ଟିକା ଅଭାବକୁ ନେଇ ରାଜନୀତି । ପାତରଅନ୍ତର ଅଭିଯୋଗ ଆଣିଲେ ମହାରାଷ୍ଟ୍ର ସରକାର । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର କହିଲେ, ପରିଚାଳନାରେ ତ୍ରୁଟି ଯୋଗୁଁ ମହାରାଷ୍ଟ୍ରରେ ନଷ୍ଟ ହେଉଛି ଟିକା

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ କୋଭିଡ ଟିକାକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ଓ କେନ୍ଦ୍ର । ଯେଉଁ ଦେଶ ବାହାର ରାଷ୍ଟ୍ର ଗୁଡିକୁ ଟିକା ଯୋଗାଇଛି ଏବେ ସେହି ଦେଶରେ କଣ ଟିକାର ଅଭାବ ଦେଖାଦେଇଛି କି? ବିଭିନ୍ନ ରାଜ୍ୟରୁ ଟିକାର ଅଭାବ ନେଇ ଅଭିଯୋଗ ହେବା ପରେ ଏପରି ପ୍ରଶ୍ନ ଉଠିଛି । ଦେଶରେ ସବୁଠୁ ଅଧିକ ସଂକ୍ରମିତ ମହାରାଷ୍ଟ୍ରରୁ ପ୍ରଥମେ ପର୍ଯ୍ୟାପ୍ତ ପରିମାଣର ଟିକା ଉପଲବ୍ଧ ନଥିବା ନେଇContinue reading “ଟିକା ଅଭାବକୁ ନେଇ ରାଜନୀତି । ପାତରଅନ୍ତର ଅଭିଯୋଗ ଆଣିଲେ ମହାରାଷ୍ଟ୍ର ସରକାର । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର କହିଲେ, ପରିଚାଳନାରେ ତ୍ରୁଟି ଯୋଗୁଁ ମହାରାଷ୍ଟ୍ରରେ ନଷ୍ଟ ହେଉଛି ଟିକା”

ପୁରୀ ରଥଯାତ୍ରା ଭଳି ହେବ କି ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା । ବିନା ଭକ୍ତ ଓ ଅଳ୍ପ ସେବାୟତରେ ରଥଯାତ୍ରା କରିବାକୁ ସରକାରଙ୍କୁ ଦିଆଯିବ ପ୍ରସ୍ତାବ ।

କନକ ବ୍ୟୁରୋ: ଆଶା ଓ ଆଶଙ୍କାରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । କୋଭିଡ ଯୋଗୁଁ ଗତବର୍ଷ ହୋଇପାରିନଥିବା ରଥଯାତ୍ରାକୁ ଏ ବର୍ଷ କରିବା ନେଇ  ଜୋରସୋରରେ ଆଲୋଚନା ହୋଇଛି । ପୁରୀ ରଥଯାତ୍ରା ଭଳି ଏ ବର୍ଷ ରୁକୁଣା  ରଥଯାତ୍ରା କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଂଟ । ଆଉ ସରକାର ଅନୁମତି ଦେଲେ ଗଡିବ ରୁକୁଣା ରଥ । ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା  ରଥଯାତ୍ରା ହେବ ନା ନାହିଁ । ଏହାକୁ  ନେଇContinue reading “ପୁରୀ ରଥଯାତ୍ରା ଭଳି ହେବ କି ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା । ବିନା ଭକ୍ତ ଓ ଅଳ୍ପ ସେବାୟତରେ ରଥଯାତ୍ରା କରିବାକୁ ସରକାରଙ୍କୁ ଦିଆଯିବ ପ୍ରସ୍ତାବ ।”

କୋଟିଆରେ ଫେଲ ମାରିଲା ପ୍ରଶାସନର ପଦକ୍ଷେପ । ୧୪୪ ଧାରା ଭାଙ୍ଗି, ପୁଲିସକୁ ପ୍ରତିବାଦ କରି ଆନ୍ଧ୍ରକୁ ଭୋଟ ଦେବାକୁ ଗଲେ କୋଟିଆବାସୀ ।

