କନକ ବ୍ୟୁରୋ : ଆଇପିଏଲର ସପ୍ତମ ଦିବସରେ ଗୁରୁବାର ରାଜସ୍ଥାନ ରୟାଲ୍ସ ସହିତ ଗତ ସଂସ୍କରଣର ରନର୍ସଅପ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲା ହେବ। ଏଥି ସହିତ ଉଭୟ ଦଳ ନିଜ ନିଜର ଦ୍ୱିତୀୟ ମ୍ୟାଚରେ ଅବତୀର୍ଣ୍ଣ ହେବେ। ଭାରତୀୟ ଦଳର ଦୁଇ ୱିକେଟରକ୍ଷକ ସଞ୍ଜୁ ସାମସନ୍ ଏବଂ ଋଷଭ ପନ୍ତ୍ ଯଥାକ୍ରମେ ରାଜସ୍ଥାନ ଓ ଦିଲ୍ଲୀ ଦଳର ନେତୃତ୍ବ ନେଉଛନ୍ତି। ଉଭୟେ ଆଇପିଏଲରେ ପ୍ରଥମ ଥର ଲାଗି ଚଳିତ ସଂସ୍କରଣରେ ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି। ଅଧିନାୟକContinue reading “ଆଇପିଏଲ ମହାମୁକାବିଲା : ଆଜି ମୁହାଁମୁହିଁ ହେବେ ଦିଲ୍ଲୀ-ରାଜସ୍ଥାନ, ପନ୍ତ ବାହିନୀକୁ ମାତ୍ ଦେବାକୁ ମୈଦାନକୁ ଓହ୍ଲାଇବେ ସାମସନ ସିପାହୀ ।”
Author Archives: Raghaba
ଓଡ଼ିଶା ବୋର୍ଡ ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାର ଭାଗ୍ୟ କ’ଣ ହେବ ? ଆଜି ହୋଇପାରେ ନିଷ୍ପତ୍ତି
କନକ ବ୍ୟୁରୋ : ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍ ହୋଇଛି । ଦ୍ବାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ରହିବା ପରେ ଏବେ ଓଡ଼ିଶା ସରକାରଙ୍କ ଉପରେ ନଜର କେନ୍ଦ୍ରୀଭୂତ ହୋଇଛି । ଓଡ଼ିଶା ବୋର୍ଡ ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାର ଭାଗ୍ୟ କ’ଣ ହେବ ? ପରୀକ୍ଷା କରାଯିବ କି ନାହିଁ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ଗତ ବର୍ଷେ ହେଲା କରୋନା କାଳରେ ସିବିଏସ୍ଇ ଯେଉଁContinue reading “ଓଡ଼ିଶା ବୋର୍ଡ ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାର ଭାଗ୍ୟ କ’ଣ ହେବ ? ଆଜି ହୋଇପାରେ ନିଷ୍ପତ୍ତି”
ସୁରଟରେ କରୋନାର ପ୍ରକୋପ : ୧୫ ଦିନରେ ୧୪ ପ୍ରବାସୀ ଓଡିଆଙ୍କ ଜୀବନ ନେଲାଣି ଭୂତାଣୁ
କନକ ବ୍ୟୁରୋ : ଗୁଜରାଟ ସୁରଟରେ କରୋନାର ପ୍ରକୋପ ଜାରି ରହିଛି । କେବଳ ସୁରଟ ଜିଲ୍ଲାରେ ୧୬ଶହ ୫୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୫ ଜଣଙ୍କ ମୃତ୍ୟୁ ଘଟିଛି । ସବୁଠାରୁ ବଡ କଥା ହେଲା ଗତ ୧୫ ଦିନରେ ୧୪ ଜଣ ପ୍ରବାସୀ ଓଡିଆ ପ୍ରାଣ ହରାଇଛନ୍ତି । ଗତ ୨୪ ଘଂଟାରେ ଆଉ ଜଣେ ଓଡିଆ ପ୍ରାଣ ହରାଇଥିବା ସୂଚନା ଆସିଛି । ସଂପୃକ୍ତ ଓଡିଆ ଗଞ୍ଜାମ ଅଂଚଳର ବୋଲି ଜଣାପଡିଛିContinue reading “ସୁରଟରେ କରୋନାର ପ୍ରକୋପ : ୧୫ ଦିନରେ ୧୪ ପ୍ରବାସୀ ଓଡିଆଙ୍କ ଜୀବନ ନେଲାଣି ଭୂତାଣୁ”
ବାଙ୍ଗାଲୋର ବୋଲରଙ୍କ ଚମତ୍କାର ବୋଲିଂ । ହାଇଦ୍ରାବାଦ ହାତରୁ ଛଡାଇ ଆଣିଲେ ମ୍ୟାଚ । ୬ ରନରେ ବିଜୟୀ ହେଲା ଆରସିବି ।
କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ବାଙ୍ଗାଲୋର ଦଳ । ଏହି ମ୍ୟାଚରେ ସନ ରାଇଜର୍ସ ହାଇଦ୍ରାବାଦ ଦଳ ହାତରୁ ମ୍ୟାଚ ଛଡାଇ ଆଣିଛି ଆରସିବି । ଏହି ମ୍ୟାଚରେ ୬ ରନରେ ବିଜୟ ହାସଲ କରିଛି ବିରାଟ ବାହିନୀ । ଏହାସହ ବାଙ୍ଗାଲୋର ୨ଟି ମ୍ୟାଚ ଜିତି ଏବେ ଆତ୍ମବିଶ୍ୱାସ ଦୃଢ ରଖିଛି । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ ଦଳ । ତେଣୁContinue reading “ବାଙ୍ଗାଲୋର ବୋଲରଙ୍କ ଚମତ୍କାର ବୋଲିଂ । ହାଇଦ୍ରାବାଦ ହାତରୁ ଛଡାଇ ଆଣିଲେ ମ୍ୟାଚ । ୬ ରନରେ ବିଜୟୀ ହେଲା ଆରସିବି ।”
ଦାଦାବଟି ଆଦାୟ କରିବା ଅଭିଯୋଗରେ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇର ପଚରାଉଚରା । ସମନ ପରେ ଡିଆରଡିଓ ଗେଷ୍ଟ ହାଉସରେ ଘଂଟା ଘଂଟା ଜେରା ।
କନକ ବ୍ୟୁରୋ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଜେରା କଲା ସିବିଆଇ । ମାସକୁ ୧୦୦ କୋଟି ଟଙ୍କାର ବଟି ଆଦାୟ ନେଇ ସଚିନ ବାଜେ ଆଣିଥିବା ଅଭିଯୋଗ ଲିଙ୍କରେ ବିବାଦ ଘେରକୁ ଆସି ଶେଷରେ ପଦ ଛାଡିଥିଲେ ଦେଶମୁଖ । ସିବିଆଇର ସମନ ପରେ ଆଜି ଡିଆରଡିଓ ଗେଷ୍ଟ ହାଉସରେ ପହଁଚି ନିଜର ବୟାନ୍ ରେକର୍ଡ କରାଇଛନ୍ତି ଅନୀଲ ଦେଶମୁଖ । ବର୍ତମାନ ସୁଦ୍ଧା ଏହି ମାମଲାରେ ଅନୀଲ ଦେଶମୁଖଙ୍କ ବ୍ୟକ୍ତିଗତ ସହାୟକ ସଂଜିବContinue reading “ଦାଦାବଟି ଆଦାୟ କରିବା ଅଭିଯୋଗରେ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇର ପଚରାଉଚରା । ସମନ ପରେ ଡିଆରଡିଓ ଗେଷ୍ଟ ହାଉସରେ ଘଂଟା ଘଂଟା ଜେରା ।”
କୁଚବିହାର ହିଂସାକାଣ୍ଡ କଟକଣା ଫେରିବା ପରେ ମୈଦାନକୁ ଫେରିଲେ ମମତା । ଶୀତଲକୁଚାରେ ପୀଡିତ ପରିବାରକୁ ଭେଟିଲେ, ଦେଲେ ଥଇଥାନର ଆଶ୍ୱାସନା
