ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବାକୁ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ । ପୋଲିସ କମିଶନର ଓ କ୍ରାଇମବ୍ରାଞ୍ଚ ଏଡିଜି ବୈଠକରେ ଉପସ୍ଥିତ

କନକ ବ୍ୟୁରୋ : ଏସସିବିରୁ ଗ୍ୟଙ୍ଗଷ୍ଟାର ହାଇଦର ଫେରାର୍ ଘଟଣା । ହାଇଦରକୁ ଧରିବାକୁ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ପୋଲିସ କମିଶନର ସୌମେନ୍ଦ୍ର ପିୟଦର୍ଶୀ ସହ କେନ୍ଦ୍ରାଞ୍ଚଳ ଡିଆଇଛି ଓ କ୍ରାଇମବ୍ରାଞ୍ଚ ଏଡିଜି ବୈଠକରେ ସାମିଲ ହୋଇଛନ୍ତି । ଅନ୍ୟପଟେ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣାରେ ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ଚାଂଚଲ୍ୟକର ଖବର । ବିଶ୍ୱସ୍ତ ସ୍ୱତ୍ରରୁ ମିଳିଥିବା ସୂଚନା ଅନୁସାରେ ହାଇଦର ଫେରାରContinue reading “ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବାକୁ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ । ପୋଲିସ କମିଶନର ଓ କ୍ରାଇମବ୍ରାଞ୍ଚ ଏଡିଜି ବୈଠକରେ ଉପସ୍ଥିତ”

ଗରିବ, କିନ୍ତୁ ଦାୟିତ୍ୱହୀନ ନୁହଁନ୍ତି । ମାସ୍କ କିଣିବାକୁ ପାଖରେ ନାହିଁ ପଇସା, ନିଜସ୍ୱ ଉପାୟରେ ତିଆରି କଲେ ମାସ୍କ । ସମାଜକୁ ଦେଲେ ବଡ ବାର୍ତ୍ତା

ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଫଟୋରେ ଜଣେ ଯୁବତୀ ଓ ଶିଶୁ ପତ୍ରର ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଆଧାର କରି ଆଇପିଏସ ଅଫିସର ଆରକେ ବିଜ ଲୋକମାନଙ୍କୁ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଛନ୍ତି। ଭାରତରେ କରୋନାଭାଇରସ ମାମଲା ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଏପ୍ରିଲ ୯ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୩୧,୯୬୮ରେ ପହଞ୍ଚିଛି। ଦେଶର ଅନେକ ସହରରେ ଲକଡାଉନ ଓ ନାଇଟ କର୍ଫ୍ୟୁContinue reading “ଗରିବ, କିନ୍ତୁ ଦାୟିତ୍ୱହୀନ ନୁହଁନ୍ତି । ମାସ୍କ କିଣିବାକୁ ପାଖରେ ନାହିଁ ପଇସା, ନିଜସ୍ୱ ଉପାୟରେ ତିଆରି କଲେ ମାସ୍କ । ସମାଜକୁ ଦେଲେ ବଡ ବାର୍ତ୍ତା”

ଦେଶରେ ଅଣାୟତ କରୋନା ସ୍ଥିତି । ୨୪ ଘଂଟାରେ ୧.୫ ଲକ୍ଷ ପାର ହେଲା ନୂଆ ସଂକ୍ରମିତଙ୍କ ସଂଖ୍ୟା । ୮୩୯ ମୃତ

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ଭୟାନକ ରୂପ ନେବାରେ ଲାଗିଛି । ଦୈନିକ ଅହେତୁକ ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ରବିବାର ଦିନ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତ ୨୪ ଘଂଟାରେ ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧,୫୨,୮୭୯ ରେ ପହଂଚିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ମୂୁତାବକ ଗତ ୨୪ ଘଂଟାContinue reading “ଦେଶରେ ଅଣାୟତ କରୋନା ସ୍ଥିତି । ୨୪ ଘଂଟାରେ ୧.୫ ଲକ୍ଷ ପାର ହେଲା ନୂଆ ସଂକ୍ରମିତଙ୍କ ସଂଖ୍ୟା । ୮୩୯ ମୃତ”

ଆସନ୍ତାକାଲି ପିପିଲି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ରୁଦ୍ରଙ୍କ ପାଇଁ ଭୋଟ୍ ମାଗିବେ ନବୀନ

