ରାହାଣେContinue reading “ଦିଲ୍ଲୀକୁ ଦମ୍ ଦେଖାଇଲା ରାଜସ୍ଥାନ । ମ୍ୟାଚ୍ ଛଡାଇ ଆଣିଲେ ମୋରିସ । ୩ ୱିକେଟରେ ମ୍ୟାଚ୍ ଜିତିଲା ରାଜସ୍ଥାନ ରୟାଲ୍ସ ।”

ବିଜେପିକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ । କହିଲେ, ବାହାର ଗୁଣ୍ଡାଙ୍କୁ ଆଣି କରୋନା ବିସ୍ତାର କରିଛି ବିଜେପି ।

କନକ ବ୍ୟୁରୋ: ବାହାର ଗୁଣ୍ଡାଙ୍କୁ ଆଣି ପଶ୍ଚିମବଙ୍ଗରେ କରୋନା ବିସ୍ତାର କରାଇଛି ବିଜେପି । ମୋଦୀ ଓ ଅମିତ ଶାହାଙ୍କୁ ଆକ୍ଷେପ କରି ମମତା ଏପରି ବୟାନ ଦେବା ପରେ ପଶ୍ଚିମବଙ୍ଗର ରାଜନୀତି ପୁଣି ସରଗରମ୍ ହୋଇଛି । ସେପଟେ ବିଜେପି କହିଛି ଦିଦି ପରାଜୟ ଭୟରେ ଏବେ ବିଳିବିଳେଇଲେଣି । ଏପ୍ରିଲ ୧୭ ତାରିଖରେ ପଶ୍ଚିମବଙ୍ଗରେ ୫ମ ପର୍ଯ୍ୟାୟ ମତଦାନ ହେବ । ୬ ଜିଲ୍ଲାର ୪୫ ଆସନରେ ଭୋଟ୍ ପଡିବ । ଏହା ଆଗରୁContinue reading “ବିଜେପିକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ । କହିଲେ, ବାହାର ଗୁଣ୍ଡାଙ୍କୁ ଆଣି କରୋନା ବିସ୍ତାର କରିଛି ବିଜେପି ।”

ଦେଶରେ ଚିନ୍ତା ବଢାଇଲାଣି କରୋନା ଭୂତାଣୁ । ଦେଶରେ ଦ୍ୱିତୀୟ ଲହର ଆସିବା ପରେ ଆଜି ଦୈନିକ ସଂକ୍ରମଣ ୨ ଲକ୍ଷ ପାର୍ । ୧୦ ରାଜ୍ୟରେ କରୋନାର ନୂଆ ଡବଲ ମ୍ୟୁଟାଂଟ

କନକ ବ୍ୟୁରୋ: ଦେଶରେ ଚିନ୍ତା ବଢାଇଲାଣି କରୋନା ଭୂତାଣୁ । ଦେଶରେ ଦ୍ୱିତୀୟ ଲହର ଆସିବା ପରେ ଆଜି ଦୈନିକ ସଂକ୍ରମଣ ୨ ଲକ୍ଷ ଅତିକ୍ରମ କରିଛି । ଏହାରି ଭିତରେ କରୋନା ସଂକ୍ରମଣକୁ ନେଇ ଆସିଛି ଏକ ଚିନ୍ତାଜନକ ରିପୋର୍ଟ । ଦେଶରେ ଅତିକମରେ ୧୦ ରାଜ୍ୟରେ ନୂଆ ଡବଲ ମ୍ୟୁଟାଂଟ ଦେଖାଦେଲାଣି । ବଢୁଥିବା କରୋନା ସଂକ୍ରମଣକୁ ଏଥିପାଇଁ ଦାୟୀ କରାଯାଉଛି । ଦେଶର ୧୦ଟି ରାଜ୍ୟରେ ଏବେ କରୋନା ଭୂତାଣୁର ସ୍ୱରୂପ ଚିନ୍ତାଜନକContinue reading “ଦେଶରେ ଚିନ୍ତା ବଢାଇଲାଣି କରୋନା ଭୂତାଣୁ । ଦେଶରେ ଦ୍ୱିତୀୟ ଲହର ଆସିବା ପରେ ଆଜି ଦୈନିକ ସଂକ୍ରମଣ ୨ ଲକ୍ଷ ପାର୍ । ୧୦ ରାଜ୍ୟରେ କରୋନାର ନୂଆ ଡବଲ ମ୍ୟୁଟାଂଟ”

ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଦିଲ୍ଲୀରେ ସପ୍ତାହନ୍ତ ତାଲାବନ୍ଦ । ଶୁକ୍ରବାର ରାତି ୧୦ଟାରୁ ସୋମବାର ସକାଳ ୬ଟା ଯାଏଁ ତାଲାବନ୍ଦ ଘୋଷଣା ।

