ଏପ୍ରିଲ ୧୭ରେ ହେବନି ପିପିଲି ଉପନିର୍ବାଚନ । ଆଗାମୀ ତାରିଖ ଘୋଷଣା ହେବା ଯାଏଁ ଉପ ନିର୍ବାଚନ ସ୍ଥଗିତ

କନକ ବ୍ୟୁରୋ: ୧୭ରେ ହେବାକୁ ଥିବା ପିପିଲି ଉପନିର୍ବାଚନ ସ୍ଥଗିତ । ଆଗାମୀ ତାରିଖ ଘୋଷଣା ହେବାଯାଏଁ ଉପନିର୍ବାଚନ ସ୍ଥଗିତ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ସ୍ଥଗିତ ରହିଲା ଉପନିର୍ବାଚନ । ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଛି । ସୂଚନା ଦେଲେ ରିଟର୍ଣ୍ଣିଂ ଅଫିସର ପ୍ରଦୀପ ସାହୁଙ୍କ ସୂଚନା । ଆଜି ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି । କୋଭିଡ ସଂକ୍ରମିତ ହୋଇContinue reading “ଏପ୍ରିଲ ୧୭ରେ ହେବନି ପିପିଲି ଉପନିର୍ବାଚନ । ଆଗାମୀ ତାରିଖ ଘୋଷଣା ହେବା ଯାଏଁ ଉପ ନିର୍ବାଚନ ସ୍ଥଗିତ”

ସହର ଛାଡ଼ି ଗାଁକୁ ଫେରୁଛି ଶ୍ରମିକ । ମହାରାଷ୍ଟ୍ରରେ କର୍ଫ୍ୟୁ ଘୋଷଣା ପରେ କାମଧନ୍ଦା ଚାଲିଯିବା ଆଶଙ୍କାରେ ଶ୍ରମିକଙ୍କ ଘରବାହୁଡ଼ା

କନକ ବ୍ୟୁରୋ: ସତରେ ଶ୍ରମିକର ଏହି ସହରରେ ଅଛି କିଏ? ଯଦି ଥାନ୍ତା ମୁଣ୍ଡରେ ବୋଝ ମୁଣ୍ଡେଇ କାହିଁକି ବାହାରି ଯାଉଥାନ୍ତା ଶ୍ରମିକ । ଯେଉଁ ସହରକୁ ଦିନେ ପେଟପାଟଣାର ଠିକଣା ଭାବେ ବାଛି ନେଇଥିଲା ଶ୍ରମିକ, ଏବେ ସେହି ସହରରେ ଲାଗୁ ହୋଇଥିବା କଟକଣା, ପେଟପାଟଣା ପାଇଁ ଦାଉ ସାଜିଛି । ଏମାନଙ୍କ ପାଖରେ ଏବେ ବିକଳ୍ପ ବା ଅଛି କ’ଣ? ବାଧ୍ୟ ହୋଇ ଘରକୁ ଫେରିବାର ବାଟ ବାଛି ନେଇଛି ଶ୍ରମିକ । କଟକଣାContinue reading “ସହର ଛାଡ଼ି ଗାଁକୁ ଫେରୁଛି ଶ୍ରମିକ । ମହାରାଷ୍ଟ୍ରରେ କର୍ଫ୍ୟୁ ଘୋଷଣା ପରେ କାମଧନ୍ଦା ଚାଲିଯିବା ଆଶଙ୍କାରେ ଶ୍ରମିକଙ୍କ ଘରବାହୁଡ଼ା”

ପିପିଲି ଉପ-ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ 

କନକ ବ୍ୟୁରୋ: ପରଲୋକରେ ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ  । କରୋନାରେ ଆକ୍ରାନ୍ତ ହୋଇ ଅଜିତ ଭୁବନେଶ୍ୱରରେ ଆପଲୋ ହସପିଟାଲରେ ଚିକିତ୍ସାଧୀନ ଥିଲେ । ଗତ ସପ୍ତାହରେ  ସେ କରୋନା ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ ।  ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ୫୨ ବର୍ଷ ବୟସ ହୋଇଥିଲା ଗତ ୭ ତାରିଖରେ ଅଜିତ ମଙ୍ଗରାଜ ପ୍ରଚାର ପାଇଁ ନିଜ  ଗାଁ ମୋଟରୀକୁ ଯାଇଥିବାବେଳେContinue reading “ପିପିଲି ଉପ-ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ “

କରୋନା ହେଲେ କରିବେ କ’ଣ? ବିଏମସି କମିଶନର କହିଲେ, ପୂର୍ବ ଭଳି ପ୍ରଶାସନ ଓ ହସ୍ପିଟାଲକୁ କରିପାରିବେ ଯୋଗାଯୋଗ ।

କନକ ବ୍ୟୁରୋ: ରାଜ୍ୟରେ ଦିନକରେ ୨୨୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରେ ସର୍ବାଧିକ ୪୫୮ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ୩୪୮ । ତେବେ କେବଳ ଭୁବନେଶ୍ୱରରେ ଗୋଟିଏ ଦିନରେ ଆକ୍ରାନ୍ତ ହୋଇଛନ୍ତି ୩୦୭ । ଭୁବନେଶ୍ୱରରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି କମିସନର କହିଛନ୍ତି କରୋନା ମୁକାବିଲା ପାଇଁ ପୂର୍ବରୁ ଯେଉଁ ପଦକ୍ଷେପ ନିଆଯାଇଥିଲା, ତାକୁ ପୁଣିଥରେ କାର୍ଯ୍ୟକ୍ଷମ କରାଯାଉଛି । ପଜିଟିଭ୍ ମାମଲାର କଂଟାକ୍ଟContinue reading “କରୋନା ହେଲେ କରିବେ କ’ଣ? ବିଏମସି କମିଶନର କହିଲେ, ପୂର୍ବ ଭଳି ପ୍ରଶାସନ ଓ ହସ୍ପିଟାଲକୁ କରିପାରିବେ ଯୋଗାଯୋଗ ।”

ବୋର୍ଡ ପରୀକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ସିବିଏସଇ ଦଶମ ପରୀକ୍ଷା ବାତିଲ, ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ

କନକ ବ୍ୟୁରୋ: ଦେଶରେ ଦୈନିକ କରୋନା ସଂକ୍ରମଣ ୧ ଲକ୍ଷ ୮୦ ହଜାରରୁ ଅଧିକ ଏବଂ ମୃତ୍ୟୁ ୧ ହଜାର ଟପିଥିବା ବେଳେ ବଡ଼ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଉଥିବାରୁ ପରୀକ୍ଷା ବନ୍ଦ କରିବା ନେଇ କିଛି ରାଜ୍ୟ ସରକାର ଓ ବିଭିନ୍ନ ଦଳର ତୁଙ୍ଗ ନେତା ଦାବି କରିଥିଲେ । ବୁଧବାର ଦିନ ଏନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଓ ସିବିଏସଇ ଅଧିକାରୀଙ୍କContinue reading “ବୋର୍ଡ ପରୀକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ସିବିଏସଇ ଦଶମ ପରୀକ୍ଷା ବାତିଲ, ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ”

ଆଇପିଏଲ ଲଢେଇ: ଟସ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ବାଙ୍ଗାଲୋର ଦଳ । 

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ ରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ହାଇଦ୍ରାବାଦ ଟିମ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ବାଙ୍ଗାଲୋର ଦଳ । ଉଭୟ ଦଳ ଏହି ମ୍ୟାଚରେ ବିଜୟୀ ହେବାକୁ ଜୋରଦାର ପ୍ରୟାସ ଜାରି ରଖିବେ । ବାଙ୍ଗାଲୋର ଓ ହାଇଦ୍ରାବାଦ ଦଳରେ ବଡ ବଡ ହିଟର ରହିଛନ୍ତି ।Continue reading “ଆଇପିଏଲ ଲଢେଇ: ଟସ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ବାଙ୍ଗାଲୋର ଦଳ । “

ଭୁବନେଶ୍ୱରରେ ବଢୁଛି କରୋନା ସଂକ୍ରମଣ । ଆଜି ୩୦୭ ପଜିଟିଭ ଚିହ୍ନଟ, ୬୨ ସୁସ୍ଥ ।

କନକ ବ୍ୟୁରୋ: ଆଜି ଭୁବନେଶ୍ୱରରୁ ପୁଣି ୩୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୯ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୩୮ ଲୋକାଲ କେସ ବୋଲି ଜଣା ପଡିଛି । ଏହାସହ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୨ ଶହରେ ପହଞ୍ଚିଛି । ସେପଟେ ଭୁବନେଶ୍ୱରରେ ୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଚାର୍ଯ୍ୟ ବିହାର, ଆଇଗିଣିଆ, ବରମୁଣ୍ଡା, ବୋମିଖାଲ, ନୟାପଲ୍ଲୀ, ଚିନ୍ତାମଣିଶ୍ୱର, ଡୁମଡୁମା, ଝାରପଡା, ଜୟଦେବ ବିହାର,Continue reading “ଭୁବନେଶ୍ୱରରେ ବଢୁଛି କରୋନା ସଂକ୍ରମଣ । ଆଜି ୩୦୭ ପଜିଟିଭ ଚିହ୍ନଟ, ୬୨ ସୁସ୍ଥ ।”

ଏବେ ବି ବଂଚିଛି ମାନବିକତା । କୁନି ଝିଅ ସୋନାଲିକୁ ସୁସ୍ଥ କରିବା ପାଇଁ ସହାୟତା ମାଗିଛନ୍ତି ଯୁବଗୋଷ୍ଠୀ ।