କନକ ବ୍ୟୁରୋ: ପୁଣି ଜୋରଦାର ହେଲା କୋଟିଆ କଳି । ଆନ୍ଧ୍ର ଅଧିକାରୀ ଓ ଲୋକଙ୍କ କଥା କଟାକଟି ଭିତରେ କୋଟିଆ ପଂଚାୟତର ନେରିଡ଼ିୱାଲସାରେ ଭୋଟ ଦାନ କରିଛି ଆନ୍ଧ୍ର । ତେବେ କେବଳ ତେଲୁଗୁ ସଂପ୍ରଦାୟର ଲୋକେ ଭୋଟଦେଇଛନ୍ତି । ଆନ୍ଧ୍ରର ମତଦାନ କେନ୍ଦ୍ରକୁ ଗଲେ ନାହିଁ ଓଡିଆ ଭୋଟର । ନିର୍ବାଚନ ଶେଷ ସୁଦ୍ଧା ୧୨ଶହ ୯୧ ଭୋଟରୁ ପଡିଲା ମାତ୍ର ୨୩୦ ଭୋଟ୍ । ଆନ୍ଧ୍ରକୁ ଚେକ୍ ଦେବା ପାଇଁ କରୋନା ସଂକ୍ରମଣContinue reading “କୋଟିଆରେ ଫେଲ ମାରିଲା ପ୍ରଶାସନର ପଦକ୍ଷେପ । ୧୪୪ ଧାରା ଭାଙ୍ଗି, ପୁଲିସକୁ ପ୍ରତିବାଦ କରି ଆନ୍ଧ୍ରକୁ ଭୋଟ ଦେବାକୁ ଗଲେ କୋଟିଆବାସୀ ।”

ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ବକ୍ତବ୍ୟ ରଖିଲେ ନବୀନ । ୧୦ ଦିନ ପାଇଁ ପାଇଁ ଟିକା ଓଡିଶାକୁ ଦେବାକୁ ଦାବି ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକାକୁ ନେଇ ନିଜର ବକ୍ତବ୍ୟ ରଖିଛନ୍ତି । ଓଡିଶାରେ ୧୦ ଦିନ ପାଇଁ ଟିକା ମହଜୁଦ କରି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କରିଛନ୍ତି । ଆମ ରାଜ୍ୟରେ ଏବେ ଦିନକୁ ଅଢେଇ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇପାରୁଛି । ଯଥେଷ୍ଟ ଟିକା ଯୋଗାଣ ନହେଉଥିବାରୁ ଟିକାକରଣ ବାଧାପ୍ରାପ୍ତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି । ଅନ୍ୟପଟରେ ପୂର୍ବବର୍ଷ ଜରୁରୀ କୋଭିଡ୍Continue reading “ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ବକ୍ତବ୍ୟ ରଖିଲେ ନବୀନ । ୧୦ ଦିନ ପାଇଁ ପାଇଁ ଟିକା ଓଡିଶାକୁ ଦେବାକୁ ଦାବି ।”

କରୋନା ସ୍ଥିତିର ସମୀକ୍ଷା ବେଳେ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ । ଦେଶରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଲକଡାଉନ୍ ଜରୁରୀ ନୁହେଁ ।

କନକ ବ୍ୟୁରୋ: ଦେଶରେ କରୋନା ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଆଲୋଚନା କାଳରେ ମୋଦୀ କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଲକଡାଉନ୍ ଜରୁରୀ ନୁହେଁ । ତା ସହ ଗୋଟିଏ ରାଜ୍ୟକୁ ସମ୍ପୂର୍ଣ୍ଣ ଟିକା ଦେବା ସମ୍ଭବ ନୁହେଁ । ଆମକୁ ଦେଶର ସବୁ ରାଜ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ଏହାସ ମାଇକ୍ରୋ କଂଟେନମେଂଟ ଜୋନ ଉପରେ ଫୋକସ୍ ଦେବାକୁ ପ୍ରଧାନମନ୍ତ୍ରୀ ଜୋର୍Continue reading “କରୋନା ସ୍ଥିତିର ସମୀକ୍ଷା ବେଳେ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ । ଦେଶରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଲକଡାଉନ୍ ଜରୁରୀ ନୁହେଁ ।”

କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀଙ୍କ ଆଲୋଚନା । ଏପ୍ରିଲ ୧୧ରୁ ୧୪ ଯାଏଁ ପାଳନ ହେବ ଟିକା ଉତ୍ସବ ।

କନକ ବ୍ୟୁରୋ: ଦେଶରେ କୋଭିଡ୍ ସଂକ୍ରମଣ ଶିଖର ଛୁଇଁଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ଆଲୋଚନା କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସାରା ଦେଶରେ ଟିକା ଉତ୍ସବ ମନାଇବାକୁ କହିଛନ୍ତି । ଏପ୍ରିଲ ୧୧ରୁ ଏପ୍ରିଲ ୧୪ ତାରିଖ ଯାଏଁ ଟିକା ଉତ୍ସବ ମନାଇ ପାରିବା । ଯେଉଁଥିରେ ଅଧିକରୁ ଅଧିକ ଲୋକ ଭାକ୍ସିନ ନେବେ । ବିଶେଷକରି ଦେଶର ଯୁବବର୍ଗ ଟିକାକରଣ ପାଇଁ ଆଗେଇContinue reading “କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀଙ୍କ ଆଲୋଚନା । ଏପ୍ରିଲ ୧୧ରୁ ୧୪ ଯାଏଁ ପାଳନ ହେବ ଟିକା ଉତ୍ସବ ।”

ଅନ୍ୟ ରାଜ୍ୟରୁ ଓଡିଶା ଆସିଲେ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର । ଏପ୍ରିଲ ୩୦ ଯାଏଁ ଛତିଶଗଡକୁ ଯାତାୟାତ ମନା ।

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦେଖି ଏବେ ପୁଣି ନିୟମ କଡାକଡି କରିଛନ୍ତି ରାଜ୍ୟ ସରକାର । ଏଣିକି ଅନ୍ୟ ରାଜ୍ୟରୁ ଓଡିଶା ଆସିଲେ ଆରଟି-ପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ଏସଆରସିଙ୍କ ତରଫରୁ ଦିଆଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ଏଣିକି ଅନ୍ୟ ରାଜ୍ୟରୁ ଟ୍ରେନ୍, ବସ୍, ବିମାନରେ ଓଡିଶା ଆସିଲେ ଆରଟି-ପିସିଆର୍ ଟେଷ୍ଟ ରିପୋର୍ଟ ଦେବାକୁ ପଡିବ । ଏହି ରିପୋର୍ଟ ୭୨ ଘଂଟା ଭିତରେ ହୋଇଥିବା ଆବଶ୍ୟକ, ନଚେତ୍ ଦୁଇଟି କୋଭିଡ୍ ଟିକା ନେଇଥିବାContinue reading “ଅନ୍ୟ ରାଜ୍ୟରୁ ଓଡିଶା ଆସିଲେ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର । ଏପ୍ରିଲ ୩୦ ଯାଏଁ ଛତିଶଗଡକୁ ଯାତାୟାତ ମନା ।”

ରାଜ୍ୟରେ ଟିକା ସଂକଟ, ୭୦୦ ଟିକାକରଣ କେନ୍ଦ୍ର ବନ୍ଦ । ଫେଲ ମାରିଲା ଦୈନିକ ୨ ଲକ୍ଷ ଟିକାକରଣ ଟାର୍ଗେଟ ।

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଟିକା ସବୁଠୁ ବଡ଼ ଅସ୍ତ୍ର ହୋଇଥିବା ବେଳେ ଟିକାକୁ ନେଇ ଆରମ୍ଭ ହୋଇ ଯାଇଛି ଟଣାଓଟରା । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଅଭିଯୋଗ କରିଛନ୍ତି ଆବଶ୍ୟକ ମୁତାବକ ଟିକା ପଠାଉନାହିଁ କେନ୍ଦ୍ର । ଯାହାକୁ ମାନିବାକୁ ନାରାଜ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ମାଡୁଥିବା ବେଳେ ଓଡ଼ିଶାରେ ୭୦୦ ଟିକାକରଣ କେନ୍ଦ୍ରକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଏପ୍ରିଲContinue reading “ରାଜ୍ୟରେ ଟିକା ସଂକଟ, ୭୦୦ ଟିକାକରଣ କେନ୍ଦ୍ର ବନ୍ଦ । ଫେଲ ମାରିଲା ଦୈନିକ ୨ ଲକ୍ଷ ଟିକାକରଣ ଟାର୍ଗେଟ ।”

ପ୍ରଜାକୋର୍ଟ ପରେ ରାକେଶ୍ୱରଙ୍କୁ ଛାଡିଥିଲେ ମାଓବାଦୀ । ସାମ୍ନାକୁ ଆସିଲା ପ୍ରଜାମେଳିର ଚିତ୍ର । 

କନକ ବ୍ୟୁରୋ: କୋବ୍ରା ଯବାନ ରାକେଶ୍ୱର ମାଓବାଦୀଙ୍କ କବଳରୁ ମୁକ୍ତ ହେବା ପରେ ଏବେ କିଛି ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରେ ମାଓବାଦୀମାନେ ରାକେଶ୍ୱରଙ୍କୁ ନେଇ ପ୍ରଜାମେଳି କରିଥିବା ଦେଖିବାକୁ ମିଳିଛି । ଏହି ପ୍ରଜାମେଳିରେ ମାଓବାଦୀମାନେ ରାକେଶ୍ୱରଙ୍କୁ ନେଇ ଚର୍ଚ୍ଚା କରିବା ସହିତ ଶେଷରେ ତାଙ୍କୁ ଛାଡିବା ନେଇ ନିଷ୍ପତ୍ତି ହୋଇଥିଲା ବୋଲି ଖବର ମିଳିଛି । ଅନ୍ୟପଟେ ପ୍ରଜାମେଳି ସମୟରେ ରାକେଶ୍ୱରଙ୍କ ହାତକୁ ମାଓବାଦୀମାନେ ବାନ୍ଧିବା ସହିତ ସେଠାରେ ଶତାଧିକ ଗାଁ ଲୋକContinue reading “ପ୍ରଜାକୋର୍ଟ ପରେ ରାକେଶ୍ୱରଙ୍କୁ ଛାଡିଥିଲେ ମାଓବାଦୀ । ସାମ୍ନାକୁ ଆସିଲା ପ୍ରଜାମେଳିର ଚିତ୍ର । “

ମାଓବାଦୀଙ୍କ କବଜାରୁ ମୁକୁଳିଲେ ରାକେଶ୍ୱର । ଚାରିଆଡେ ଦେଖିବାକୁ ମିଳିଲା ଖୁସିର ମାହୋଲ । ସ୍ତ୍ରୀ, ପତ୍ନୀ କହିଲେ ତାଙ୍କ ପାଇଁ ଆଜି ଖୁସିର ଦିନ…

କନକ ବ୍ୟୁରୋ: ମାଓବାଦୀଙ୍କ କବଜାରୁ ଅପହୃତ ଯବାନ ରାକେଶ୍ୱର ମୁକ୍ତ ହେବା ପରେ ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଖାଲି ପରିବାର ନୁହେଁ, ରାକେଶ୍ୱରଙ୍କ ସାଥୀ ଯବାନ ମଧ୍ୟ ତାଙ୍କର ମୁକ୍ତି ପରେ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ଏପଟେ ରାକେଶ୍ୱରଙ୍କ ପତ୍ନୀ କହିଛନ୍ତି କି, ,ସେ ଖୁସିରେ ବିଭୋର ହୋଇଯାଇଛନ୍ତି । ସେ ହିମ୍ମତ ହରାଇନଥିଲେ । ତାଙ୍କ ସ୍ୱାମୀ ଫେରିବେ ବୋଲି ତାଙ୍କର ବିଶ୍ୱାସ ଥିଲା । ସରକାରContinue reading “ମାଓବାଦୀଙ୍କ କବଜାରୁ ମୁକୁଳିଲେ ରାକେଶ୍ୱର । ଚାରିଆଡେ ଦେଖିବାକୁ ମିଳିଲା ଖୁସିର ମାହୋଲ । ସ୍ତ୍ରୀ, ପତ୍ନୀ କହିଲେ ତାଙ୍କ ପାଇଁ ଆଜି ଖୁସିର ଦିନ…”

Design a site like this with WordPress.com
Get started