କନକ ବ୍ୟୁରୋ: ଦିଲ୍ଲୀରେ ଗୁରୁବାର କରୋନା ମିଟର ପୁରା ଉପର ମୁହାଁ ରହିଛି । ଦିନକରେ ୧୭ ହଜାର ୨୩୪ ନୂଆ ପଜିିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ ୧୦୪ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । କରୋନା ଭୂତାଣୁର ଏପରି ଦ୍ରୁତ ସଂକ୍ରମଣ ଦେଖିବା ପରେ ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏନେଇ ଉପରାଜ୍ୟପାଳଙ୍କ ସହିତ ଆଲୋଚନା ପରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେଜରିୱାଲContinue reading “ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଦିଲ୍ଲୀରେ ସପ୍ତାହନ୍ତ ତାଲାବନ୍ଦ । ଶୁକ୍ରବାର ରାତି ୧୦ଟାରୁ ସୋମବାର ସକାଳ ୬ଟା ଯାଏଁ ତାଲାବନ୍ଦ ଘୋଷଣା ।”

କୁମ୍ଭମେଳା ପାଲଟିଲା ସୁପର ସ୍ପ୍ରେଡର । ହରିଦ୍ୱାରରେ ୫ ଦିନରେ ୧୭ଶହରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ।

କନକ ବ୍ୟୁରୋ: କରୋନା କାଳରେ ଚାଲିଛି କୁମ୍ଭମେଳା । ଏବେ ଏହି ମେଳାରୁ ହଜାରେରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ବି ଆସିଛି । ଏପରି ସମୟରେ କିପରି ଏତେ ବଡ ମେଳାକୁ ଦିଆଗଲା ଅନୁମତି ତାହା ସୃଷ୍ଟି କରିଛି ପ୍ରଶ୍ନବାଚୀ । ଏହାରି ଭିତରେ ବିଦେଶୀ ମିଡିଆ , ଏହି କୁମ୍ଭମେଳାକୁ ସୁପର ସ୍ପ୍ରେଡର ଆଖ୍ୟା ଦେଲେଣି । ଦ ଗାର୍ଡିୟାନରୁ ଆରମ୍ଭ କରି ନ୍ୟୁୟର୍କ ଟାଇମସ, ଅଲଜଜିରା , ସମସ୍ତେ କୁମ୍ଭମେଳାକୁContinue reading “କୁମ୍ଭମେଳା ପାଲଟିଲା ସୁପର ସ୍ପ୍ରେଡର । ହରିଦ୍ୱାରରେ ୫ ଦିନରେ ୧୭ଶହରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ।”

ପ୍ରଥମ ଇଂନିସରେ ଦିଲ୍ଲୀ କଲା ୧୪୮ ରନ୍ । ରିଷଭ ପନ୍ତଙ୍କ ଦମଦାର ଅର୍ଦ୍ଧଶତକ । ରାଜସ୍ଥାନକୁ ବିଜୟ ଲକ୍ଷ୍ୟ ୧୪୮ । 

କନକ ବ୍ୟୁରୋ: ଆଜି ଆଇପିଏଲ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୪୮ ରନ କରିପାରିଛି । ଦଳ ପକ୍ଷରୁ ଅଧିନାୟକ ରିଷଭ ପନ୍ତ ହିଁ ଏକମାତ୍ର ବ୍ୟାଟ୍ସମ୍ୟାନ ିହିଁ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଏହାପରେ ଶେଷ ଆଡକୁ ଲଳିତ ଯାଦବ ଏବଂ ଟମ୍ କରନ ମଧ୍ୟ ଅଳ୍ପ କିଛିି ରନ କରିଥିଲେ । ବିପକ୍ଷରୁ ଦ୍ରୁତ ବୋଲର ଜୟଦେବ ଉନାଦକତContinue reading “ପ୍ରଥମ ଇଂନିସରେ ଦିଲ୍ଲୀ କଲା ୧୪୮ ରନ୍ । ରିଷଭ ପନ୍ତଙ୍କ ଦମଦାର ଅର୍ଦ୍ଧଶତକ । ରାଜସ୍ଥାନକୁ ବିଜୟ ଲକ୍ଷ୍ୟ ୧୪୮ । “

କରୋନାର ଦ୍ୱିତୀୟ ଲହରେ ଦ୍ରୁତ ଗତିରେ ବଢୁଛି ସଂକ୍ରମଣ । ଦେଶରେ ବଢୁଛି କୋଭିଡ୍ ମୃତ୍ୟୁ । ଆଶ୍ୱସ୍ତିର ବିଷୟ ହେଉଛି, ଶୀଘ୍ର ସୁସ୍ଥ ହେଉଛନ୍ତି ରୋଗୀ ।

