ରୁକୁଣା ରଥକୁ ନେଇ ବିଏମସିର ଗାଇଡଲାଇନ : ଏଥର ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା; କେବଳ ଅଂଶଗ୍ରହଣ କରିପାରିବେ ସେବାୟତ

କନକ ବ୍ୟୁରୋ : କରୋନା କାଳରେ କଟକଣା ମଧ୍ୟରେ ହେବ ରୁକୁଣା ରଥ ଯାତ୍ରା । ଏହାକୁ ନେଇ ଭୁବନେଶ୍ୱର ମହାନଗର ନିଗମ ଜାରି କରିଛି ଗାଇଡଲାଇନ । – ଏଥର ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା – ରୁକୁଣା ରଥଯାତ୍ରାରେ କେବଳ ଅଂଶଗ୍ରହଣ କରିପାରିବେ ସେବାୟତ – ରଥ ଟଣା ଆଗରୁ ରଥର କରାଯିବ ସାନିଟାଇଜ୍ । ବିଏମସିକୁ ଏଥିରେ ସହ ଯୋଗ କରିବେ ମନ୍ଦିର ସେବାୟତ -ରୁକୁଣା ରଥ ଯାତ୍ରାର ୪୮ ଘଂଟାContinue reading “ରୁକୁଣା ରଥକୁ ନେଇ ବିଏମସିର ଗାଇଡଲାଇନ : ଏଥର ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା; କେବଳ ଅଂଶଗ୍ରହଣ କରିପାରିବେ ସେବାୟତ”

ଅଶୋକା ସିନେମା ହଲକୁ ସିଲ୍ କଲା ଜିଲ୍ଲା ପ୍ରଶାସନ : କୋଭିଡ୍ ନିୟମ ଉଲ୍ଲଂଘନ କରି ସିନେମା ହଲ୍ ସିଲ୍

କନକ ବ୍ୟୁରୋ : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ମାସ୍କ, ସାନିଟାଇଜର, ସାମାଜିକ ଦୂରତା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି । ଯେଉଁଠି କୋଭିଡ୍ ନିୟମର ଉଲ୍ଲଂଘନ ଘଟଣା ସାମ୍ନାକୁ ଆସୁଛି ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ରାୟଗଡାରେ ବି କରୋନା କଟକଣାକୁ ଜୋରଦାର କରିଛି ଜିଲ୍ଲା ପ୍ରଶାସନ । ଏହିContinue reading “ଅଶୋକା ସିନେମା ହଲକୁ ସିଲ୍ କଲା ଜିଲ୍ଲା ପ୍ରଶାସନ : କୋଭିଡ୍ ନିୟମ ଉଲ୍ଲଂଘନ କରି ସିନେମା ହଲ୍ ସିଲ୍”

ତାଳଚେର ପୋଲିସ କବଜାରେ ୬ ବ୍ରାଉନସୁଗାର ବେପାରୀ : ଗାଡି ଯାଞ୍ଚ ବେଳେ ଏକ କାରରୁ ୧୩ଗ୍ରାମର ବ୍ରାଉନସୁଗାର ଜବତ

କନକ ବ୍ୟୁରୋ : ତାଳଚେର ପୋଲିସ କବଜାରେ ୬ ବ୍ରାଉନସୁଗାର ବେପାରୀ । ସେମାନଙ୍କ ନିକଟରୁ ୧୩ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ସୂଚନାନୁସାରେ, ତାଳଚେର ଅଞ୍ଚଳରେ ବେଧଡକ ଭାବେ ଚାଲିଛି ବ୍ରାଉନସୁଗାର କାରବାର । ହେଲେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଏକ କାରକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ କାରରୁ ଏହି ବ୍ରାଉନସୁଗାର ଜବକ କରିବା ବେଳେ ୬ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ଜଣେ ଖୋର୍ଦ୍ଧା ଅଞ୍ଚଳରContinue reading “ତାଳଚେର ପୋଲିସ କବଜାରେ ୬ ବ୍ରାଉନସୁଗାର ବେପାରୀ : ଗାଡି ଯାଞ୍ଚ ବେଳେ ଏକ କାରରୁ ୧୩ଗ୍ରାମର ବ୍ରାଉନସୁଗାର ଜବତ”

‘ଓଡିଶା ଇତିହାସ’ ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ । ହିନ୍ଦୀରେ ଅନୁବାଦ ହୋଇଛି ଓଡିଶା ଇତିହାସର ପୁସ୍ତକ ।

କନକ ବ୍ୟୁରୋ: ‘ଓଡିଶା ଇତିହାସ’ ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ । ହିନ୍ଦୀରେ ଅନୁବାଦ ହୋଇଛି ଓଡିଶା ଇତିହାସର ପୁସ୍ତକ । ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଦ୍ୱାରା ରଚିତ ହୋଇଥିଲା ଏହି ପୁସ୍ତକ । ଏହି ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓ ସାଂସଦ ହରେକୃଷ୍ଣ ମହତାବ । ଦିଲ୍ଲୀ ଜନପଥ ଆମ୍ବେଦକର ଇଂଟନ୍ୟାସନାଲ ସେଂଟରରେ ହରେକୃଷ୍ଣ ମହତାବ ଫାଉଣ୍ଡେସନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଏହି ପୁସ୍ତକ ଉନ୍ମୋଚନ କରାଯାଇଛିContinue reading “‘ଓଡିଶା ଇତିହାସ’ ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ । ହିନ୍ଦୀରେ ଅନୁବାଦ ହୋଇଛି ଓଡିଶା ଇତିହାସର ପୁସ୍ତକ ।”

ଅପରାହ୍ଣ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ : ରାଜ୍ୟବାସୀଙ୍କୁ କି ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ତାହା ଉପରେ ନଜର

କନକ ବ୍ୟୁରୋ : ଅପରାହ୍ଣରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ । ରାଜ୍ୟବାସୀଙ୍କୁ କି ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ତାହା ଉପରେ ସମସ୍ତଙ୍କ ନଜର ରହିଛି । ରାଜ୍ୟରେ ଲଗାତାର ବଢାଚାଲିଛି କରୋନା ସଂକ୍ରମଣ । ସଂକ୍ରମଣ ରୋକିବାକୁ କୋଭିଡ୍ ନିୟମ ପାଳିବାକୁ କହିପାରନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି । କାଲି ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀମାନଙ୍କ ହୋଇଥିଲାContinue reading “ଅପରାହ୍ଣ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ : ରାଜ୍ୟବାସୀଙ୍କୁ କି ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ତାହା ଉପରେ ନଜର”

କରୋନା ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ବଡ ବୟାନ : ଟିକା ନେଲେ ବି ହୋଇପାରେ କରୋନା

କନକ ବ୍ୟୁରୋ : କରୋନା ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ବଡ ବୟାନ । ଟିକା ନେଲେ ବି ହୋଇପାରେ କରୋନା । ହେଲେ ରୋଗୀଙ୍କ ଗୁରୁତର ଅବସ୍ଥାକୁ ରୋକିବ ଟିକା । ଏହା ସହ ସେ କହିଛନ୍ତିି ଟିକା ଅଭାବ ଯୋଗୁଁ ଗତକାଲି ସୋନପୁର ଓ କୋରାପୁଟ ୨ଟି ଜିଲ୍ଲା ଟିକାକରଣ ବନ୍ଦ ରହିଥିଲା । ଏବେ କୋଭିସିଲ୍ଡର ୩ଲକ୍ଷ ଟିକା ଓ କୋଭାକ୍ସିନର ୧ ଲକ୍ଷ ଟିକା ରହିଛି ।Continue reading “କରୋନା ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ବଡ ବୟାନ : ଟିକା ନେଲେ ବି ହୋଇପାରେ କରୋନା”

ଭ୍ୟାକ୍ସିନ୍ ଅଭାବ ନେଇ ମୋଦିଙ୍କୁ ଟାର୍ଗେଟ୍ କଲେ ରାହୁଲ । କହିଲେ ଭ୍ୟାକ୍ସିନ ଅଭାବ ଏକ ଗମ୍ଭୀର ସମସ୍ୟା, ଉତ୍ସବ ନୁହେଁ

କନକ ବ୍ୟୁରୋ : କରୋନା ଭ୍ୟାକ୍ସିନ ଅଭାବ ପଡୁଥିବା ଖବର ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏନେଇ ସେ ଏକ ଟ୍ୱିଟ୍ ଯୋଗେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି । ସେ କହିଛନ୍ତି କି ଦେଶରେ ଯେଉଁ ହାରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ତାହା ଏକ ଗମ୍ଭୀର ସମସ୍ୟା । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଟିକା ଉତ୍ସବ ପାଳନ କରିବାକୁ କହିବା ଏକContinue reading “ଭ୍ୟାକ୍ସିନ୍ ଅଭାବ ନେଇ ମୋଦିଙ୍କୁ ଟାର୍ଗେଟ୍ କଲେ ରାହୁଲ । କହିଲେ ଭ୍ୟାକ୍ସିନ ଅଭାବ ଏକ ଗମ୍ଭୀର ସମସ୍ୟା, ଉତ୍ସବ ନୁହେଁ”

କୋଟିଆରେ ଆନ୍ଧ୍ରକୁ ମହଙ୍ଗା ପଡ଼ିଲା ନିର୍ବାଚନ : ଭୋଟ ଦେଲେ ନାହିଁ କୋଟିଆବାସୀ; ୧୨୯୧ରୁ ପଡ଼ିଲା ମାତ୍ର ୨୨୩ ଭୋଟ

କନକ ବ୍ୟୁରୋ : କୋଟିଆରେ ନିର୍ବାଚନ କରିବା ଆନ୍ଧ୍ରକୁ ପଡ଼ିଲା ମହଙ୍ଗା । କୋଟିଆବାସୀ ଦେଲେ ନାହିଁ ଭୋଟ । ରାଜ୍ୟ ସରକାରଙ୍କ ବିକାଶ ଓ ଜିଲ୍ଲା ପ୍ରଶାସନର ରଣନୀତି ଆଗରେ ଆନ୍ଧ୍ର ମୁହାଁ ହେଲେ ନାହିଁ ଲୋକେ । ନିଜ ଲୋକଙ୍କୁ ନେଇ ଭୋଟ କଲା ଆନ୍ଧ୍ର । ୧୨୯୧ରୁ ମାତ୍ର ୨୨୩ ଭୋଟ ପଡ଼ିଲା । ଆଗକୁ ଆଉ କୋଟିରେ ଆନ୍ଧ୍ରର କୌଣସି ଚାଲ ସଫଳ ହେବ ନାହିଁ ବୋଲି କହିଲେ କୋରାପୁଟ ଜିଲ୍ଲାପାଳContinue reading “କୋଟିଆରେ ଆନ୍ଧ୍ରକୁ ମହଙ୍ଗା ପଡ଼ିଲା ନିର୍ବାଚନ : ଭୋଟ ଦେଲେ ନାହିଁ କୋଟିଆବାସୀ; ୧୨୯୧ରୁ ପଡ଼ିଲା ମାତ୍ର ୨୨୩ ଭୋଟ”

ସ୍ୱାସ୍ଥ୍ୟକର୍ମୀଙ୍କୁ ଉଠାଇନେଲେ ମାଓବାଦୀ । ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ଉଠାଇ ନେଇଥିବା ସୂଚନା ।

କନକ ବ୍ୟୁରୋ: ବିଜାପୁରରେ ୩ ଜଣଙ୍କୁ ଉଠାଇନେଲେ ମାଓବାଦୀ । ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସହ ୨ ଜଣଙ୍କୁ ମାଓବାଦୀ ଉଠାଇ ନେଇଥିବା ସୂଚନା । ବିଳମ୍ବିତ ରାତିରେ ୩ ଜଣଙ୍କୁ ଘରୁ ଉଠାଇନେଇଥିବା ଜଣାପଡିଛି । କୌଣସି ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଉଠାଇ ନେଇଥିବା ପୋଲିସ ସନ୍ଦେହ କରୁଛି । ଗତ କିଛିଦିନ ତଳେ ସୁକୁମା ଓ ବିଜାପୁର ସୀମାରେ ମାଓବାଦୀ ଓ ସେନାଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ୨୨ ଜଣ ଯବାନ ସହିଦContinue reading “ସ୍ୱାସ୍ଥ୍ୟକର୍ମୀଙ୍କୁ ଉଠାଇନେଲେ ମାଓବାଦୀ । ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ଉଠାଇ ନେଇଥିବା ସୂଚନା ।”

ଗଂଜାମ ପର୍ଯ୍ୟଟନ ସ୍ଥଳୀ ପାଇଁ ଆସିଲା ନୂଆ ଗାଇଡଲାଇନ ।  ପ୍ରତ୍ୟେକ ଶନିବାର ଓ ରବିବାର ବନ୍ଦ ରହିବ ଗୋପାଳପୁର ଓ ସୋନପୁର ବେଳାଭୂମି

କନକ ବ୍ୟୁରୋ : ରାଜ୍ୟରେ ଧିରେ ଧିରେ ବଢୁଛି କରୋନା ସଂକ୍ରମଣ । ଏହାରି ମଧ୍ୟରେ ରାଜ୍ୟସରକାର ବି କଟକଣାକୁ କଡାକଡି କରିବାରେ ଲାଗିଛନ୍ତି । ଏହି କ୍ରମରେ ଗଂଜାମ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଉପରେ ଲାଗିଛି କଟକଣା । ଜିଲ୍ଲାରେ ଥିବା ଗୋପାଳପୁର ଓ ସୋନପୁର ବେଳାଭୂମିକୁ ପ୍ରତ୍ୟେକ ଶନିବାର ଓ ରବିବାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ସାନିଟାଇଜ୍ କରିବାକୁ ବୁଧବାର ଦିନ ତାରାତାରେଣୀ ପୀଠ ବନ୍ଦ ରହିବ ବୋଲି କୁହାଯାଇଛି ।Continue reading “ଗଂଜାମ ପର୍ଯ୍ୟଟନ ସ୍ଥଳୀ ପାଇଁ ଆସିଲା ନୂଆ ଗାଇଡଲାଇନ ।  ପ୍ରତ୍ୟେକ ଶନିବାର ଓ ରବିବାର ବନ୍ଦ ରହିବ ଗୋପାଳପୁର ଓ ସୋନପୁର ବେଳାଭୂମି”

Design a site like this with WordPress.com
Get started