କନକ ବ୍ୟୁରୋ: ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ । କହିଲେ, ଅଜିତ ମଙ୍ଗରାଜଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ । ଦୁଃଖଦ ସମୟରେ ଶୋକସନ୍ତପ ପରିବାରକୁ ମୋର ସମବେଦନା । କେବଳ ମୁଖ୍ୟମନ୍ତ୍ରୀ ନୁହେଁ ରାଜ୍ୟପାଳଙ୍କ ସହ ଆହରୁ ଅନେକ ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି । କଂଗ୍ରେସ ନେତା ତାରା ବାହିନୀପତି, ରମେଶ ଜେନା, ପ୍ରଦୀପ ମାଝି, ରଞ୍ଜିବ ବିଶ୍ୱାଳ, ବିଜେଡି ସାଂସଦ ମୁନ୍ନା ଖାଁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,Continue reading “ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ଶୋକ ପ୍ରକାଶ । ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସହ ଶୋକ ପ୍ରକାଶ କଲେ ଅନେକ ବରିଷ୍ଠ ନେତା “
Author Archives: Raghaba
ପିପିଲିରେ ସାନି ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ।
କନକ ବ୍ୟୁରୋ: ପିପିଲିରେ ସାନି ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । କନକ ନ୍ୟୁଜକୁ ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ନିଆଯିବ ପଦକ୍ଷେପ । ପିପିଲି ଉପନିର୍ବାଚନରେ ପ୍ରାର୍ଥୀ ଦେବାକୁ କଂଗ୍ରେସକୁ ସୁଯୋଗ ମିଳିବ । ହେଲେ ନାମାଙ୍କନ ଦାଖଲ କରିଥିବା ଅନ୍ୟ ପ୍ରାର୍ଥୀଙ୍କ ପ୍ରାଥୀତ୍ୱ ବଳବତ୍ତର ରହିବ । ଆଜି ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛିContinue reading “ପିପିଲିରେ ସାନି ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ।”
ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ । କୋଭିଡ ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ ଅଜିତ
କନକ ବ୍ୟୁରୋ: ପିପିଲି ପାଇଁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ । କୋଭିଡ ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ ଅଜିତ ମଙ୍ଗରାଜ । ଭୁବନେଶ୍ୱରର ଆପୋଲ ହସ୍ପିଟାଲରେ ଅଜିତଙ୍କ ଚାଲିଥିଲା ଚିକିତ୍ସା । ଏବେ ଆପୋଲ ହସ୍ପିଟାଲରେ କଂଗ୍ରେସର ବରିଷ୍ଠ ନେତା ପହଞ୍ଚିଛନ୍ତି । ପିପିଲି ଉପ ନିର୍ବାଚନ ଏପ୍ରିଲ ୧୭ ତାରିଖରେ ଥିବା ବେଳେ ଏହା ପୂର୍ବରୁ କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ ଘଟିଛି । ଯାହାକି ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ଏକ ଦୁଃଖଦାୟକContinue reading “ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ । କୋଭିଡ ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ ଅଜିତ”
କରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ, ଜିଲ୍ଲାରେ ସଂକ୍ରମଣ କମ ଅଛି ।
କନକ ବ୍ୟୁରୋ: କରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ, ଦ୍ୱିତୀୟ ଲହର ମୁକାବିଲା ପାଇଁ ଜନତା ସହଯୋଗ କରନ୍ତୁ । ଗଞ୍ଜାମରେ ସଂକ୍ରମଣ ହାର କମ ଅଛି । ହେଲେ ଆଗକୁ ସଂକ୍ରମଣ ନେଇ କିଛି କହିହେବନି । ଜିଲ୍ଲା କୋଭିଡ ହେଲଥ ସେଣ୍ଟର ପ୍ରସ୍ତୁତ ଅଛି । ୧୫ ଶହ ବେଡର କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ ଅଛି । ସେହିପରି ଆହୁରି ମଧ୍ୟ କହିଛନ୍ତି, ପ୍ରବାସୀ ଓଡିଆ ଫେରିବାContinue reading “କରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ, ଜିଲ୍ଲାରେ ସଂକ୍ରମଣ କମ ଅଛି । “
ଦିନେ ଥିଲେ ରାତି ଜଗୁଆଳି ଏବେ ଆଇଆଏମର ଆସିଷ୍ଟାଣ୍ଟ ପ୍ରଫେସର । ରଞ୍ଜିତ ରାମଚନ୍ଦ୍ରନଙ୍କ କାହାଣୀ ଅନେକଙ୍କ ପାଇଁ ପ୍ରେରଣା ।
କନକ ବ୍ୟୁରୋ : ସବୁ ଅସମ୍ଭବକୁ ସମ୍ଭବରେ ପରିଣତ କରିଥାଏ ନିଜର ଦୃଢ଼ ଇଚ୍ଛାଶକ୍ତି । ଏଇ କଥାକୁ ଆଉଥରେ ପ୍ରମାଣିତ କରି ଦେଖାଇଥିବା ୨୮ ବର୍ଷୀୟ ରଞ୍ଜିତ ରାମଚନ୍ଦ୍ରନଙ୍କ ସଫଳତା ଏବେ ପାଲଟିଛି ଦେଶବ୍ୟାପି ଚର୍ଚ୍ଚାର ବିଷୟ । ବିଏସ୍ଏନ୍ଏଲ୍ ଟେଲିଫୋନ୍ ଏକ୍ସଚେଞ୍ଜରେ ନାଇଟ୍ ୱାଚମ୍ୟାନ୍ ବା ରାତି ଜଗୁଆଳି ଭାବରେ କାର୍ଯ୍ୟ କରୁଥିବା ରଞ୍ଜିତ ରାମଚନ୍ଦ୍ରନ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଇଆଇଟିରୁ ସଫଳତାର ସହ ସ୍ନାତକ ଡିଗ୍ରି ହାସଲ କରିବା ପରେ ଏବେ ଅବସ୍ଥାପିତContinue reading “ଦିନେ ଥିଲେ ରାତି ଜଗୁଆଳି ଏବେ ଆଇଆଏମର ଆସିଷ୍ଟାଣ୍ଟ ପ୍ରଫେସର । ରଞ୍ଜିତ ରାମଚନ୍ଦ୍ରନଙ୍କ କାହାଣୀ ଅନେକଙ୍କ ପାଇଁ ପ୍ରେରଣା ।”
କରୋନା ସଂକ୍ରମଣର ଦୁଇଟି ଉଦବେଗଜନକ ଚିତ୍ର : କରୋନାର ପ୍ରକୋପ କମ କରିବାକୁ ସୁରଟରେ ହସ୍ପିଟାଲ ହତାରେ ଯଜ୍ଞ
କନକ ବ୍ୟୁରୋ : କରୋନା ମହାମାରୀର ଦ୍ୱିତୀୟ ଲହର ଦ୍ରୁତ ବେଗରେ ସଂକ୍ରମିତ ହେଉଛି । ଯେଉଁଠି ପ୍ରବାସୀମାନେ ଘରକୁ ଫେରିବା ପାଇଁ ଷ୍ଟେସନରେ ଭିଡ ଜମାଇଛନ୍ତି । ଏହି ପ୍ରବାସୀଙ୍କ ମଧ୍ୟରେ ଅଛନ୍ତି ଶହ ଶହ ଓଡିଆ । ଗତବର୍ଷ ମଧ୍ୟ କରୋନା ସଂକ୍ରମଣ ଜୋର ଧରିବା ପରେ ଓ ତାଲାବନ୍ଦ ଘୋଷଣା ପରେ ମହାରାଷ୍ଟ୍ରରୁ ହଜାର ହଜାର ପ୍ରବାସୀ ଓଡିଆ ଘରକୁ ଫେରି ଆସିଥିଲେ । ପୁଣି ଚଳିତ ବର୍ଷ ମଧ୍ୟ ସମାନ ଦୃଶ୍ୟContinue reading “କରୋନା ସଂକ୍ରମଣର ଦୁଇଟି ଉଦବେଗଜନକ ଚିତ୍ର : କରୋନାର ପ୍ରକୋପ କମ କରିବାକୁ ସୁରଟରେ ହସ୍ପିଟାଲ ହତାରେ ଯଜ୍ଞ “
ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ସିବିଏସଇ ଦଶମ ପରୀକ୍ଷା ବାତିଲ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ । ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ସିବିଏସଇ ଦଶମ ପରୀକ୍ଷା ରଦ୍ଦ କଲେ ସରକାର । ସେହିଭଳି ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ । ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ଏଭଳି ନିଷ୍ପତି ନିଆଯାଇଛି । ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ବିକଳ୍ପ ବ୍ୟବସ୍ଥାରେ ଫଳାଫଳ ପ୍ରକାଶ ପାଇବ । ଯେଉଁମାନେ ଫଳାଫଳକୁ ନେଇ ଅସନୁଷ୍ଟ ରହିବେ ସେମାନେ ପୁଣିଥରେContinue reading “ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ସିବିଏସଇ ଦଶମ ପରୀକ୍ଷା ବାତିଲ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ । ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । “
ସୁନ୍ଦରଗଡକୁ ଫେରିଲା ଲକଡାଉନ : ଗୋଟିଏ ଗାଁକୁ ୩ ଦିନ ପାଇଁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କଲେ ସରପଂଚ
କନକ ବ୍ୟୁରୋ : ସୁନ୍ଦରଗଡକୁ ଫେରିଲା ଲକଡାଉନ । ଗୋଟିଏ ଗାଁକୁ ୩ ଦିନ ପାଇଁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି ସରପଂଚ । କରୋନାର ସଂକ୍ରମଣ ବଢି ଚାଲିଥିବା ବେଳେ ଦ୍ରୁତ ସଂକ୍ରମଣ ଓ ଭୟାବହତାକୁ ଦୃଷ୍ଟିରେ ରଖି ବଡଗାଁ ପଂଚାୟତକୁ ଲକଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଂଚ । ଆସନ୍ତାକାଲିଠାରୁ ଅର୍ଥାତ ୧୫ ତାରିଖରୁ ୧୭ ତାରିଖ ୩ ଦିନ ଯାଏଁ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରିContinue reading “ସୁନ୍ଦରଗଡକୁ ଫେରିଲା ଲକଡାଉନ : ଗୋଟିଏ ଗାଁକୁ ୩ ଦିନ ପାଇଁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କଲେ ସରପଂଚ”
ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ : ଟ୍ବିଟ୍ କରି ସୂଚନା ଦେଲେ ଯୋଗୀ ଆଦିତ୍ୟନାଥ
କନକ ବ୍ୟୁରୋ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୋଭିଡ୍-୧୯ ପଜିଟିଭ୍ । ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲେଖିଛନ୍ତି, ପ୍ରାରମ୍ଭିକ ଉପସର୍ଗ (ଲକ୍ଷଣ) ଦେଖାଦେବା କ୍ଷଣି ମୁଁ କୋଭିଡ୍-୧୯ ପରୀକ୍ଷା କରାଇବାରୁ ରିପୋର୍ଟ ପଜିଟିଭ୍ ଆସିଲା। ମୁଁ ଏକାନ୍ତବାସରେ ରହି ଡାକ୍ତରମାନଙ୍କ ପରାମର୍ଶ ମାନି ଚଳୁଛି। ଏବେ ସମସ୍ତ କାର୍ଯ୍ୟ ‘ଭର୍ଚ୍ୟୁଆଲ୍’ ଜରିଆରେ କରୁଛି । ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କେତେ ଜଣ କର୍ମଚାରୀ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ଜଣାପଡ଼ିବା ପରେContinue reading “ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ : ଟ୍ବିଟ୍ କରି ସୂଚନା ଦେଲେ ଯୋଗୀ ଆଦିତ୍ୟନାଥ”
କେମିତି ଫେରାର ମାରିଲା ଗ୍ୟାଙ୍ଗଷ୍ଟର ହାଇଦର : ପ୍ରଶ୍ନ ଉଠାଇଲେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର
କନକ ବ୍ୟୁରୋ : କେମିତି ଫେରାର ମାରିଲା ଗ୍ୟାଙ୍ଗଷ୍ଟର ହାଇଦର । ପ୍ରଶ୍ନ ଉଠାଇଲେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର । ସେ କହିଛନ୍ତି ହାଇଦର ଫେରାର ହେବା ଉଦବେଗଜନକ ଘଟଣା । ଓଡ଼ିଶାର ଆଇନ ଶୃଙ୍ଖଳାର କେମିତି ଧୀରେ ଧୀରେ ଅବନତି ଘଟୁଛି ଏହା ତାହାର ଉଦାହରଣ । ବୁର୍ଲା ମେଡିକାଲ ଥିବା ସତ୍ୱେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କାହିଁକି ବାରମ୍ବାର ସମ୍ବଲପୁରରୁ କଟକ ଅଣାଯାଇଛି ବୋଲି ପ୍ରଶ୍ନ କରିଛନ୍ତିContinue reading “କେମିତି ଫେରାର ମାରିଲା ଗ୍ୟାଙ୍ଗଷ୍ଟର ହାଇଦର : ପ୍ରଶ୍ନ ଉଠାଇଲେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର”