କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ନିର୍ବାଚନ ମାହୋଲ ସରଗରମ ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ନିର୍ବାଚନ କମିସନ, ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ଉପରେ କଡା ଆଭିମୁଖ୍ୟ ଆପଣେଇଛନ୍ତି । ନିର୍ବାଚନ ପ୍ରଚାର ଉପରେ ୨୪ ଘଂଟିଆ ପ୍ରତିବନ୍ଧକ ଲଗାଇଛନ୍ତି । ଏହି କଟକଣା ସୋମବାର ରାତି ୮ଟାରୁ ଆଜି ରାତି ୮ ଯାଏଁ ଲାଗୁ ହୋଇଛି । ଏକ ପ୍ରଚାର ସଭାରେ ମମତା ହିନ୍ଦୁ-ମୁସଲିମ ବୟାନକୁ ନେଇ ଏହି କାର୍ଯ୍ୟାନୁଷ୍ଠାନContinue reading “ପଶ୍ଚିମବଙ୍ଗରେ ପ୍ରଚାର କରିପାରିବେନି ମମତା : ଆଜି ରାତି ୮ ଯାଏଁ ମମତାଙ୍କୁ ପ୍ରଚାର ମନା; ହିନ୍ଦୁ-ମୁସଲି୍ମକୁ ନେଇ ବିବାଦୀୟ ବୟାନ ଦେଇଥିବାରୁ କାର୍ଯ୍ୟାନୁଷ୍ଠାନ”
Author Archives: Raghaba
କରୋନା ପାଇଁ ବୁଢିଠାକୁରାଣୀ ଓ ତାରାତାରିଣୀ ଦର୍ଶନ ଉପରେ ଲାଗିଲା କଟକଣା : ତାରାତାରିଣୀରେ କେବଳ ସ୍ଥାନୀୟ ଲୋକେ ହିଁ କରିପାରିବେ ଦର୍ଶନ
କନକ ବ୍ୟୁରୋ : କରୋନା ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ଗଞ୍ଜାମ ଜିଲ୍ଲାର ତାରାତାରିଣୀ ମନ୍ଦିର ଏବଂ ବୁଢିଠାକୁରାଣୀ ମନ୍ଦିରରେ ଦର୍ଶନ ଉପରେ ଲାଗିଲା କଟକଣା । ତାରାତାରିଣୀ ମନ୍ଦିରରେ କେବଳ ସ୍ଥାନିୟ ବାସିନ୍ଦା ହିଁ ଦର୍ଶନ କରିପାରିବେ । କିନ୍ତୁ ବୁଢିଠାକୁରାଣୀ ମନ୍ଦିରରେ କେହି ଦର୍ଶନ କରିପାରିବେ ନାହିଁ । ଏପରିକି ମନ୍ଦିରକୁ ଯିବା ଆସିବା ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଛି । ବୁଢିଠାକୁରାଣୀ ଯାତ୍ରା ଅସ୍ଥାୟୀ ମଣ୍ଡପରୁ ୨ଜଣ ପୂଜକଙ୍କୁ କରୋନା ପଜିଟିଭContinue reading “କରୋନା ପାଇଁ ବୁଢିଠାକୁରାଣୀ ଓ ତାରାତାରିଣୀ ଦର୍ଶନ ଉପରେ ଲାଗିଲା କଟକଣା : ତାରାତାରିଣୀରେ କେବଳ ସ୍ଥାନୀୟ ଲୋକେ ହିଁ କରିପାରିବେ ଦର୍ଶନ”
ସଞ୍ଜୁ ସାମସନଙ୍କ ଧୂଆଁଧାର ବ୍ୟାଟିଂ । ଚଳିତ ଆଇପିଏଲରେ ହାସଲ କଲେ ପ୍ରଥମ ସେଞ୍ଚୁରୀ
