କନକ ବ୍ୟୁରୋ : ବ୍ରିଟେନର ରାଣୀ ଏଲିଜାବେଥଙ୍କ ସ୍ବାମୀ ତଥା ଡ୍ୟୁକ୍ ଅଫ ଏଡିନବରୋ ପ୍ରିନ୍ସ ଫିଲିପଙ୍କର ଆଜି ୯୯ ବର୍ଷ ବୟସରେ ପରଲୋକ ହୋଇଛି । ଆଜି ସକାଳେ ବ୍ରିଟିଶ ରାଜପରିବାରର ୨ୟ ପ୍ରମୁଖ ରାଜପ୍ରାସାଦ ଓ୍ବିଣ୍ଡସର୍ କାସଲରେ ତାଙ୍କର ପରଲୋକ ହୋଇଥିଲା ବୋଲି ବକିଂହାମ୍ ପ୍ୟାଲେସ୍ ତରଫରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ବିଗତ କିଛି ବର୍ଷ ହେଲା ସେ ବୃଦ୍ଧାବସ୍ଥାଜନିତ ରୋଗରେ ପୀଡ଼ିତ ଥିଲେ । ଗତ ଫେବ୍ରୁଆରି ମାସରେ ତାଙ୍କContinue reading “ବ୍ରିଟେନର ରାଣୀ ଏଲିଜାବେଥଙ୍କ ସ୍ବାମୀ ପ୍ରିନ୍ସ ଫିଲିପଙ୍କର ପରଲୋକ । ବ୍ରିଟେନରେ ଶୋକର ଛାୟା, ଜାତୀୟ ପତାକା ୟୁନିୟନ ଜ୍ୟାକ ଅର୍ଦ୍ଧନିମିତ୍ତ”
Author Archives: Raghaba
ଜନସନ କରୋନା ଟିକାକୁ ଭାରତରେ କ୍ଲିନିକାଲ ପରୀକ୍ଷଣ ପାଇଁ ମିଳିଲା ଅନୁମତି । ସଫଳ ହେଲେ କରୋନାରୁ ମୁକ୍ତି ପାଇଁ ଗୋଟିଏ ଡୋଜ
କନକ ବ୍ୟୁରୋ : ଭାରତରେ ବଢୁଥିବା କରୋନା ସଂକ୍ରମଣ ଭିତରେ ଟିକାର ଅଭାବକୁ ନେଇ ସଂକଟ ଦେଖା ଦେଇଛି । ଏହାରି ଭିତରେ ବହୁରାଷ୍ଟ୍ରୀୟ ଔଷଧ କମ୍ପାନି ଜନସନ ଏଣ୍ଡ ଜନସନର କରୋନା ଟିକାକୁ ଭାରତରେ କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି । ଏହି ଟିକାକୁ ଗୋଟିଏ ଥର ଦିଆଯାଇଥାଏ । ମିଳିଥିବା ସୂଚନା ଅନୁସାରେ ଭାରତୀୟ ଔଷଧ ମହା ନିୟନ୍ତ୍ରକ (ଡିସିଜିଆଇ) ପକ୍ଷରୁ ଏହି ଟିକାର ଫେଜ୍-୧ ଓ ଫେଜ-୨ ପରୀକ୍ଷଣ ପାଇଁ ଅନୁମତିContinue reading “ଜନସନ କରୋନା ଟିକାକୁ ଭାରତରେ କ୍ଲିନିକାଲ ପରୀକ୍ଷଣ ପାଇଁ ମିଳିଲା ଅନୁମତି । ସଫଳ ହେଲେ କରୋନାରୁ ମୁକ୍ତି ପାଇଁ ଗୋଟିଏ ଡୋଜ”
ଆଜି ୨୭ ଜିଲ୍ଲାରେ ବର୍ଷା ଓ କାଳବୈଶାଖୀ ସମ୍ଭାବନା; ୯ ଜିଲ୍ଲାକୁ ୟେଲୋ ଓ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗତକାଲି ସନ୍ଧ୍ୟାରୁ ରାତି ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ହୋଇଯିବା ପରେ ଆଜି ରାଜ୍ୟରେ ତାତିର ପ୍ରକୋପ କିଛିଟା କମ ରହିଛି। ଏହି ପରିପ୍ରେକ୍ଷୀରେ ଆଜି (ଶୁକ୍ରବାର) ଅପରାହ୍ନରୁ ଆସନ୍ତାକାଲି (ଶନିବାର) ମଧ୍ୟାହ୍ନ ମଧ୍ୟରେ ରାଜ୍ୟର ୨୭ଟି ଜିଲ୍ଲାରେ ମଧ୍ୟମ ବର୍ଷା ଓ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେContinue reading “ଆଜି ୨୭ ଜିଲ୍ଲାରେ ବର୍ଷା ଓ କାଳବୈଶାଖୀ ସମ୍ଭାବନା; ୯ ଜିଲ୍ଲାକୁ ୟେଲୋ ଓ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି”
ଚିନ୍ତା ବଢାଇଲାଣି ସୁନ୍ଦରଗଡ । ଗତ ୨୪ ଘଂଟାରେ ୨୨୪ କରୋନା ଆକ୍ରାନ୍ତ ଚିହ୍ନଟ । ସେପଟେ ଧର୍ମଗଡରେ ବିନା କଟକଣାରେ ଚାଲିଛି ସାପ୍ତାହିକ ହାଟ ।
କନକ ବ୍ୟୁରୋ: ଚିନ୍ତା ବଢାଉଛି ସୁନ୍ଦରଗଡ । ଗତ ୨୪ ଘଂଟା ମଧ୍ୟରେ ଜିଲ୍ଲାରେ ୨୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ସୁନ୍ଦରଗଡ ଜିଲ୍ଲାରେ ବଢୁଥିବା କରୋନା ଗ୍ରାଫ ରାଜ୍ୟ ପାଇଁ ଚିନ୍ତା ବଢାଉଛି । ଗୋଟିଏ ପଟେ ଛତିଶଗଡ ସୀମାନ୍ତରେ ଥିବା ୧୦ଟି ଜିଲ୍ଲାରେ ରାଜ୍ୟ ସରକାର ନାଇଟ କର୍ଫ୍ୟୁ ଓ ସ୍ପେଶାଲ ଡ୍ରାଇଭ କରି ସୀମାରେ ଜୋରସୋରରେ ଚେକିଂ ଚାଲିଛି । ଛତିଶଗଡ ସହ ଦେଶର ଅନ୍ୟ ରାଜ୍ୟରୁ ଆସୁଥିବାContinue reading “ଚିନ୍ତା ବଢାଇଲାଣି ସୁନ୍ଦରଗଡ । ଗତ ୨୪ ଘଂଟାରେ ୨୨୪ କରୋନା ଆକ୍ରାନ୍ତ ଚିହ୍ନଟ । ସେପଟେ ଧର୍ମଗଡରେ ବିନା କଟକଣାରେ ଚାଲିଛି ସାପ୍ତାହିକ ହାଟ ।”
ମାଆମାନେ ଚାହିଁଲେ ଘରେ ପଶିବନି କରୋନା… ମହାମାରୀ ମୁକାବିଲା ପାଇଁ ମାସ୍କ ସହ ମାଆମାନଙ୍କ ଭୂମିକାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ।
କନକ ବ୍ୟୁରୋ: ମାଡୁଛି ମହାମାରୀ, ପିନ୍ଧୁନ୍ତୁ ମାସ୍କ । ବିନା ମାସ୍କରେ ହେବନି ମହାମାରୀ ଉପରେ ବିଜୟ । ବିପଦ ଆସୁଛି, ମାସ୍କକୁ ମହାସ୍ତ୍ର କରନ୍ତୁ । କିଛି ଏମିତି ମନ୍ତ୍ରକୁ ନିଜ ଅନ୍ଦାଜରେ ରାଜ୍ୟବାସୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟବାସୀଙ୍କୁ ସମ୍ଭୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାହାମାରୀ ସହ ଲଢେଇ ପାଇଁ ମାସ୍କ ହିଁ ଏକମାତ୍ର ଅସ୍ତ୍ର ବୋଲି ନବୀନ ମନ୍ତ୍ର ଦେଇଛନ୍ତି ।Continue reading “ମାଆମାନେ ଚାହିଁଲେ ଘରେ ପଶିବନି କରୋନା… ମହାମାରୀ ମୁକାବିଲା ପାଇଁ ମାସ୍କ ସହ ମାଆମାନଙ୍କ ଭୂମିକାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ।”
ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ୧୪ ଦିନ ପାଇଁ ଆରମ୍ଭ ମାସ୍କ ଅଭିଯାନ । ମାସ୍କ ନପିନ୍ଧିଲେ ଆଦାୟ ହେବ ଦୁଇ ଗୁଣା ଜରିମାନା ।
