ଦିଗପହଣ୍ଡିରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ୪ ମୃତ, ୨୦ ଜଣ ଆହତ ।

କନକ ବ୍ୟୁରୋ: ଗଂଜାମ ଜିଲ୍ଲା ଦିଗପହଣ୍ଡିରେ ମର୍ମନ୍ତୁଦ ଦୁର୍ଘଟଣା । ଛଣା ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରାଯାଇଛି । ତୁମ୍ୱାରୁ ପଂଚାୟତ ଅଫିସରୁ ଚାଉଳ ନେଇ ଫେରିବା ସମୟରେ, ଛଣା ଗାଁ ପାଖରେ ଦୁର୍ଘଟଣାରContinue reading “ଦିଗପହଣ୍ଡିରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ୪ ମୃତ, ୨୦ ଜଣ ଆହତ ।”

ଦାନ୍ତେୱାଡାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ପୋଲିସ ଗୁଳିରେ ଅନେକ ନକ୍ସଲ ମୃତ , ଗୋଟିଏ ଶବ ଜବତ

କନକ ବ୍ୟୁରୋ : ଛତିଶଗଡ ଦାନ୍ତେୱାଡା ଠାରେ ରବିବାର ଅପରାହ୍ନରେ ଗୁଳି ବିନିମୟ ହୋଇଛି । ପୋଲିସ ଏନକାଉଁଣ୍ଟରରେ ଅନେକ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ଏହାହସ ଜଣେ ନକ୍ସଲର ମୃତଦେହ ଉଦ୍ଧାର କରିଛି ପୋଲିସ । ଏହି ଗୁଳି ବିନିମୟ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ କଟେକଲ୍ୟାଣ ଆଞ୍ଚଳିକ କମିଟି ମଧ୍ୟରେ ହୋଇଛି । ଦାନ୍ତେୱାଡାର ଗାଦମ ଓ ଜଂଗମପାଲ ଜଙ୍ଗଲରେ ଉଭୟଙ୍କ ମଧ୍ୟରେ ଏବେ ବି ଗୁଳି ବିନିମୟ ଚାଲିଛି । ପୋଲିସକୁContinue reading “ଦାନ୍ତେୱାଡାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ପୋଲିସ ଗୁଳିରେ ଅନେକ ନକ୍ସଲ ମୃତ , ଗୋଟିଏ ଶବ ଜବତ”

ଫେରାର ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ ବଡ଼ ଅପରେସନ । କ୍ରାଇମବ୍ରାଂଚ ଏଡିଜି ଯଶୱନ୍ତ ଜେଠୱା କହିଲେ, ଖୁବ ଶୀଘ୍ର ଧରାପଡ଼ିବ ହାଇଦର

କନକ ବ୍ୟୁରୋ : ଫେରାର ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ ବଡ଼ ଅପରେସନ । ଆଜି ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଏକ ବଡ଼ ଧରଣର ମାନସ ମନ୍ଥନ କରାଯାଇଛି । ଏହି ବୈଠକରେ କ୍ରାଇମବ୍ରାଂଚ ଏଡିଜି, ପୋଲିସ କମିଶନର, କେନ୍ଦ୍ରାଂଚଳ ଡିଆଇଜି ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ପରେ କ୍ରାଇମ ବ୍ରାଂଚ ଏଡିଜି ଯଶୱନ୍ତ ଜେଠୱା କହିଛନ୍ତିି ଖୁବଶୀଘ୍ର ଧରାପଡ଼ିବ ହାଇଦର । ହାଇଦରକୁ ଧରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ସିସିଟିଭିContinue reading “ଫେରାର ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ ବଡ଼ ଅପରେସନ । କ୍ରାଇମବ୍ରାଂଚ ଏଡିଜି ଯଶୱନ୍ତ ଜେଠୱା କହିଲେ, ଖୁବ ଶୀଘ୍ର ଧରାପଡ଼ିବ ହାଇଦର”

ପୁରୀ ଏମାର ମଠରେ ରହିଛି କି ଅଧିକ ଗୁପ୍ତ ଧନ । ପ୍ରତ୍ନତତ୍ତ୍ୱ ବିଭାଗ ଅଧିନରେ ଅନୁଧ୍ୟାନ ପାଇଁ ଉଠିଲା ଦାବି । ପୂର୍ବତନ ମହନ୍ତଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଲେ ବୁଦ୍ଧିଜୀବୀ

କନକ ବ୍ୟୁରୋ :  ପୁରୀ ଏମାର ମଠରୁ ୪୫ ଖଣ୍ଡ ରୁପା ଇଟା ବାହାରିବା ପରେ ଏବେ ଜୋର ଧରିଛି ଗୋଟିଏ ଚର୍ଚା । ପୁରୀର ଅନ୍ୟତମ ପ୍ରାଚୀନ ମଠରେ ଆହୁରି ଛପି ରହିଛି କି ଗୁପ୍ତଧନ । ବର୍ତମାନ ମଠର ପରିଚାଳନା ଭାର ନୂଆ ଟ୍ରଷ୍ଟ ହାତକୁ ଯାଇଛି । ଏହି ସମୟରେ ସାମ୍ନାକୁ ଆସିଛି ମଠରେ ଥିବା ୪୫ ଖଣ୍ଡ ରୁପା ଇଟା କଥା । ଏହାସହିତ ଏମାର ମଠର ଏହି ସମ୍ପତିକୁ ନେଇContinue reading “ପୁରୀ ଏମାର ମଠରେ ରହିଛି କି ଅଧିକ ଗୁପ୍ତ ଧନ । ପ୍ରତ୍ନତତ୍ତ୍ୱ ବିଭାଗ ଅଧିନରେ ଅନୁଧ୍ୟାନ ପାଇଁ ଉଠିଲା ଦାବି । ପୂର୍ବତନ ମହନ୍ତଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଲେ ବୁଦ୍ଧିଜୀବୀ”

ପୋଲିସ ପରିବାରରୁ ଅଣ୍ଡରୱାର୍ଲ୍ଡ ଡନ୍ ବନିଥିଲା ଦାଉଦ୍ ଇବ୍ରାହିମ୍ । ୧୯୯୩ ମସିହା ମୁମ୍ବାଇ ସିରିଏଲ୍ ବମ୍ ବ୍ଲାଷ୍ଟର ଥିଲା ମାଷ୍ଟର ମାଇଣ୍ଡ ।

କନକ ବ୍ୟୁରୋ: ମୁମ୍ବାଇ ବମ୍ ବ୍ଲାଷ୍ଟ ପଛର ମାଷ୍ଟର ମାଇଣ୍ଡ । ଭାରତର ମୋଷ୍ଟ ୱାଣ୍ଟେଡ୍ ଡନ୍ ଦାଉଦ । ତାକୁ ଆତଙ୍କର ଅନ୍ୟ ନାଁ ବି କୁହାଯାଏ । ଅଣ୍ଡର ୱାଲ୍ଡର ଦୁନିଆଁରେ ସେ ମୋଷ୍ଟ ୱାଣ୍ଟେଡ୍ ଦାଉଦ ଇବ୍ରାହିମ୍ ନାଁରେ ଜଣାଶୁଣା । ତେବେ ଆତଙ୍କୀ ଦୁନିଆଁରେ ଦାଉଦର କଥା ଉଠିଲେ ସାମ୍ନାକୁ ଆସେ ୧୯୯୩ ମସିହାର ମୁମ୍ବାଇ ସିରିଏଲ୍ ବମ୍ ବ୍ଲାଷ୍ଟର କଥା । ୧୯୯୩ ମସିହା ମାର୍ଚ୍ଚ ମାସ ୧୨ ତାରିଖContinue reading “ପୋଲିସ ପରିବାରରୁ ଅଣ୍ଡରୱାର୍ଲ୍ଡ ଡନ୍ ବନିଥିଲା ଦାଉଦ୍ ଇବ୍ରାହିମ୍ । ୧୯୯୩ ମସିହା ମୁମ୍ବାଇ ସିରିଏଲ୍ ବମ୍ ବ୍ଲାଷ୍ଟର ଥିଲା ମାଷ୍ଟର ମାଇଣ୍ଡ ।”

ରାଜ୍ୟରେ ଘୂର୍ଣ୍ଣିଝଡ ସହ ବଜ୍ରପାତ ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି । ସନ୍ଧ୍ୟା ସାଢେ ୬ଟା ଯାଏଁ ସତର୍କ ରହିବାକୁ ପରାମର୍ଶ

କନକ ବ୍ୟୁରୋ : ରାଜ୍ୟରେ ସନ୍ଧ୍ୟା ସାଢେ ୬ ଟା ମଧ୍ୟରେ ହୋଇପାରେ ଘୂର୍ଣ୍ଣିଝଡ ଓ ବଜ୍ରପାତ । ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ସୂଚନା ଦିଆଯାଇଛି । ସୂଚନାରେ କୁହାଯାଇଛି କି ରାଜ୍ୟରେ ୧୨ ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାହେବା ସହ ଅନ୍ୟ ଜିଲ୍ଲାମାନଙ୍କରେ ଘୂର୍ଣ୍ଣିଝଡ ସହ ବଜ୍ରପାତ ହୋଇପାରେ । ଏନେଇ ଭୂବନେଶ୍ୱରContinue reading “ରାଜ୍ୟରେ ଘୂର୍ଣ୍ଣିଝଡ ସହ ବଜ୍ରପାତ ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି । ସନ୍ଧ୍ୟା ସାଢେ ୬ଟା ଯାଏଁ ସତର୍କ ରହିବାକୁ ପରାମର୍ଶ”

କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ହତାଦର ଅଭିଯୋଗ : ୬ଘଣ୍ଟା ଧରି ଧାଡିରେ ଠିଆ ହେବା ପରେ ବି ମହିଳା ନିରାଶ

କନକ ବ୍ୟୁରୋ : ରାଜଧାନୀର କ୍ୟାପିଟାଲ ହସ୍ପିଟାଲର ରୋଗୀ ସେବାର ଅସଲ ଚିତ୍ର । ଗତାକାଲି ରାତିରେ ରାଜଧାନୀ ଲକ୍ଷ୍ମୀସାଗର ଅଂଚଳରେ ଘରେ ଖସି ପଡିବାରୁ ଜଣେ ମହିଳାଙ୍କ ହାତ ଭାଙ୍ଗି ଯାଇଥିଲା । ତୁରନ୍ତ ଚିକିତ୍ସା ପାଇଁ ଦୌଡି ଆସିଥିଲେ କ୍ୟାପିଟାଲ ହସ୍ପିଟାଲ । ରାତିରେ ଡାକ୍ତର ନଥିବା କାରଣରୁ ଫଲସ୍ ପ୍ଲାଷ୍ଟର କରି ଫେରାଇ ଦେଇଥିଲା ଡାକ୍ତରଖାନା । ଆଜି ସକାଳୁ ପୁଣି ଥରେ ହସ୍ପିଟାଲକୁ ଯାଇଥିଲେ ମୀନତି ସାହୁ । ସକାଳ ୭ଟାରୁContinue reading “କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ହତାଦର ଅଭିଯୋଗ : ୬ଘଣ୍ଟା ଧରି ଧାଡିରେ ଠିଆ ହେବା ପରେ ବି ମହିଳା ନିରାଶ”

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ନେଇ ଆସିଲା ଚାଂଚଲ୍ୟକର ତଥ୍ୟ : ବୁର୍ଲା ଭୀମସାରରେ ଚିକିତ୍ସା ନେଇ ରେଜିଷ୍ଟ୍ରରରେ ନାହିଁ ହାଇଦରଙ୍କ ନାଁ

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ହାଇଦର ଫେରାର ନେଇ ଆସିଛି ଚାଂଚଲ୍ୟକର ଖବର । ଯାହା ଆପଣଙ୍କୁ ବି ଚକିତ କରିଦେବ । ବୁର୍ଲା ଭୀମସାରରେ ମାର୍ଚ୍ଚ ମାସରେ ଚିକିତ୍ସା ନେଇ ରେଜିଷ୍ଟ୍ରରରେ ନାହିଁ ହାଇଦରଙ୍କ ନାଁ । ମାର୍ଚ୍ଚ ମାସରେ ଥରୁଟିଏ ସେ ଆସିନାହାନ୍ତି ବୁର୍ଲା ମେଡିକାଲ । ଓପିଡି, ସର୍ଜରୀ, ନ୍ୟୁରୋଲଜି କିଂବା ମେଡିସିନ୍ କୌଣସି ବିଭାଗରେ ହାଇଦରଙ୍କ ନାଁ ନାହିଁ । ଶେଷ ଥର ପାଇଁ ଡିସେମ୍ୱର ୧୨ ତାରିଖରେ ବୁର୍ଲା ମେଡିକାଲContinue reading “ଗ୍ୟାଙ୍ଗଷ୍ଟର ହାଇଦର ଫେରାର ନେଇ ଆସିଲା ଚାଂଚଲ୍ୟକର ତଥ୍ୟ : ବୁର୍ଲା ଭୀମସାରରେ ଚିକିତ୍ସା ନେଇ ରେଜିଷ୍ଟ୍ରରରେ ନାହିଁ ହାଇଦରଙ୍କ ନାଁ”

ଛତିଶଗଡରେ ଭୟାନକ ହେଉଛି କରୋନା ସ୍ଥିତି । ଏହି ୩ ଜିଲ୍ଲାରେ ଲାଗିଲା ଲକଡାଉନ । ୧୩ ତାରିଖରୁ ୭ ଜିଲ୍ଲା ସମ୍ପୂର୍ଣ୍ଣ ଠପ୍

କନକ ବ୍ୟୁରୋ : ଛତିଶଗଡରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ସରକାର ଚିନ୍ତାରେ ପଡିଯାଇଛନ୍ତି । ରାଜ୍ୟ ସରକାର ରାଜ୍ୟକୁ କରୋନା ସଂକ୍ରମଣରୁ ରକ୍ଷା କରିବାକୁ ରାୟପୁର ସମେତ ୪ ଟି ଜିଲ୍ଲାରେ ଲକଡାଉନ୍ ଲଗାଇଥିଲେ । ଏବେ ପୁଣି  ଆଉ ୩ ଟି ଜିଲ୍ଲାରେ ଲକଡାଉନ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସରକାରଙ୍କ ନିର୍ଣ୍ଣୟ ମୁତାବକ ବିଳାସପୁର, ସରଗୁଜା ଓ ସୁରଜପୁର ଜିଲ୍ଲାରେ ଲକଡାଉନ ଲାଗିବ । ଏପ୍ରିଲ ୧୩ ତାରିଖରୁ ସୁରଜପୁର ଓContinue reading “ଛତିଶଗଡରେ ଭୟାନକ ହେଉଛି କରୋନା ସ୍ଥିତି । ଏହି ୩ ଜିଲ୍ଲାରେ ଲାଗିଲା ଲକଡାଉନ । ୧୩ ତାରିଖରୁ ୭ ଜିଲ୍ଲା ସମ୍ପୂର୍ଣ୍ଣ ଠପ୍”

ଆଇପିଏଲ ଲଢେଇ: ଆଜି ମୁହାଁମୁହିଁ ହେବେ କୋଲକାତା-ହାଇଦ୍ରାବାଦ

କନକ ବ୍ୟୁରୋ: ଆଜିର ଆଇପିଏଲ୍‌ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ଲଢେଇ ହେବ। ଇଅନ୍ ମୋର୍ଗାନଙ୍କ ନେତୃତ୍ୱାଧୀନ କୋଲକାତା ଗତବର୍ଷ ସ୍ଥିର ପ୍ରଦର୍ଶନ ଦେଇଥିବା ହାଇଦ୍ରାବାଦକୁ ହରାଇ ଭଲରେ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ଗତ ଋତୁରେ ସାଧାରଣ ପ୍ରଦର୍ଶନ କରିଥିବା କୋଲକାତାର ନେତୃତ୍ୱ ମୋର୍ଗା‌ନ ଲିଗ୍‌ ଅଧାରୁ ଦୀନେଶ କାର୍ତିକଙ୍କଠାରୁ ଗ୍ରହଣ କରିଥିଲେ। ଲିଗ୍ ଶେଷରେ କେକେଆର୍‌ ଏବଂ ଆରସିବି ସମାନ ପଏଣ୍ଟରେ ଅଭିଯାନ ଶେଷ କରିବାରୁ ଉନ୍ନତ ରନ୍‌Continue reading “ଆଇପିଏଲ ଲଢେଇ: ଆଜି ମୁହାଁମୁହିଁ ହେବେ କୋଲକାତା-ହାଇଦ୍ରାବାଦ”

Design a site like this with WordPress.com
Get started