କନକ ବ୍ୟୁରୋ: ଗତ ବର୍ଷ ପଂଚାୟତ ଠାରୁ ମହାନଗର ନିଗମ ଯାଏଁ ଖୋଲାଯାଇଥିବା ସଂଗରୋଧ କେନ୍ଦ୍ର ବିପର୍ଯ୍ୟସ୍ତ ହୋଇପଡିଛି । ଏପଟେ କରୋନାର ଦ୍ୱିତୀୟ ଲହରରେ ଦ୍ରୁତ ସଂକ୍ରମଣ ଯୋଗୁଁ ଘର ମୁହାଁ ପ୍ରବାସୀ, ହେଲେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତୁତ ହୋଇଥିବା କ୍ୱାରେଣ୍ଟିନ ସେଂଟରର ଚିହ୍ନବର୍ଣ୍ଣ ନାହିଁ । ଗଂଜାମ ଜିଲ୍ଲାରେ ପ୍ରବାସୀଙ୍କୁ ରଖିବା ପାଇଁ ଯେଉଁ ବ୍ୟବସ୍ଥା ସବୁ କରାଯାଇଥିଲା ତାହା ଆଉ ନାହିଁ । ବହୁ କ୍ୱାରେଣ୍ଟିନ ସେଂଟର ବିଦ୍ୟାଳୟରେ ଖୋଲାଯାଇଥିବାContinue reading “କୁଆଡ଼େ ଗଲା କ୍ୱାରେଣ୍ଟିନ୍ ସେଂଟର । ବଢୁଛି ସଂକ୍ରମଣ, ଫେରୁଛନ୍ତି ପ୍ରବାସୀ । ହେଲେ କୋଟି କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ସଙ୍ଗରୋଧ କେନ୍ଦ୍ରର ନାହିଁ ଚିହ୍ନବର୍ଣ୍ଣ ।”
Author Archives: Raghaba
ରାଜ୍ୟରେ ବଢ଼ି ଚାଲିଛି ଦୈନିକ ସଂକ୍ରମଣ । ପଡ଼ୋଶୀ ରାଜ୍ୟର ସଂକ୍ରମଣକୁ ଦେଖି, ସୀମା ସିଲ୍ କଲା ପ୍ରଶାସନ ।
କନକ ବ୍ୟୁରୋ: ରାଜ୍ୟରେ ଉପରମୁହାଁ ହୋଇଚାଲିଛି କରୋନା ସଂକ୍ରମଣ । ଦିନକରେ ୧୩ଶହ ୭୪ ନୂଆ ପଜିଟିଭ୍ ଚିହ୍ନଟ ଓ ୨ ଜଣଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡରୁ ସର୍ବାଧିକ ୩୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୯୩ଜଣ, ନୂଆପଡ଼ା ଜିଲ୍ଲାରୁ ୧୩୫ ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଛି । ପଶ୍ଚିମଓଡିଶାରେ କରୋନା ସ୍ଥିତି ଚିନ୍ତାଜନକ ହେଉଥିବାରୁ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରି କୋଭିଡ ପରିଚାଳନା ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନContinue reading “ରାଜ୍ୟରେ ବଢ଼ି ଚାଲିଛି ଦୈନିକ ସଂକ୍ରମଣ । ପଡ଼ୋଶୀ ରାଜ୍ୟର ସଂକ୍ରମଣକୁ ଦେଖି, ସୀମା ସିଲ୍ କଲା ପ୍ରଶାସନ ।”
ଟିକାର ଦୁଇଟି ଡୋଜ୍ ନେବା ପରେ ବି ଯୁବ ଡାକ୍ତରଙ୍କ ଜୀବନ ନେଇଗଲା କରୋନା । ଭୁବନେଶ୍ୱରର ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ ଡାକ୍ତର
କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଜଣେ ଯୁବ ଡାକ୍ତରଙ୍କର ମୃତ୍ୟୁ ହୋଇଛି । ମୃତ ଡାକ୍ତରଙ୍କ ନାମ ହୃଦାନନ୍ଦ ଭୂୟାଁ । ସେ କୋଭିଡ୍ ଟିକାର ଦୁଇଟି ଡୋଜ୍ ନେଇଥିବା କୁହାଯାଉଛି । ଏହାପରେ ମଧ୍ୟ ତାଙ୍କୁ କରୋନା ସଂକ୍ରମଣ ହେବା ଏବଂ ମୃତ୍ୟୁ ହେବା ସୂଚନା, ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ କିଛି ଦିନ ପୂର୍ବରୁ ୩୨ ବର୍ଷୀୟ ଡାକ୍ତର ଭୂୟାଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।Continue reading “ଟିକାର ଦୁଇଟି ଡୋଜ୍ ନେବା ପରେ ବି ଯୁବ ଡାକ୍ତରଙ୍କ ଜୀବନ ନେଇଗଲା କରୋନା । ଭୁବନେଶ୍ୱରର ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ ଡାକ୍ତର”
କରୋନାର ଯେତେ ରୂପ ସେତେ ଲକ୍ଷଣ । କେମିତି ଜାଣିବେ ନୂଆ ଷ୍ଟ୍ରେନର ଲକ୍ଷଣ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଗଲା ନୂଆ ଗାଇଡଲାଇନ୍ ।