କନକ ବ୍ୟୁରୋ: ରାଜ୍ୟର କରୋନା ଗ୍ରାଫ୍ ଏବେ ଉପର ମୁହାଁ ହୋଇଥିବାବେଳେ ଏଭଳି ସ୍ଥିତିରେ ରାଜ୍ୟବାସୀଙ୍କୁ ୧୪ ଦିନ ପାଇଁ ମାସ୍କ ଅଭିଯାନ ଆରମ୍ଭ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତେ ଘରୁ ବାହାରିବା ମାତ୍ରେ ତୁରନ୍ତ ମାସ୍କ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଯଦି ଏହାକୁ କେହି ଉଲ୍ଲଘଂନ କରନ୍ତି ତେବେ ସେମାନଙ୍କଠୁ ଦୁଇ ଗୁଣା ଫାଇନ୍ ଆଦାୟ କରାଯିବ । ସଚେତନ ଓ ସତର୍କ ରହିଲେ ଆମେ ବିନାContinue reading “ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ୧୪ ଦିନ ପାଇଁ ଆରମ୍ଭ ମାସ୍କ ଅଭିଯାନ । ମାସ୍କ ନପିନ୍ଧିଲେ ଆଦାୟ ହେବ ଦୁଇ ଗୁଣା ଜରିମାନା । “
ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସକୁ ଘାରିଲାଣି ଦଳବଦଳ ଚିନ୍ତା । ଆସାମ କଂଗ୍ରେସ ମେଣ୍ଟର ୨୨ ପ୍ରାର୍ଥୀ ଏବେ ଜୟପୁର ରସୋର୍ଟରେ
କନକ ବ୍ୟୁରୋ : ଆସାମ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାକୁ ପାଖା ପାଖି ଆହୁରି ଏକ ମାସ ବାକି ରହିଛି । କିନ୍ତୁ ଫଳଫଳ ଘୋଷଣା ପରେ ପ୍ରାର୍ଥୀମାନେ କାଳେ ଦଳବଦଳ କରିଦେବେ ସେହି ଆଶଂକାରେ କଂଗ୍ରେସ ମେଣ୍ଟର ସମସ୍ତ ପ୍ରାର୍ଥୀଙ୍କୁ ଜୟପୁରର ଏକ ରିସୋର୍ଟରେ ଆଣି ରଖିଥିବା ସୂଚନା ମିଳିଛି । କୁହାଯାଉଛି କି ଫଳାଫଳ ଘୋଷଣା ପରେ ବା ପୂର୍ବରୁ ବିଜେପି ଯେଭଳି ସେମାନଙ୍କୁ ନେଇ ନଯିବ ସେଥିରୁ ବଂଚିବାକୁ କଂଗ୍ରେସ ଏଭଳିContinue reading “ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସକୁ ଘାରିଲାଣି ଦଳବଦଳ ଚିନ୍ତା । ଆସାମ କଂଗ୍ରେସ ମେଣ୍ଟର ୨୨ ପ୍ରାର୍ଥୀ ଏବେ ଜୟପୁର ରସୋର୍ଟରେ”
ବଢୁଥିବା ସଂକ୍ରମଣ ଭିତରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ । କହିଲେ, ଆଗାମୀ ୧୪ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ସରକାର ବାହାରେ ଜଗିଛନ୍ତି, ମା ମାନେ ଘରେ ଜଗନ୍ତୁ ।
କନକ ବ୍ୟୁରୋ: ଦେଶ ଓ ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ଆଜି ରାଜ୍ୟବାସୀଙ୍କୁ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗାମୀ ୧୪ ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଓଡିଶାର ମା ମାନଙ୍କୁ ଅଧିକ ସଚେତନ ହେବା ସହିତ ଘରେ ପିଲାମାନେ କିଭଳି ଭାବେ ନିୟମିତ ମାସ୍କ ବ୍ୟବହାର କରିବେ ସେନେଇ ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନ ଦେଇଛନ୍ତି । #୧୪_ଦିନ #ମାସ୍କ_ଅଭିଯାନ କରୋନାର ୨ୟ ଲହର ରୋକିବାକୁContinue reading “ବଢୁଥିବା ସଂକ୍ରମଣ ଭିତରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ । କହିଲେ, ଆଗାମୀ ୧୪ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ସରକାର ବାହାରେ ଜଗିଛନ୍ତି, ମା ମାନେ ଘରେ ଜଗନ୍ତୁ ।”
ଡିଜେଲ, ପେଟ୍ରୋଲ ପରେ ଆକାଶଛୁଆଁ ହେଲା ସାରର ଦାମ । ଇଫକୋ ଡିଏପି ଉପରେ ୫୦ ପ୍ରତିଶତ ଦାମ ବଢାଇଲା କମ୍ପାନୀ
କନକ ବ୍ୟୁରୋ : ପେଟ୍ରୋଲ, ଡିଜେଲ ପରେ ମହଙ୍ଗା ହୋଇଛି ରାସାୟନିକ ସାର । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ । ଦେଶର ସବୁଠାରୁ ବଡ ରାସାୟନିକ ସାର କମ୍ପାନୀ ଇଣ୍ଡିଆନ ଫାମର୍ସ ଫର୍ଟିଲାଇଜର କୋ- ଅପରେଟିଭ (ଇଫକୋ) ୟୁରିଆ ପରେ ଏବେ ଚାଷୀମାନେ ସବୁଠାରୁ ଅଧିକ ବ୍ୟବହାର କରୁଥିବା ଡିଏପି (ଡାଇ ଆମୋନିୟମ ଫସଫେଟ୍) ର ୫୦ କିଲୋ ବସ୍ତା ର ଦାମ ୧୨୦୦ ଟଙ୍କାରୁ ବୃଦ୍ଧି କରି ୧୯୦୦ ଟଙ୍କା କରିଛି ।Continue reading “ଡିଜେଲ, ପେଟ୍ରୋଲ ପରେ ଆକାଶଛୁଆଁ ହେଲା ସାରର ଦାମ । ଇଫକୋ ଡିଏପି ଉପରେ ୫୦ ପ୍ରତିଶତ ଦାମ ବଢାଇଲା କମ୍ପାନୀ”
ଛାତ୍ରଛାତ୍ରୀଙ୍କ ଧାରଣା ପରେ ବଦଳିଲା ନିଷ୍ପତ୍ତି । ବର୍ତ୍ତମାନ ପାଇଁ ଖୋଲା ରହିବ ଉତ୍କଳ ବିଶ୍ୱବିଦ୍ୟାଳୟ ।
କନକ ବ୍ୟୁରୋ: ପୂରଣ ହେଲା ଛାତ୍ରଛାତ୍ରୀଙ୍କ ଦାବି । ବର୍ତ୍ତମାନ ପାଇଁ ଖୋଲା ରହିବ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ । ତେବେ ପରବର୍ତ୍ତୀ କାଳରେ ବିଶ୍ୱବିଦ୍ୟାଳୟର କରୋନା ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି । ଏଥିସହ କରୋନା ଗାଇଡଲାଇନ୍ ମାନି ରହିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ କହିଛନ୍ତି । କରୋନା କାଳରେ ରାଜଧାନୀର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନର ହଷ୍ଟେଲ ଖାଲି କରିବାକୁ ବିଏମସି ନିର୍ଦ୍ଦେଶନାମା ଜାରି କରିଥିଲା । ଯାହାକୁ ବାଣୀ ବିହାରର ଛାତ୍ରଛାତ୍ରୀମାନେ ଘୋରContinue reading “ଛାତ୍ରଛାତ୍ରୀଙ୍କ ଧାରଣା ପରେ ବଦଳିଲା ନିଷ୍ପତ୍ତି । ବର୍ତ୍ତମାନ ପାଇଁ ଖୋଲା ରହିବ ଉତ୍କଳ ବିଶ୍ୱବିଦ୍ୟାଳୟ । “