କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ବିଶାଖାପାଟନା ଜିଲ୍ଲାର ଏକ ଗାଁରେ ଦେଖିବାକୁ ମିଳିଛି କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଜିଲ୍ଲାର ଜଟ୍ଟାଦା ଗ୍ରାମରେ ଜଣେ ଲୋକ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରିଛି । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଯାଂଚ କରୁଛି । Andhra Pradesh: 6 members of a family killed by a man whose daughter was allegedly raped by aContinue reading “ଝିଅର ଦୁଷ୍କର୍ମ ହୋଇଥିବା ଶୁଣି ସଇତାନ ହୋଇଗଲା ବାପାର ମୁଣ୍ଡ । ଦୁଷ୍କର୍ମକାରୀଙ୍କ ପରିବାରର ୬ ଜଣଙ୍କୁ କରିଦେଲା ହତ୍ୟା । “
Author Archives: Raghaba
ବଢୁଛି କରୋନା : ରାଜ୍ୟବାସୀଙ୍କୁ ସୂଚନା ଦେବେ ମୁଖ୍ୟ ଶାସନ ସଚିବ : ଅପରାହ୍ଣ ସାଢେ ୫ଟାରେ କଣ କହିବେ ?
କନକ ବ୍ୟୁରୋ : ରାଜ୍ୟରେ ହୁ ହୁ ବଢୁଛି କରୋନା ସଂକ୍ରମଣ । ଆଜି ରାଜ୍ୟରେ ତିନି ହଜାର ମୁହାଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏ ନେଇ ରାଜ୍ୟବାସୀଙ୍କୁ ସୂଚନା ଦେବେ ମୁଖ୍ୟ ଶାସନ ସଚିବ । ଅପରାହ୍ଣ ସାଢେ ୫ଟାରେ କଣ କହିବେ ? କୋଭିଡ୍ ସମ୍ପର୍କରେ ରାଜ୍ୟବାସୀଙ୍କୁ ଦେଇପାରନ୍ତି ବଡ ସୂଚନା । ଦିଲ୍ଲୀ, ଛତିଶଗଡ ସମେତ ବିଭିନ୍ନ ରାଜ୍ୟରେ ଲକଡାଉନ୍ , ସପ୍ତାହନ୍ତ କଟକଣା ଲାଗୁ ହୋଇ ଗଲାଣି । ଓଡିଶାରେContinue reading “ବଢୁଛି କରୋନା : ରାଜ୍ୟବାସୀଙ୍କୁ ସୂଚନା ଦେବେ ମୁଖ୍ୟ ଶାସନ ସଚିବ : ଅପରାହ୍ଣ ସାଢେ ୫ଟାରେ କଣ କହିବେ ?”
ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ୍ କଟକଣା କଡାକଡି କଲେ ଦିଲ୍ଲୀ ସରକାର । ପ୍ରତି ସପ୍ତାହର ଶୁକ୍ରବାର ରାତି ୧୦ ରୁ ସୋମବାର ସକାଳ ୬ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ
କନକ ବ୍ୟୁରୋ : ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି କିଛି ନୂଆ କଟକଣା ଜାରି କରିଛନ୍ତି । କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏବେ ବି ସ୍ଥିତି ଆୟତରେ ରହିଛି , ମେଡିକାଲରେ ବେଡର ଅଭାବ ନାହିଁ । ଏବେ ବି ୫ ହଜାର ବେଡ ଖାଲି ରହିଛି । ହେଲେ ବଢୁଥିବା ସଂକ୍ରମଣ ରୋକିବାକୁ ସପ୍ତାହନ୍ତ କର୍ଫ୍ୟୁ ଲାଗୁହେବ । ଏହି ସପ୍ତାହନ୍ତ କଫ୍ୟୁContinue reading “ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ୍ କଟକଣା କଡାକଡି କଲେ ଦିଲ୍ଲୀ ସରକାର । ପ୍ରତି ସପ୍ତାହର ଶୁକ୍ରବାର ରାତି ୧୦ ରୁ ସୋମବାର ସକାଳ ୬ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ”
ଜୁନ୍ ୧୭ରୁ ଓଜେଇଇ ପରୀକ୍ଷା : ଜୁନ୍ ପ୍ରଥମ ସପ୍ତାହରୁ ମିଳିବ ଆଡମିଟ କାର୍ଡ
କନକ ବ୍ୟୁରୋ : ଜୁନ୍ ୧୭ରୁ ୨୪ ମଧ୍ୟରେ ହେବ ଓଜେଇଇ ପରୀକ୍ଷା । ଏପ୍ରିଲ ୧୪ରୁ ଆରମ୍ଭ ହୋଇଛି ଅନଲାଇନ ଆବେଦନ । ମେ ୧୫ ପର୍ଯ୍ୟନ୍ତ ୱେବସାଇଟରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଓଜେଇଇ ୱେବସାଇଟରେ ଛାତ୍ରଛଆତ୍ରୀ ଆବେଦନ କରିପାରିବେ । ଜୁନ୍ ପ୍ରଥମ ସପ୍ତାହରୁ ମିଳିବ ଆଡମିଟ କାର୍ଡ । କମ୍ପ୍ୟୁଟର ବେସଡ ସିଷ୍ଟମ ମାଧ୍ୟମରେ ହେବ ପରୀକ୍ଷା । from Kanak News via <a href="https://ifttt.com/?