କନକ ବ୍ୟୁରୋ : ସରଗରମ ହେଉଛି ପିପିଲି ନିର୍ବାଚନ । ଜମୁଛି ପ୍ରଚାର ମୈଦାନ । ଗାଁ ଗାଁ ବୁଲି ଭୋଟ ମାଗୁଛନ୍ତି ତିନି ଦଳ । ପିପିଲି ଗଡ ହାତେଇବାକୁ ଚାଲିଛି ଜୋରଦାର ପ୍ରୟାସ । ଡେରା ପକାଇଛନ୍ତି ବଡ ବଡ ନେତା ମନ୍ତ୍ରୀ । ଆଉ ଏହାରି ମଧ୍ୟରେ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ଆସନ୍ତାକାଲି ପିପିଲି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆସନ୍ତା କାଲି ଭର୍ଚୁଆଲContinue reading “ଆସନ୍ତାକାଲି ପିପିଲି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ରୁଦ୍ରଙ୍କ ପାଇଁ ଭୋଟ୍ ମାଗିବେ ନବୀନ”

ବଡ଼ବିଲ ବଜାରରେ ଅଗ୍ନିକାଣ୍ଡ : ଜଳିଗଲା ୩ଟି ଦୋକାନ; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ବଡ଼ବିଲ ବଜାରରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଗୋଟିଏ ସାଇକେଲ ଦୋକାନ, ଗୋଟିଏ ଟାୟର ଦୋକାନ ସମେତ ୩ଟି ଦୋକାନ ଜଳିଯାଇଛି । ବଡ଼ବିଲ ମଧୂସୁଦନ ଛକରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ସେ ସମ୍ପର୍କରେ କୌଣସି ନିଦ୍ଧିଷ୍ଟ କାରଣ ଜଣାପଡ଼ିନାହିଁ । ତେବେ ଅଗ୍ନିକାଣ୍ଡ ଯୋଗୁଁ ଟାୟାର ଦୋକାନର ସମସ୍ତ ଟାୟାର, ଦୁଇଟି ମେସିନ୍, ୨୦ରୁ ଅଧିକ ନୂଆ ଓ ପୁରୁଣା ସାଇକେଲ ପୋଡ଼ିଯାଇଛି ।Continue reading “ବଡ଼ବିଲ ବଜାରରେ ଅଗ୍ନିକାଣ୍ଡ : ଜଳିଗଲା ୩ଟି ଦୋକାନ; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ”

ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ଘଟଣାର ଖୋଲୁଛି ଗୁମର : ଫେରାର ପଛରେ କଟକ ସହଯୋଗୀଙ୍କ ଲିଙ୍କ ଥିବା ସୂଚନା

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣାରେ ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ଚାଂଚଲ୍ୟକର ଖବର । ବିଶ୍ୱସ୍ତ ସ୍ୱତ୍ରରୁ ମିଳିଥିବା ସୂଚନା ଅନୁସାରେ ହାଇଦର ଫେରାର ପଛରେ ରହିଛି କଟକ ସହଯୋଗୀଙ୍କ ଲିଙ୍କ । କଟକର ଜଣେ ସହଯୋଗୀ ହାଇଦରକୁ ଫେରାର କରିବାରେ ସହଯୋଗ କରିଥିବା ସୂଚନା ମିଳିଛି । ବଡ଼ କଥା ହେଉଛି ହାଇଦର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଲୁଚି ଛପି ଫୋନ ବ୍ୟବହାର କରୁଥିଲା । ଆଉContinue reading “ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ଘଟଣାର ଖୋଲୁଛି ଗୁମର : ଫେରାର ପଛରେ କଟକ ସହଯୋଗୀଙ୍କ ଲିଙ୍କ ଥିବା ସୂଚନା”

କଟକ ଏସିସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ଘଟଣା : ପତ୍ନୀ କହିଲେ, ହାଇଦରକୁ ଗାଏବ୍ କରି ଦିଆଯାଇଛି

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ହାଇଦରର ଦୁର୍ଦ୍ଦାନ୍ତ ପଣିଆ କାହାକୁ ଅଛପା ନୁହେଁ । କିନ୍ତୁ ସେ ଆଜି ଯେଭଳି ବଡ଼ ମେଡିକାଲରୁ ଚମ୍ପଟ ମାରିଲା, ସେଥିରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ପ୍ରତ୍ୟକ୍ଷଦର୍ଶୀ ଷ୍ଟାଫନର୍ସଙ୍କ ବୟାନ ଅନୁଯାୟୀ ଆଜି ହାଇଦର ସହିତ କ୍ୟାବିନ ଭିତରେ ୪/୫ଜଣ ଲୋକ ଥିଲେ । ସେମାନେ କିଏ ? ସେମାନଙ୍କୁ ସେଠାରେ ରହିବାକୁ କିଏ ଅନୁମତି ଦେଲା ? ବାହାରେ କନଷ୍ଟେବଲ ମହମ୍ମଦ ମୌସୁମ୍ ବସି କରୁଥିଲେ କ’ଣ?Continue reading “କଟକ ଏସିସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ଘଟଣା : ପତ୍ନୀ କହିଲେ, ହାଇଦରକୁ ଗାଏବ୍ କରି ଦିଆଯାଇଛି”

ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ । ୩ ଆତଙ୍କୀ ନିହତ

ଦକ୍ଷିଣ କଶ୍ମୀରର ଶୋପିଆଁରେ ଚାଲିଥିବା ଏନ୍‌କାଉଣ୍ଟର୍‌ରେ ଏପର୍ଯ୍ୟନ୍ତ ଅନ୍ୟୂନ ୩ଜଣ ଅପରିଚିତ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ୨ଜଣ ଯବାନ ଆହତ ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଓ ଶୋପିଆଁ ଜିଲ୍ଲାରେ ଆତଙ୍କବାଦୀ ଓ ମିଳିତ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଘଟଣାସ୍ଥଳରୁ ପୁଲିସ ଗୋଟିଏ ଏକେ-୪୭ ଏବଂ ଗୋଟିଏ ପିସ୍ତଲ ଉଦ୍ଧାର କରିଛି । ୩ଜଣ ଆତଙ୍କବାଦୀ ନିହତ ହେବା ପରେ ଶୋପିଆଁ ଅଭିଯାନ ଶେଷContinue reading “ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ । ୩ ଆତଙ୍କୀ ନିହତ”

ଓଡ଼ିଶାର ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ : ଗତ ୨୪ଘଂଟାରେ ରାଜ୍ୟରୁ ୧୩ଶହ ୭୯ ନୂଆ ଆକ୍ରାନ୍ତ ଚିହ୍ନଟ; ସୁନ୍ଦରଗଡ଼ରୁ ସର୍ବାଧିକ ୩୧୭ ପିଜିଟିଭ୍

କନକ ବ୍ୟୁରୋ : ଓଡ଼ିଶାର ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । ଗତ ୨୪ଘଂଟାରେ ରାଜ୍ୟରୁ ୧୩ଶହ ୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୮୦୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୭୧ ଜଣ ସ୍ଥାନୀୟ ସଂକ୍ରମଣ । ବଡ଼ କଥା ହେଉଛି, କ୍ରମାଗତ ଭାବେ ସୁନ୍ଦରଗଡ଼ ଜିଲ୍ଲା ସଂକ୍ରମଣର ଶୀର୍ଷରେ ରହିଛି । ଗତ ୨୪ ଘଂଟାରେ ସୁନ୍ଦରଗଡ଼ରୁ ସର୍ବାଧିକ ୩୧୭ ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁContinue reading “ଓଡ଼ିଶାର ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ : ଗତ ୨୪ଘଂଟାରେ ରାଜ୍ୟରୁ ୧୩ଶହ ୭୯ ନୂଆ ଆକ୍ରାନ୍ତ ଚିହ୍ନଟ; ସୁନ୍ଦରଗଡ଼ରୁ ସର୍ବାଧିକ ୩୧୭ ପିଜିଟିଭ୍”

ରାସ୍ତା ଉପରେ ହାଇଡ୍ରାମା : ସ୍ୱାମୀକୁ ଚପଲରେ ପିଟିଲା ସ୍ତ୍ରୀ; ପିଲାଙ୍କୁ ଟ୍ୟୁସନ୍ କରିବାକୁ ଡାକି ଝିଅଙ୍କ ସହ ଖରାପ କାମ କରେ

କନକ ବ୍ୟୁରୋ : ରୋଡ଼ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ହଠାତ୍‌ ଜଣେ ମହିଳା ଏକ ଦୋକାନରେ ଛିଡ଼ା ହୋଇଥିବା ଅଧ୍ୟାପକଙ୍କୁ ଟାଣି ଆଣିଲେ। ତାପରେ ଝଗଡ଼ା ଆରମ୍ଭ । ଆଉ ସେଠାରେ ଉପସ୍ଥିତ ଲୋକେ କିଛି ବୁଝିବା ଆଗରୁ ମହିଳା ଜଣକ ସଂପୃକ୍ତ ଅଧ୍ୟାପକଙ୍କ ମୁହଁରେ ଚପଲରେ ମାରିଚାଲିଲେ । ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଏହି ହାଇ ପ୍ରୋଫାଇଲ୍‌ ଡ୍ରାମା ଦେଖିବା ପାଇଁ ମିଳିଛି । ପରେ ଜଣାପଡ଼ିଥିଲା ‌ଯେ, ଅଧ୍ୟାପକ ଓContinue reading “ରାସ୍ତା ଉପରେ ହାଇଡ୍ରାମା : ସ୍ୱାମୀକୁ ଚପଲରେ ପିଟିଲା ସ୍ତ୍ରୀ; ପିଲାଙ୍କୁ ଟ୍ୟୁସନ୍ କରିବାକୁ ଡାକି ଝିଅଙ୍କ ସହ ଖରାପ କାମ କରେ”

Design a site like this with WordPress.com
Get started