କନକ ବ୍ୟୁରୋ : ଆଜିଠାରୁ ରାଜ୍ୟରେ ରେଳ ଯାତ୍ରୀଙ୍କ ଉପରେ କଟକଣା । ଦେଶର ଯେକୌଣସି ସ୍ଥାନରୁ ଓଡିଶା ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ଯେଉଁ ଯାତ୍ରୀମାନେ ଏପ୍ରିଲ ୧୦ ପୂର୍ବରୁ ଯାତ୍ରା ଆରମ୍ଭ କରୁଥିବେ, ସେମାନେ ଯାତ୍ରା କରିବା ପୂର୍ବରୁ ୭୨ ଘଂଟା ମଧ୍ୟରେ ଆରଟିପିସିଆର ଟେଷ୍ଟ କରି ନେଗେଟିଭ ରିପୋର୍ଟ କିମ୍ବା କରୋନା ଟିକାର ଦ୍ୱିତୀୟ ଡୋଜ୍ ସାର୍ଟିଫିକେଟ ସାଙ୍ଗରେ ଧରି ଆସିବେ । ତେବେ ବୈଧContinue reading “ଆଜିଠାରୁ ରେଳ ଯାତ୍ରୀଙ୍କ ଉପରେ କଟକଣା । ଦେଶର ଯେକୌଣସି ସ୍ଥାନରୁ ଓଡ଼ିଶା ଆସିଲେ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କିମ୍ବା ଟିକାର ଦ୍ୱିତୀୟ ଡ଼ୋଜ୍ ସାର୍ଟିଫିକେଟ୍”
Author Archives: Raghaba
କରୋନାକୁ ୨ ଥର ହରାଇଲେ ୧୦୪ ବର୍ଷର ମହିଳା । ତାଳି ମାରି ଖୁସି ବ୍ୟକ୍ତ କଲେ ହସ୍ପିଟାଲ କର୍ମଚାରୀ ।
କନକ ବ୍ୟୁରୋ : ଦେଶରେ କରୋନା ଟିକାଦାନ ଅଭିଯାନ ଜାରି ରହିଛି। ଏହାରି ଭିତରେ ପୁଣି ଥରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଭୟ ସୃଷ୍ଟି କରିଛି। ତେବେ ଟିକା ନେବା ପରେ ବି ସାବଧାନତା ଅବଲମ୍ବନ କରିବାକୁ ସ୍ପଷ୍ଟ ଭାବେ କୁହାଯାଇଛି। ଏହି ସଂକ୍ରମଣର ଅଧିକ ପ୍ରଭାବ ବୃଦ୍ଧବୃଦ୍ଧାଙ୍କ ଉପରେ ପଡ଼ୁଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଜଣେ ୧୦୪ ବର୍ଷର ବୃଦ୍ଧା କରୋନାକୁ ଦ୍ୱିତୀୟ ଥର ହରାଇବା ଏକ ଭଲ ଖବର ବୋଲି କୁହାଯାଉଛି।Continue reading “କରୋନାକୁ ୨ ଥର ହରାଇଲେ ୧୦୪ ବର୍ଷର ମହିଳା । ତାଳି ମାରି ଖୁସି ବ୍ୟକ୍ତ କଲେ ହସ୍ପିଟାଲ କର୍ମଚାରୀ ।”
ଭୋଟ ଦେଉଛି ପଶ୍ଚିମବଙ୍ଗ । ଚତୁର୍ଥ ପର୍ଯ୍ୟାୟରେ ୪୪ଟି ଆସନ ପାଇଁ ଚାଲିଛି ମତଦାନ, ରେକର୍ଡସଂଖ୍ୟକ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ।
କନକ ବ୍ୟୁରୋ : ଆଜି ଚତୁର୍ଥ ପର୍ଯ୍ୟାୟରେ ପଶ୍ଚିମବଙ୍ଗ ରାଜ୍ୟର ୪୪ଟି ବିଧାନସଭା ଆସନ ନିମନ୍ତେ ମତଦାନ ଆରମ୍ଭ ହୋଇଛି। ଏହି ଅବସରରେ ଟୁଇଟ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ପଶ୍ଚିମବଙ୍ଗରେ ୪ର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବାରୁ ଆଜି ରେକର୍ଡ ସଂଖ୍ୟାରେ ଭୋଟ୍ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରୁଛି। ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ ଯୁବବର୍ଗ ଏବଂ ମହିଳାମାନଙ୍କୁ ମୋର ବିଶେଷ ଅନୁରୋଧ। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳ ୭ଟାରେ ଆରମ୍ଭContinue reading “ଭୋଟ ଦେଉଛି ପଶ୍ଚିମବଙ୍ଗ । ଚତୁର୍ଥ ପର୍ଯ୍ୟାୟରେ ୪୪ଟି ଆସନ ପାଇଁ ଚାଲିଛି ମତଦାନ, ରେକର୍ଡସଂଖ୍ୟକ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ।”
ଗୁଜରାଟ ସୁରଟରୁ ଆସିଲା ଦୟନୀୟ ଚିତ୍ର । ଶ୍ମଶାନରେ ଗଦା ହୋଇଛି କୁଢ କୁଢ ଶବ, ଅନ୍ତିମ ସଂସ୍କାର ପାଇଁ ଅପେକ୍ଷା କରିବାକୁ ପଡୁଛି ୩ରୁ ୪ ଘଂଟା
କନକ ବ୍ୟୁରୋ : ଦେଶରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଆଉ ଆଜି କରୋନାର ଯେତେବେଳେ ଦ୍ୱିତୀୟ ଲହର ଆସିଛି, ଗତ କିଛି ଦିନ ମଧ୍ୟରେ ଦୈନିକ ସଂକ୍ରମଣ ଯେତେବେଳେ ବଢି ବଢି ଚାଲିଛି ସେତେବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଭୟ ବଢାଉଛି । ଗୁଜୁରାଟର ସୁରାଟରୁ ଆସିଛି ଏକ ଅଭାବନୀୟ ଚିତ୍ର । ସ୍ମଶାନରେ ଲାଗିଛି ଶବର ଭିଡ । ମୃତକଙ୍କ ମଧ୍ୟରେ ପାଖପାଖି ୯୦ ପ୍ରତିଶତ କରୋନାରେContinue reading “ଗୁଜରାଟ ସୁରଟରୁ ଆସିଲା ଦୟନୀୟ ଚିତ୍ର । ଶ୍ମଶାନରେ ଗଦା ହୋଇଛି କୁଢ କୁଢ ଶବ, ଅନ୍ତିମ ସଂସ୍କାର ପାଇଁ ଅପେକ୍ଷା କରିବାକୁ ପଡୁଛି ୩ରୁ ୪ ଘଂଟା”
ଭାରତରେ ଟିକାକରଣ ପରେ ୧୮୦ ମୃତ, ୩ ଦିନ ମଧ୍ୟରେ ବଢିଛି ମୃତ୍ୟୁ ହାର
କନକ ବ୍ୟୁରୋ : ଭାରତରେ ୩୧ ମାର୍ଚ୍ଚ ସୁଦ୍ଧା ଟିକାକରଣ କରିବା ପରେ ୧୮୦ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରୁ ୭୫% ଲୋକଙ୍କ ମୃତ୍ୟୁ ଟିକା ନେବାର ୩ ଦିନ ଭିତରେ ଘଟିଛି। ଟିକାକରଣ ପରେ ସାଂଘାତିକ ପାଶ୍ୱର୍ ପ୍ରତିକ୍ରିୟା ସଂପର୍କରେ ଅନୁଧ୍ୟାନ କରୁଥିବା ଜାତୀୟ କମିଟି ଏ ବାବଦ ତଥ୍ୟ ରଖିଛି। ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଦେଶରେ କରୋନା ଭାଇରସକୁ ରୋକିବା ପାଇଁ ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୩ ଦିନ ମଧ୍ୟରେ ୯୩ ଜଣଙ୍କContinue reading “ଭାରତରେ ଟିକାକରଣ ପରେ ୧୮୦ ମୃତ, ୩ ଦିନ ମଧ୍ୟରେ ବଢିଛି ମୃତ୍ୟୁ ହାର”
ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ମିଳିବ ଜାତି ଓ ଅନ୍ୟାନ୍ୟ ପ୍ରମାଣପତ୍ର । ଖରାଛୁଟି ପୂର୍ବରୁ ଦଶମ ଶ୍ରେଣୀ ପିଲାଙ୍କୁ ଦିଆଯିବ ଜାତି, ଆବାସିକ ଓ ଆୟ ପ୍ରମାଣପତ୍ର
ଏଣିକି ସ୍କୁଲ ପିଲାଙ୍କୁ ସ୍କୁଲ ପରିସରରେ ମିଳିବ ଜାତି ଓ ଅନ୍ୟାନ୍ୟ ପ୍ରମାଣ ପତ୍ର । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ସଚିବ ବିଷ୍ଣୁପଦ ସେଠୀ । ଦଶମ ଶ୍ରେଣୀ ପିଲାମାନେ ଯେପରି ସହଜରେ ଜାତି ଓ ଅନ୍ୟାନ୍ୟ ପ୍ରମାଣ ପତ୍ର ପାଇପାରିବେ, ସେ ନେଇ ବ୍ୟବସ୍ଥା କରିବାକୁ କୁହାଯାଇଛି । ସୂଚନା ଅନୁଯାୟୀ, ଖରାଦିନ ଛୁଟି ପୂର୍ବରୁ ପ୍ରତ୍ୟେକ ସ୍କୁଲରେ ସ୍ଥାନୀୟ ଆରଆଇ କ୍ୟାମ୍ପ କରି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନContinue reading “ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ମିଳିବ ଜାତି ଓ ଅନ୍ୟାନ୍ୟ ପ୍ରମାଣପତ୍ର । ଖରାଛୁଟି ପୂର୍ବରୁ ଦଶମ ଶ୍ରେଣୀ ପିଲାଙ୍କୁ ଦିଆଯିବ ଜାତି, ଆବାସିକ ଓ ଆୟ ପ୍ରମାଣପତ୍ର”
କମେଡି କିଙ୍ଗ କପିଲଙ୍କ କାହାଣୀ ପଢିବେ ଛାତଛାତ୍ରୀ । ଇନଷ୍ଟାଗ୍ରାମରୁ ମିଳିଲା ସଂକେତ ।
କନକ ବ୍ୟୁରୋ: ସ୍ୱାଧୀନତା ସଂଗ୍ରାମୀ, ସାହସିକ କାହାଣୀ ସହ ଏଣିକି ପିଲାମାନେ କମେଡି କିଙ୍ଗ କପିଲ ଶର୍ମାଙ୍କ ବାବଦରେ ପଢିବାକୁ ପାଇବେ । କାରଣ ଚତୁର୍ଥ ଶ୍ରେଣୀର ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ପାଠ୍ୟପୁସ୍ତକରେ କପିଲ ଶର୍ମାଙ୍କ ବାବଦରେ ଉଲ୍ଲେଖ କରାଯାଇଛି । ନିଜେ କପିଲ ଏ ବାବଦରେ ଖୁଲାସା କରିଛନ୍ତି । କପିଲ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ସେୟାର କରିଥିବା ଫଟୋରୁ ଜଣାପଡୁଛି ଯେ କପିଲଙ୍କ ବାବଦରେ ଲେଖାଯାଇଥିବା ଆଲେଖ୍ୟର ଶୀର୍ଷକ ଦି କମେଡି କିଙ୍ଗContinue reading “କମେଡି କିଙ୍ଗ କପିଲଙ୍କ କାହାଣୀ ପଢିବେ ଛାତଛାତ୍ରୀ । ଇନଷ୍ଟାଗ୍ରାମରୁ ମିଳିଲା ସଂକେତ ।”
କରୋନା ବଢୁଛି… ବିଦେଶକୁ ଟିକା ରପ୍ତାନି ହାର କମୁଛି । ୨୦ଦିନରେ ପଠାଯାଇଛି ମାତ୍ର ୪୫ଲକ୍ଷ ଡୋଜ୍
କରୋନାର ଦ୍ୱିତୀୟ ସଂକ୍ରମଣ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି । ଏହାରି ଭିତରେ ଟିକାକୁ ନେଇ ରାଜନୀତି ଜୋର ଧରିଛି | ବିଶେଷ କରି ଭାରତ ପକ୍ଷରୁ ଅନ୍ୟ ଦେଶକୁ ଦିଆଯାଉଥିବା ଟିକାକୁ ନେଇ ବିରୋଧୀମାନେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଟିକା ପଠାଇବା ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ । ଆଉ ରାଜ୍ୟମାନେ ମଧ୍ୟ ଟିକାContinue reading “କରୋନା ବଢୁଛି… ବିଦେଶକୁ ଟିକା ରପ୍ତାନି ହାର କମୁଛି । ୨୦ଦିନରେ ପଠାଯାଇଛି ମାତ୍ର ୪୫ଲକ୍ଷ ଡୋଜ୍”
୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା । ତାପମାତ୍ରା କମିବ, କିଛି ସ୍ଥାନରେ ଝଡବର୍ଷା ହେବ ।
କନକ ବ୍ୟୁରୋ: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବ। ଆସନ୍ତାକାଲି ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କୋରାପୁଟ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ଜୋରରେ ପବନ ବହିବା ସହ ବିଜୁଳି, ଘଟଘଡ଼ି ଓ ଝଡ଼ବର୍ଷା ହେବ। ସେହିପରି ୧୧ ତାରିଖ ଦିନ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, ସୋନପୁର, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ରେ ଏବଂ ୧୨ ତାରିଖContinue reading “୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା । ତାପମାତ୍ରା କମିବ, କିଛି ସ୍ଥାନରେ ଝଡବର୍ଷା ହେବ ।”
ଛତିଶଗଡ ସହ ଅନ୍ୟ ରାଜ୍ୟରୁ ପୂର୍ବଭଳି ଚାଲିବ ଟ୍ରେନ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡଲାଇନ ଅନୁସାରେ ଚଳାଚଳ କରୁଛି ଟ୍ରେନ । ମୁଖ୍ୟଶାସନ ସଚିବଙ୍କୁ ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କ ଚିଠି ।
କନକ ବ୍ୟୁରୋ: ଛତିଶଗଡ଼ ସମେତ ବାହାର ରାଜ୍ୟରୁ ଓଡ଼ିଶାକୁ ପୂର୍ବଭଳି ଟ୍ରେନ୍ ଚଳାଚଳ କରିବ । ରେଳ ଚଳାଚଳରେ କଟକଣା ଲଗାଯାଇ ପାରିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଚିଠି ଲେଖି ଜଣାଇଛନ୍ତି ରେଳବାଇ ବୋର୍ଡ ଅଧ୍ୟକ୍ଷ । ଛତିଶଗଡ଼ରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛତିଶଗଡ଼କୁ ସାଧାରଣ ପରିବହନ ଉପରେ କଟକଣା ଲଗାଇଛନ୍ତି । ଏ ନେଇ ରେଳବାଇ ଅଧ୍ୟକ୍ଷଙ୍କୁ ଗୁରୁବାର ଚିଠି ଲେଖିଥିଲେ ରାଜ୍ୟ ସରକାରContinue reading “ଛତିଶଗଡ ସହ ଅନ୍ୟ ରାଜ୍ୟରୁ ପୂର୍ବଭଳି ଚାଲିବ ଟ୍ରେନ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡଲାଇନ ଅନୁସାରେ ଚଳାଚଳ କରୁଛି ଟ୍ରେନ । ମୁଖ୍ୟଶାସନ ସଚିବଙ୍କୁ ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କ ଚିଠି ।”