ଭାରତର ସମ୍ମତି ବିନା ଲାକ୍ଷାଦ୍ୱୀପ ନିକଟରେ ପାଟ୍ରୋଲିଙ୍ଗ୍‌ କରିଛି ଆମେରିକୀୟ ନୌସେନା

କନକ ବ୍ୟୁରୋ :  ଜାଣିଶୁଣି ନୂଆଦିଲ୍ଲୀର ସମ୍ମତି ନ ନେଇ ଏ ସପ୍ତାହରେ ଲକ୍ଷାଦ୍ୱୀପ ନିକଟବର୍ତ୍ତୀ ଭାରତର ‘ଏକ୍ସକ୍ଲୁସିଭ୍‌ ଇକୋନୋମିକ୍‌ ଜୋନ୍‌’ରେ (ଇଇଜେଡ୍‌) ‘ଫ୍ରିଡମ୍‌ ଅଫ୍‌ ନେଭିଗେସନ୍‌ ପାଟ୍ରୋଲ୍‌ସ୍‌’ କରିଥିବା କଥା ଆମେରିକୀୟ ନୌସେନା ଘୋଷଣା କରିଛି। ପଡ଼ୋଶୀ ଦେଶମାନଙ୍କରେ ନିଜ ଅଞ୍ଚଳ ଥିବା କଥା ଚୀନ୍‌ ବରାବର ଦାବି କରୁଛି। ଚୀନ୍‌ର ଏ ପ୍ରକାର ଦାବିକୁ ମୁକାବିଲା କରିବା ନିମନ୍ତେ ବିବାଦୀୟ ଦକ୍ଷିଣ ଚୀନ୍‌ ସାଗରରେ ଯୁକ୍ତରାଷ୍ଟ୍ର ଆମେରିକାର ନୌସେନା ନିୟମିତ ଏଭଳି ପାଟ୍ରୋଲ୍‌ କରିଥାଏ।Continue reading “ଭାରତର ସମ୍ମତି ବିନା ଲାକ୍ଷାଦ୍ୱୀପ ନିକଟରେ ପାଟ୍ରୋଲିଙ୍ଗ୍‌ କରିଛି ଆମେରିକୀୟ ନୌସେନା”

କୋଇଡାରେ ପହଁଚିଲା ପ୍ରଶାସନ : ଭୋକିଲା ପେଟରେ ଶିଶୁ ଅଇଁଠା ଖଲି ଚାଟିବାର ଦୃଶ୍ୟ ହୋଇଥିଲା ପ୍ରସାରଣ

କନକ ବ୍ୟୁରୋ : କନକ ନ୍ୟୁଜର ପ୍ରଭାବ । ଖବର ପ୍ରସାରଣ ପରେ ପହଂଚିଲା ପ୍ରଶାସନ । କୋଇଡାରେ ଅପପୁଷ୍ଟିର ଶିକାର ଶିଶୁ ରାସ୍ତା କଡରେ ଅଇଁଠା ଖଲି ଚାଟି ଖାଇବାର ଦୃଶ୍ୟ ପ୍ରସାରଣ କରାଯାଇଥିଲା । ଏହାପରେ କୋଇଡାରେ ପହଂଚିଛି ପ୍ରଶାସନିକ କଳ । ଖୋଦ ବିଡିଓ ଏବଂ ସିଡିପିଓ ପହଂଚି ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରିଛନ୍ତି । ଶିଶୁଟିକୁ ପୁଷ୍ଟିକର ଖାଦ୍ୟ ଦେବା ସହ କୋଳେଇ ନେଇଛନ୍ତି । ଗାଁର ପିଲାମାନଙ୍କୁ ରନ୍ଧା ଖାଦ୍ୟContinue reading “କୋଇଡାରେ ପହଁଚିଲା ପ୍ରଶାସନ : ଭୋକିଲା ପେଟରେ ଶିଶୁ ଅଇଁଠା ଖଲି ଚାଟିବାର ଦୃଶ୍ୟ ହୋଇଥିଲା ପ୍ରସାରଣ”