କନକ ବ୍ୟୁରୋ: ଦିନକୁ ଦିନ ସାଂଘାତିକ ସ୍ଥିତି ସୃଷ୍ଟି କରୁଛି କରୋନାର ଦ୍ୱିତୀୟ ଲହର । ହୁ ହୁ ହୋଇ ସଂଖ୍ୟା ବଢୁଛି, ନୂଆ ରୂପ ନେଉଛି, ନୂଆ ଲକ୍ଷଣ ବି ପ୍ରକାଶ ପାଉଛି । ନଜର ପକାନ୍ତୁ, କରୋନାର ନୂଆ ଲକ୍ଷଣ ଊପରେ.. କରୋନା: ନୂଆ ରୂପ, ନୂଆ ଲକ୍ଷଣ ଦେହ ହାତ ଅବଶ ଲାଗିବା ଭୋକ ନହେବା ମୁଣ୍ଡ ବିନ୍ଧା, ଦେହ ହାତ ସାମାନ୍ୟରୁ ମଧ୍ୟମ ଘୋଳାବିନ୍ଧା ଦିନକୁ ୪-୫ ଥର ପତାଳା ଝାଡ଼ାContinue reading “କରୋନାର ଯେତେ ରୂପ ସେତେ ଲକ୍ଷଣ । କେମିତି ଜାଣିବେ ନୂଆ ଷ୍ଟ୍ରେନର ଲକ୍ଷଣ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଗଲା ନୂଆ ଗାଇଡଲାଇନ୍ ।”
କମାଣ୍ଡରଙ୍କ ନିଷ୍ପତି ନେବାରେ ବିଳମ୍ବ ଯୋଗୁଁ ଘଟିଗଲା ଛତିଶଗଡ଼ ବିଜାପୁରର ନରସଂହାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସେଦିନର କରୁଣ କାହାଣୀ କହିଲେ ଯବାନ ।
କନକ ବ୍ୟୁରୋ: ଲାଲ୍ ବର୍ବରତାର ଏହି ସବୁ ଛାତିଥରା ଚିତ୍ର, ଯେତେବେଳେ ସାମ୍ନାକୁ ଆସିଥିଲା, ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଲାଲ୍ଗଡ଼ରେ ନଜର ରଖିଥିବା ଯବାନ, ମାଓବାଦୀଙ୍କ ଚକ୍ରବ୍ୟୁହକୁ ଚାଲି ଆସିଥିଲେ । ଆଉ କିଛି ଘଂଣା ଭିତରେ ସାମ୍ନାକୁ ଆସିଥିଲା ନରସିଂହାର ଭୟାନକ ଚିତ୍ର । ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଚର୍ଚ୍ଚା ବେଳେ ଅପରେସନ୍ ସମୟର ପୁରା କାହାଣୀ ବୟାନ କହିଛନ୍ତି ଯବାନ । ମାଓବାଦୀଙ୍କ ଆମ୍ବୁସକୁContinue reading “କମାଣ୍ଡରଙ୍କ ନିଷ୍ପତି ନେବାରେ ବିଳମ୍ବ ଯୋଗୁଁ ଘଟିଗଲା ଛତିଶଗଡ଼ ବିଜାପୁରର ନରସଂହାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସେଦିନର କରୁଣ କାହାଣୀ କହିଲେ ଯବାନ ।”
ପ୍ରାୟ ୧୦ ବର୍ଷ ପରେ ପୁଣି ଏମାର ମଠରୁ ଉଦ୍ଧାର ହେଲା ରୂପା ଇଟା । ମଠ ଭିତରେ ଥିବା ଏକ ବନ୍ଦ କୋଠରୀ ଚଟାଣରୁ ବାହାରିଲା ୪୫ଟି ଇଟା ।
କନକ ବ୍ୟୁରୋ: ପ୍ରାୟ ଦଶବର୍ଷ ପରେ ପୁଣି ଥରେ ପୁରୀର ଏମାର ମଠ ଖବରର ଶିରୋନାମାକୁ ଆସିଛି, ଯେତେବେଳେ ମଠରୁ ୪୫ ଖଣ୍ଡ ରୂପା ଇଟାକୁ ଉଦ୍ଧାର କରାଯାଇଛି । ମଠ ପରିସରରେ ଥିବା ଏକ ବନ୍ଦ କୋଠରୀର ମାଟି ତଳୁ ବାହାରିଛି ରୂପା ଇଟା । ଉଦ୍ଧାର ହୋଇଥିବା ଏହି ଇଟା, କେବଳ ମଠର ମାହାତ୍ମ୍ୟର କଥା ବୟାନ କରୁନି ବରଂ ମଠରେ ଲୁଚି ରହିଥିବା ଏକାଧିକ ରହସ୍ୟକୁ ସାମ୍ନାକୁ ଆଣିଛି । ଏମାର ମଠରContinue reading “ପ୍ରାୟ ୧୦ ବର୍ଷ ପରେ ପୁଣି ଏମାର ମଠରୁ ଉଦ୍ଧାର ହେଲା ରୂପା ଇଟା । ମଠ ଭିତରେ ଥିବା ଏକ ବନ୍ଦ କୋଠରୀ ଚଟାଣରୁ ବାହାରିଲା ୪୫ଟି ଇଟା ।”
ହାଇଦର ପାଇଁ ଆଲର୍ଟରେ ପୋଲିସ । ହାଇଦରକୁ ଠାବ କରିବାକୁ ଯାଜପୁର ଓ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦ୍ଦେଶ । କଟକ ଡିସିପି ମଧ୍ୟ ହାଇଦରକୁ ଧରିବାକୁ ଦାୟିତ୍ୱରେ
କନକ ବ୍ୟୁରୋ: କଟକ ଏସିସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା । ହାଇଦର ପାଇଁ ଆଲର୍ଟରେ ପୋଲିସ । ହାଇଦରକୁ ଠାବ କରିବାକୁ ଯାଜପୁର ଓ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କଟକ ଡିସିପି ମଧ୍ୟ ହାଇଦରକୁ ଧରିବାକୁ ଦାୟିତ୍ୱରେ ରହିଛନ୍ତି । ହାଇଦରକୁ ଧରିବାକୁ ଏବେ ଜୋରଦାର ଅପରେସନ ଆରମ୍ଭ କରିଛି ପୋଲିସ । ଏନେଇ କଟକ ଡିସିପି ପ୍ରତିକ୍ରିୟା ଦେଇ କହିଛନ୍ତି, ସୁରକ୍ଷାକର୍ମୀଙ୍କୁ ଅଚେତ କରି ଫେରାର ହୋଇଛି ହାଇଦର ।Continue reading “ହାଇଦର ପାଇଁ ଆଲର୍ଟରେ ପୋଲିସ । ହାଇଦରକୁ ଠାବ କରିବାକୁ ଯାଜପୁର ଓ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦ୍ଦେଶ । କଟକ ଡିସିପି ମଧ୍ୟ ହାଇଦରକୁ ଧରିବାକୁ ଦାୟିତ୍ୱରେ “