କନକ ବ୍ୟୁରୋ: ଏବେ ବି ବଂଚିଛି ମାନବିକତା । ଏହାର ନିଛକ ଉଦାହରଣ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଖୋଲଗଞ୍ଜ ଏବଂ ଚଢେୟା ଗାଁର ଯୁବଗୋଷ୍ଠୀ । ଖୋଲଗଂଜ ଗାଁର କୁନି ଝିଅ ସୋନାଲି କିଡିନ ରୋଗ ଯନ୍ତ୍ରଣା ଭୋଗୁଛି । ଜୀବନକୁ ଜିଇଁବା ଆଗରୁ ଜୀବନ ମରଣ ସହ ସଂଗ୍ରାମ କରୁଛି । ଆଉ ଏବେ ସୋନାଲିକୁ ବଚେଂଇବା ପାଇଁ ଅଟାଂ ଭିଡିଛନ୍ତି ସ୍ଥାନୀୟ ଯୁବକମାନେ । ଗାଁ ଗାଁ ବୁଲି ମାଗୁଛନ୍ତି ଆର୍ଥିକ ସହାୟତାContinue reading “ଏବେ ବି ବଂଚିଛି ମାନବିକତା । କୁନି ଝିଅ ସୋନାଲିକୁ ସୁସ୍ଥ କରିବା ପାଇଁ ସହାୟତା ମାଗିଛନ୍ତି ଯୁବଗୋଷ୍ଠୀ ।”

ଗାଁ ଦାଣ୍ଡରେ ଚାଲିଛି ପାଠପଢ଼ା । ଗୁଣୁପୁର ଆଦର୍ଶ ଥାନାର ଏସଆଇଙ୍କ ଉଦ୍ୟମରେ ଖୋଲିଛି ମୁକ୍ତକାଶ ବିଦ୍ୟାପୀଠ । ମାଗଣାରେ ପାଠ ପଢ଼ାଉଛନ୍ତି ସ୍ଥାନୀୟ ଶିକ୍ଷିତ ଯୁବକ ।

କନକ ବ୍ୟୁରୋ: ପୁଣି ଫେରିଛି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବନ ବିଦ୍ୟାଳୟର ରୂପ ରେଖା । ମୁକ୍ତାକାଶରେ ପିଲାଏ ପଢୁଛନ୍ତି ପାଠ । ଗାଁ ଦାଣ୍ଡରେ ପଡିଛି ପାଲ । ସାମାନରେ ରହିଛି କଳାପଟା । ପିଲାଙ୍କ ଇଂରାଜୀ ଓ ଓଡିଆ ବର୍ଣ୍ଣମାଳା ଉଚାରଣରେ କମ୍ପୁଛି ଗାଁ ଦାଣ୍ଡ । ଆସନ୍ତୁ ଦେଖିବା କେଉଁଠି ଅଛି ଏମିତି ପାଠଶାଳା । ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ଲବାଗୁଡା ଗାଁର ମୁକ୍ତାକାଶ ବିଦ୍ୟାଳୟ । ଗୁଣୁପୁର ଆଦର୍ଶContinue reading “ଗାଁ ଦାଣ୍ଡରେ ଚାଲିଛି ପାଠପଢ଼ା । ଗୁଣୁପୁର ଆଦର୍ଶ ଥାନାର ଏସଆଇଙ୍କ ଉଦ୍ୟମରେ ଖୋଲିଛି ମୁକ୍ତକାଶ ବିଦ୍ୟାପୀଠ । ମାଗଣାରେ ପାଠ ପଢ଼ାଉଛନ୍ତି ସ୍ଥାନୀୟ ଶିକ୍ଷିତ ଯୁବକ ।”

ଅଜିତ ମଙ୍ଗରାଜଙ୍କ ମୃତ୍ୟୁକୁ ନେଇ ଆପୋଲୋ ହସ୍ପିଟାଲର ସୂଚନା । କହିଲା, ୭ ଦିନ ହେବ ଅଜିତ ବୀରତାର ସହ କରୋନା ସହ ଲଢେଇ କରିଥିଲେ

କନକ ବ୍ୟୁରୋ: ଅଜିତ ମଙ୍ଗରାଜଙ୍କ ମୃତ୍ୟୁକୁ ନେଇ ଆପୋଲୋ ହସ୍ପିଟାଲର ସୂଚନା । କହିଲା, ଅଜିତ ମଙ୍ଗରାଜ ୭ ଏପ୍ରିଲରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କରୋନା ଆକ୍ରାନ୍ତ ଅବସ୍ଥାରେ ତାଙ୍କୁ ନିମୋନିଆ ହୋଇଥିଲା । ଅଜିତଙ୍କୁ କ୍ରିଟିକାଲ କେୟାରରେ ରଖିବା ସହ ବିଭିନ୍ନ ବିଭାଗର ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ କରାଯାଉଥିଲା । ଅଜିତଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ଲାଇଫ ସେଭିଙ୍ଗ ସପୋର୍ଟ ଦିଆଯାଇଥିଲା । ଗତ ୭ ଦିନ ହେବ ଅଜିତ ବୀରତାରContinue reading “ଅଜିତ ମଙ୍ଗରାଜଙ୍କ ମୃତ୍ୟୁକୁ ନେଇ ଆପୋଲୋ ହସ୍ପିଟାଲର ସୂଚନା । କହିଲା, ୭ ଦିନ ହେବ ଅଜିତ ବୀରତାର ସହ କରୋନା ସହ ଲଢେଇ କରିଥିଲେ”

Design a site like this with WordPress.com
Get started