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି, ମୃତ୍ୟୁ ମଧ୍ୟ ବଢ଼ିଛି । କିନ୍ତୁ ଏହା ସତ୍ତେ୍ୱ ଆଶ୍ୱସ୍ତିର ବିଷୟ ହେଉଛି ଦ୍ୱିତୀୟ ଲହରରେ କରୋନା ରୋଗୀ ଶୀଘ୍ର ସୁସ୍ଥ ହେଉଛନ୍ତି । କୁହାଯାଉଛି, ପ୍ରଥମ ଲହରରେ ଜଣେ କରୋନା ରୋଗୀକୁ ସୁସ୍ଥ ହେବା ପାଇଁ ଯେତିକି ଦିନ ଲାଗୁଥିଲା ଦ୍ୱିତୀୟ ଲହରରେ ତାହା କମି ଯାଇଛି । ଆଉ ବିଶେଷଜ୍ଞ କହିଛନ୍ତି ସୁସ୍ଥ ହେବା ପରେ ବି ଜଣେ ରୋଗୀ ସଙ୍ଗରୋଧରେContinue reading “କରୋନାର ଦ୍ୱିତୀୟ ଲହରେ ଦ୍ରୁତ ଗତିରେ ବଢୁଛି ସଂକ୍ରମଣ । ଦେଶରେ ବଢୁଛି କୋଭିଡ୍ ମୃତ୍ୟୁ । ଆଶ୍ୱସ୍ତିର ବିଷୟ ହେଉଛି, ଶୀଘ୍ର ସୁସ୍ଥ ହେଉଛନ୍ତି ରୋଗୀ ।”

୨୪ ଘଂଟାରେ ରାଜ୍ୟରେ ପାଖାପାଖି ୩ ହଜାର ସଂକ୍ରମଣ । ଏପ୍ରିଲ ମାସରେ ବଦଳି ଯାଇଛି ରାଜ୍ୟର କରୋନା ଚିତ୍ର । ୧୫ ଦିନ ମଧ୍ୟରେ ସାଢ଼େ ୭ ଗୁଣରୁ ଅଧିକ ହୋଇଛି ଦୈନିକ ସଂକ୍ରମଣ

କନକ ବ୍ୟୁରୋ: ଓଡିଶାରେ କିଛି ଦିନ ତଳେ ଗ୍ରୀନ୍ ଜୋନରେ ଥିବା ସଂକ୍ରମଣ, ଏବେ ଲଗାମ୍ ଛଡ଼ା ହୋଇଯାଇଛି । ରେଡ୍ ଜୋନକୁ ଚାଲି ଯାଇଛି ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲା । ଆଉ ୟେଲୋ ଜୋନକୁ ଚାଲି ଯାଇଛି ସମ୍ବଲପୁର, ବରଗଡ, କଳାହାଣ୍ଡି, କଟକ, ନୂଆପଡା, ପୁରୀ, ବଲାଙ୍ଗୀର । ସଂକ୍ରମଣ ଯେଉଁ ହାରରେ ବୃଦ୍ଧି ପାଇବାରେ ଲାଗିଛି, ମାତ୍ର କିଛି ଦିନ ମଧ୍ୟରେ ପୂରା ଚିତ୍ର ବଦଳି ଯିବା ଭଳି ଲାଗୁଛି । ଗତContinue reading “୨୪ ଘଂଟାରେ ରାଜ୍ୟରେ ପାଖାପାଖି ୩ ହଜାର ସଂକ୍ରମଣ । ଏପ୍ରିଲ ମାସରେ ବଦଳି ଯାଇଛି ରାଜ୍ୟର କରୋନା ଚିତ୍ର । ୧୫ ଦିନ ମଧ୍ୟରେ ସାଢ଼େ ୭ ଗୁଣରୁ ଅଧିକ ହୋଇଛି ଦୈନିକ ସଂକ୍ରମଣ”

ହାଇଦର ଗିରଫ ପରେ ପୋଲିସ କମିସନରଙ୍କ ସୂଚନା । ବାଇକ ଚଲାଉଥିବା ବେଳେ ହାଇଦରକୁ ଧରିଲା ପୋଲିସ 

କନକ ବ୍ୟୁରୋ: ହାଇଦର ଗିରଫ ପରେ ପୋଲିସ କମିସନରଙ୍କ ସୂଚନା । କହିଲେ, ଖୁବଶୀଘ୍ର ଗ୍ୟାଙ୍ଗଷ୍ଟର ହାଇଦରକୁ ଓଡିଶା ଅଣାଯିବ । ଫେରାର ପରେ ହାଇଦରକୁ ଟ୍ରାକ କରାଯାଇଥିଲା । ଟ୍ରାକ ଆଧାରରେ ହାଇଦ୍ରାବାଦ ଯାଇଥିଲା ପୋଲିସ ଟିମ । ୨୪ ଘଣ୍ଟା ଭିତରେ ହାଇଦରକୁ ଓଡିଶା ଅଣାଯିବ । ବାଇକ ଚଳାଉଥିବା ବେଳେ ଧରାପଡି ଥିଲା ହାଇଦର । ତେଲେଙ୍ଗାନାରୁ ଆଜି ସେକ ହାଇଦରକୁ ଗିରଫ କରିଛି ପୋଲିସ । ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରୁ ଧରାପଡିଛିContinue reading “ହାଇଦର ଗିରଫ ପରେ ପୋଲିସ କମିସନରଙ୍କ ସୂଚନା । ବାଇକ ଚଲାଉଥିବା ବେଳେ ହାଇଦରକୁ ଧରିଲା ପୋଲିସ “

Design a site like this with WordPress.com
Get started