ଏମାର ମଠରେ ନୂଆ ଟ୍ରଷ୍ଟକୁ ଦାୟିତ୍ୱ ହସ୍ତାନ୍ତର ପ୍ରସଙ୍ଗ : ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ମଠରେ ପ୍ରବେଶ କଲେ ନୂଆ ଟ୍ରଷ୍ଟର ସଦସ୍ୟ

କନକ ବ୍ୟୁରୋ : ପୁରୀର ଏମାର ମଠର ନୂଆ ଟ୍ରଷ୍ଟିର କାର୍ଯ୍ୟଭାର ଗ୍ରହଣକୁ ନେଇ ବିବାଦ ଲାଗି ରହିଥିବା ବେଳେ, ଆଜି ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମଠରେ ପ୍ରବେଶ କରିଛନ୍ତି ଏମର ମଠର ଟ୍ରଷ୍ଟର ସଦସ୍ୟମାନେ । ପୁରୀର ଏହି ଐତିହ୍ୟ ସଂପନ୍ନ ମଠର ପରିଚାଳନା ଦାୟିତ୍ୱ ଟ୍ରଷ୍ଟ ହାତକୁ ଯିବା ପରେ ମଧ୍ୟ ମଠର ମହନ୍ତ ମହାରାଜ ଏଥିରେ ସହ ଯୋଗ କରୁନଥିଲେ । ଏହି ପ୍ରସଙ୍ଗକୁ ନେଇ ମଠର ନୂଆ ଟ୍ରଷ୍ଟ ବୋର୍ଡContinue reading “ଏମାର ମଠରେ ନୂଆ ଟ୍ରଷ୍ଟକୁ ଦାୟିତ୍ୱ ହସ୍ତାନ୍ତର ପ୍ରସଙ୍ଗ : ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ମଠରେ ପ୍ରବେଶ କଲେ ନୂଆ ଟ୍ରଷ୍ଟର ସଦସ୍ୟ”

ଆସନ୍ତା ୧୨ରେ ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ । ଦଳୀୟ ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ମାଗିବେ ଭୋଟ ।

କନକ ବ୍ୟୁରୋ : ପିପିଲି ନିର୍ବାଚନକୁ ଆଉ ହାତରେ ମାତ୍ର କେଇଟା ଦିନ  । ଯେଉଁଥିପାଇଁ ଏବେ ଜିନ୍ଦାବାଦ, ଜୟ ଜୟକାର ନାରାରେ ପ୍ରକମ୍ପିତ ହେଉଛି ଚାନ୍ଦୁଆ ସହର । ଆଉ ଏବେ ପ୍ରଚାର ମୈଦାନରେ ସାମିଲ ହେବାକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ତେବେ କରୋନାକୁ ଦୃଷ୍ଟିରେ ରଖି ଭର୍ଚୁଆଲରେ ରାଲିContinue reading “ଆସନ୍ତା ୧୨ରେ ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ । ଦଳୀୟ ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ମାଗିବେ ଭୋଟ ।”

ସମଲେଇ ଯୋଜନା ପାଇଁ ରାଜ୍ୟ ସରକାରଙ୍କ ପ୍ୟାକେଜ । ପ୍ୟାକେଜ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମଲେଇ ବିକାଶ ଯୋଜନା ଅନ୍ତର୍ଗତ ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଏଥିରେ ଉଭୟ ସରକାରୀ ଓ ବେସରକାରୀ ଜମିରେ ଘର ବା ଦୋକାନ କରିଥିବା ଲୋକଙ୍କ ପାଇଁ ସଂପୂର୍ଣ୍ଣ ଥଇଥାନ ବ୍ୟବସ୍ଥା କରାଯାଇଛି। ପ୍ୟାକେଜକୁ ଅନୁମୋଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା ସମଲେଶ୍ବରୀଙ୍କ କ୍ଷେତ୍ରର ଉନ୍ନତି ପାଇଁ ସ୍ଥାନୀୟ ଜନସାଧାରଣ ଯେଉଁ ତ୍ୟାଗ କରିଛନ୍ତି, ତାକୁ ଯୁଗ ଯୁଗ ଧରି ଆମର ଉତ୍ତରପୀଢି ମନେରଖିବେ।Continue reading “ସମଲେଇ ଯୋଜନା ପାଇଁ ରାଜ୍ୟ ସରକାରଙ୍କ ପ୍ୟାକେଜ । ପ୍ୟାକେଜ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “

ଘୁଞ୍ଚିବନି ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ତାରିଖ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

କନକ ବ୍ୟୁରୋ : ମାଡ଼ି ଚାଲିଛି କରୋନା। ଦୈନିକ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା, ପରୀକ୍ଷାକୁ ନେଇ ଅଭିଭାବକଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ଚିନ୍ତାରେ। କ’ଣ ହେବ ପିଲାଙ୍କ ଭବିଷ୍ୟତ? ୨୦୨୦ ପରି ଏଥର ମଧ୍ୟ ସମାନ ସ୍ଥିତି ଉପୁଜିବ ନାହିଁ ତ? ଘୋଷଣା ହୋଇଥିବା ତାରିଖରେ ପରୀକ୍ଷା ହୋଇପାରିବ ନା ନାହିଁ? ଗତଥର ପରି ଏଥର ବିଳମ୍ବିତ ହେବ ନାହିଁ ତ? ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁContinue reading “ଘୁଞ୍ଚିବନି ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ତାରିଖ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା”

ଭାରତରେ ଗତ ୧୦ ଦିନ ମଧ୍ୟରେ ୧୧ ଲକ୍ଷ ନୂଆ ସଂକ୍ରମିତ । ଅକ୍ଟୋବର ପରେ ସବୁଠାରୁ ଅଧିକ ମୃତ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଭୟାନକ ହେବାରେ ଲାଗିଛି । ଯାହର ଅନୁମାନ ଲଗାଇବା ବି ମୁସ୍କିଲ ହୋଇଛି    । ଏବେ ଦେଶରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଉପରେ ରହୁଛି । କରୋନାର ଦ୍ୱିତୀୟ ଲହର ଏଭଳି ଭୟାନକ ସ୍ଥିତି ସୃଷ୍ଟି କରିଛି କି ଗତ ୧୦ ଦିନ ମଧ୍ୟରେ ଦେଶରେ ୧୧ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଚିନ୍ତାର ବିଷୟ ଯେ, ନୂଆ ସଂକ୍ରମିତContinue reading “ଭାରତରେ ଗତ ୧୦ ଦିନ ମଧ୍ୟରେ ୧୧ ଲକ୍ଷ ନୂଆ ସଂକ୍ରମିତ । ଅକ୍ଟୋବର ପରେ ସବୁଠାରୁ ଅଧିକ ମୃତ”

କରୋନା ସ୍ଥିତି ନେଇ ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ରଙ୍କ ବଡ଼ ବୟାନ : ଆଗକୁ ରାଜ୍ୟରେ ୧୦ରୁ ୧୨ ହଜାର ହୋଇପାରେ ଦୈନିକ ସଂକ୍ରମଣ; କହିଲେ ଆଗାମୀ ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ରଙ୍କ ବଡ ଆଶଙ୍କା । ଆଗକୁ ରାଜ୍ୟରେ ୧୦ରୁ ୧୨ ହଜାର ହୋଇପାରେ ଦୈନିକ ସଂକ୍ରମଣ । ଡାକ୍ତର ଅଶୋକ ମହାପାତ୍ର ଏହା ସହିତ ଆକଳନ କରିଛନ୍ତି କରୋନା ମୁକାବିଲାରେ ଆମ ରାଜ୍ୟ ପାଇଁ ଆଗାମୀ ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ । ବର୍ତମାନ ରାଜ୍ୟରେ ଯେଉଁଭଳି ସଂକ୍ରମଣ ବଢୁଛି , ଓଡିଶାରେ ଆଗକୁ ଦୈନିକ ସଂକ୍ରମଣ ୧୦ ହଜାର ଅତିକ୍ରମ କରିଯିବ ।Continue reading “କରୋନା ସ୍ଥିତି ନେଇ ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ରଙ୍କ ବଡ଼ ବୟାନ : ଆଗକୁ ରାଜ୍ୟରେ ୧୦ରୁ ୧୨ ହଜାର ହୋଇପାରେ ଦୈନିକ ସଂକ୍ରମଣ; କହିଲେ ଆଗାମୀ ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ”

ଫେରିଲାଣି କଟକଣା ପ୍ରବାସୀ ଓଡିଆଙ୍କ ଭିତରେ ବଢିଲାଣି ଭୟ । ଅବସ୍ଥା ଅସମ୍ଭାଳ ହେବା ଆଗରୁ ଟ୍ରେନ୍ ଓ ବସ୍ ଯୋଗେ ଫେରୁଛନ୍ତି ଓଡିଆ ।

କନକ ବ୍ୟୁରୋ: ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହେବା ଦିନରୁ ମହାରାଷ୍ଟ୍ର ସର୍ବାଧିକ ସଂକ୍ରମିତ ରାଜ୍ୟ ହୋଇ ରହିଆସିଛି । ହେଲେ ଏଠାରେ ପ୍ରବାସୀ ଓଡିଆମାନେ ରହି କାମ କରୁଛନ୍ତି । ସେହିପରି ପଡୋଶୀ ଛତିଶଗଡ ଓ ଦିଲ୍ଲୀରେ ମଧ୍ୟ ସ୍ଥିତି ଅସମ୍ଭାଳ ହେଲାଣି । ଅନେକ ସ୍ଥାନରେ କଂଟେନମେଂଟ୍ ଜୋନ୍, ଲକାଡାଉନ ଓ ନାଇଟ କର୍ଫ୍ୟୁ ଭଳି କରୋନା କଟକଣା ଲାଗୁ କରାଯାଇଛି । ତେଣୁ ଏସବୁ ଅଂଚଳରେ କାମ କରୁଥିବା ପ୍ରବାସୀଙ୍କ ଭିତରେContinue reading “ଫେରିଲାଣି କଟକଣା ପ୍ରବାସୀ ଓଡିଆଙ୍କ ଭିତରେ ବଢିଲାଣି ଭୟ । ଅବସ୍ଥା ଅସମ୍ଭାଳ ହେବା ଆଗରୁ ଟ୍ରେନ୍ ଓ ବସ୍ ଯୋଗେ ଫେରୁଛନ୍ତି ଓଡିଆ ।”

ବାଉଳା ନର୍ସ, କରୋନା ଟିକା ବଦଳରେ ଦେଇଦେଲେ ଆଣ୍ଟି ରାବିଜ୍ ଟିକା । ଜିଲ୍ଲାପାଳ ଦେଲେ ଯାଂଚ ନିର୍ଦ୍ଦେଶ । ଜାଣନ୍ତୁ ପୁରା ଖବର ….

କନକ ବ୍ୟୁରୋ : ଉତ୍ତରପ୍ରଦେଶର ସାମଲି ଜିଲ୍ଲାରୁ ଆସିଛି ଏକ ଚକିତ କରିଦେବା ଭଳି ଖବର । ଏଠାରେ କାନ୍ଧଲା ଠାରେ ଥିବା ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଜଣଙ୍କୁ କରୋନା ଟିକା ବଦଳରେ ଆଣ୍ଟି ରାବିଜ ଟିକା ଦିଆଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି   । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଡାକ୍ତର ସଂଜୟ ଅଗ୍ରୱାଲ କହିଛନ୍ତି କି ଟିକା ନେଇଥିବା ମହିଳାମାନଙ୍କ ପରିଜନଙ୍କ ଅଭିଯୋଗ ଆଧାରରେ ଯାଂଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ମୁତାବକContinue reading “ବାଉଳା ନର୍ସ, କରୋନା ଟିକା ବଦଳରେ ଦେଇଦେଲେ ଆଣ୍ଟି ରାବିଜ୍ ଟିକା । ଜିଲ୍ଲାପାଳ ଦେଲେ ଯାଂଚ ନିର୍ଦ୍ଦେଶ । ଜାଣନ୍ତୁ ପୁରା ଖବର ….”

Design a site like this with WordPress.com
Get started