ମାଟ୍ରିକ ପରୀକ୍ଷାକୁ ନେଇ ବଡ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଗତକାଲି ସିବିଏସଇର ଦଶମ ପରୀକ୍ଷାକୁ ବାତିଲ କରିଥିଲେ କେନ୍ଦ୍ର ସରକାର ।
କନକ ବ୍ୟୁରୋ : ଆଜି ମାଟ୍ରିକ ପରୀକ୍ଷାକୁ ନେଇ ବଡ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେବଳ ମାଟ୍ରିକ ନୁହେଁ ବରଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ବଡ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କରୋନା କାୟା ମେଲାଉଥିବା ବେଳେ ହେବାକୁ ଥିବା ମାଟ୍ରିକ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାବଦରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ନବୀନ । ଏହାପୂର୍ବରୁ ଗତକାଲି ସିବିଏସଇContinue reading “ମାଟ୍ରିକ ପରୀକ୍ଷାକୁ ନେଇ ବଡ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଗତକାଲି ସିବିଏସଇର ଦଶମ ପରୀକ୍ଷାକୁ ବାତିଲ କରିଥିଲେ କେନ୍ଦ୍ର ସରକାର ।”
ଦିଲ୍ଲୀ ଓ ଗୁଜୁରାଟରୁ ବହୁ ପରିମାଣର ହେରୋଇନ୍ ଜବତ୍ । ଆନୁମାନିକ ମୂଲ୍ୟ ୩୦୦ କୋଟି ଟଙ୍କା, ଅଭିଯୁକ୍ତ ଗିରଫ୍ ।
କନକ ବ୍ୟୁରୋ : କରୋନା କାଳରେ ବି ଦେଶରେ ଚାଲିଛି ଶହ ଶହ କୋଟି ଟଙ୍କାର ନିଶାଦ୍ରର୍ବ୍ୟ ହେରୋଇନ୍ କାରବାର । ଆଜି ଦିଲ୍ଲୀ ବିମାନବନ୍ଦରରେ ତନଖି ବେଳେ ୧୪ କିଲୋ ହେରୋଇନ୍ ଜବତ କରାଯାଇଛି । ଜବତ୍ ହେରୋଇନର ଆନୁମାନିକ ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି । ଡ୍ରଗ୍ସ ନେଇ ଯାଉଥିବା ଜାମ୍ବିଆନ ନାଗରିକଙ୍କୁ ଦିଲ୍ଲୀ ଏୟାରପୋର୍ଟ ପୋଲିସ ଗିରଫ୍ କରିଛି । Delhi Airport Customs interceptsContinue reading “ଦିଲ୍ଲୀ ଓ ଗୁଜୁରାଟରୁ ବହୁ ପରିମାଣର ହେରୋଇନ୍ ଜବତ୍ । ଆନୁମାନିକ ମୂଲ୍ୟ ୩୦୦ କୋଟି ଟଙ୍କା, ଅଭିଯୁକ୍ତ ଗିରଫ୍ ।”
କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ୨ ଟି ଡାଇଗ୍ନୋଷ୍ଟିକ ସେଣ୍ଟର ସିଲ୍ । ସିଲ୍ କଲା କଟକ ମହାନଗର ନିଗମ ।
କନକ ବ୍ୟୁରୋ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ୍ କଟକଣାକୁ କଡାକଡି କରିଛନ୍ତି । ଏହାକୁ ଅବମାନନା କଲେ ଜରିମାନା ସହ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି କ୍ରମରେ ଆଜି କଟର ୨ ଟି ଡାଇଗ୍ନୋଷ୍ଟିକ୍ ସେଣ୍ଟରକୁ ସିଲ୍ କରିଛି କଟକ ମହାନଗର ନିଗମ ଏନଫେର୍ସମେଣ୍ଟ ଟିମ୍ । ଏନଫେର୍ସମେଣ୍ଟ ଟିମ୍ ଯାଂଚ କରୁଥିବା ବେଳେ ଏହି ଦୁଇଟି ଡାଇଗ୍ନୋଷ୍ଟିକ ସେଣ୍ଟର ଭିଡ ସାଙ୍ଗକୁ କୋଭିଡ୍Continue reading “କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ୨ ଟି ଡାଇଗ୍ନୋଷ୍ଟିକ ସେଣ୍ଟର ସିଲ୍ । ସିଲ୍ କଲା କଟକ ମହାନଗର ନିଗମ ।”
ନବମ ଦିନରେ ଆପ୍ ଆବାହକ ନିଶିକାନ୍ତ ମହାପାତ୍ରଙ୍କ ଅନଶନ : ମାସକୁ ୨ ଶହ ୟୁନିଟ ପର୍ଯ୍ୟନ୍ତ ଉପଭୋକ୍ତାଙ୍କୁ ମାଗଣା ବିଜୁଳି ଦାବି
କନକ ବ୍ୟୁରୋ : ମାସକୁ ୨ଶହ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ବିନା ମୂଲ୍ୟରେ ବିଜୁଳି ଯୋଗାଇବା ଦାବିରେ ନବମ ଦିନରେ ଆପ୍ ଆବାହକ ନିଶିକାନ୍ତ ମହାପାତ୍ରଙ୍କ ଅନଶନ । ନିଶିକାନ୍ତଙ୍କ ଅନଶନକୁ ବିଭିନ୍ନ ୧୦ରୁ ଅଧିକ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ନିଶିକାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଧିରେଧିରେ ବିଗିଡିବାରେ ଲାଗିଛି । ଆସନ୍ତା ୧୯ତାରିଖରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେବା ପରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ସ୍ଥିର କରାଯାଇଛି ବୋଲି ବାମପନ୍ଥୀ ନେତାContinue reading “ନବମ ଦିନରେ ଆପ୍ ଆବାହକ ନିଶିକାନ୍ତ ମହାପାତ୍ରଙ୍କ ଅନଶନ : ମାସକୁ ୨ ଶହ ୟୁନିଟ ପର୍ଯ୍ୟନ୍ତ ଉପଭୋକ୍ତାଙ୍କୁ ମାଗଣା ବିଜୁଳି ଦାବି”
ନୂଆ ତାରିଖରେ ହେବ ପିପିଲି ଉପ-ନିର୍ବାଚନ, କେବଳ କଂଗ୍ରେସ ଦେବ ନୂଆ ପ୍ରାର୍ଥୀ ।
କନକ ବ୍ୟୁରୋ : ନୂଆ ତାରିଖରେ ହେବ ପିପିଲି ଉପ-ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି । କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ଉପ-ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ରିଟର୍ଣ୍ଣିଂ ଅଫିସର ନିର୍ବାଚନକୁ ସ୍ଥଗିତ ରଖିଛନ୍ତି । ଏନେଇ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଜଣାଯାଇଛି । ନିର୍ବାଚନ କମିଶନ ପିପିଲି ଉପ-ନିର୍ବାଚନ ପାଇଁ ପୁଣିଥରେ ନୂଆ ତାରିଖ ଘୋଷଣା ସହ ସାନି ବିଜ୍ଞପ୍ତି ପ୍ରକାଶContinue reading “ନୂଆ ତାରିଖରେ ହେବ ପିପିଲି ଉପ-ନିର୍ବାଚନ, କେବଳ କଂଗ୍ରେସ ଦେବ ନୂଆ ପ୍ରାର୍ଥୀ ।”
ମହାରାଷ୍ଟ୍ର ପରେ ସଂକ୍ରମଣ ରୋକିବାକୁ ଦିଲ୍ଲୀ ସରକାର ନେଇପାରନ୍ତି କଠୋର ପଦକ୍ଷେପ : ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ
କନକ ବ୍ୟୁରୋ : ମହାରାଷ୍ଟ୍ର ପରେ ସଂକ୍ରମଣ ରୋକିବାକୁ ଦିଲ୍ଲୀ ସରକାର ନେଇପାରନ୍ତି କଠୋର ପଦକ୍ଷପ । ଏନେଇ ଉପରାଜ୍ୟପାଳ ଅନିଲ ବୈଜଲ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଭିତରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଚର୍ଚ୍ଚା ହେଉଛି ସପ୍ତାହର ଶେଷ ଦୁଇ ଦିନ ହୋଇପାରେ ଲକଡାଉନ । ଗତ ୨୪ଘଂଟାରେ ୧୭ହଜାର ୨୮୨ନୂଆ ସଂକ୍ରମଣ ଓ ୧୦୪ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଗତ କିଛି ଦିନ ହେଲା ଲଗାତର ଭାବେ ଦିଲ୍ଳୀରେ ଆକ୍ରାନ୍ତଙ୍କ ସଂଖ୍ରାContinue reading “ମହାରାଷ୍ଟ୍ର ପରେ ସଂକ୍ରମଣ ରୋକିବାକୁ ଦିଲ୍ଲୀ ସରକାର ନେଇପାରନ୍ତି କଠୋର ପଦକ୍ଷେପ : ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ”