କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଟ୍ରିିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ସ୍ଥଗିତ । ୧୯ ତାରିଖରୁ ସବୁ ସ୍କୁଲ ଆଉ ହଷ୍ଟେଲ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

କନକ ବ୍ୟୁରୋ: ବୁଧବାର ସିବିଏସଇ ଦଶମ ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ କରିବା ପରେ ଗୁରୁବାର ଓଡିଶା ସରକାର ଓଡିଶାରେ ମାଟ୍ରିକ ପରୀକ୍ଷା ନେଇ ନିଷ୍ପତି ନେଇଛନ୍ତି । ମେ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କରୋନାର ଦ୍ୱିତୀୟ ଲହର ରାଜ୍ୟରେ ହୁ ହୁ ହୋଇ ବଢୁଥିବା ବେଳେ ମାଟ୍ରିକ ପରୀକ୍ଷା କରିବା ନିରାପଦ ହେବ ନାହିଁ ବୋଲି ଅନୁଭବ କରିଛନ୍ତି ସରକାର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁContinue reading “କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଟ୍ରିିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ସ୍ଥଗିତ । ୧୯ ତାରିଖରୁ ସବୁ ସ୍କୁଲ ଆଉ ହଷ୍ଟେଲ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।”

ଲେଉଟିଲା କରୋନା, ଫେରିଲା କଟକଣା । ସାରା ଓଡ଼ିଶାର ସବୁ ସହରରେ ଆସନ୍ତାକାଲିଠାରୁ ନାଇଟ୍ କର୍ଫ୍ୟୁ । ଦେଖନ୍ତୁ, ଲାଗିଲା କେଉଁ କେଉଁ କଟକଣା?

କନକ ବ୍ୟୁରୋ: ଦେଶରେ ଗତ ୨୪ ଘଂଟାରେ ୨ ଲକ୍ଷରୁ ଅଧିକ ଏବଂ ଓଡିଶାରେ ପାଖାପାଖି ୩ ହଜାର ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ କରୋନାର ଦ୍ୱିତୀୟ ଲହର ବିପଦଜ୍ଜନକ ପର୍ଯ୍ୟାୟକୁ ପହଂଚିଯାଇଛି ବୋଲି ରାଜ୍ୟ ସରକାର ଅନୁଭବ କରିଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ବଡ ବଡ ପଦକ୍ଷେପ  ସବୁ ନେଇଛନ୍ତି ଏବଂ ରାଜ୍ୟକୁ ପୁଣି ଫେରିଛି ନାଇଟ କର୍ଫ୍ୟୁ । ସପ୍ତାହର ଶେଷ ଦୁଇ ଦିନ ଅର୍ଥାତ ଶନିବାର ଓ ରବିବାରରେ ସଟଡାଉନContinue reading “ଲେଉଟିଲା କରୋନା, ଫେରିଲା କଟକଣା । ସାରା ଓଡ଼ିଶାର ସବୁ ସହରରେ ଆସନ୍ତାକାଲିଠାରୁ ନାଇଟ୍ କର୍ଫ୍ୟୁ । ଦେଖନ୍ତୁ, ଲାଗିଲା କେଉଁ କେଉଁ କଟକଣା?”

ପୋଲିସ ହାତରେ ଧରାପଡିଲା ଗ୍ୟାଙ୍ଗଷ୍ଟର ହାଇଦର । ତେଲେଙ୍ଗାନାରୁ ଗିରଫ କଲା ସ୍ୱତନ୍ତ୍ର ସ୍କ୍ୱାର୍ଡ । ପ୍ରେସମିଟ୍ କରି ସୂଚନା ଦେଲେ କମିଶନର । 