କଟକ ଏସିସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର । ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ଫେରାର ହେଲା ହାଇଦର ।
କନକ ବ୍ୟୁରୋ: କଟକ ଏସିସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର । ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ଫେରାର ହେଲା ହାଇଦର । ହାଇଦର ଫେରାର ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ମିଳିଲା ସୂଚନା । ଚିକିତ୍ସା ହେବାକୁ ଆସି ପୋଲିସକୁ ଚକମା ଦେଇ ଫେରାର ହେଇଗଲା କୁଖ୍ୟାତ ଅପରାଧୀ ହାଇଦର । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କଡା ସୁରକ୍ଷା ବଳୟକୁ କିଭଳି ଭେଦ କଲା ହାଇଦର? ୧୦ ଦିନ ହେବ ଫେରାର ହେବାକୁ ଯୋଜନା କରିଥିବା ସୂଚନା ମିଳିଛିContinue reading “କଟକ ଏସିସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର । ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ଫେରାର ହେଲା ହାଇଦର ।”
ଆଇପିଏଲ ଲଢେଇ: ଟସ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ
କନକ ବ୍ୟୁରୋ: ଆଜି ଆଇପିଏଲ ୨୦୨୧ର ଦ୍ୱିତୀୟ ମ୍ୟାଚ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ବନାମ ଦିଲ୍ଲୀ କ୍ୟାପିଟାଲ । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ । ତେଣୁ ବ୍ୟାଟିଂ କରିବାକୁ ପ୍ରଥମେ ମୈଦାନକୁ ଓହ୍ଲାଇବ ଧୋନୀ ବାହିନୀ । ଉଭୟ ଦଳ ନିଜର ପ୍ରଥମ ମ୍ୟାଚ ବିଜୟ ଅଭିଯାନରୁ ଆରମ୍ଭ କରିବାକୁ ପ୍ରୟାସ କରିବେ । ଦିଲ୍ଲୀ ସମସ୍ତ ନବାଗତ ବ୍ୟାଟ୍ସମ୍ୟାନଙ୍କୁ ନେଇContinue reading “ଆଇପିଏଲ ଲଢେଇ: ଟସ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ”
ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ଉପରେ ଗୁରୁତ୍ୱ । ମେ’ ୧୫ରୁ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ: “ଆମେ କଥା ନୁହେଁ କାମରେ ବିଶ୍ୱାସ କରୁ ‘ଏହି ଉକ୍ତି କୁ ଅକ୍ଷରେ ଅଷରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର କାମ କରିଚାଲିଛନ୍ତି । ଆଗାମୀ ମେ ୨୯ ତାରିଖ ଦିନ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ସରକାର ତାର ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ପୂରଣ କରୁଛି । ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନରେ ସରକାରଙ୍କ ବିଭିନ୍ନ ବିଭାଗ କେତେ ସଫଳ ହୋଇଛନ୍ତି ସେ ସମ୍ପର୍କରେContinue reading “ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ଉପରେ ଗୁରୁତ୍ୱ । ମେ’ ୧୫ରୁ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ “