ଛତିଶଗଡରେ କରୋନାର ଭୟଙ୍କର ଚିତ୍ର : ଭିଲାଇର ମୁକ୍ତିଧାମରେ ଅହରହ ଜଳୁଛି ଜୁଇ, ଦିନକୁ ସଂସ୍କାର ହେଉଛି ୬୦ରୁ ଅଧିକ ଶବ

କନକ ବ୍ୟୁରୋ : ମହାମାରୀର ମାୟା ଜାଲରେ ଛନ୍ଦି ହୋଇପଡିଛି ସାରା ବିଶ୍ୱ । କରୋନାର ଦ୍ୱିତୀୟ ଲହର ଲୋକଙ୍କୁ ଆତଙ୍କିତ କରୁଛି । ଆଉ ଆତଙ୍କର ଛାତିଥରା ଚିତ୍ର ଦେଖିବାକୁ ମିଳିଛି ଛତିଶଗଡ଼ ଦୁର୍ଗରେ । ଭିଲାଇର ମୁକ୍ତିଧାମ ଶଶ୍ମାନରେ ଏକାବେଳକେ ଜଳୁଛି ୨୦ରୁ ଅଧିକ ଜୁଇ । ଏତେ ସଂଖ୍ୟକ ମୃତଦେହ ସତ୍କାର ପାଇଁ ଆସୁଛି, ଯେ ଜାଗା ହିଁ ମିଳୁନି । ଜୁଇ ଜାଳିବାକୁ ସ୍ଥାନର ଅଭାବ ହେବାରୁ ସଂପର୍କୀୟ ଶବ ଫେରାଇContinue reading “ଛତିଶଗଡରେ କରୋନାର ଭୟଙ୍କର ଚିତ୍ର : ଭିଲାଇର ମୁକ୍ତିଧାମରେ ଅହରହ ଜଳୁଛି ଜୁଇ, ଦିନକୁ ସଂସ୍କାର ହେଉଛି ୬୦ରୁ ଅଧିକ ଶବ”

ବାଲେଶ୍ୱର ଇମାମୀ ପେପର ମିଲରୁ ୧୦୩ ପଜିଟିଭ୍ ଚିହ୍ନଟ । ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ଜିଲ୍ଲା ପ୍ରଶାସନ

କନକ ବ୍ୟୁରୋ : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ କ୍ରମରେ ଖୋର୍ଦ୍ଦା ଓ ସୁନ୍ଦରଗଡ ପରେ ଏବେ ବାଲେଶ୍ୱର ହଟସ୍ପଟ ସାଜିଛି । ଜିଲ୍ଲାରେ ଗତ ୨୪ ଘଂଟା ମଧ୍ୟରେ ୧୫୮ ଜଣ ପଜିଟିଭି୍ ଚିହ୍ନଟ ହୋଇଥିବା ବେଳେ କେବଳ ଇମାମୀ ପେପର ମିଲରୁ ୧୦୩ ଜଣ ଶ୍ରମିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ପଜିଟିଭ୍ ଶ୍ରମିକ ବାହାର ରାଜ୍ୟରୁ ଆସିଛନ୍ତି ବୋଲି ବାଲେଶ୍ୱର ଏଡିଏମ୍ ସୂଚନା ଦେଇଛନ୍ତି । ଏଭଳି ସ୍ଥିତି ପରେ ପେପରମିଲ୍Continue reading “ବାଲେଶ୍ୱର ଇମାମୀ ପେପର ମିଲରୁ ୧୦୩ ପଜିଟିଭ୍ ଚିହ୍ନଟ । ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ଜିଲ୍ଲା ପ୍ରଶାସନ”

ମାସ୍କ ଚେକିଂ ବେଳେ ମାନବିକତା ଭୁଲିଗଲା ପୁଲିସ : ଚାନ୍ଦବାଲି ଆରଡି ଫାଣ୍ଡିରେ ଯୁବକଙ୍କୁ ମାଡ

କନକ ବ୍ୟୁରୋ : ମାସ୍କ ଚେକିଂ ନାଁରେ ଯୁବକଙ୍କୁ ମାଡ଼ ମାରିଲେ ପୁଲିସ ବାବୁ । ଯୁବକଙ୍କୁ ତଳେ ପକାଇ ୫ରୁ ଅଧିକ ପୁଲିସ ମାଡ଼ ମାରୁଛନ୍ତି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଘଟଣାଟି ଭଦ୍ରକ ଚାନ୍ଦବାଲି ଆରଡ଼ି ଫାଣ୍ଡି ପରିସରରେ ଘଟିଛି । ଶନିବାର ଦିନର ଘଟଣା ବୋଲି ଜଣାପଡ଼ିଛି । ବେତାଳି ଗାଁର ଜଣେ ଯୁବକ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ମାସ୍କ ପିନ୍ଧିନଥିବା କାରଣରୁContinue reading “ମାସ୍କ ଚେକିଂ ବେଳେ ମାନବିକତା ଭୁଲିଗଲା ପୁଲିସ : ଚାନ୍ଦବାଲି ଆରଡି ଫାଣ୍ଡିରେ ଯୁବକଙ୍କୁ ମାଡ”

ଡେଲାଙ୍ଗ ନିର୍ବାଚନୀ ପ୍ରଚାର ବେଳେ ମୁହାଁମୁହିଁ ଘଟଣା : ୨ ଜଣଙ୍କୁ ଗିରଫ କଲା ଡେଲାଙ୍ଗ ପୋଲିସ

କନକ ବ୍ୟୁରୋ : ପିପିଲିି ଉପନିର୍ବାଚନ ପୂର୍ବରୁ ଡେଲାଙ୍ଗ ବ୍ଲକ ବ୍ରାହ୍ମଣବାଡରେ ନିର୍ବାଚନୀ ହିଂସାରେ ୨ଜଣ ଗିରଫ ହୋଇଛନ୍ତି । ଏହାପରେ ସମ୍ପୃତ ଅଂଚକୁ ୫ଜଣ ବରିଷ୍ଠ ପୋଲିସ ଅଧିକାରୀ ସମେତ ୩ ପ୍ଲାଟୁନ ଫୋଲିସ ଫୋର୍ସ ମୃତୟନ କରାଯାଇଛି । କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ପୁରୀ ଏସପି ଡେଲାଙ୍ଗ ଅଂଚଳରେ କଡ଼ା ନଜର ରଖିଛନ୍ତି । ଗତକାଲି ରାତିରେ ନିର୍ବାଚନ ପ୍ରଚାରବେଳେ ବିଜେଡି –ବିଜେପି ମୁହାଁମୁହିଁ ହୋଇଛନ୍ତିି । ପ୍ରଚାର କ୍ଷେତ୍ରContinue reading “ଡେଲାଙ୍ଗ ନିର୍ବାଚନୀ ପ୍ରଚାର ବେଳେ ମୁହାଁମୁହିଁ ଘଟଣା : ୨ ଜଣଙ୍କୁ ଗିରଫ କଲା ଡେଲାଙ୍ଗ ପୋଲିସ”

ଖୋଲିବ ଗ୍ୟାଙ୍ଗଷ୍ଟାର ହାଇଦରର ଫେରାର୍ କାହାଣୀ । ଆତ୍ମସମର୍ପଣ କଲା ସହଯୋଗୀ ୟାକୁବ୍ ଖାଁ । ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ମାମଲାରେ ପୋଲିସ ତନାଘନା ଚଳାଇଥିବା ବେଳେ ହାଇଦରର ମୁଖ୍ୟ ସହଯୋଗୀ କୁହାଯାଉଥିବା ୟାକୁବ୍ ଖାଁ କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି । ସେ କଟକ ବଡମେଡିକାଲରେ ହାଇଦରକୁ ବାରମ୍ବାର ଭେଟି ବିରିୟାନୀ ଖାଇବାକୁ ଦେଇଥିବା କଥା ମାନିଥିବା ବେଳେ ହାଇଦର ଫେରାର୍ ହେବା ନେଇ ସେ କିଛି ଜାଣି ନଥିବା କହିଛି । କହିରଖୁ କି ଗ୍ୟାଙ୍ଗଷ୍ଟାର ହାଇଦର ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତContinue reading “ଖୋଲିବ ଗ୍ୟାଙ୍ଗଷ୍ଟାର ହାଇଦରର ଫେରାର୍ କାହାଣୀ । ଆତ୍ମସମର୍ପଣ କଲା ସହଯୋଗୀ ୟାକୁବ୍ ଖାଁ । ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ”

ରାଜ୍ୟକୁ ଆସୁଛି ୨ ଲକ୍ଷ ୭୧ ହଜାର କୋଭିସିଲ୍ଡ ଟିକା । ଦିନ ୨ ଟା ସୁଦ୍ଧା ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ନେଇ ସୂଚନା

କନକ ବ୍ୟୁରୋ ; ଗତକାଲି ରାଜ୍ୟରେ ଟିକା ଅଭାବରୁ ଟିକାକରଣ ବନ୍ଦ ନେଇ ଖବର ଆସିଥିଲା । ଏନେଇ ମନ୍ତ୍ରୀ ସୁଶାନ୍ତ ସିଂ ଟିକା ଯୋଗାଣରେ କେନ୍ଦ୍ର ସରକାର ପାତର ଅନ୍ତର ନୀତି ଅବଲମ୍ବନ କରୁଥିବା କଥା କହିଥିଲେ । ଏହା ପରେ ଆଜି ରାଜ୍ୟକୁ ଆଉ ୨ ଲକ୍ଷ ୭୧ ହଜାର କୋଭିସିଲ୍ଡ ଟିକା କେନ୍ଦ୍ରରୁ ଆସୁଥିବା କଥା ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଶ୍ରୀ ପାଣିଗ୍ରାହୀଙ୍କ ସୂଚନାContinue reading “ରାଜ୍ୟକୁ ଆସୁଛି ୨ ଲକ୍ଷ ୭୧ ହଜାର କୋଭିସିଲ୍ଡ ଟିକା । ଦିନ ୨ ଟା ସୁଦ୍ଧା ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ନେଇ ସୂଚନା”

ଶୂନ୍ୟ ସଞ୍ଚୟ ଜମାଖାତା ଖୋଲି ଏସବିଆଇ ଲୁଟିନେଲା ୩ ଶହ କୋଟି, ଆଇଆଇଟି ବମ୍ବେର ଗବେଷକ କହିଲେ ଏହା ରିଜର୍ଭବ୍ୟାଙ୍କ ନିୟମର ଉଲ୍ଲଙ୍ଘନ

କନକ ବ୍ୟୁରୋ : ଭାରତୀୟ ଷ୍ଟେଟବ୍ୟାଙ୍କ ସମେତ ଦେଶର ବିଭିନ୍ନ ବ୍ୟାଙ୍କ ଗରିବ ଲୋକମାନଙ୍କ ଜିରୋ ବାଲାନ୍ସ ଖାତାରୁ ବିଭିନ୍ନ ସେବାକର ଲଗାଇ ଶହ ଶହ କୋଟି ଟଙ୍କା ଲୁଟ୍ କରିଥିବା ଜଣାପଡିଛି । ଆଇଆଇଟି ବମ୍ବେ ଦ୍ୱାରା କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ କରିଛି କି ଶୂନ୍ୟ ବାଲାନ୍ସ ଖାତାଧାରୀ ମାନେ ସେମାନଙ୍କ ଖାତାରୁ ୪ ଥରରୁ ଅଧିକ ଟଙ୍କା ବାହାର କଲେ ପ୍ରତିଥର ୧୭.୭୦ ଟଙ୍କା କର ଆଦାୟ କରିବାକୁ ନିଷ୍ପତ୍ତି ନେଇଥିଲାContinue reading “ଶୂନ୍ୟ ସଞ୍ଚୟ ଜମାଖାତା ଖୋଲି ଏସବିଆଇ ଲୁଟିନେଲା ୩ ଶହ କୋଟି, ଆଇଆଇଟି ବମ୍ବେର ଗବେଷକ କହିଲେ ଏହା ରିଜର୍ଭବ୍ୟାଙ୍କ ନିୟମର ଉଲ୍ଲଙ୍ଘନ”

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆନ୍ଧ୍ର-ଓଡିଶା ସୀମା ସିଲ କଲା ପ୍ରଶାସନ । ଗଜପତି ଜିଲ୍ଲାର ସୀମାରେ ନିୟୋଜିତ ହେଲେ ତନଖି କର୍ମଚାରୀ

କନକ ବ୍ୟୁରୋ : ସାରାଦେଶରେ କରୋନା ସଂକ୍ରମଣ ଭୟାନକ ସ୍ଥିତି ଉପୁଜାଇଥିବା ବେଳେ ଓଡିଶାରେ ବି କରୋନାର ପ୍ରଭାବ କିଛି କମ୍ ନାହିଁ  । ଓଡିଶାରେ ବିଗୁଡିଥିବା ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମେ ଛତିଶଗଡ ସୀମା ସିଲ କରିଥିବା ବେଳେ ଆଜି ଆନ୍ଧ୍ର- ଓଡିଶା ସୀମାକୁ ସିଲ କରିଛି । ଆନ୍ଧ୍ରପଟୁ ଓଡିଶାକୁ ଆସୁଥିବା ସମସ୍ତ ଲୋକଙ୍କ ପାଇଁ ଆରଟିପିସିଆର ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି ସରକାର । ଏହି କ୍ରମରେ ଗଜପତିContinue reading “କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆନ୍ଧ୍ର-ଓଡିଶା ସୀମା ସିଲ କଲା ପ୍ରଶାସନ । ଗଜପତି ଜିଲ୍ଲାର ସୀମାରେ ନିୟୋଜିତ ହେଲେ ତନଖି କର୍ମଚାରୀ”

ସୁପ୍ରିମକୋର୍ଟ କର୍ମଚାରୀଙ୍କୁ କରୋନା : ସାନିଟାଇଜ ହେଲା ପୁରା ପରିସର; ଘରୁ ବସି ଭିଡିଓ କନଫରେନ୍ସିରେ ଶୁଣାଣି କରିବେ ପ୍ରଧାନ ବିଚାରପତି

କନକ ବ୍ୟୁରୋ : ସୁପ୍ରିମକୋର୍ଟ ୫୦ ପ୍ରତିଶତ କର୍ମଚାରୀଙ୍କୁ କରୋନା । ସିଲ ହେଲା ସୁପ୍ରିକୋର୍ଟ ପରିସର । ସମସ୍ତ ବିଚାରପତି ଘରେ ରହି କାମ କରିବେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁ ବେଂଚ ଶୁଣାଣି ହେବ । ୧ ଘଂଟା ବିଳମ୍ବରେ ସବୁ ବେଂଚ ଶୁଣାଣି ଆରମ୍ଭ କରିବେ । ସମସ୍ତ କୋର୍ଟ ରୁମ୍ ସହି୍ କୋର୍ଟ ପରିସରକୁ ସାନିଟାଇଜ କରାଯାଉଛି । ଯାହା ପାଇଁ ନିର୍ଦ୍ଧାରିତ ସମୟର ୧ ଘଂଟା ବିଳମ୍ବରେ ସମସ୍ତContinue reading “ସୁପ୍ରିମକୋର୍ଟ କର୍ମଚାରୀଙ୍କୁ କରୋନା : ସାନିଟାଇଜ ହେଲା ପୁରା ପରିସର; ଘରୁ ବସି ଭିଡିଓ କନଫରେନ୍ସିରେ ଶୁଣାଣି କରିବେ ପ୍ରଧାନ ବିଚାରପତି”

ଚିନ୍ତା ବଢାଉଛି କରୋନା : ଦେଶରେ ୧ ଲକ୍ଷ ୬୮ହଜାରରୁ ଅଧିକ ନୂଆ କେସ; ୬ ମାସ ପରେ ଦିନକରେ ୯୦୪ ମୃତ

କନକ ବ୍ୟୁରୋ : ଦେଶରେ କରୋନା ମିଟର ଉପରମୁହାଁ । ଦିନକୁ ଦିନ ନୂଆ ରେକର୍ଡ ସୃଷ୍ଟି କରୁଛି କରୋନା ସଂକ୍ରମଣ । ଦେଶରେ ଗତ ୨୪ ଘଂଟାରେ ୧ ଲକ୍ଷ ୬୮ ହଜାର ୯୧୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଦିନରେ ୯୦୪ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧ କୋଟି ୩୫ ଲକ୍ଷ ୨୭ ହଜାର ୭୧୭ ରହିଛି । ମୃତ୍ୟୁ ସଂଖ୍ୟା ୧ଲକ୍ଷ ୭୦ ହଜାର ୧୭୯ରେContinue reading “ଚିନ୍ତା ବଢାଉଛି କରୋନା : ଦେଶରେ ୧ ଲକ୍ଷ ୬୮ହଜାରରୁ ଅଧିକ ନୂଆ କେସ; ୬ ମାସ ପରେ ଦିନକରେ ୯୦୪ ମୃତ”

Design a site like this with WordPress.com
Get started