ଯୁବ ଡାକ୍ତରଙ୍କ ଜୀବନ ନେଲା କରୋନା । ଦୁଇଟି ଡୋଜ୍ ନେବା ପରେ ବି ହୋଇଥିଲେ ସଂକ୍ରମିତ, ଟିକା ନେବା ପରେ କରୋନାରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ।

କନକ ବ୍ୟୁରୋ : ରାଜଧାନୀରେ କରୋନା ନେଲା ଡାକ୍ତରଙ୍କ ଜୀବନ । ରାଜଧାନୀର ଏକ ଘରୋଇ ଡାକ୍ତରଖାନାର ଜଣେ ଡାକ୍ତରଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଡାକ୍ତରଙ୍କ ନାମ ହୃଦାନନ୍ଦ ଭୂୟାଁ । କିଛି ଦିନ ଆଗରୁ ସେ କରୋନାର ଦୁଇଟି ଡୋଜ୍ ମଧ୍ୟ ନେଇଥିଲେ । ଏହା ପରେ ତାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି । କିଛି ଦିନ ଆଗରୁ ଡାକ୍ତର ଭୂୟାଁ କରୋନାContinue reading “ଯୁବ ଡାକ୍ତରଙ୍କ ଜୀବନ ନେଲା କରୋନା । ଦୁଇଟି ଡୋଜ୍ ନେବା ପରେ ବି ହୋଇଥିଲେ ସଂକ୍ରମିତ, ଟିକା ନେବା ପରେ କରୋନାରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ।”

ଇଣ୍ଡୋନେସିଆ ଉପକୂଳ ସମୁଦ୍ର ମଧ୍ୟରେ ଭୂମିକମ୍ପ । ଜାଭା ଓ ବାଲି ଦ୍ୱୀପରେ ବ୍ୟାପକ କ୍ଷୟକ୍ଷତି, ଜଣେ ମୃତ ।

କନକ ବ୍ୟୁରୋ : ଇଣ୍ଡୋନେସିଆର ଜାଭା ଦ୍ୱୀପ ନିକଟସ୍ଥ ଭାରତ ମହାସାଗରରେ ଆଜି ୫.୯ ତୀବ୍ରତାର ଏକ ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପରେ ପୂର୍ବ ଜାଭା ଓ ବାଲି ଦ୍ୱୀପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଇଣ୍ଡୋନେସିଆର ଭୂବିଜ୍ଞାନ ସଂସ୍ଥା ବିଏମକେଜିର ସୂଚନା ଅନୁସାରେ ଏହି ଭୂମିକମ୍ପ ପୂର୍ବ ଜାଭାର ଦକ୍ଷିଣ ଉପକୂଳଠାରୁ ୯୧ କିଲୋମିଟର ଦୂର ଭାରତ ମହାସାଗର ମଧ୍ୟରେ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତାContinue reading “ଇଣ୍ଡୋନେସିଆ ଉପକୂଳ ସମୁଦ୍ର ମଧ୍ୟରେ ଭୂମିକମ୍ପ । ଜାଭା ଓ ବାଲି ଦ୍ୱୀପରେ ବ୍ୟାପକ କ୍ଷୟକ୍ଷତି, ଜଣେ ମୃତ ।”

ପିପିଲିରେ ଡେରା ପକାଇଛନ୍ତି ରାଜ୍ୟର ସବୁ ତୁଙ୍ଗନେତା । ହେଲେ ପିପିଲି ଏନଏସି ୧୨ ନମ୍ବର ୱାର୍ଡ ବସ୍ତି ବାସିନ୍ଦାଙ୍କ ଦୁଃଖ କହିଲେ ନସରେ । ପଲିଥିନ୍ ତଳେ ବିତୁଛି ସମୟ, ନାହିଁ ନାହିଁ ଚାଲିଛି ଜୀବନ ।

କନକ ବ୍ୟୁରୋ: ପାଖେଇ ଆସୁଛି ପିପିଲି ବିଧାନସଭାର ଉପନିର୍ବାଚନ । ଏଥିପାଇଁ ନେତାଙ୍କ ପ୍ରସ୍ତୁତି ଜୋରଦାର ହୋଇଛି । ପିପିଲିରେ ଡ଼େରା ପକାଇଛନ୍ତି ରାଜ୍ୟର ଟାଣୁଆ ନେତା । ଘନଘନ ନିର୍ବାଚନୀ ପ୍ରଚାର ସାଙ୍ଗକୁ ଭୋଟ ହାତେଇବା ପାଇଁ ଜୋରଦାର ପ୍ରଚାର ଚାଲିଛି । ନେତାମାନେ ଭୋଟରଙ୍କୁ ମନେଇବା ପାଇଁ ଅନେକ ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ ପିପିଲି ଏନଏସିର ୧୨ନମ୍ବର ୱାର୍ଡ଼ର ବସ୍ତିରେ ରହୁଥିବା ଲୋକଙ୍କ ଉପରେ ଯେମିତି କହାର ନଜର ପଡ଼ୁନି । କେବଳContinue reading “ପିପିଲିରେ ଡେରା ପକାଇଛନ୍ତି ରାଜ୍ୟର ସବୁ ତୁଙ୍ଗନେତା । ହେଲେ ପିପିଲି ଏନଏସି ୧୨ ନମ୍ବର ୱାର୍ଡ ବସ୍ତି ବାସିନ୍ଦାଙ୍କ ଦୁଃଖ କହିଲେ ନସରେ । ପଲିଥିନ୍ ତଳେ ବିତୁଛି ସମୟ, ନାହିଁ ନାହିଁ ଚାଲିଛି ଜୀବନ ।”

ପାଣିପାଗ ଇତିହାସର ବିରଳ ଘଟଣା । ଅଷ୍ଟ୍ରେଲିଆରେ ଦୁଇଟି ତୋଫାନ ହୋଇପାରନ୍ତି ମୁହାଁମୁହିଁ । ଇଣ୍ଡୋନେସିଆରେ ୧୬୭ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ପଶ୍ଚିମ ଅଷ୍ଟ୍ରେଲିଆର ରହୁଥିବା ଲୋକମାନଙ୍କୁ ସତ୍ତର୍କ କରିଛି ସେଠିକାର ପାଣିପାଗ ବିଭାଗ । ବିଭାଗ ସୂଚନା ଦେଇଛି କି ଦୁଇଟି ସାମଦ୍ରିକ ଝଡ ମୁହାଁ ମୁହିଁ ହେବାକୁ ଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ତୋଫାନ ହୋଇପାରେ । ମାଡି ଆସୁଥିବା ଏହି ଦୁଇଟି ତୋଫାନ ମଧ୍ୟରେ ଗୋଟିଏ ସରୋଜା ଓ ଅନ୍ୟଟି ଓଡେଟା ନାମରେ ନାମକରଣ କରାଯାଇଛି । ବୈଜ୍ଞାନିକମାନଙ୍କ ମତରେ ଏଭଳି ଭାବେ ଦୁଇଟି ତୋଫାନ ମୁହାଁମୁହିଁ ହେବା ବିରଳ ଓContinue reading “ପାଣିପାଗ ଇତିହାସର ବିରଳ ଘଟଣା । ଅଷ୍ଟ୍ରେଲିଆରେ ଦୁଇଟି ତୋଫାନ ହୋଇପାରନ୍ତି ମୁହାଁମୁହିଁ । ଇଣ୍ଡୋନେସିଆରେ ୧୬୭ ଜଣଙ୍କ ମୃତ୍ୟୁ”

ଥାନାକୁ ଆସୁନାହାନ୍ତି ଥାନା ବାବୁ । ଜଗତସିଂହପୁର ବାଲିକୁଦା ଉପକୂଳରେ ମୁକୁଳା ପଡିଛି ସାମୁଦ୍ରିକ ଥାନା । ସରକାରୀ ଗାଡିକୁ ବ୍ୟକ୍ତିଗତ କାମରେ ବ୍ୟବହାର ହେଉଥିବା ଅଭିଯୋଗ

କନକ ବ୍ୟୁରୋ: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳ ସୁରକ୍ଷାକୁ ସରକାର ଗୁରୁତ୍ୱ ଦେଇଛନ୍ତି। ଉପକୂଳରେ ସରକାର ସାମୁଦ୍ରିକ ଥାନା ପ୍ରତିଷ୍ଠା କରିଛନ୍ତି। ହେଲେ ବାସ୍ତବରେ ଥାନା କେତେଦୂର ଉପକୂଳକୁ ସୁରକ୍ଷା ଦେଉଛି ତାହା ଆଜି ଆମେ ଦେଖାଇବୁ। ଜଗତସିଂହପୁର ବାଲିକୁଦା ବ୍ଲକ ବନ୍ଦର ସାମୁଦ୍ରିକରେ ପହଂଚିଥିଲା ଆମ ଟିମ। ଜଳପଥ ଉପରେ ନଜର ରଖିବା ସହ ଉପକୂଳ ସୁରକ୍ଷା ପାଇଁ ସରକାର ସ୍ଥାପନ କରିଛନ୍ତି ସାମୁଦ୍ରିକ ଥାନା । ୨୦୧୫ରୁ ଜଗତସିଂହପୁର ବାଲିକୁଦା ଉପକୂଳରେ ପ୍ରତିଷ୍ଠାContinue reading “ଥାନାକୁ ଆସୁନାହାନ୍ତି ଥାନା ବାବୁ । ଜଗତସିଂହପୁର ବାଲିକୁଦା ଉପକୂଳରେ ମୁକୁଳା ପଡିଛି ସାମୁଦ୍ରିକ ଥାନା । ସରକାରୀ ଗାଡିକୁ ବ୍ୟକ୍ତିଗତ କାମରେ ବ୍ୟବହାର ହେଉଥିବା ଅଭିଯୋଗ”

ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ହେଲେ ଭାରତୀୟ ସେନାର ଉପ ପ୍ରମୁଖ । ଏହା ପୂର୍ବରୁ ୯ ଫୋର୍ସ ର କମାଣ୍ଡର ଥିଲେ ଦ୍ୱିବେଦୀ

କନକ ବ୍ୟୁରୋ : ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ଶନିବାର ଦିନ ସେନାର ଉପ ପ୍ରମୁଖ ପଦରେ ଅବସ୍ଥାପିତ କରାଯାଇଛି । ସେ ପୂର୍ବରୁ ୯ ଫୋର୍ସର କମାଣ୍ଡର ପଦ ସମ୍ଭାଳୁଥିଲେ । ଶ୍ରୀ ଦ୍ୱିବେଦୀଙ୍କ ପୂର୍ବରୁ ସେନାର ଉପ ପ୍ରମୁଖ ଦାୟିତ୍ୱରେ ଥିଲେ ଜେନେରାଲ ଚଣ୍ଡୀ ପ୍ରସାଦ ମାହାନ୍ତି । ଏବେ ସେନାର ପ୍ରମୁଖ ପଦରେ ରହିଛନ୍ତି ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ । ନ୍ୟାସନାଲ ଡିଫେନ୍ସ ଏକାଡୋମୀର ପୂର୍ବତନ ଛାତ୍ର ଜେନେରାଲ ଦ୍ୱିବେଦୀ ୧୯୮୪Continue reading “ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ହେଲେ ଭାରତୀୟ ସେନାର ଉପ ପ୍ରମୁଖ । ଏହା ପୂର୍ବରୁ ୯ ଫୋର୍ସ ର କମାଣ୍ଡର ଥିଲେ ଦ୍ୱିବେଦୀ”

ଚିଲିକାରେ ଚାଲିଛି ବିପଦପୂର୍ଣ୍ଣ ଜଳଯାତ୍ରା । ଜୀବନକୁ ବାଜି ଲଗାଇ ଦେଶୀ ଡଙ୍ଗାରେ ପାର ହେଉଛନ୍ତି ଶହଶହ ଯାତ୍ରୀ ।

କନକ ବ୍ୟୁରୋ: ଚିଲିକାର ଅକାତକାତ ପାଣିରେ ଚାଲିଛି ବିପଦପୂର୍ଣ୍ଣ ଜଳଯାତ୍ରା । ଲୋକମାନେ ଜୀବନକୁ ବାଜି ଲଗାଇ ଦେଶୀଡଙ୍ଗାରେ ଚିଲିକା ପାରିହେଉଛନ୍ତି । ଜଣେ କି ଦୁଇ ଜଣ ନୁହେଁ ଶହଶହ ଯାତ୍ରୀ ଦେଶୀ ଡଙ୍ଗାରେ ଚିଲିକା ଜଳରାଶିରେ ପ୍ରାୟ ୫ କିଲୋମିଟର ପାରି ହୁଅନ୍ତି । ଚିଲିକା ମଝିରେ ସେହି ଦୃଶ୍ୟ ଦେଖିଲେ ଆପଣମାନେ ବି ଚକିତ ହୋଇଯିବେ । ପୁରୀ କୃଷ୍ଣପ୍ରସାଦ ବ୍ଲକର ଲୋକେ ଜିଲ୍ଲା ସଦରମହୁକମାକୁ ଯିବା ପାଇଁ ପ୍ରତିଦିନ ଚିଲିକାର ଅଥଳContinue reading “ଚିଲିକାରେ ଚାଲିଛି ବିପଦପୂର୍ଣ୍ଣ ଜଳଯାତ୍ରା । ଜୀବନକୁ ବାଜି ଲଗାଇ ଦେଶୀ ଡଙ୍ଗାରେ ପାର ହେଉଛନ୍ତି ଶହଶହ ଯାତ୍ରୀ ।”

କରୋନାର ନୂଆ ରୂପକୁ ନେଇ ସତର୍କ କରାଇଲେ ରାଜ୍ୟ ସରକାର । ଜାଣନ୍ତୁ, ନୂଆ ଲକ୍ଷଣ ଏବଂ ନୂଆ ରୂପକୁ ନେଇ ସମସ୍ତ ତଥ୍ୟ..

କନକ ବ୍ୟୁରୋ: ସାରା ଦେଶରେ ଏବେ କୋଭିଡ୍ ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବଢିବାକୁ ଲାଗିଛି । ଆମ ରାଜ୍ୟରେ ମଧ୍ୟ ଦୈନିକ ସଂକ୍ରମଣ ବଢିବାକୁ ଲାଗିଲାଣି । ଏପରି ସ୍ଥିତିରେ ରାଜ୍ୟ ସରକାର କୋଭିଡ୍ ଭାଇରସର ନୂଆ ରୂପକୁ ନେଇ ତମାମ ତଥ୍ୟ ଦେଇଛନ୍ତି । କରୋନାର ନୂଆ ରୂପର ନୂଆ ଲକ୍ଷଣ ଦେହ ହାତ ଅବଶ ଲାଗିବା ଭୋକ ନହେବା ମୁଣ୍ଡ ବିନ୍ଧା, ଦେହ ହାତ ସାମାନ୍ୟରୁ ମଧ୍ୟମ ଘୋଳା ବିନ୍ଧା ପତଳା ଝାଡାContinue reading “କରୋନାର ନୂଆ ରୂପକୁ ନେଇ ସତର୍କ କରାଇଲେ ରାଜ୍ୟ ସରକାର । ଜାଣନ୍ତୁ, ନୂଆ ଲକ୍ଷଣ ଏବଂ ନୂଆ ରୂପକୁ ନେଇ ସମସ୍ତ ତଥ୍ୟ..”

