କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ମାମଲା ପ୍ରତିଦିନ ବୃଦ୍ଧି ପାଉଥିବାରୁ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି କଠୋର ପଦକ୍ଷେପ ଗ୍ରହଣ କରିବା ଉପରେ ବିଚାର କରାଯାଉଛି । ପୂର୍ବ ଥର ଭଳି ଏଥର ମଧ୍ୟ ଜାତୀୟ ସ୍ତରୀୟ ଲକ୍ଡାଉନ୍ ଘୋଷଣା ହେବାର ଆଶଙ୍କା ସୃଷ୍ଟି ହୋଇଛି । ଅବଶ୍ୟ କେନ୍ଦ୍ର ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ ଲକ୍ଡାଉନ୍ ହେବ ନାହିଁ। କିନ୍ତୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲେ ସରକାରଙ୍କ ପାଖରେContinue reading “ସାରା ଦେଶରେ ଜାରି ରହିଛି ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ : ଦେଶବ୍ୟାପୀ ଲକଡାଉନ ହେଲେ ରସାତଳକୁ ଚାଲିଯିବ ଅର୍ଥନୀତି”
Author Archives: Raghaba
ଜୋରଦାର ହେଲା ଦାବି…ବାତିଲ ହେଲା ସିବିଏସଇ ବୋର୍ଡ ପରୀକ୍ଷା : ଏବେ ଦ୍ୱନ୍ଦ୍ୱରେ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀ
କନକ ବ୍ୟୁରୋ : ଦାବି ଜୋରଦାର ହେବା ପରେ ବାତିଲ ହେଲା ସିବିଏସଇ ବୋର୍ଡ ପରୀକ୍ଷା । ଦେଶରେ କୋଭିଡ ସଂକ୍ରମଣ ଲଗାତର ବଢୁଥିବାରୁ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଛି । ସେହିପରି ସ୍ଥଗିତ ହୋଇଛି ଦ୍ୱାଦଶ ଶ୍ରେଣୀ ପରୀକ୍ଷା । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି । ତେବେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ନେତା ଓ ସେଲିବ୍ରିଟି ପରୀକ୍ଷା ବାତିଲ ପାଇଁ ଦାବି କରିଆସୁଥିଲେContinue reading “ଜୋରଦାର ହେଲା ଦାବି…ବାତିଲ ହେଲା ସିବିଏସଇ ବୋର୍ଡ ପରୀକ୍ଷା : ଏବେ ଦ୍ୱନ୍ଦ୍ୱରେ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀ”
ଭୋକର ଜ୍ୱାଳା ଓ ଦାରିଦ୍ର୍ୟର ବାସ୍ତବ ଚିତ୍ର । ରାସ୍ତାରେ ପଡିଥିବା ତରକାରୀ ଗୋଟାଇ ଖାଇଲେ ୭୦ ବର୍ଷୀୟା ବୃଦ୍ଧା ।
କନକ ବ୍ୟୁରୋ : ଭୋକ ମଣିଷକୁ ଅବାଟରେ ନେଇଯାଏ। ଏପରିକି ବାଟରୁ ଉଠାଇ ପେଟ ଭର୍ତ୍ତି କରିବାକୁ ବି ବାଧ୍ୟ କରେ। ମାଲକାନଗିରି ସଦର ମହକୁମାରେ ଆଜି ଏମିତି ଏକ ବିଷଣ୍ଣ ତଥା ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଭୋକ ବିକଳରେ ଜଣେ ଅସହାୟ ବୃଦ୍ଧା ରାସ୍ତା ଉପରେ ବିଛାଡ଼ି ହୋଇ ପଡ଼ିଥିବା ତରକାରି ଗୋଟାଇ ଖାଇବା ଦେଖିବାକୁ ମିଳିଥିଲା। ବୃଦ୍ଧାଙ୍କ ବୟସ ପାଖାପାଖି ୭୦ ହେବ। ଚାଲିବା ପାଇଁ ବଳ ପାଉନି। ଏମିତି ସ୍ଥିତିରେ ଯିଏContinue reading “ଭୋକର ଜ୍ୱାଳା ଓ ଦାରିଦ୍ର୍ୟର ବାସ୍ତବ ଚିତ୍ର । ରାସ୍ତାରେ ପଡିଥିବା ତରକାରୀ ଗୋଟାଇ ଖାଇଲେ ୭୦ ବର୍ଷୀୟା ବୃଦ୍ଧା ।”
ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୩ହଜାର ମୁହାଁ : ଗତ ୨୪ଘଂଟାରେ ୨ହଜାର ୯୮୯ ପଜିଟିଭ, ୨ଆକ୍ରାନ୍ତଙ୍କ ମୃତ୍ୟୁ
କନକ ବ୍ୟୁରୋ :ରାଜ୍ୟରେ ୩ହଜାର ପାଖାପାଖି ପହଂଚିଲା ଦୈନିକ ସଂକ୍ରମଣ । ଗତ ୨୪ଘଂଟାରେ ରାଜ୍ୟରେ ୨ହଜାର ୯୮୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ଜଣଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡିରୁ ଓ କେନ୍ଦୁଝରରୁ ଜଣେ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାସହ ରାଜ୍ୟରେ ମୋଟ କରୋନା ମୃତ୍ୟୁ ୧ହଜାର ୯୩୫ରେ ପହଂଚିଛି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୬୩୧ଜଣ ପଜିଟିଭ ବାହାରିଥିବା ବେଳେ ଖୋର୍ଦ୍ଧାରୁ ୪୩୮ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୯ଜିଲ୍ଲାରେContinue reading “ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୩ହଜାର ମୁହାଁ : ଗତ ୨୪ଘଂଟାରେ ୨ହଜାର ୯୮୯ ପଜିଟିଭ, ୨ଆକ୍ରାନ୍ତଙ୍କ ମୃତ୍ୟୁ”
ଜଙ୍ଗଲରୁ ଉଦ୍ଧାର ହେଲା ଗଳିତ ଶବ : ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
କନକ ବ୍ୟୁରୋ : ଜଙ୍ଗଲରୁ ଉଦ୍ଧାର ହେଲା ଗଳିତ ଶବ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଏହି ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ଜଲ୍ଲାରପୁର ଜଙ୍ଗଲରେ । ମୃତ ଯୁବକ ଜଣଙ୍କ ହେଲେ ଜଗନ୍ନାଥ ଆପଟ । ସେ ୩ ଦିନ ଧରି ନିଖୋଜ ଥବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଦାବି କରିଛନ୍ତି । ଏହିContinue reading “ଜଙ୍ଗଲରୁ ଉଦ୍ଧାର ହେଲା ଗଳିତ ଶବ : ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ”
ହାତ ପାଆନ୍ତାରୁ ଖସିଗଲା ହାଇଦର : କୋଲକାତାରେ ଥିବା ଖବର ପାଇ ପୁଲିସର ଚଢ଼ାଉ, ହେଲେ ଅଳ୍ପକେ ଛୁ ମାରିଲା ଗ୍ୟାଙ୍ଗଷ୍ଟର
କନକ ବ୍ୟୁରୋ : ମଙ୍ଗଳବାର ବିଳମ୍ବିତ ରାତିରେ କଟକ ଅହଲ୍ୟା ଲଜ ଛାଡିଲେ ୬ପୋଲିସ କର୍ମଚାରୀ । ଗତ ମାର୍ଚ୍ଚ ୨୩ତାରିଖରୁ କଟକର ଅହଲ୍ୟା ଲଜରେ ୨ଟି ରୁମ ବୁକ୍ କରି ରହୁଥିଲେ ଏହି କର୍ମଚାରୀମାନେ । ମିଳିଥିବା ସୂଚନା ଅନୁସାରେ ପୋଲିସ କବଜାରେ ଅଛନ୍ତି ନିଳମ୍ବିତ କନେଷ୍ଟବଳ ମୌସିମ । ଏବଂ ଅନ୍ୟମାନେ ସମ୍ବଲପୁର ଫେରିଯାଇଛନ୍ତି । ମଙ୍ଗଳବାର ସୁଦ୍ଧା ୧୮ହଜାର ଟଙ୍କା ଲଜ ଭଡା ବାବଦରେ ଦେଇଛନ୍ତି । ସେପଟେ ହାଇଦର ଠିକଣା ପାଇବାକୁContinue reading “ହାତ ପାଆନ୍ତାରୁ ଖସିଗଲା ହାଇଦର : କୋଲକାତାରେ ଥିବା ଖବର ପାଇ ପୁଲିସର ଚଢ଼ାଉ, ହେଲେ ଅଳ୍ପକେ ଛୁ ମାରିଲା ଗ୍ୟାଙ୍ଗଷ୍ଟର”
ବିଜେଡି ସରକାରକୁ ଅକଳରେ ପକାଇଲେ କଟକ ସାଂସଦ?
କନକ ବ୍ୟୁରୋ : ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ପୁଣିଥରେ ନିଜ ଦଳର ସରକାରକୁ ଅକଳରେ ପକାଇଛନ୍ତି। ରାଜ୍ୟ ସରକାରଙ୍କ ଯୋଜନା ଆଉ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଭର୍ତ୍ତୃହରିଙ୍କୁ ନେଇ ବିଜେଡି-ବିଜେପି ବାକ୍ଯୁଦ୍ଧ ଚାଲିଥିବା ବେଳେ ପ୍ରଜାତନ୍ତ୍ର ପରିସରରେ ଆୟୋଜିତ ବିଷୁବ ମିଳନ ସମାବର୍ତ୍ତନ ସମାରୋହରେ ଭର୍ତ୍ତୃହରିଙ୍କ ବକ୍ତବ୍ୟ ପୁଣିଥରେ ବିଜେଡି ସରକାର ପାଇଁ ଅଡୁଆ ସୃଷ୍ଟି କରିଛି। ଭର୍ତ୍ତୃହରି କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଥିବା ବେଳେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତିContinue reading “ବିଜେଡି ସରକାରକୁ ଅକଳରେ ପକାଇଲେ କଟକ ସାଂସଦ?”
କୋଭିଡ ସଂକ୍ରମଣକୁ ଦେଖି ରାଜସ୍ଥାନରେ କଡା କଟକଣା : ରାଜ୍ୟର ସବୁ ସହରରେ ସନ୍ଧ୍ୟା ୬ରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ
କନକ ବ୍ୟୁରୋ : କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜସ୍ଥାନରେ କଡା କଟକଣା ଜାରି କରାଯାଇଛି । ରାଜ୍ୟର ସବୁ ସହରରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି କରଛନ୍ତି ରାଜସ୍ଥାନ ସରକାର । ଏପ୍ରିଲ ୧୬ରୁ ଏପ୍ରିଲ ୩୦ ଯାଏଁ ଏହି ନିୟମ ଲାଗୁ ରହିବ । ସେହିଭଳି ସନ୍ଧ୍ୟା ୫ଟା ସୁଦ୍ଧା ରାଜସ୍ଥାନରେ ସମସ୍ତ ମାର୍କେଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଫିସ ବି ଅପରାହ୍ନ ୪ଟା ସୁଦ୍ଧାContinue reading “କୋଭିଡ ସଂକ୍ରମଣକୁ ଦେଖି ରାଜସ୍ଥାନରେ କଡା କଟକଣା : ରାଜ୍ୟର ସବୁ ସହରରେ ସନ୍ଧ୍ୟା ୬ରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ”
ରାଜ୍ୟରେ କାଳବୈଶାଖୀ ବର୍ଷା ଆଶଙ୍କା : ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ତାହାକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି ।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ଅନୁଯାୟୀ, ଗୁରୁବାର ପୂର୍ବାହ୍ନ ସୁଦ୍ଧା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଜପତି ଜିଲ୍ଲାର କେତେକ ସ୍ଥାନରେ ୩୦ରୁ ୪୦ କିମି ବେଗରେContinue reading “ରାଜ୍ୟରେ କାଳବୈଶାଖୀ ବର୍ଷା ଆଶଙ୍କା : ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି”
ଶିକ୍ଷାବର୍ଷକୁ କରୋନା କାଳ । ଲଗାତାର ଦ୍ୱିତୀୟଥର ପାଇଁ ପରୀକ୍ଷାରେ ବାଧା, ସିବିଏସଇ ଦଶମ ପରୀକ୍ଷା ବାତିଲ, ଦ୍ୱାଦଶ ପରୀକ୍ଷା ସ୍ଥଗିତ ।
କନକ ବ୍ୟୁରୋ : ସାରା ଦେଶରେ କରୋନା କାୟା ବଢ଼ି ଚାଲିଥିବାରୁ ଛାତ୍ରଛାତ୍ରୀଙ୍କ ଆଉ ଗୋଟିଏ ବର୍ଷ ବିଗିଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ୨୦୨୦ ମାର୍ଚ୍ଚରେ କରୋନା ସଂକ୍ରମଣ ବଢ଼ିବାରୁ ଶିକ୍ଷାନୁଷ୍ଠାନରେ ତାଲା ପଡ଼ିଥିଲା। ପିଲାଙ୍କ ପରୀକ୍ଷା ଅଧାରୁ ବନ୍ଦ ହେବା ସହ ପାଠପଢ଼ା ଏକପ୍ରକାର ଠପ୍ ହୋଇଯାଇଥିଲା। ତେବେ ଗୋଟିଏ ବର୍ଷ ପୂରଣ ହେବା କ୍ଷଣି ପୁଣିଥରେ କରୋନାର ଆଁ ଭିତରେ ବୁଡ଼ିବାକୁ ଯାଉଛି ଛାତ୍ରଛାତ୍ରୀଙ୍କ ପାଠପଢ଼ା। ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସିବିଏସଇ ଦଶମContinue reading “ଶିକ୍ଷାବର୍ଷକୁ କରୋନା କାଳ । ଲଗାତାର ଦ୍ୱିତୀୟଥର ପାଇଁ ପରୀକ୍ଷାରେ ବାଧା, ସିବିଏସଇ ଦଶମ ପରୀକ୍ଷା ବାତିଲ, ଦ୍ୱାଦଶ ପରୀକ୍ଷା ସ୍ଥଗିତ ।”