କନକ ବ୍ୟୁରୋ: ପୋଲିସ ହାତରେ ଧରାପଡିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର । ଏସସିବି ହସ୍ପିଟାଲରୁ ଫେରାର୍ ହେବା ପରେ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଗ୍ୟାଙ୍ଗଷ୍ଟର ହାଇଦରକୁ ଆଜି ଗିରଫ କରିଛି । ତେଲଙ୍ଗାନା ପୋଲିସ ସହ ମିଶି ଓଡିଶା ପୋଲିସ ହାଇଦରକୁ ଗିରଫ କରିଥିବା ନେଇ ଆଜି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ପୋଲିସ ହାତରେ ଧରାପଡିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର । ଏସସିବି ହସ୍ପିଟାଲରୁ ଫେରାର୍ ହେବାContinue reading “ପୋଲିସ ହାତରେ ଧରାପଡିଲା ଗ୍ୟାଙ୍ଗଷ୍ଟର ହାଇଦର । ତେଲେଙ୍ଗାନାରୁ ଗିରଫ କଲା ସ୍ୱତନ୍ତ୍ର ସ୍କ୍ୱାର୍ଡ । ପ୍ରେସମିଟ୍ କରି ସୂଚନା ଦେଲେ କମିଶନର । “

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ୨୧ ଆଇଏଏସଙ୍କୁ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲେ ରାଜ୍ୟ ସରକାର ।

କନକ ବ୍ୟୁରୋ : ଓଡ଼ିଶାରେ କରୋନା ସଂକ୍ରମଣ ମାମଲା ବଢିଚାଲିଥିବାରୁ ରାଜ୍ୟ ସରକାର ୨୧ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ପାଇଁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ ପ୍ରଦାନ କରିଛନ୍ତି । ରାଜ୍ୟର ୧୪ଟି ସ୍ଥାନର ଦାୟିତ୍ବ ଏହି ଅଧିକାରୀଙ୍କୁ ରାଜ୍ୟ ସରକାର ନ୍ୟସ୍ତ କରିଛନ୍ତି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଅନୁ ଗର୍ଗ ଓ ଏନ. ଥିରୁମଲା ନାୟକଙ୍କୁ ଭୁବନେଶ୍ବର ସହର ଦାୟିତ୍ବ ଦିଆଯାଇଥିବା ବେଳେContinue reading “ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ୨୧ ଆଇଏଏସଙ୍କୁ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲେ ରାଜ୍ୟ ସରକାର ।”

ଆଜି ଆଇପିଏଲରେ ଦିଲ୍ଲୀ-ରାଜସ୍ଥାନ ଭେଟାଭେଟି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ । ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ ।

କନକ ବ୍ୟୁରୋ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୭ମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ରାଜସ୍ଥାନ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଏପର୍ୟ୍ୟନ୍ତ ଗୋଟିଏ ମ୍ୟାଚ ଖେଳି ସେଥିରେ ବିଜୟ ହାସଲ କରିଛି ଓ ୨ ପଏଣ୍ଟ ପାଇଛି । ରାଜସ୍ଥାନ ଦଳ ଗୋଟିଏ ମ୍ୟାଚ ଖେଳି ସେଥିରେ ପରାଜୟContinue reading “ଆଜି ଆଇପିଏଲରେ ଦିଲ୍ଲୀ-ରାଜସ୍ଥାନ ଭେଟାଭେଟି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ । ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ ।”

ରାଜ୍ୟରେ ପୁଣି ଲାଗୁ ହେଲା କୋଭିଡ୍ କଟକଣା । ବିଭିନ୍ନ ଜିଲ୍ଲାକୁ ଫେରିଲା ନାଇଟ୍ କର୍ଫ୍ୟୁ । ନଜର ପକାନ୍ତୁ କଟକଣାର ୧୦ଟି ବଡ ଖବର ଉପରେ ।

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦେଖି ପୁଣି ନିୟମ କଡାକଡି କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କଟକଣା ଲାଗୁ ହେବା ସହିତ ବିବାହ ଓ ଅନ୍ତିମ ସଂସ୍କାର ଉପରେବି କଟକଣା ଜାରି କରାଯାଇଛି । ଖାଲି ସେତିକି ନୁହେଁ, ସିନେମା ହଲ, ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ପାଇଁ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣାମାନ କରାଯାଇଛି । ତେବେ ନଜର ପକାନ୍ତୁ ନାଇଟ୍ କର୍ଫ୍ୟୁର ୧୦ଟି ବଡ ଖବର ଉପରେ…Continue reading “ରାଜ୍ୟରେ ପୁଣି ଲାଗୁ ହେଲା କୋଭିଡ୍ କଟକଣା । ବିଭିନ୍ନ ଜିଲ୍ଲାକୁ ଫେରିଲା ନାଇଟ୍ କର୍ଫ୍ୟୁ । ନଜର ପକାନ୍ତୁ କଟକଣାର ୧୦ଟି ବଡ ଖବର ଉପରେ ।”

କଡାକଡି ହେଲା କରୋନା କଟକଣା । ସୋମବାର ଠାରୁ ବାହାର ରାଜ୍ୟକୁ ଗଡିବନି ବସ୍,  ଅଟୋରିକ୍ସା ଓ ଟ୍ୟାକ୍ସିରେ ଯାଇପାରିବେ ମାତ୍ର  ୨ ଯାତ୍ରୀ ।

କନକ ବ୍ୟୁରୋ : କରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟ ସରକାର କୋଭିଡ କଟକଣାକୁ ଆହୁରି କଡାକଡି କରିଛନ୍ତି । ଖାସକରି ରାଜ୍ୟ ବାହାରକୁ ଯାଉଥିବା ବସ ଗମନାଗମନ ଉପରେ କଡା କଟକଣା ଲଗାଇଛନ୍ତି । ପୂର୍ବରୁ ଛତିଶଗଡ ଯାଉଥିବା ବସ ଗୁଡିକର ଯାତାୟତ ଉପରେ ସରକାର ରୋକ ଲଗାଇଥିବା ବେଳେ ଆସନ୍ତା ୧୯ରୁ  ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ରାଜ୍ୟ ଭିତରେ ପୂର୍ବଭଳି ବସContinue reading “କଡାକଡି ହେଲା କରୋନା କଟକଣା । ସୋମବାର ଠାରୁ ବାହାର ରାଜ୍ୟକୁ ଗଡିବନି ବସ୍,  ଅଟୋରିକ୍ସା ଓ ଟ୍ୟାକ୍ସିରେ ଯାଇପାରିବେ ମାତ୍ର  ୨ ଯାତ୍ରୀ ।”

ବିବାହ ଏବଂ ଅନ୍ତିମ ସଂସ୍କାର ଉପରେ କଟକଣା ଜାରି କଲେ ରାଜ୍ୟ ସରକାର । ବିବାହରେ ୫୦, ଅନ୍ତ୍ୟେଷ୍ଟିରେ ୨୦ ଲୋକଙ୍କୁ ଅନୁମତି । ସେପଟେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ପରୀକ୍ଷା । 

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ବଡ ଘୋଷଣା । କରୋନା ସଂକ୍ରମଣକୁ ଆଖିରେ ବର୍ତ୍ତମାନ ପାଇଁ ପରୀକ୍ଷାକୁ ସ୍ଥଗିତ ରଖିଲେ ରାଜ୍ୟ ସରକାର । ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ସମୟରେ ପରୀକ୍ଷା ସମ୍ପର୍କରେ ନିର୍ଦ୍ଧିଷ୍ଟ ଭାବେ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଅନ୍ୟପଟେ ସଂକ୍ରମଣ ବଢୁଥିବା ଦେଖି ରାଜ୍ୟ ସରକାର ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ଉପରେ ବି କଟକଣା ଜାରିContinue reading “ବିବାହ ଏବଂ ଅନ୍ତିମ ସଂସ୍କାର ଉପରେ କଟକଣା ଜାରି କଲେ ରାଜ୍ୟ ସରକାର । ବିବାହରେ ୫୦, ଅନ୍ତ୍ୟେଷ୍ଟିରେ ୨୦ ଲୋକଙ୍କୁ ଅନୁମତି । ସେପଟେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ପରୀକ୍ଷା । “

କରୋନା ସଂକ୍ରମଣ ରୋକିବାକୁ ବଡ ନିଷ୍ପତି । ୧୦ ଜିଲ୍ଲାର ସହରାଞ୍ଚଳରେ ଶନି-ରବି ସଟଡାଉନ, ଜାଣନ୍ତୁ ତାଲିକାରେ ଆପଣଙ୍କ ଜିଲ୍ଲା ରହିଛି କି ନାହିଁ ।

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ କଟକଣା ଲାଗୁ କରିଛନ୍ତି । ଖାସକରି ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ କଟକଣାକୁ କଡାକଡି କରାଯାଇଛି । କରୋନାର ଦ୍ରୁତ ସଂକ୍ରମଣକୁ ରୋକିବାକୁ ୧୦ ସୀମାନ୍ତବର୍ତ୍ତୀ ଜିଲ୍ଲାର ସହରାଞ୍ଚଳକୁ ସଟଡାଉନ କରିବାକୁ ନିଷ୍ପତି ନିଆଯାଇଛି । ଝାରସୁଗୁଡା, ସୁନ୍ଦରଗଡ, ବରଗଡ, ସମ୍ବଲପୁର, ନୂଆପଡା, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସହରାଞ୍ଚଳକୁ ସପ୍ତାହନ୍ତ ସଟଡାଉନ ରହିବ । ଅର୍ଥାତ ସପ୍ତାହରContinue reading “କରୋନା ସଂକ୍ରମଣ ରୋକିବାକୁ ବଡ ନିଷ୍ପତି । ୧୦ ଜିଲ୍ଲାର ସହରାଞ୍ଚଳରେ ଶନି-ରବି ସଟଡାଉନ, ଜାଣନ୍ତୁ ତାଲିକାରେ ଆପଣଙ୍କ ଜିଲ୍ଲା ରହିଛି କି ନାହିଁ ।”

ଓଡିଶାକୁ ଫେରିଲା ନାଇଟ୍ କର୍ଫ୍ୟୁ । ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାର ସହରାଂଚଳରେ ସନ୍ଧ୍ୟା ୬ରୁ ସକାଳ ୫ ଯାଏଁ କଟକଣା । ଅନ୍ୟ ୨୦ ଜିଲ୍ଲାରେ ବି ରାତି ୯ରୁ ସକାଳ ୫ ଯାଏଁ କର୍ଫ୍ୟୁ ।

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ ରାଜ୍ୟକୁ ପୁଣି ଫେରିଛି ନାଇଟ୍ କର୍ଫ୍ୟୁ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରେସମିଟ୍ କରି ଆଜି ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ବଢୁଥିବାବେଳେ ଅନ୍ୟ ରାଜ୍ୟମାନଙ୍କରେ ସ୍ଥିତି ଗୁରୁତର ହେଲାଣି ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ନିମ୍ନଲିଖିତ କଟକଣା ଲାଗୁ କରିଛନ୍ତି । ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ବଦଳିଲା ନାଇଟ୍ କର୍ଫ୍ୟୁ ୧୦ ଜିଲ୍ଲାର ସହରାଂଚଳContinue reading “ଓଡିଶାକୁ ଫେରିଲା ନାଇଟ୍ କର୍ଫ୍ୟୁ । ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାର ସହରାଂଚଳରେ ସନ୍ଧ୍ୟା ୬ରୁ ସକାଳ ୫ ଯାଏଁ କଟକଣା । ଅନ୍ୟ ୨୦ ଜିଲ୍ଲାରେ ବି ରାତି ୯ରୁ ସକାଳ ୫ ଯାଏଁ କର୍ଫ୍ୟୁ ।”

Design a site like this with WordPress.com
Get started