କନକ ବ୍ୟୁରୋ: ଚଳିତ ଆଇପିଏଲରେ ପ୍ରଥମ ଶତକ ହାସଲ କରିଛନ୍ତି ରାଜସ୍ଥାନ ରୟାଲ୍ସର କ୍ୟାପଟେନ ସଞ୍ଜୁ ସାମସନ । ଏହି ମ୍ୟାଚରେ ସାମସନଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି । ନିଜ ଦଳକୁ ବିଜୟୀ କରାଇବା ପାଇଁ ବଡ ବଡ ସଟ ଖେଳୁଛନ୍ତି ସାମସନ । ତେବେ ଆଜି ପଞ୍ଜାବ ମଧ୍ୟ ବିଶାଳ ସ୍କୋର କରିଥିଲା । ଯେଉଁଥିରେ କେଏଲ ରାହୁଲ ଏକ ଶତକରୁ ବଞ୍ଚିତ ହୋଇଥିଲେ । କେଏଲ ରାହୁଲ ଏହି ମ୍ୟାଚରେ ୯୧ ରନContinue reading “ସଞ୍ଜୁ ସାମସନଙ୍କ ଧୂଆଁଧାର ବ୍ୟାଟିଂ । ଚଳିତ ଆଇପିଏଲରେ ହାସଲ କଲେ ପ୍ରଥମ ସେଞ୍ଚୁରୀ “
ଶ୍ମଶାନରୁ ଆସିଲା ପୁଅର ଦୁଃଖ । ୪୦ ଘଣ୍ଟା ଧରି ଛିଡା ହୋଇଛନ୍ତି ପୁଅ କିନ୍ତୁ ହୋଇପାରୁନାହିଁ ବାପାଙ୍କ ଅନ୍ତିମ ସଂସ୍କାର ।
କନକ ବ୍ୟୁରୋ : ଦିଲ୍ଲୀ-ମୁମ୍ବାଇ ଭଳି ବଡ଼ ସହର ପରେ ଏବେ ଦେଶର ଅନେକ ସ୍ଥାନରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଝାଡ଼ଖଣ୍ଡରେ କରୋନା ସଂକ୍ରମଣ ଚିନ୍ତାର କାରଣ ପାଲଟିଛି। କରୋନା ସଂକ୍ରମଣ ସଂଖ୍ୟ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିଛି। ଏଭଳି ପରିସ୍ଥିତିରେ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ଠାରୁ ନେଇ ଶ୍ମଶାନରେ ଶବଦାହ କରିବା ପାଇଁ ଲୋକମାନଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି। ଏ ନେଇ ମୃତକଙ୍କ ପରିବାରକୁ ଏଥିପାଇଁContinue reading “ଶ୍ମଶାନରୁ ଆସିଲା ପୁଅର ଦୁଃଖ । ୪୦ ଘଣ୍ଟା ଧରି ଛିଡା ହୋଇଛନ୍ତି ପୁଅ କିନ୍ତୁ ହୋଇପାରୁନାହିଁ ବାପାଙ୍କ ଅନ୍ତିମ ସଂସ୍କାର ।”
ପୁଣି ଚୀନ୍ ରଚିଲାଣି ଚକ୍ରବ୍ୟୁହ । ଏଲଏସିରେ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ମୁତୟନ କରିଛି ଚୀନ୍, ଭାରତର ବଢିଲାଣି ଚିନ୍ତା ।
କନକ ବ୍ୟୁରୋ : ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ କଥାବାର୍ତ୍ତା ଚାଲିଥିବା ସତ୍ତେ୍ୱ ଚୀନ ସୀମାରେ ନିଜର ଶକ୍ତି ବଢାଇଚାଲିଛି । ଗ୍ରୀଷ୍ମଋତୁ ଆରମ୍ଭ ହୋଇଯାଇଥିବାରୁ ଚୀନ ପୁଣି ଉତ୍ତେଜନା ସୃଷ୍ଟି କରିବାର ଆଶଙ୍କା ଦେଖାଦେଇଛି । ଏହାକୁ ନେଇ ଭାରତୀୟ ସେନାର ଚିନ୍ତା ବଢିଯାଇଛି । ତେବେ ଭାରତୀୟ ସେନାର ସବୁଠୁ ବଡ଼ ଚିନ୍ତା ହେଉଛି ଚୀନ ପକ୍ଷରୁ ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିରେ ମୁତୟନ କରାଯାଇଥିବା ବାୟୁ ସୁରକ୍ଷାContinue reading “ପୁଣି ଚୀନ୍ ରଚିଲାଣି ଚକ୍ରବ୍ୟୁହ । ଏଲଏସିରେ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ମୁତୟନ କରିଛି ଚୀନ୍, ଭାରତର ବଢିଲାଣି ଚିନ୍ତା ।”
