ନିଅଂଟିଆ ଟିକା ଭିତରେ ଟିକା ଉତ୍ସବକୁ ନେଇ ପ୍ରଶ୍ନ ଉଠାଇଲେ ମନ୍ତ୍ରୀ ସୁଶାନ୍ତ ସିଂ : କହିଲେ ଟିକା ବଂଟନରେ କରାଯାଉଛି ପାତର ଅନ୍ତର

କନକ ବ୍ୟୁରୋ : ସାରା ଦେଶରେ ଆଜି ଟିକା ଉତ୍ସବ ପାଳନ କରାଯାଉଥିବା ବେଳେ ଟିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ । ମନ୍ତ୍ରୀ ଅଭିଯୋଗ କରି କହିଛନ୍ତି, ବିଜେପି ଶାସିତ ରାଜ୍ୟକୁ ଅଧିକ ଟିକା ଦିଆଯାଇଛି । ପାତର ଅତର ନୀତି ଅବଲମ୍ବନ କରାଯାଉଛି । କେନ୍ଦ୍ର ସରକାର ରାଜଧର୍ମ ପାଳନ କରିବା କଥା । ସମସ୍ତଙ୍କୁ ସମାନ ଭାବେ ଦେଖିବା କଥା । ସବକା ସାଥ ସବକା ବିକାଶContinue reading “ନିଅଂଟିଆ ଟିକା ଭିତରେ ଟିକା ଉତ୍ସବକୁ ନେଇ ପ୍ରଶ୍ନ ଉଠାଇଲେ ମନ୍ତ୍ରୀ ସୁଶାନ୍ତ ସିଂ : କହିଲେ ଟିକା ବଂଟନରେ କରାଯାଉଛି ପାତର ଅନ୍ତର”

ଏପ୍ରିଲ ୩୦ ତାରିଖ ପରେ ନବମ ଶ୍ରେଣୀ ପରୀକ୍ଷା ନେଇ ନିଆଯିବ ନିଷ୍ପତ୍ତି : ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ; ପରିସ୍ଥିତିକୁ ଦେଖି ଆଗକୁ ନିଷ୍ପତ୍ତି ନିଆଯିବ

କନକ ବ୍ୟୁରୋ :ଆସନ୍ତା ଏପ୍ରିଲ ୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି, ସରକାର ଚାହାଁନ୍ତି ନବମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବାର୍ଷିକ ପରୀକ୍ଷା ଦିଅନ୍ତୁ । ସରକାର ମଧ୍ୟ ପ୍ରସ୍ତୁତ ଅଛନ୍ତି । କିନ୍ତୁ କରୋନା ପାଇଁ ଏପ୍ରିଲ ୩୦ ଯାଏ ବନ୍ଦ ରହିଛି ପାଠପଢା । ନବମ ଶ୍ରେଣୀର କୋର୍ସ ପ୍ରାୟତଃ ଶେଷ ହୋଇଛି । ସବୁ କୋର୍ସ ସରିନି । ୩୦ ପରେContinue reading “ଏପ୍ରିଲ ୩୦ ତାରିଖ ପରେ ନବମ ଶ୍ରେଣୀ ପରୀକ୍ଷା ନେଇ ନିଆଯିବ ନିଷ୍ପତ୍ତି : ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ; ପରିସ୍ଥିତିକୁ ଦେଖି ଆଗକୁ ନିଷ୍ପତ୍ତି ନିଆଯିବ”

ଟିକାର ନିଅଣ୍ଟିଆ ସ୍ଥିତି ଭିତରେ ଓଡ଼ିଶାରେ ପାଳିତ ହେବ ଟିକା ଉତ୍ସବ : ଓଡ଼ିଶା ପାଖରେ ରହିଛି ମାତ୍ର୩ ଲକ୍ଷ ୩୦ ହଜାର ଟିକା

