କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ଘଟଣା : ପୋଲିସ ଉପରେ ବର୍ଷିଲେ ବିଜେପି ନେତା ବିଜୟ ମହାପାତ୍ର

କନକ ବ୍ୟୁରୋ : କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ଘଟଣାରେ ପୋଲିସ ଉପରେ ବର୍ଷିଲେ ବିଜେପି ନେତା ବିଜୟ ମହାପାତ୍ର । ଫେରାରର ସତ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରାଯାଉଛି । ସୁପରିକଳ୍ପିତ ଓ ଯୋଜନାବଦ୍ଧ ଭାବେ ହାଇଦରକୁ ଫୋର କରାଯାଇଛି ବୋଲି କହିଛନ୍ତି ବିଜୟ ମହାପାତ୍ର । ଏସଟିଏଫର ଦାୟିତ୍ୱ କୁଖ୍ୟାତ ଅପରାଧୀଙ୍କ ଉପରେ ନଜର ରଖିବା । ଏଠି ଏସଟିଏଫ କ’ଣ କରୁଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।  ଏସଟିଏଫ ମୁଖ୍ୟ,Continue reading “କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ଘଟଣା : ପୋଲିସ ଉପରେ ବର୍ଷିଲେ ବିଜେପି ନେତା ବିଜୟ ମହାପାତ୍ର”

ହଜାରେ କି ଲକ୍ଷେ ନୁହେଁ ୩ କୋଟି ଟଙ୍କାର ମାସ୍କ ପିନ୍ଧି ଦେଖାଦେଲେ ବଲିଉଡ ତାରକା ଉର୍ବଶୀ ରୌତାଲା

କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତାଲା ସବୁବେଳେ ତାଙ୍କ ଚେହେରାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଏବେ ଏବେ ଇନଷ୍ଟ୍ରାଗ୍ରାମରେ ତାଙ୍କର ଏକ ଭିଡିଓ ଟ୍ରେଡିଂ ହେବାରେ ଲାଗିଛି । ଏହି ଭଡିଓରେ ସେ ମାସ୍କ ପିନ୍ଧି ନଜରକୁ ଆସିଛନ୍ତି । ହେଲେ ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ଚମକି ଉଠିଛନ୍ତି । ଉର୍ବଶୀଙ୍କର ଏହି ମାସ୍କକୁ ଦେଖି ଲୋକମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବାରେ ଲାଗିଛନ୍ତି । କାରଣ ହେଉଛିContinue reading “ହଜାରେ କି ଲକ୍ଷେ ନୁହେଁ ୩ କୋଟି ଟଙ୍କାର ମାସ୍କ ପିନ୍ଧି ଦେଖାଦେଲେ ବଲିଉଡ ତାରକା ଉର୍ବଶୀ ରୌତାଲା”

ଏସସିବି ଜରୁରୀକାଳିନ ଅଧିକାରୀଙ୍କ ସୂଚନା : କ୍ୟାବିନ ପାଇଁ ଆବେଦନ କରିଥିଲା ହାଇଦର

କନକ ବ୍ୟୁରୋ : ଏସସିବିରେ ଚିକିିତ୍ସିତ ହେବା ପାଇଁ ଗ୍ୟାଙ୍ଗଷ୍ଟର ହାଇଦର କ୍ୟାବିନ ପାଇଁ ଆବେଦନ କରିଥିଲା । ଏନେଇ ସୂଚନା ଦେଇଛନ୍ତି ଏସସିବିର ଜରୁରୀ କାଳିନ ଅଧିକାରୀ ଭୂବନାନନ୍ଦ ମହାରଣା । ତେବେ କ୍ୟାବିନ ଖାଲିଥିବାରୁ ଏସସିବି ମୁଖ୍ୟ ତାକୁ କ୍ୟାବିନ ପାଇଁ ଅନୁମତି ଦେଇଥିଲେ । ହାଇଦର ଏକାଧିକ ରୋଗରେ ପୀଡିତ ଥିବା ବେଳେ ତାର ସାଧାରଣ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ହୋଇଛି ହେଲେ ଅସ୍ତ୍ରୋପଚାର ହୋଇନଥିବା ଏସସିବିର ଜରୁରୀକାଳିନ ଅଧିକାରୀ ସୂଚନା ଦେଇଛନ୍ତି ।Continue reading “ଏସସିବି ଜରୁରୀକାଳିନ ଅଧିକାରୀଙ୍କ ସୂଚନା : କ୍ୟାବିନ ପାଇଁ ଆବେଦନ କରିଥିଲା ହାଇଦର”

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଷଡଯନ୍ତ୍ରରେ ସହଯୋଗୀ ୟାକୁବ ସାମିଲ : କଟକ ଡିସିପିଙ୍କ ସୂଚନା; ରିମାଣ୍ଡରେ ନେଇ ହେବ ଅଧିକ ପଚରାଉଚରା

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପଛରେ ରହିଛି ଷଡଯନ୍ତ୍ର । ଏଥିରେ ସାମିଲ ଅଛି ହାଇଦରର ସହଯୋଗୀ ୟାକୁବ ଓରଫ ସଲ୍ଲୁ । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଟକ ଡିସିପି ପ୍ରତୀକ ସିଂ କହିଛନ୍ତି, ହାଇଦରର ସହଯୋଗୀ ୟାକୁବ ଓରଫ ସଲ୍ଲୁକୁ ଗିରଫ କରାଯାଇଛି । ଏବଂ ହାଇଦର ଫେରାର ପଛରେ ହୋଇଥିବା ଷଡଯନ୍ତ୍ରରେ ସଲ୍ଲୁ ସାମିଲ ଥିବା ନିଜେ ସ୍ୱିକାର କରିଛି । ତେବେ ୟାକୁବକୁ ରିମାଣ୍ଡରେ ନେଲା ପରେ ଅଧିକContinue reading “ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଷଡଯନ୍ତ୍ରରେ ସହଯୋଗୀ ୟାକୁବ ସାମିଲ : କଟକ ଡିସିପିଙ୍କ ସୂଚନା; ରିମାଣ୍ଡରେ ନେଇ ହେବ ଅଧିକ ପଚରାଉଚରା”

ପିପିଲିରେ ଜମୁଛି ପ୍ରଚାର : ବିଜେପି ପାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ମୈଦାନକୁ ଓହ୍ଲାଇଲେ ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ୧୭ ତାରିଖରେ ଉପନିର୍ବାଚନ ହେବାକୁ ଥିବାବେଳେ ଗୁରୁବାର ସନ୍ଧ୍ୟାରେ ପ୍ରଚାର ସରିବ । ଗତକାଲି ଏଥିପାଇଁ ନବୀନ ଭର୍ଚୁଆଲରେ ପ୍ରଚାର କରିଥିବାବେଳେ ଆଜି ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ପିପିଲିରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ତେବେ ବିଜେଡି ଓ ବିଜେପି ପ୍ରଚାରକୁ ଜୋରଦାର କରିଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁContinue reading “ପିପିଲିରେ ଜମୁଛି ପ୍ରଚାର : ବିଜେପି ପାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ମୈଦାନକୁ ଓହ୍ଲାଇଲେ ଧର୍ମେନ୍ଦ୍ର ପ୍ରଧାନ”

ପିପିଲି ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପରେ ବିଜେପିର ସାମ୍ବାଦିକ ସମ୍ମଳନୀ । ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ ପଚାରିଲେ ବିଜେପି ରାଜ୍ୟ ସଭାପତି

କନକ ବ୍ୟୁରୋ : ଗତାକଲି ପପିଲି ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ରଚାର କରିବା ପରେ ଆଜି ଏହାକୁ ଟାର୍ଗେଟ କରି ରାଜ୍ୟ ବିଜେପି । ଏନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ୫ ଟି ପ୍ରଶ୍ନ ପଚରାଯାଇଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପଚାରିଛନ୍ତି କି, ମୁଖ୍ୟମନ୍ତ୍ରୀ ଏବେଠାରୁ ଯଦି ପିପିଲି ଦାୟିତ୍ୱ ନେବେ ତେବେ ପୂର୍ବରୁ କିଏ ନେଇଥିଲା  । ସେହଭଳି ଫନିContinue reading “ପିପିଲି ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପରେ ବିଜେପିର ସାମ୍ବାଦିକ ସମ୍ମଳନୀ । ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ ପଚାରିଲେ ବିଜେପି ରାଜ୍ୟ ସଭାପତି”

ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା : ଟିକା ଅଭାବରୁ ୧୧ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ

ଆଜି ୫୦୦ସେଣ୍ଟରରେ ଟିକାକରଣ ଚାଲିଛି । ଟିକା ଅଭାବରୁ ୧୧ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ଅଛି । ସେହି ଜିଲ୍ଲା ଗୁଡିକ ହେଲା ଯାଜପୁର, ଭଦ୍ରକ, ପୁରୀ, ନୟାଗଡ଼, ସୋନପୁର, ଗଜପତି, ବୌଦ୍ଧ, ଝାରସୁଗୁଡା, ସମ୍ବଲପୁର, ଢେଙ୍କାନାଳ, କୋରାପୁଟ ପରି ଜିଲ୍ଲାରେ ଟିକାକରଣ ହୋଇପାରିବ ନାହିଁ । କମ ଟିକା ଦେଉଛି କେନ୍ଦ୍ର । ଟିକା ଦେବା ପାଇଁ କାଲି ପୁଣି କେନ୍ଦ୍ରକୁ ଚିଠି ଲେଖା ଯାଇଛି । ବର୍ତ୍ତମାନ ୬୧ ହାଜର କୋଭାକ୍ସିନ୍ ଓContinue reading “ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା : ଟିକା ଅଭାବରୁ ୧୧ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ”

ଚିନ୍ତା ବଢାଉଛି କରୋନା : ପୁରୀ ଶ୍ରୀମନ୍ଦିର ସହ ସମ୍ପୃକ୍ତ ୨୩ଜଣ ପଜିଟିଭ ନେଇ ଶ୍ରୀମନ୍ଦିର ପ୍ରଶାସନ ଦେଲା ସୂଚନା

କନକ ବ୍ୟୁରୋ : ଶ୍ରୀମ ଚିନ୍ତା ବଢାଉଛି କରୋନା । ଏଥିରେ ୧୦ରୁ ଅଧିକା ସେବାୟତ ଥିବା ବେଳେ ଶ୍ରୀମନ୍ଦିର ସହ ସମ୍ପୃକ୍ତ ମୋଟ ୨୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗୁଜରାଟରୁ ପୁରୀ ଆସିଥିବା ଜଣେ ନାବାଳିକା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗୁଜରାଟରୁ ଅହମଦାବାଦ ଏକ୍ସପ୍ରେସ ଯୋଗେ ବାପା, ମା ଓ ନାବାଳିକା ପୁରୀ ଆସିଥିଲେ । ଗତକାଲି ପୁରୀରେ ପହଂଚିବା ପରେ ପରିବାରର ସମସ୍ତ ସଦସ୍ୟଙ୍କ ଆଂଟିଜେନ ଟେଷ୍ଟ ହୋଇଥିଲାContinue reading “ଚିନ୍ତା ବଢାଉଛି କରୋନା : ପୁରୀ ଶ୍ରୀମନ୍ଦିର ସହ ସମ୍ପୃକ୍ତ ୨୩ଜଣ ପଜିଟିଭ ନେଇ ଶ୍ରୀମନ୍ଦିର ପ୍ରଶାସନ ଦେଲା ସୂଚନା”

 ସ୍ୱାସ୍ଥ୍ୟ ବିଭାଗର ଅସ୍ୱାସ୍ଥ୍ୟକର ଚିତ୍ର । ମଧ୍ୟପ୍ରଦେଶର ସରକାରୀ ଡାକ୍ତରଖାନାରେ ମାଳୀ ସଂଗ୍ରହ କରୁଛି ସ୍ବାବ ନମୁନା

କନକ ବ୍ୟୁରୋ :  ମଧ୍ୟପ୍ରଦେଶରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦେଶରେ ଏବେ କରୋନା ଭୂତାଣୁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ମଧ୍ୟପ୍ରଦେଶର‌ ସାଞ୍ଚିରେ ଥିବା ଏକ ଡାକ୍ତରଖାନାରେ ଜଣେ ମାଳୀ ନମୁନା ସଂଗ୍ରହ କରୁଥିବା ଦେଖାଯାଇଛି। ସରକାର ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ବେଳେ ମଧ୍ୟପ୍ରଦେଶରେ ଜଣେ ମାଳୀ ନମୁନା ସଂଗ୍ରହ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ, ମଧ୍ୟପ୍ରଦେଶର‌ ଏକ ସରକାରୀ ଡାକ୍ତରଖାନାରେ ମାଳୀ ଭାବେ କାମContinue reading ” ସ୍ୱାସ୍ଥ୍ୟ ବିଭାଗର ଅସ୍ୱାସ୍ଥ୍ୟକର ଚିତ୍ର । ମଧ୍ୟପ୍ରଦେଶର ସରକାରୀ ଡାକ୍ତରଖାନାରେ ମାଳୀ ସଂଗ୍ରହ କରୁଛି ସ୍ବାବ ନମୁନା”

ହାଇଦରର ସହଯୋଗୀ ୟାକୁବ ଖାନ ଗିରଫ : ଏସସିବି ମେଡିକାଲରେ ଚିକିତ୍ସିତ ଥିବା ସମୟରେ ହାଇଦରକୁ ଭେଟି ବିରିୟାନୀ ଦେଇଥିଲା

କନକ ବ୍ୟୁରୋ : ମହଙ୍ଗା ପଡ଼ିଲା ଗ୍ୟାଙ୍ଗଷ୍ଟର ହାଇଦରକୁ ବିରିୟାନୀ ଯୋଗାଇବା । ଗିରଫ ହେଲା ୟାକୁବ ଖାନ ଓରଫ ସାଲୁ । ମଙ୍ଗଳବାଗ ଥାନାରେ ରୁଜୁ ହୋଇଥିବା ମାମଲା ଆଧାରରେ ତାକୁ ଗିରଫ କରାଯାଇଛି । ଗତକାଲି ଆତ୍ମସମର୍ପଣ କରିଥିଲା । ଏସସିବି ମେଡିକାଲରେ ଚିକିତ୍ସିତ ଥିବା ସମୟରେ ହାଇଦରକୁ ଭେଟି ବିରିୟାନୀ ଦେଇଥିଲା । ଗତକାଲି ଆତ୍ମସମର୍ପଣ ସମୟରେ ସେ ନିଜେ ଏହାକୁ ସ୍ବୀକାର କରିଥିଲା। ବିରିୟାନୀରେ ନିଶାଦ୍ରବ୍ୟ ମିଶାଇ ଅଚେତ କରିବା ପରେContinue reading “ହାଇଦରର ସହଯୋଗୀ ୟାକୁବ ଖାନ ଗିରଫ : ଏସସିବି ମେଡିକାଲରେ ଚିକିତ୍ସିତ ଥିବା ସମୟରେ ହାଇଦରକୁ ଭେଟି ବିରିୟାନୀ ଦେଇଥିଲା”

Design a site like this with WordPress.com
Get started