କନକ ବ୍ୟୁରୋ: ନିର୍ବାଚନ କମିଶନଙ୍କ ବ୍ୟାନ ହଟିବା ପରେ ଆକ୍ସନ ମୁଡକୁ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୁଚବିହାର ଶୀତଲକୁଚି ବୁଥରେ ମତଦାନ ସମୟରେ ଗୁଳିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଜି ସେହି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ଦିଦି । ଏହା ସହିତ ବିଜେକି ଓ କେନ୍ଦ୍ର ଉପରେ ଜୋରଦାର ବର୍ଷିଛନ୍ତି । କୁଚବିହାର ଶୀତଲକୁଚିରେ ବୁଥ୍ ହିଂସାକାଣ୍ଡ ମୃତକଙ୍କୁ ଭେଟିଛନ୍ତି ମମତା । କୁଚବିହାରରେ ବୁଥ୍ ହିଂସାକାଣ୍ଡContinue reading “କୁଚବିହାର ହିଂସାକାଣ୍ଡ କଟକଣା ଫେରିବା ପରେ ମୈଦାନକୁ ଫେରିଲେ ମମତା । ଶୀତଲକୁଚାରେ ପୀଡିତ ପରିବାରକୁ ଭେଟିଲେ, ଦେଲେ ଥଇଥାନର ଆଶ୍ୱାସନା”
କରୋନା ଡାକି ଆଣିଲା କୁମ୍ଭମେଳା । ଧାର୍ମିକ ବୁଡ଼ରେ ସାମିଲ ହୋଇଥିବା ଶତାଧିକ ଶ୍ରଦ୍ଧାଳୁ ଓ ସାଧୁ ପଜିଟିଭ ଚିହ୍ନଟ ପରେ ବଢ଼ିଲା ଆଶଙ୍କା ।
କନକ ବ୍ୟୁରୋ: କରୋନା କାଳରେ କୁମ୍ଭମେଳାରୁ ଆସିଛି ଚିନ୍ତାଜନକ ଖବର । ଯାହା ଅନୁମାନ କରାଯାଉଥିବା , ଠିକ୍ ସେୟା ହିଁ ହୋଇଛି । ହରିଦ୍ୱାର କୁମ୍ଭମେଳାରେ ଶତାଧିକ ଶ୍ରଦ୍ଧାଳୁ ଓ ସାଧୁ କରୋନା ପଜିଟିଭ୍ ଆସିଛନ୍ତି । ସାହି ସ୍ନାନ ସମୟରେ ଏକାଠି ହୋଇ ବୁଡ ପକାଇଥିଲେ ହଜାର ହଜାର ଶ୍ରଦ୍ଧାଳୁ । ଚିନ୍ତାକରନ୍ତୁ କରୋନା ସଂକ୍ରମିତଙ୍କ ଠାରୁ କୁମ୍ଭମେଳାରେ ଏହି ସଂକ୍ରମଣ କେତେ ଜଣଙ୍କୁ ବ୍ୟାପିପାରେ । ଆକଳନ କରାଯାଉଛି, ଉତର ପ୍ରଦେଶରେ ହରିଦ୍ୱାରContinue reading “କରୋନା ଡାକି ଆଣିଲା କୁମ୍ଭମେଳା । ଧାର୍ମିକ ବୁଡ଼ରେ ସାମିଲ ହୋଇଥିବା ଶତାଧିକ ଶ୍ରଦ୍ଧାଳୁ ଓ ସାଧୁ ପଜିଟିଭ ଚିହ୍ନଟ ପରେ ବଢ଼ିଲା ଆଶଙ୍କା ।”
କୋଭିଡ କଟକଣାକୁ ଦେଖି ରାଜସ୍ଥାନରେ କଟକଣା ଲାଗୁ । ରାଜ୍ୟର ସବୁ ସହରରେ ସନ୍ଧ୍ୟା ୬ରୁ ସକାଳ ୬ଟା ଯାଏଁ ଜାରିହେବ କର୍ଫ୍ୟୁ ।
କନକ ବ୍ୟୁରୋ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜସ୍ଥାନରେ କଡା କଟକଣା ଜାରି କରାଯାଇଛି । ରାଜ୍ୟର ସବୁ ସହରରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ପ୍ୟୁ ଜାରି କରଛନ୍ତି ରାଜସ୍ଥାନ ସରକାର । ଏପ୍ରିଲ ୧୬ରୁ ଏପ୍ରିଲ ୩୦ ଯାଏଁ ଏହି ନିୟମ ଲାଗୁ ରହିବ । ସେହିଭଳି ସନ୍ଧ୍ୟା ୫ଟା ସୁଦ୍ଧା ରାଜସ୍ଥାନରେ ସମସ୍ତ ମାର୍କେଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଫିସ ବି ଅପରାହ୍ନ ୪ଟା ସୁଦ୍ଧା ବନ୍ଦContinue reading “କୋଭିଡ କଟକଣାକୁ ଦେଖି ରାଜସ୍ଥାନରେ କଟକଣା ଲାଗୁ । ରାଜ୍ୟର ସବୁ ସହରରେ ସନ୍ଧ୍ୟା ୬ରୁ ସକାଳ ୬ଟା ଯାଏଁ ଜାରିହେବ କର୍ଫ୍ୟୁ ।”
ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ । ୧୪୯ ରନ କଲା ବାଙ୍ଗାଲୋର । ହାଇଦ୍ରାବାଦ ଆଗରେ ୧୫୦ ରନର ବିଜୟ ଲକ୍ଷ୍ୟ
କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମାକ୍ସୱେଲଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ୧୪୫ ରନ କରିବାରେ ସକ୍ଷମ ହୋଇଛି ବାଙ୍ଗାଲୋର । ଏହାସହ ଏବେ ହାଇଦ୍ରାବାଦ ଆଗରେ ୧୪୬ ରନର ବିଜୟ ଲକ୍ଷ୍ୟ ରହିଛି । ଏବେ ହାଇଦ୍ରାବାଦ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ । ଏହି ମ୍ୟାଚରେ ବାଙ୍ଗାଲୋରର ସମସ୍ତ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିବା ବେଳେ ଏକାକୀ ମ୍ୟାକ୍ସୱେଲ ଦଳକୁ ଦୃଢ ସ୍ଥିତିକୁ ନେଇଥିଲେ । ଏହି ମ୍ୟାଚରେ ମ୍ୟାକ୍ସୱେଲ ୫୯,Continue reading “ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ । ୧୪୯ ରନ କଲା ବାଙ୍ଗାଲୋର । ହାଇଦ୍ରାବାଦ ଆଗରେ ୧୫୦ ରନର ବିଜୟ ଲକ୍ଷ୍ୟ”
ହାତ ପାହାନ୍ତାରୁ ଖସିଗଲା ହାଇଦର । କୋଲକାତାରେ ଥିବା ଖବର ପାଇ ପୁଲିସର ଚଢ଼ାଉ, ହେଲେ ଅଳ୍ପକେ ଛୁ ମାରିଲା ଗ୍ୟାଙ୍ଗଷ୍ଟର
କନକ ବ୍ୟୁରୋ: ପୋଲିସ ହାତରୁ ଅଳ୍ପକେ ବର୍ତିଗଲା ହାଇଦର । ହଠାତ ପୋଲିସକୁ ଖବର ମିଳିଥିଲା କୋଲକାତାର ଏକ ସ୍ଥାନରେ ନିଜ ଲୋକଙ୍କ ପାଖରେ ଲୁଚି ରହିଛି ହାଇଦର । ଏହି ଖବର ପାଇବା କ୍ଷଣି ପୋଲିସ ଚେଷ୍ଟା କରିଥିଲା ହାଇଦର ପାଖରେ ପହଂଚିବା ପାଇଁ । କିନ୍ତୁ ହାତ ପାହାନ୍ତରୁ ଖସି ଯାଇଥିଲା ହାଇଦର । ବୋଧହୁଏ ଏହି ଖବର ତା ପାଖରେ ପହଂଚିସାରିଥିଲା । ପୋଲିସ ପହଂଚିବା ବେଳକୁ ହାଇଦର ଚକମା ଦେଇ ସେହିContinue reading “ହାତ ପାହାନ୍ତାରୁ ଖସିଗଲା ହାଇଦର । କୋଲକାତାରେ ଥିବା ଖବର ପାଇ ପୁଲିସର ଚଢ଼ାଉ, ହେଲେ ଅଳ୍ପକେ ଛୁ ମାରିଲା ଗ୍ୟାଙ୍ଗଷ୍ଟର “