କନକ ବ୍ୟୁରୋ : ଟିକାର ନିଅଂଟିଆ ସ୍ଥିତି ଭିତରେ ଓଡ଼ିଶାରେ ପାଳିତ ହେବ ଟିକା ଉତ୍ସବ । ଆଜିଠାରୁ ଦେଶ ବ୍ୟାପି ଟିକା ଉତ୍ସବ ଆରମ୍ଭ ହୋଇଥିବା ବେଳେ ଓଡ଼ିଶା ପାଖରେ ରହିଛି ମାତ୍ର ୩ ଲକ୍ଷ ୩୦ ହଜାର ଟିକା । ବଡ଼ କଥା ହେଉଛି ଓଡ଼ିଶା ଦୈନିକ ୩ ଲକ୍ଷ ପର୍ଯ୍ୟନ୍ତ ଟିକା ଦେବାରେ ସକ୍ଷମ ଥିବା ବେଳେ ଅତି କମରେ ୨୫ ଲକ୍ଷ ଟିକା ଦେବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଥିଲା ।Continue reading “ଟିକାର ନିଅଣ୍ଟିଆ ସ୍ଥିତି ଭିତରେ ଓଡ଼ିଶାରେ ପାଳିତ ହେବ ଟିକା ଉତ୍ସବ : ଓଡ଼ିଶା ପାଖରେ ରହିଛି ମାତ୍ର୩ ଲକ୍ଷ ୩୦ ହଜାର ଟିକା”

ସୁନ୍ଦରଗଡ ତଳସାରା ଥାନା ଭାଟିପଡାରେ ଅଘଟଣ : ପାରିବାରିକ କଳହରୁ ସ୍ତ୍ରୀର ଲୁହା ରଡ଼ ମାଡ଼ରେ ସ୍ୱାମୀ ମୃତ

କନକ ବ୍ୟୁରୋ : ସ୍ତ୍ରୀର ଲୁହା ରଡ଼ ମାଡ଼ରେ ସ୍ୱାମୀ ମୃତ । ସୁନ୍ଦରଗଡ଼ ତଳସରା ଥାନା ଅନ୍ତର୍ଗତ ଶୁଖାମହାଦେବ ମନ୍ଦିରପଡ଼ା ଠାରେ ପାରିବାରିକ କଳହରୁ ସ୍ତ୍ରୀର ମାଡ଼ରେ ସ୍ୱାମୀର ମୃତ୍ୟୁ ହୋଇଛି । ସ୍ୱାମୀ ଏକ ବେସରକାରୀ କମ୍ପାନୀରେ କାମ କରୁଥିବା ବେଳେ କରୋନା କାରଣରୁ ଗାଁରେ ଆସି ରହୁଥିଲେ  । ଅନେକ ସମୟରେ ମଦ ପିଇ ଆସି ସ୍ତ୍ରୀ ସହ ଝଗଡ଼ା କରୁଥିଲେ ସ୍ୱାମୀ । ଗତକାଲି ସ୍ତ୍ରୀର ଦୁଇଟି ଫୋନ ଛଡ଼ାଇନେଇଥିଲେ ସ୍ୱାମୀContinue reading “ସୁନ୍ଦରଗଡ ତଳସାରା ଥାନା ଭାଟିପଡାରେ ଅଘଟଣ : ପାରିବାରିକ କଳହରୁ ସ୍ତ୍ରୀର ଲୁହା ରଡ଼ ମାଡ଼ରେ ସ୍ୱାମୀ ମୃତ”

ରେଳଯାତ୍ରୀଙ୍କ ପାଇଁ ସତର୍କ ଘଂଟି : ଆସନ୍ତକାଲି ଠାରୁ ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ କଡ଼ାକଡ଼ି ଯାଂଚ

କନକ ବ୍ୟୁରୋ : କରୋନା କଟକଣା ପାଇଁ କାଲିଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ ହେବ କଡ଼ାକଡ଼ି ଚେକିଂ ହେବ ବୋଲି ଷ୍ଟେସନ ଡାଇରେକ୍ଟର ଚିତ୍ତରଞ୍ଜନ ନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କୁ ଚେକିଂ କରାଯିବ। ଏଥିପାଇଁ ବିଏମସି ଏବଂ ଷ୍ଟେସନ ଅଧିକାରୀ ମିଳିତ ଭାବେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଯାତ୍ରୀମାନଙ୍କ ପାଇଁ ପ୍ରବେଶ ଓ ପ୍ରସ୍ଥାନ ପଥକୁ ବଦଳାଯାଇଛି। ଯେଉଁ ଯାତ୍ରୀମାନେ ଷ୍ଟେସନ ଭିତରକୁ ପ୍ରବେଶ କରିବେ,Continue reading “ରେଳଯାତ୍ରୀଙ୍କ ପାଇଁ ସତର୍କ ଘଂଟି : ଆସନ୍ତକାଲି ଠାରୁ ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ କଡ଼ାକଡ଼ି ଯାଂଚ”

କେନ୍ଦ୍ରକୁ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ନିବେଦନ : ଟିକାକରଣ ଉପରୁ ବୟସ କଟକଣା ହଟାଯାଉ

କନକ ବ୍ୟୁରୋ : ଦିଲ୍ଲୀରେ ଉଦ୍‌ବେଗଜନକ ଭାବେ କରୋନାଭାଇରସ୍‌ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ କେତେଗୁଡ଼ିଏ ନୂତନ କଟକଣା ଜାରି କରିବାର ଦିନକ ପରେ ଟିକାକରଣ ଉପରୁ ବୟସ କଟକଣା ହଟାଇ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଦିଲ୍ଲୀରେ ଏବେ ବଢ଼ି ଚାଲିଥିବା ସଂକ୍ରମଣ ହାର ତୃତୀୟ ପ୍ରବାହ ସମୟର ସର୍ବାଧିକ ସଂକ୍ରମଣ ହାର ଠାରୁ ଅଧିକ ବୋଲି ମଧ୍ୟ ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ,Continue reading “କେନ୍ଦ୍ରକୁ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ନିବେଦନ : ଟିକାକରଣ ଉପରୁ ବୟସ କଟକଣା ହଟାଯାଉ”

ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ : ୬ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲେ ଏସପି

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୬ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ଏସପି । ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ହାବିଲଦାର ଓ ୫ କନେଷ୍ଟବଳଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ହାଇଦର୍‌ ଫେରାର ହେବାପାଇଁ ସମ୍ବଲପୁରରୁ ଯୋଜନା ପ୍ରସ୍ତୁତ କରିଥିଲା । ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ହାତକରି ଜେଲ୍‌ରୁ ଭିମସାର୍‌, ଭିମସାର୍‌ରୁ ଏସ୍‌ସିବି ଯାଇ ସେଠାରୁ ଖସିଯାଇଛି । ତାର ଏହି ଯୋଜନାକୁ ସଫଳContinue reading “ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ : ୬ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲେ ଏସପି”

ସୈତାନ ସାଜିଛି ମିଆଁମାର ସେନା । ଗତ ୨୪ ଘଂଟାରେ ୮୨ ପ୍ରଦର୍ଶନକାରୀଙ୍କୁ ଗୁଳିକରି ହତ୍ୟା ।

କନକ ବ୍ୟୁରୋ : ମିଆଁମାରର ସେନା ବିରୋଧରେ ସେଠିକାର ଲୋକମାନେ ପ୍ରଦର୍ଶନ ଜାରି ରଖିଛନ୍ତି । ଏହାରି ମଧ୍ୟରେ ଶନିବାର ଦିନ ସେନା ଗୁଳିରେ ୮୨ ଜଣ ପ୍ରଦର୍ଶନକାରୀଙ୍କ ଜୀବନ ଯାଇଥିବା ସ୍ଥାନୀୟ ମିଡିଆରେ ପ୍ରକାଶ ପାଇଛି । ସ୍ଥାନୀୟ ମିଡିଆ ‘ଆସୋସିଏନ ଫର ପଲଟିକାଲ ପ୍ରଜନର୍ସ’ ରେ ଏହି ତଥ୍ୟ ପ୍ରକାଶ ପାଇଛି । ଫେବଆରୀ ମାସରୁ ଆଂଗ ସାଂଗ ସୁ ଙ୍କ ସରକାରକୁ ହଟାଇ ସେଠାରେ ସେନା ଶାସନ ଲାଗୁ କରିବାକୁ ସେନା ପକ୍ଷରୁContinue reading “ସୈତାନ ସାଜିଛି ମିଆଁମାର ସେନା । ଗତ ୨୪ ଘଂଟାରେ ୮୨ ପ୍ରଦର୍ଶନକାରୀଙ୍କୁ ଗୁଳିକରି ହତ୍ୟା ।”

ଫେରାର ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ ବଡ଼ ଅପରେସନ : ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ହେଲା ଖସଡା; ବୈଠକ ପରେ କ୍ରାଇମ ବ୍ରାଂଚ ଏଡିଜି କହିଲେ, ଖୁବ ଶୀଘ୍ର ଧରାପଡ଼ିବ ହାଇଦର

କନକ ବ୍ୟୁରୋ :ଫେରାର ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ ବଡ଼ ଅପରେସନ । ଆଜି ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଏକ ବଡ଼ ଧରଣର ମାନଓ ମନ୍ଥନ କରାଯାଇଛି । ଏହି ବୈଠକରେ କ୍ରାଇମ ବ୍ରାଂଚ ଏଡିଜି, ପୋଲିସ କମିଶନର, କେନ୍ଦ୍ରାଂଚଳ ଡିଆଜି ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ପରେ କ୍ରାଇମ ବ୍ରାଂଚ ଏଡିଜି ଯଶୱନ୍ତ ଜେଠୱା କହିଛନ୍ତିି ଖୁବ ଶୀଘ୍ର ଧରାପଡ଼ିବ ହାଇଦର । ରାଜ୍ୟର ସମସ୍ତ ଏସପିଙ୍କୁ ଆଲର୍ଟ କରାଯାଇଛି । STFକୁ ସଜାଗContinue reading “ଫେରାର ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ ବଡ଼ ଅପରେସନ : ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ହେଲା ଖସଡା; ବୈଠକ ପରେ କ୍ରାଇମ ବ୍ରାଂଚ ଏଡିଜି କହିଲେ, ଖୁବ ଶୀଘ୍ର ଧରାପଡ଼ିବ ହାଇଦର”

କଟକର ଏସସିବିରୁ ଗ୍ୟାଙ୍ଗଷ୍ଟାର୍ ହାଇଦର ଫେରାର୍ ଘଟଣା : ୪ ଟି ଟିମ୍ ଗଠନ କରି ତଦନ୍ତ ଚାଲିଥିବା କହିଲେ ପୁଲିସ୍ କମିଶନର

କନକ ବ୍ୟୁରୋ : କଟକ ବଡ଼ ମେଡ଼ିକାଲରୁ ଫେରାର ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ ବଡ଼ଧରଣର ଅଭିଯାନ ଆରମ୍ଭ କରିିଛି କମିଶନରେଟ୍ ପୁଲିସ୍ । କଟକ ଡିସିପିଙ୍କ ନେତୃତ୍ୱରେ ୪ଟି ଟିମ୍ ଗଠନ କରି ହାଇଦରକୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି । ଗ୍ୟାଙ୍ଗଷ୍ଟାର ହାଇଦର ଅପରାଧିକ ସାମ୍ରାଜ୍ୟ ସହ ସଂପୃକ୍ତ ଥିବା ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂପୁର, ଯାଜପୁରର ଏସପିଙ୍କୁ ମଧ୍ୟ ସତର୍କ କରାଯାଇଛି । ଏହା ବ୍ୟତୀତ ପଶ୍ଚିମବଙ୍ଗ ସୀମାବର୍ତୀ ଜିଲ୍ଲା ବାଲେଶ୍ୱରContinue reading “କଟକର ଏସସିବିରୁ ଗ୍ୟାଙ୍ଗଷ୍ଟାର୍ ହାଇଦର ଫେରାର୍ ଘଟଣା : ୪ ଟି ଟିମ୍ ଗଠନ କରି ତଦନ୍ତ ଚାଲିଥିବା କହିଲେ ପୁଲିସ୍ କମିଶନର”

Design a site like this with WordPress.com
Get started