କେମିତି ଆରମ୍ଭ ହେଲା ପଶ୍ଚିମବଙ୍ଗ କୁ୍ଚ୍ ବିହାର ହିଂସା । କେମିତି ଗଲା ୪ ଜୀବନ । ଉତ୍ତର ରଖିଲା ସିଆଇଏସଏଫ୍

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ଆରମ୍ଭ ହେବା ଠାରୁ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ପର୍ଯ୍ୟନ୍ତ ଦୈନିକ ହିଂସାର ଖବର ଆସୁଛି । ହେଲେ ଆଜି ରାଜ୍ୟର କୁଚ୍ ବିହାର ଠାରେ ଯେଉଁ ହିଂସା ଦେଖିବାକୁ ମିଳିଛି ତାହା ପଶ୍ଚିମବଙ୍ଗ ଜନତାଙ୍କ ପାଇଁ ଏକ ସତ୍ତର୍କ ଘଂଟି । ଆଜି ପଶ୍ଚିମବଙ୍ଗର କୁଚ୍‌ ବିହାର ଜିଲ୍ଲା ଅନ୍ତର୍ଗତ ସୀତଲକୁଚି ମତଦାନ ବୁଥ ବାହାରେ ସଂଘର୍ଷ ଘଟି ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବାContinue reading “କେମିତି ଆରମ୍ଭ ହେଲା ପଶ୍ଚିମବଙ୍ଗ କୁ୍ଚ୍ ବିହାର ହିଂସା । କେମିତି ଗଲା ୪ ଜୀବନ । ଉତ୍ତର ରଖିଲା ସିଆଇଏସଏଫ୍”

ବଢୁଛି କରୋନା ଭୟ । ସୁନ୍ଦରଗଡରୁ ସର୍ବାଧିକ ୩୫୫ ସଂକ୍ରମିତ ଚିହ୍ନଟ ପରେ ଜୀବନ ଜୀବିକାକୁ ନେଇ ଆଶା ଆଶଙ୍କାରେ ଜିଲ୍ଲାବାସୀ । 

କନକ ବ୍ୟୁରୋ: ଦ୍ରୁତଗତିରେ ବଢିଚାଲିଛି ସୁନ୍ଦରଗଡ ଜିଲ୍ଲାରେ ସଂକ୍ରମଣ । ପ୍ରଥମେ ଶହେ, ତାପରେ ଦୁଇଶହ, ଏବେ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଡେଇଁଛି ୩୫୦ । ଏହାକୁ ନେଇ ଲୋକଙ୍କ ମନରେ ଭୟ ବଢିଯାଇଛି । କିଭଳି ଚାଲିବ ଜୀବନ ଜୀବିକା? ପୁଣି ଲକଡାଉନ କି ସଟଡାଉନ ହେବନି ତ? ସଂକ୍ରମିତଙ୍କ ସଂଖ୍ୟା ବଢିବା ପରେ ଭୟଭିତ ହୋଇଯାଇଛନ୍ତି ସୁନ୍ଦରଗଡବାସୀ । କରୋନାର ପ୍ରଥମ ଲହରରେ ବିଶେଷ ପ୍ରଭାବିତ ହୋଇନଥିବା ସୁନ୍ଦରଗଡ ଜିଲ୍ଲା ଏବେ ରାଜ୍ୟ ସରକାରଙ୍କContinue reading “ବଢୁଛି କରୋନା ଭୟ । ସୁନ୍ଦରଗଡରୁ ସର୍ବାଧିକ ୩୫୫ ସଂକ୍ରମିତ ଚିହ୍ନଟ ପରେ ଜୀବନ ଜୀବିକାକୁ ନେଇ ଆଶା ଆଶଙ୍କାରେ ଜିଲ୍ଲାବାସୀ । “

Design a site like this with WordPress.com
Get started