ରାହୁଲ-ହୁଡ୍ଡାଙ୍କ ହିଟ୍ ସୋ’: ୱାଙ୍ଖଡେ ଷ୍ଟାଡିୟମରେ ଛକା ଚୌକା ବର୍ଷା । ରାଜସ୍ଥାନକୁ ୨୨୨ ରନ ବିଶାଳ ଟାର୍ଗେଟ ଦେଲା ପଞ୍ଜାବ
କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ୱାଙ୍ଖଡେ ଷ୍ଟାଡିୟମରେ ଛକା ଚୌକାର ବର୍ଷା ଦେଖିବାକୁ ମିଳିଛି । ଏହି ମ୍ୟାଚରେ ପଞ୍ଜାବ କ୍ୟାପଟେନ କେଏଲ ରାହୁଲ ଓ ଦିପକ ହୁଡ୍ଡାଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ପଞ୍ଜାବ ୨୦ ଓଭରରେ ୬ ୱିକେଟ ହରାଇ ୨୨୧ ରନର କରିଥିଲା । ଫଳରେ ଏବେ ପଞ୍ଜାବ ଆଗରେ ୨୨୨ ରନର ଟାର୍ଗେଟ ରହିଛି । ଏହି ମ୍ୟାଚରେ ରାଜସ୍ଥାନ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତିContinue reading “ରାହୁଲ-ହୁଡ୍ଡାଙ୍କ ହିଟ୍ ସୋ’: ୱାଙ୍ଖଡେ ଷ୍ଟାଡିୟମରେ ଛକା ଚୌକା ବର୍ଷା । ରାଜସ୍ଥାନକୁ ୨୨୨ ରନ ବିଶାଳ ଟାର୍ଗେଟ ଦେଲା ପଞ୍ଜାବ”
ପୁଣି ସରକାରଙ୍କୁ ଘାରିଲାଣି କରୋନା ଚିନ୍ତା । ରାଜ୍ୟରେ କୋଭିଡ ହସ୍ପିଟାଲ ଚାଲୁ କରିବାକୁ ନିର୍ଦ୍ଦେଶ
କନକ ବ୍ୟୁରୋ: ପୁଣି ସରକାରଙ୍କୁ ଘାରିଲାଣି କରୋନା ଚିନ୍ତା । କୋଭିଡ ହସ୍ପିଟାଲକୁ ପୁଣି ଚାଲୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ଓ ଘରୋଇ କୋଭିଡ ହସ୍ପିଟାଲ ଚାଲୁ କରିବାକୁ ନିର୍ଦ୍ଦେଶ । ପ୍ରଥମ ଲହରରେ ଚାଲୁଥିବା ହସ୍ପିଟାଲକୁ ସକ୍ରିୟା ରଖିବାକୁ ନିର୍ଦ୍ଦେଶ । ଆବଶ୍ୟକସ୍ଥଳେ ୫୦ ଶର୍ଯ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହପରି ସାଧାରଣ ଶଯ୍ୟାର ୨୦ ପ୍ରତିଶତ ଆଇସିୟୁ ବ୍ୟବସ୍ଥା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ଆଇସିୟୁ ଶଯ୍ୟାରContinue reading “ପୁଣି ସରକାରଙ୍କୁ ଘାରିଲାଣି କରୋନା ଚିନ୍ତା । ରାଜ୍ୟରେ କୋଭିଡ ହସ୍ପିଟାଲ ଚାଲୁ କରିବାକୁ ନିର୍ଦ୍ଦେଶ”
ଟିକା ପାଇଁ ଚିଠି । ରାଜ୍ୟକୁ ପୁଣିଥରେ ଟିକା ଯୋଗାଇଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।
କନକ ବ୍ୟୁରୋ : ପୁଣି ଟିକା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠିରେ ଲେଖିଛନ୍ତି ଯେ ଓଡ଼ିଶାକୁ ସ୍ୱଳ୍ପ ଓ ଅନିୟମିତ ଭାବେ କୋଭିଡ୍-୧୯ ଟିକା ଯୋଗାଣ ହେତୁ ରାଜ୍ୟରେ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛିା ଆଜି ପର୍ଯ୍ୟନ୍ତ ରାଜ୍ୟ ମୋଟ ୪୬ ଲକ୍ଷ ୮ ହଜାର ୬୫୦ ଡୋଜ୍ ଟିକା ପାଇଥିବା ବେଳେ ସେଥି ମଧ୍ୟରୁ ୪୨ ଲକ୍ଷ ୭୧ ହଜାର ୮୭୦Continue reading “ଟିକା ପାଇଁ ଚିଠି । ରାଜ୍ୟକୁ ପୁଣିଥରେ ଟିକା ଯୋଗାଇଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।”
ମାୟାନଗରୀରେ ମହାମାରୀ ବ୍ୟାପୁଛି । ମହାରାଷ୍ଟ୍ର ଓ ଦିଲ୍ଲୀରେ ଲକଡାଉନ ଫେରିବା ନେଇ ବଢିଲା ଆଶଙ୍କା, କେଜ୍ରିୱାଲ କହିଲେ, ସ୍ୱାସ୍ଥ୍ୟବସ୍ଥା ବିପର୍ଯ୍ୟସ୍ତ ହେଲେ ଲକଡାଉନ ଏକମାତ୍ର ବିକଳ୍ପ ।
କନକ ବ୍ୟୁରୋ : ମହାରାଷ୍ଟ୍ର ଓ ଦିଲ୍ଲୀରେ ପୁଣି ଫେରିବ କି ଲକଡାଉନ? କାରଣ ଦେଶରେ ବଢୁଥିବା ସଂକ୍ରମଣ ଭିତରେ ମହାରାଷ୍ଟ୍ର ଓ ଦିଲ୍ଲୀରେ ଦ୍ରୁତ ଗତିରେ ବଢୁଛି ସଂକ୍ରମଣ । ପ୍ରତିଦିନ ଚିହ୍ନଟ ହେଉଛନ୍ତି ରେକର୍ଡ ସଂଖ୍ୟକ ନୂଆ ସଂକ୍ରମିତ । କରୋନା ଭୂତାଣୁର ଏହି ପ୍ରକୋପକୁ ରୋକିବାକୁ ମହାରାଷ୍ଟ୍ର ଓ ଦିଲ୍ଲୀରେ ନାଇଟ କର୍ଫ୍ୟୁ ଲାଗିଛି । ମହାରାଷ୍ଟ୍ରରେ ସପ୍ତାହନ୍ତ ଲକଡାଉନ ମଧ୍ୟ ଲାଗୁ ହୋଇଛି । ତଥାପି ବେକାବୁ କରୋନା ସଂକ୍ରମଣ ।Continue reading “ମାୟାନଗରୀରେ ମହାମାରୀ ବ୍ୟାପୁଛି । ମହାରାଷ୍ଟ୍ର ଓ ଦିଲ୍ଲୀରେ ଲକଡାଉନ ଫେରିବା ନେଇ ବଢିଲା ଆଶଙ୍କା, କେଜ୍ରିୱାଲ କହିଲେ, ସ୍ୱାସ୍ଥ୍ୟବସ୍ଥା ବିପର୍ଯ୍ୟସ୍ତ ହେଲେ ଲକଡାଉନ ଏକମାତ୍ର ବିକଳ୍ପ । “
ମମତାଙ୍କ ପ୍ରଚାର ଉପରେ ଲାଗିଲା ବ୍ୟାନ୍ । ଆସନ୍ତାକାଲି ସନ୍ଧ୍ୟା ୮ଟା ଯାଏଁ କରିପାରିବେନି ପ୍ରଚାର ।
କନକ ବ୍ୟୁରୋ : ମମତାଙ୍କ ନିର୍ବାଚନ ପ୍ରଚାର ଉପରେ ରୋକ । ୨୪ ଘଣ୍ଟା ପ୍ରଚାର କରିପାରିବେନି ମମତା । ନିର୍ବାଚନ କମିସନ ମମତାଙ୍କ ପ୍ରଚାର ଉପରେ ରୋକ ଲଗାଇଛନ୍ତି । ସୋମବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେନି ମମତା । ମିଳିଥିବା ସୂଚନା ମୁତାବକ ସାମ୍ପ୍ରଦାୟିକ ବୟାନକୁ ନେଇ ନିର୍ବାଚନ କମିସନ ମମତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏକ ନିର୍ବାଚନୀ ସଭାରେ ହିନ୍ଦୁ-ମୁସଲିମକୁ ନେଇ ମମତାContinue reading “ମମତାଙ୍କ ପ୍ରଚାର ଉପରେ ଲାଗିଲା ବ୍ୟାନ୍ । ଆସନ୍ତାକାଲି ସନ୍ଧ୍ୟା ୮ଟା ଯାଏଁ କରିପାରିବେନି ପ୍ରଚାର ।”