ପିପିଲି ନିର୍ବାଚନ ପୂର୍ବରୁ ଲାଗିଲା ପ୍ରତିବାଦର ପୋଷ୍ଟର : ଫନି ସହାୟତା ମିଳିନଥିବାରୁ ଡ଼େଲାଙ୍ଗ ଚାଇଁପୁର ଗାଁରେ ନିଆରା ପ୍ରତିବାଦ

କନକ ବ୍ୟୁରୋ : ଘରର କାନ୍ଥରେ ଲାଗିଛି ପୋଷ୍ଟର । ପୋଷ୍ଟରରେ ଲେଖାଅଛି ଆମେ ଫନି କ୍ଷତିଗ୍ରସ୍ତ, ଏ ଭଙ୍ଗା କୁଡିଆ ଭିତରକୁ କୌଣସି ନେତା ନଆସିବାକୁ ଅନୁରୋଧ ମଧ୍ୟ କରାଯାଇଛି । ଏଭଳି ନିଆରା ପ୍ରତିବାଦ କରିଛନ୍ତି ଡେଲାଙ୍ଗ ବ୍ଲକ ଚାଇଁପୁର ପଂଚାୟତର ୭ ନମ୍ବର ୱାର୍ଡର ଲୋକେ । ଜଣେ କି ଦୁଇ ଜଣଙ୍କ ଘର ଆଗରେ ଏହି ପୋଷ୍ଟର ଲାଗିନି । ପୁରା ୱାର୍ଡର ବାସିନ୍ଧା ନିଜ ନିଜ ଘର ଆଗରେ ଏହିContinue reading “ପିପିଲି ନିର୍ବାଚନ ପୂର୍ବରୁ ଲାଗିଲା ପ୍ରତିବାଦର ପୋଷ୍ଟର : ଫନି ସହାୟତା ମିଳିନଥିବାରୁ ଡ଼େଲାଙ୍ଗ ଚାଇଁପୁର ଗାଁରେ ନିଆରା ପ୍ରତିବାଦ”

ରାଉରକେଲାରେ ଚାଲିଛି ଆଇପିଏଲ ବେଟିଂ । ଦିନକୁ ହେଉଛି କୋଟି କୋଟି ଟଙ୍କାର ଖେଳ… ସବୁ ଦେଖି ଚୁପ୍ ପୋଲିସ

ଗତ ଶୁକ୍ରବାରଠୁ ଆରମ୍ଭ ହୋଇଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) । ଉଦ୍‌ଘାଟନୀ ମ୍ୟାଚ୍ ସୁରୁ ହେବାସହିତ ସମାନ୍ତରାଳରେ ପୁଣି ରାଉରକେଲା ସହର ଓ ଆଖପାଖରେ ଆରମ୍ଭ ହୋଇଯାଇଛି ଆଇପିଏଲ୍‌ ଜୁଆ ବା ବେଟିଂ। ଟସ୍‌ରୁ ନେଇ ଖେଳ ଶେଷ ବୋଲିଂ ପର୍ଯ୍ୟନ୍ତ ଲାଗୁଛି ବାଜି। ସୂଚନା ଅନୁସାରେ, ସହରର ଡେଲିମାର୍କେଟ, ଟ୍ରାଫିକ୍‌ ଗେଟ୍‌, ସେକ୍ଟର-୧୯ ଇସ୍ପାତ ମାର୍କେଟ, ଉଦିତନଗର, ବାସନ୍ତୀ କଲୋନି,ଛେଣ୍ଡ, ସିଭିଲଟାଉନସିପ୍‌, ପାନପୋଷ, ବେଦବ୍ୟାସ ଓ ବନ୍ଧମୁଣ୍ଡାରେ ଚାଲୁଛି ବେଧଡ଼କ ଖେଳ। କେବଳ ସହରContinue reading “ରାଉରକେଲାରେ ଚାଲିଛି ଆଇପିଏଲ ବେଟିଂ । ଦିନକୁ ହେଉଛି କୋଟି କୋଟି ଟଙ୍କାର ଖେଳ… ସବୁ ଦେଖି ଚୁପ୍ ପୋଲିସ”

ଫେରାର୍ ଗ୍ୟାଙ୍ଗଷ୍ଟାରକୁ ଧରିବା ପାଇଁ ପୁଲିସର ବ୍ୟାପକ ପ୍ରସ୍ତୁତି : କଟକ ସହରରେ ନାକାବନ୍ଦୀ

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ହାଇଦର ହସ୍ପିଟାଲରୁ ଫେରାଇ ହୋଇଯିବା ପରେ ବଡ଼ ଧରଣର ସ୍ୱତନ୍ତ୍ର ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି । କଟକ ସହରର ସବୁ ଛକରେ ନାକାବନ୍ଦୀ କରାଯାଇଛି । ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲା ପୁଲିସକୁ ହାଇଦର ଫେରାର ନେଇ ସୂଚନା ଦିଆଯାଇଛି । ସମ୍ବଲପୁର ଜେଲରେ ଥିବା ସମୟରେ ହାଇଦରକୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଆଉ ସେଠୁ କଟକ ସ୍ଥାନାନ୍ତର କରାଯାଇଥିଲା । ଏପଟେ ଗୁଇନ୍ଦା ବିଭାଗକୁ ମଧ୍ୟContinue reading “ଫେରାର୍ ଗ୍ୟାଙ୍ଗଷ୍ଟାରକୁ ଧରିବା ପାଇଁ ପୁଲିସର ବ୍ୟାପକ ପ୍ରସ୍ତୁତି : କଟକ ସହରରେ ନାକାବନ୍ଦୀ”

ବଢୁଥିବା ସଂକ୍ରମଣକୁ ନଜରରେ ରଖି କଟକ-ଭୁବନେଶ୍ୱରେ ବ୍ୟାପକ ଚେକିଂ : କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଭୁବନେଶ୍ୱରରେ ଆଦାୟ ହେଲା ୧ ଲକ୍ଷ ୫୮ ହଜାର ୫୫୦ ଟଙ୍କା

କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି କଟକ-ଭୁବନେଶ୍ୱରେ ବ୍ୟାପକ ହୋଇଛି ଚେକିଂ । ମାସ୍କ, ସାମାଜିକ ଦୂରତା ଭଳି କୋଭିଡ୍ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରାଯାଉଛି । ଭୁବନେଶ୍ୱରରେ ଗତକାଲି ଏକାଧିକ ସ୍ଥାନରେ ଯାଂଚ କରାଯାଇଛି । ଆଉ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଏକ ହଜାର ୮୭୦ ଜଣ ନିୟମ ଉଲଂଘନକାରୀଙ୍କୁ ଧରିଛି କମିଶନରେଟ୍ ପୁଲି୍ସ । ଏମାନଙ୍କଠାରୁ ଭୁବନେଶ୍ୱରରେ ହୋଇଛି ୧ ଲକ୍ଷ ୫୮ ହଜାର ୫୫୦ ଟଙ୍କାContinue reading “ବଢୁଥିବା ସଂକ୍ରମଣକୁ ନଜରରେ ରଖି କଟକ-ଭୁବନେଶ୍ୱରେ ବ୍ୟାପକ ଚେକିଂ : କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଭୁବନେଶ୍ୱରରେ ଆଦାୟ ହେଲା ୧ ଲକ୍ଷ ୫୮ ହଜାର ୫୫୦ ଟଙ୍କା”

ମହାରାଷ୍ଟ୍ରରେ ବୃଦ୍ଧି ହେଲା ଲକଡାଉନ୍ ଅବଧି… ବଢୁଥିବା କରୋନା ସଂକ୍ରମଣ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଦିଲ୍ଲୀରେ ବି କଟକଣା କଡାକଡି

 ବିଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶରେ ସର୍ବାଧିକ ୧୨,୭୮୭ କୋଭିଡ୍‌ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୪୮ ଜଣଙ୍କ ମୃତ୍ୟୁ ହୋଇଛି। ମହାମାରୀ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଏହା ସର୍ବାଧିକ ସଂକ୍ରମଣ। ଏଥିସହ ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୬୭୬,୭୩୯କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁସଂଖ୍ୟା ୯୦୮୫ ରହିଛି। ରାଜ୍ୟରେ କରୋନା ମୃତ୍ୟୁହାର ୧.୩ ପ୍ରତିଶତ ରହିଛି। ରାଜ୍ୟରେ ସକ୍ରିୟ ମାମଲା ୫୮୮୦୧ ରହିଛି। ଲକ୍ଷ୍ନୌ‌ରେ ସଂକ୍ରମଣ ମାମଲା ଆଜି ୧ ଲକ୍ଷ ଟପିଛି। ଲକ୍ଷ୍ନୌରେContinue reading “ମହାରାଷ୍ଟ୍ରରେ ବୃଦ୍ଧି ହେଲା ଲକଡାଉନ୍ ଅବଧି… ବଢୁଥିବା କରୋନା ସଂକ୍ରମଣ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଦିଲ୍ଲୀରେ ବି କଟକଣା କଡାକଡି”

ଚେନ୍ନାଇକୁ ଚକ୍ମା ଦେଲା ଦିଲ୍ଲୀ : ଆଇପିଏଲର ଦ୍ୱିତୀୟ ମ୍ୟାଚରେ ୭ ୱିକେଟରେ ମ୍ୟାଚ୍ ଜିତିନେଲା ଦିଲ୍ଲୀ

କନକ ବ୍ୟୁରୋ : ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳା ଯାଉଥିବା ଆଇପିଏଲର ଦ୍ୱିତୀୟ ମ୍ୟାଚରେ ଚେନ୍ନାଇକୁ ୭ ୱିକେଟରେ ହରାଇ ଦେଇଛି ଦିଲ୍ଲୀ । ୧୮୯ ରନର ଟାର୍ଗେଟକୁ ପିଛା କରି ଏହି ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ୮ଟି ବଲ୍ ବାକି ଥାଇ ମାତ୍ର ୩ ୱିକେଟ ହରାଇ ୧୯୦ ରନ୍ କରିବାରେ ସମର୍ଥ ହୋଇଛି ଦଳ । ଚେନ୍ନାଇ ସୁପର କିଙ୍ଗ୍ସର ବୋଲରଙ୍କୁ ପ୍ରଥମରୁ ଆକ୍ରମଣ ଆରମ୍ଭ କରି ଆଭିମୁଖ୍ୟ ସ୍ୱଷ୍ଟContinue reading “ଚେନ୍ନାଇକୁ ଚକ୍ମା ଦେଲା ଦିଲ୍ଲୀ : ଆଇପିଏଲର ଦ୍ୱିତୀୟ ମ୍ୟାଚରେ ୭ ୱିକେଟରେ ମ୍ୟାଚ୍ ଜିତିନେଲା ଦିଲ୍ଲୀ”

ରାଜ୍ୟରେ କମିଲା ତାତି : ଆଜି ୧୪ ଜିଲ୍ଲାରେ କାଳବୈଶାଖୀ ସହ ଘଡ଼ଘଡ଼ି ଓ ବର୍ଷା ସମ୍ଭାବନା

କନକ ବ୍ୟୁରୋ : ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଥିବାରୁ ରାଜ୍ୟର ପାରଦ ତଳମୁହାଁ ହୋଇଛି । ସବୁ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରି ତଳେ ରହିଥିଲା । ରାଜ୍ୟର ୧୪ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ପବନର ବେଗ ମଧ୍ୟ ଘଣ୍ଟା ପ୍ରତି ୪୦ କିମି ରହିବ। ଉକ୍ତ ଜିଲ୍ଲାଗୁଡ଼ିକ ହେଲା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ବୌଦ୍ଧ, ସୋନପୁର, ବଲାଙ୍ଗୀର, କଟକ, ଢେଙ୍କାନାଳ, କେନ୍ଦୁଝର ଓContinue reading “ରାଜ୍ୟରେ କମିଲା ତାତି : ଆଜି ୧୪ ଜିଲ୍ଲାରେ କାଳବୈଶାଖୀ ସହ ଘଡ଼ଘଡ଼ି ଓ ବର୍ଷା ସମ୍ଭାବନା”

ଆଜିଠାରୁ ସାରା ଦେଶରେ ଆରମ୍ଭ ହେବ ୫ଦିନିଆ ଟିକା ମହୋତ୍ସବ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶବ୍ୟାପୀ ଚାଲିବ ଟିକାକରଣକୁ ପ୍ରୋତ୍ସାହନ ଉଦ୍ୟମ

କନକ ବ୍ୟୁରୋ : ଆଜିଠାରୁ ସାରା ଦେଶରେ ଆରମ୍ଭ ହେବ ୫ଦିନିଆ ଟିକା ମହୋତ୍ସବ । ଆଜିଠାରୁ ଏହା ଆରମ୍ଭ ହୋଇ ଆସନ୍ତା ୧୪ ତାରିଖ ଯାଏଁ ଚାଲିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶବ୍ୟାପୀ ଚାଲିବ ଟିକାକରଣକୁ ପ୍ରୋତ୍ସାହନ ଉଦ୍ୟମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ ଟିକା ଉତ୍ସବ ପାଳନ କରିବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନକ୍ରମେ ଉତ୍ତରପ୍ରଦେଶ ଓContinue reading “ଆଜିଠାରୁ ସାରା ଦେଶରେ ଆରମ୍ଭ ହେବ ୫ଦିନିଆ ଟିକା ମହୋତ୍ସବ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶବ୍ୟାପୀ ଚାଲିବ ଟିକାକରଣକୁ ପ୍ରୋତ୍ସାହନ ଉଦ୍ୟମ”

ପିଲାଙ୍କ ଭବିଷ୍ୟତ ଗଢିବେ ହୃଦାନନ୍ଦ । ନିଜ ଗାଁ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ ୨୨ ବର୍ଷୀୟ ଯୁବ ଇଂଜନିୟର ।

କନକ ବ୍ୟୁରୋ: ବୟସ ୨୨ କିନ୍ତୁ ତାଙ୍କ କାମ ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇଛି । ଯାଜପୁର ଟୋଲକାନୀର ଯୁବ ଇଂଜିନିଅର ହୃଦାନନ୍ଦ ପୃଷ୍ଟି ନିଜ ଗାଁ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ଏହି ସ୍କୁଲରେ ପଢୁଥିବା ସମସ୍ତ ୩୫୧ ଜଣ ପିଲାଙ୍କ ଭବିଷ୍ୟତ ଗଢିବାରେ ବଡଭାଇ ଭାବେ ସେ ଦାୟିତ୍ୱ ନେଇ ବେଶ୍ ଖୁସିଥିବା କହିଛନ୍ତି ହୃଦାନନ୍ଦ । ଏପଟେ ତାଙ୍କର ଏଭଳି କାମକୁ ପ୍ରଶଂସା କରିଛନ୍ତି ରାଜ୍ୟ ସରକାରଙ୍କ ମୋContinue reading “ପିଲାଙ୍କ ଭବିଷ୍ୟତ ଗଢିବେ ହୃଦାନନ୍ଦ । ନିଜ ଗାଁ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ ୨୨ ବର୍ଷୀୟ ଯୁବ ଇଂଜନିୟର ।”

ହିଂସା ଭିତରେ ସରିଲା ପଶ୍ଚିମବଙ୍ଗ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । କୁଚବେହାରରେ ସୁରକ୍ଷାକର୍ମୀଙ୍କ ଗୁଳିଚାଳନା ନେଇ ପ୍ରଶ୍ନ ଉଠାଇଲେ ମମତା ।

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ସମୟରେ ଘଟିଛି ଅଘଟଣ । କୁଚବେହାରରେ ମତଦାନ ବେଳେ ହିଂସାକାଣ୍ଡରେ ଯାଇଛି ୪ ଜଣଙ୍କ ଜୀବନ । କୁଚ୍ ବେହାରର ସୀତଲକୁଚି ବିଧାନସଭା ଆସନର ଜୋରପଟକିର ୧୨୬ ନଂବର ବୁଥରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରିଛି ଟିଏମସି । ସେପଟେ ପୁଲିଂ ବୁଥରେContinue reading “ହିଂସା ଭିତରେ ସରିଲା ପଶ୍ଚିମବଙ୍ଗ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । କୁଚବେହାରରେ ସୁରକ୍ଷାକର୍ମୀଙ୍କ ଗୁଳିଚାଳନା ନେଇ ପ୍ରଶ୍ନ ଉଠାଇଲେ ମମତା ।”

Design a site like this with WordPress.com
Get started